Browsing Tag

spicejet

ରନୱେରେ ଧକ୍କା ହେଲା ଦୁଇଟି ବିମାନ, ସମସ୍ତ ଯାତ୍ରୀ ଓ କ୍ରୁ ସଦସ୍ୟ ସୁରକ୍ଷିତ

ନୂଆଦିଲ୍ଲୀ : ଦିଲ୍ଲୀ ଇନ୍ଦିରା ଗାନ୍ଧି ଇଣ୍ଟରନ୍ୟାସନାଲ ଏୟାରପୋର୍ଟରେ ଟଳିଲା ବଡ଼ ବିମାନ ଦୁର୍ଘଟଣା । ସାଇସ୍ପଜେଟ B737-700 ବିମାନ ଏୟାରପୋର୍ଟରେ ଟ୍ୟାକ୍ସିଂ କରୁଥିବା ବେଳେ ଅନ୍ୟ ଏକ ଆକାସା ଏୟାର ବିମାନକୁ ରନୱେରେ ଧକ୍କା ଦେଇଥିଲା । ଏହି ଧକ୍କା ଫଳରେ ସ୍ପାଇସଜେଟ ବିମାନର ଡାହାଣ ୱିଙ୍ଗ…

କୁଏତ ହୋଟେଲରେ ଫସିଛନ୍ତି ୩୦୦ ଭାରତୀୟ, ୟୁଏଇରୁ ଉଡ଼ାଣ ଭରିବ ୮ଟି ସ୍ପେଶାଲ ସ୍ପାଇସଜେଟ ବିମାନ

ନୂଆଦିଲ୍ଲୀ : ଉପସାଗରୀୟ ଦେଶଗୁଡ଼ିକରେ ଫସି ରହିଥିବା ଭାରତୀୟ ନାଗରିକଙ୍କୁ ସୁରକ୍ଷିତ ଭାବରେ ଫେରାଇ ଆଣିବା ପାଇଁ ଘରୋଇ ବିମାନ କମ୍ପାନୀ ସ୍ପାଇସଜେଟ୍ ଚେଷ୍ଟା ଜାରି ରଖିଛି । କମ୍ପାନୀ ଘୋଷଣା କରିଛି ଯେ,  ଆଜି ମାର୍ଚ୍ଚ ୪ ତାରିଖରେ ସଂଯୁକ୍ତ ଆରବ ଏମିରେଟ୍ସ (UAE)ରୁ ୮ଟି ସ୍ୱତନ୍ତ୍ର ବିମାନ…

ମୁମ୍ବାଇରୁ କୋଲକତା ଯାଉଥିବା ସ୍ପାଇସଜେଟ୍ ବିମାନର ଇଂଜିନ ଫେଲ୍, କଲା ଜରୁରୀ ଅବତରଣ

କୋଲକତା : ପୁଣି ମଝି ଆକାଶରେ ଟଳିଲା ବଡ଼ ବିପଦ । ଅଘଟଣରୁ ବର୍ତ୍ତିଲା ସ୍ପାଇସ୍ ଜେଟ୍ ବିମାନ । ରବିବାର ରାତିରେ ମୁମ୍ବାଇରୁ କୋଲକାତା ଆସୁଥିବା ଏକ ବିମାନ ବଡ଼ ଅଘଟଣରୁ ବର୍ତ୍ତି ଯାଇଛି । ମଝି ଆକାଶରେ ବିମାନର ଇଞ୍ଜିନ୍ ଖରାପ ହୋଇଯାଇଥିଲା । ଏନେଇ ବିମାନର ପାଇଲଟ୍ କୋଲକାତା ଏଟିସିକୁ…

ଉଡ଼ାଣ ଭରିବା ସମୟରେ ଖସିପଡ଼ିଲା ସ୍ପାଇସଜେଟ ବିମାନର ଚକ, ପାଇଲଟଙ୍କ ଯୋଗୁଁ ବଞ୍ଚିଗଲା ୭୫ ଯାତ୍ରୀଙ୍କ ଜୀବନ

ଗୁଜରାଟ : ଗୁଜରାଟ କାଣ୍ଡଲାରୁ ମୁମ୍ବାଇ ଯାଉଥିବା ସ୍ପାଇସଜେଟ ବିମାନ ବଡ଼ ଦୁର୍ଘଟଣାରୁ ବର୍ତ୍ତିଯାଇଛି । ବିମାନଟି ଉଡ଼ାଣ ଭରିବା ମାତ୍ରେ ଗୋଟିଏ ଚକ ଖସିପଡିଥିଲା । ବିମାନରେ ୭୫ ଜଣ ଯାତ୍ରୀ ରହିଥିଲେ । ତେବେ ବିମାନଟି ସୁରକ୍ଷିତ ଭାବେ ଅବତରଣ କରିଥିଲା । ଖବର ମୁତାବକ, ଗୁଜରାଟ କାଣ୍ଡଲାରୁ…

ସ୍ପାଇସଜେଟରେ ସ୍ୱାଧୀନତା ଦିବସ ଅଫର, ମାତ୍ର ୧୫୧୫ ଟଙ୍କାରେ କରନ୍ତୁ ବିମାନ ଯାତ୍ରା

ବିମାନ ଯାତ୍ରୀଙ୍କ ପାଇଁ ଖୁସି ଖବର । ବିମାନ କମ୍ପାନୀ ସ୍ପାଇସଜେଟ ଗ୍ରାହକଙ୍କ ପାଇଁ ଏକ ସ୍ୱତନ୍ତ୍ର ଅଫର ନେଇ ଆସିଛି । ସ୍ପାଇସଜେଟରେ ଯାତ୍ରା କରିବାକୁ ଇଚ୍ଛୁକ ଥିବା ଯାତ୍ରୀ ୧୫୧୫ ଟଙ୍କା ଦେଇ ବିମାନରେ ଯାତ୍ରା କରିବାର ସୁଯୋଗ ଲାଭ ଉଠାଇପାରିବେ । ସ୍ପାଇସଜେଟର ଅଫର ୨୦ ଅଗଷ୍ଟ ଯାଏଁ ଚାଲିବ…

ରେଳବିଭାଗର ନୂଆ ଅଫର, ଅପ୍ରେଲରେ ମାଗଣାରେ ବୁଲିପାରିବେ ଭୂସ୍ୱର୍ଗ କାଶ୍ମୀର, କରିବାକୁ ପଡ଼ିବ ବାସ୍‌ ଏହି କାମ

ଆଗକୁ ଆସୁଛି ଗରମ ଦିନ। ଏହି ଗରମ ଦିନରେ ସମସ୍ତଙ୍କର ଇଚ୍ଛା ଥାଏ ଥଣ୍ଡା ସ୍ଥାନକୁ ବୁଲିଯିବା। ଆସନ୍ତା ଅପ୍ରେଲ ମାସରେ ଯଦି ଆପଣ ବୁଲିବାକୁ ଚାହୁଁଛନ୍ତି ତେବେ ରେଳ ବିଭାଗ ଆଣିଛି ଏଭଳି ଯାତ୍ରୀଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। ଭାରତୀୟ ରେଳ ବିଭାଗ ଯାତ୍ରୀଙ୍କୁ ମାଗଣାରେ ଶ୍ରୀନଗର ବୁଲାଇବାର…

ସ୍ପାଇସଜେଟ୍ ବିରୋଧରେ DGCAର କାର୍ଯ୍ୟାନୁଷ୍ଠାନ: ୮ ସପ୍ତାହ ପାଇଁ ୫୦% ଉଡାଣ ଉପରେ ରୋକ

ନୂଆଦିଲ୍ଲୀ : ସ୍ପାଇସ୍‌ଜେଟ୍‌ ଉପରେ DGCAର କାର୍ଯ୍ୟାନୁଷ୍ଠାନ। ସ୍ପାଇସ୍‌ଜେଟ୍‌ର ୫୦% ବିମାନ ଉଡ଼ାଣ ଉପରେ ରୋକ୍‌ । ୮ ସପ୍ତାହ ପାଇଁ ଉଡ଼ାଣ ଉପରେ ରୋକ୍‌ ଲଗାଇଲା DGCA । ସ୍ପାଇସ୍‌ଜେଟ୍‌ ବିମାନରେ ବାରମ୍ବାର ବୈଷୟିକ ତ୍ରୁଟି ଅଭିଯୋଗ ପରେ କାର୍ଯ୍ୟାନୁଷ୍ଠାନ। ୧୮ ଦିନ ମଧ୍ୟରେ…

ସ୍ପାଇସ୍‌ଜେଟକୁ କାରଣ ଦର୍ଶାଅ ନୋଟିସ୍‌ ଜାରି କଲା ଡିଜିସିଏ, ୧୮ ଦିନ ମଧ୍ୟରେ ଏହା ୮ମ ଯାନ୍ତ୍ରିକ ତ୍ରୁଟି

ସ୍ପାଇସ୍‌ ଜେଟ୍‌କୁ ଦୁର୍ଦ୍ଦଶା। ସ୍ପାଇସ୍‌ଜେଟ୍‌ ବିମାନରେ ପୁଣି ତ୍ରୁଟି। ଆଜି ଚୀନ ଯାଉଥିବା ବେଳେ ସ୍ପାଇସ୍‌ଜେଟ୍‌ କାର୍ଗୋ ବିମାନର ରାଡାର ଫେଲ୍‌ ହୋଇଥିଲା। କାର୍ଗୋ ବିମାନର ପାଣିପାଗ ରାଡାର ସିଷ୍ଟମ ଫେଲ୍‌ ହେବାରୁ ତାହା କୋଲକାତା ଫେରିଆସିଛି। ସେହିଭଳି ଗତକାଲି ମଧ୍ୟ ପାକିସ୍ତାନ…

SpiceJet ସିଷ୍ଟମ୍‌ ଉପରେ ସାଇବର ଆଟାକ୍‌! ଅନେକ ଉଡ଼ାଣ ବାତିଲ…ଟ୍ଵିଟ୍‌ କରି ଏମିତି କଥା କହିଲା ଏୟାରଲାଇନ

ଏୟାରଲାଇନ କମ୍ପାନୀ ‘ସ୍ପାଇସ୍‌ଜେଟ’ ଉପରେ ମଙ୍ଗଳବାର ରାତିରେ ସାଇବର ଆଟାକ୍‌ ହୋଇଛି। ଏହି ସାଇବର ଆଟାକ୍‌ ଯୋଗୁ ଏୟାରଲାଇନର ସିଷ୍ଟମ୍‌ ପ୍ରଭାବିତ ହୋଇଛି, ଯଦ୍ଦ୍ଵାରା ଏହାର ଅପରେସନ ଧିମା ପଡ଼ି ଯାଇଛି। ବୁଧବାର ସକାଳେ ମଧ୍ୟ ସ୍ପାଇସ୍‌ଜେଟର କିଛି ଉଡ଼ାଣ ପ୍ରଭାବିତ ହୋଇଛି। ଏୟାରଲାଇନ ଏକ…

ଖୁସି ଖବର ! ଏବେ ପ୍ଲେନରେ ମଧ୍ୟ ଚଲାଇପାରିବେ ଇଣ୍ଟରନେଟ, ଜାଣନ୍ତୁ କିଏ ଯୋଗାଉଛି ଏହି ସେବା

ଭାରତ ଦୁନିଆର ସବୁଠାରୁ ଅଧିକ ଡାଡା ଖର୍ଚ୍ଚ କରୁଥିବା ଦେଶ ମଧ୍ୟରେ ଅନ୍ୟତମ। ଇଣ୍ଟରନେଟ ସେବା ଦେଶର କୋଣ ଅନୁକୋଣରେ ମିଳୁଥିବାରୁ ଡାଟା ମଧ୍ୟ ସେମିତି ବ୍ୟବହାର କରାଯାଉଛି। କିନ୍ତୁ ଏମିତି ଏକ ଜାଗ ରହିଛି, ଯେଉଁଠି ଆଜି ବି ଭାରତୀୟମାନେ ଇଣ୍ଟରନେଟ ସେବାକୁ ବ୍ୟବହାର କରିପାରୁନାହାନ୍ତି। ଆଉ…

ପଶ୍ଚିମବଙ୍ଗ : ଅବତରଣ ପୂର୍ବରୁ କାଳବୈଶାଖୀରେ ଫସିଲା ସ୍ପାଇସ୍‌ ଜେଟ୍‌, ୪୦ ଆହତ, ୧୨ ଗୁରୁତର

କୋଲକତା: ପଶ୍ଚିମବଙ୍ଗରେ ବିମାନ ଅବତରଣ ପୂର୍ବରୁ କାଳବୈଶାଖୀରେ ଫସିଲା ସ୍ପାଇସ୍‌ ଜେଟ୍‌ । ବିମାନ କ୍ୟାବିନରୁ ଖସିଲା ସାମଗ୍ରୀ , ୪୦ ଆହତ, ୧୨ ଗୁରୁତର। ପଶ୍ଚିମବଙ୍ଗର ଦୁର୍ଗାପୁରରେ ରବିବାର ଏଭଳି ଘଟଣା ଘଟିଛି । ସ୍ପାଇସଜେଟ ବୋଇଙ୍ଗ-୭୩୭ ବିମାନ ମୁମ୍ବାଇରୁ ଦୁର୍ଗାପୁରର ଅଭିମୁଖେ…

Spice Jetର ୯୦ ପାଇଲଟ୍‌ଙ୍କୁ ବିମାନ ଉଡ଼ାଇବାକୁ ମନା କଲା DGCA, ପୁଣି ଟ୍ରେନିଂ ନେବା ପରେ ହିଁ ମିଳିବ ଉଡ଼ାଣ ଅନୁମତି

ନୂଆଦିଲ୍ଲୀ: ଡାଇରେକ୍ଟର ଜେନେରାଲ ଅଫ୍‌ ସିଭିଲ୍‌ ଏଭିଏସନ୍‌ (DGCA) ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ଅବସରରେ ସ୍ପାଇସ୍‌ ଜେଟ୍‌ର ୯୦ ପାଇଲଟ୍‌ଙ୍କୁ ବୋଇଂ ୭୩୭ ମ୍ୟାକ୍ସ ଉଡ଼ାଇବାକୁ ମନା କରିଛନ୍ତି। ତଦନ୍ତ ବେଳେ ଜଣାପଡ଼ିଛି ଯେ ଏହି ପାଇଲଟ୍‌ ମାନେ ଭଲ ଭାବେ ଟ୍ରେନିଂ ନେଇନାହାନ୍ତି।…