Browsing Tag

srilanka

ଶ୍ରୀଲଙ୍କାରେ ରାଷ୍ଟ୍ରପତି ଭବନ ଏବେ ପର୍ଯ୍ୟଟନ ସ୍ଥଳ, ପରିସ୍ଥିତି ଚିନ୍ତାଜନକ

ଗମ୍ବୀର ସଙ୍କଟ ଦେଇ ଗତି କରୁଛି ଶ୍ରୀଲଙ୍କା । ଆର୍ଥିକ ସଂକଟ ଭାଙ୍ଗି ଦେଇଛି ମୂଳଦୂଆ । ଏବେ ଖାଲି ଯେମିତି ପ୍ରମାଦ ଗଣା ଚାଲିଛି ଦେଶରେ । କାରଣ ଆର୍ଥିକ ସଂକଟ ଦେଇ ଗତି କରୁଥିବାରୁ ପରିସ୍ଥିତି ବେଶ ଚିନ୍ତାଜନକ । ଏଭଳି ପରିସ୍ଥିତି ଯେ ଗୋଟେ ପରେ ଗୋଟେ ସମସ୍ୟା ସାମନାକୁ ଆସୁଛି । ଆର୍ଥିକ…

ଲଙ୍କାରେ ନିଆଁ, ପ୍ରଧାନମନ୍ତ୍ରୀ ବିକ୍ରମସିଂଘେଙ୍କ ବାସଭବନ ଜାଳିଦେଲେ ବିକ୍ଷୋକଭକାରୀ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ବିକ୍ରମସିଂଘେଙ୍କ ବାସଭବନ ଜାଳିଦେଲେ ବିକ୍ଷୋକଭକାରୀ । ଘରେ ପଶି ଭଙ୍ଗା ରୁଜା ମଧ୍ୟ କରିଛନ୍ତି । ତା ପୂର୍ବରୁ ବିକ୍ଷୋଭକାରୀ ରାଷ୍ଟ୍ରପତି ଭବନକୁ କବ୍‌ଜା କରି ନେଇଥିଲେ । ଜୀବନ ବଞ୍ଚାଇବାକୁ ବାସଭବନ ଛାଡ଼ି ପଳାଇଲେ ରାଷ୍ଟ୍ରପତି ଗୋଟାବାୟା ରାଜ୍‌ପାକ୍‌ସେ।…

ଆର୍ଥିକ ସଙ୍କଟ ମଧ୍ୟରେ ଶ୍ରୀଲଙ୍କାରେ ଆୟୋଜିତ ହେବ ‘LPL 3’, ଭାଗ ନେବେ ଏହି ଭାରତୀୟ ଖେଳାଳି

ଆର୍ଥିକ ସଙ୍କଟ ଦେଇ ଗତି କରୁଛି ଶ୍ରୀଲଙ୍କା। ଆର୍ଥିକ ସଙ୍କଟ ଯୋଗୁଁ ବିଭିନ୍ନ ସ୍ଥାନରେ ବିରୋଧ ପ୍ରଦର୍ଶନ ହେଉଛି । ଏହା ମଧ୍ୟରେ ଶ୍ରୀଲଙ୍କା କ୍ରିକେଟ ଲଙ୍କା ପ୍ରିମିଅର ଲିଗ୍‌ (LPL 2022) ର ତୃତୀୟ ସିଜିନି ସିଡ୍ୟୁଲର ଘୋଷଣା କରିଛି। କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଜୁଲାଇ ୩୧ ତାରିଖରୁ…

ଶ୍ରୀଲଙ୍କାରେ ଜରୁରୀ କାଳୀନ ପରିସ୍ଥିତି ଲାଗୁ, ହିଂସା ପାଇଁ କଡା ନିୟମ, ଦେଖିବା ମାତ୍ରେ ଗୁଳି ମାରିବାକୁ ନିର୍ଦେଶ

ଶ୍ରୀଲଙ୍କା ଏବେ ସବୁଠୁ ବଡ ସଙ୍କଟ ଦେଇ ଗତି କରୁଛି । ଦେଶରେ ଏବେ ଇମରଜେନ୍ସି ଲାଗୁ ହୋଇଛି । ଏହା ଭିତରେ ରାଜନୈତିକ ସଂକଟ ବି ମୁଣ୍ଡ ଟେକିଲାଣି । ମହିନ୍ଦା ରାଜପକ୍ଷ ନିଜ ଇସ୍ତଫା ଶ୍ରୀଲଙ୍କା ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷଙ୍କୁ ଦେଇଛନ୍ତି । ଏଠାରେ ଏବେ ଯାଏଁ ହିଂସା ଯୋଗୁ ୮ଜଣଙ୍କର…

ଭାରତକୁ ସହାୟତା ମାଗିଲେ ଶ୍ରୀଲଙ୍କାର ପୂର୍ବତନ କ୍ରିକେଟର ସନଥ ଜୟସୁରିଆ, ମୋଦିଙ୍କୁ ଜଣାଇଲେ ଧନ୍ୟବାଦ

ସଙ୍କଟରେ ଶ୍ରୀଲଙ୍କା। ଦେବାଳିଆ ହୋଇଆସୁଛି ଶ୍ରୀଲଙ୍କାର ସ୍ଥିତି। ରାଜନୈତିକ ଏବଂ ଅର୍ଥନୈତିକ ସ୍ଥିତି ଖରାପ ହୋଇ ଚାଲିଛି। ଏପରି ସ୍ଥଳେ ଶ୍ରୀଲଙ୍କାର ପୂର୍ବତନ କ୍ରିକେଟର ସନଥ ଜୟସୁରିଆ ଭାରତକୁ ସହାୟତା ମାଗିଛନ୍ତି। ଭାରତକୁ ଏକ ବଡ ଭାଇ ବୋଲି କହି ଶ୍ରୀଲଙ୍କାର ପୂର୍ବତନ କ୍ରିକେଟର ସନଥ…

ଚୀନ୍‌ ଜାଲରେ ଶ୍ରୀଲଙ୍କା କେମିତି ଫସିଲା ଓ ଆଜି ଏ ଦୁର୍ଦ୍ଦଶା ଭୋଗୁଛି କେମିତି ଜାଣନ୍ତୁ

ଗୋଟିଏ ଦେଶ ଯୁଦ୍ଧରେ ବର୍ବାଦ ହେଉଛି ତ ଆଉ ଗୋଟିଏ ଦେଶ ଅର୍ଥନୈତିକ ସଂକଟରେ ଭୁଶୁଡ଼ିବାରେ ଲାଗିଛି । ସେ ଦେଶ ହେଉଛି ଶ୍ରୀଲଙ୍କା । ବର୍ତ୍ତମାନ ସମୟରେ ଶ୍ରୀଲଙ୍କାର ସ୍ଥିତି ଭୀଷଣ ଭାବେ ବିଗିଡିବାରେ ଲାଗିଛି । ଏଠାରେ ଦରବୃଦ୍ଧି ଏତେ ମାତ୍ରାରେ ବଢିଗଲାଣି ଯେ ଲୋକେ ଖାଦ୍ୟ ସାମଗ୍ରୀ କିଣି ପାରୁ…

ପେପର ଓ କାଳି ପାଇଁ ପଇସା ନାହିଁ, ଲକ୍ଷ ଲକ୍ଷ ପିଲାଙ୍କ ପରୀକ୍ଷା ରଦ୍ଦ କଲା ଶ୍ରୀଲଙ୍କା

ଆର୍ଥିକ ସଙ୍କଟର ସାମ୍ନା କରୁଛି ଶ୍ରୀଲଙ୍କା। ତେଣୁ ଲକ୍ଷ ଲକ୍ଷ ସ୍କୁଲ ପିଲାଙ୍କ ପରୀକ୍ଷାକୁ ରଦ୍ଦ କରିଦେଇଛି। ଦେଶରେ ପ୍ରିଣ୍ଟିଂ ପେପରର ଅଭାବ ରହିଛି। ତେଣୁ ସରକାରଙ୍କ ଆଗାମୀ ଆଦେଶ ପର୍ଯ୍ୟନ୍ତ ପରୀକ୍ଷା ରଦ୍ଦ କରିଦିଆଯାଇଛି। ଖବର ମୁତାବକ, ଶ୍ରୀଲଙ୍କାରେ ନବମ, ଦଶମ ଏବଂ ଏକାଦଶ…

ଶ୍ରୀଲଙ୍କାରେ ଖାଦ୍ୟପଦାର୍ଥ ଦାମ୍ ଆକାଶଛୁଆଁ! ଆଳୁ କିଲୋ ପିଛା ୨୦୦ ଟଙ୍କା

ଶ୍ରୀଲଙ୍କା: ଶ୍ରୀଲଙ୍କାରେ ଖାଦ୍ୟପଦାର୍ଥ ଦାମ୍ ଆକାଶଛୁଆଁ! ଆଳୁର କିଲୋ ପିଛା ଦାମ୍ ୨୦୦ ଟଙ୍କାରେ ପହଞ୍ଚିଥିବା ବେଳେ କଞ୍ଚା ଲଙ୍କା ୭୦୦ ଟଙ୍କାରୁ ଅଧିକ ଦାମ୍‌ରେ ବିକ୍ରି ହେଉଛି। ଶ୍ରୀଲଙ୍କାରେ  ହାହାକାର ପରିସ୍ଥିତି। କିଛି ଦିନ ପୂର୍ବେ ଶ୍ରୀଲଙ୍କାରେ ୧୦୦ ଗ୍ରାମ ଲଙ୍କାର ଦାମ୍ ୧୮…

ଖେଳାଳିଙ୍କ ସନ୍ନ୍ୟାସ ଯୋଗୁ ଚିନ୍ତାରେ ଶ୍ରୀଲଙ୍କା କ୍ରିକେଟ୍‌ ବୋର୍ଡ, ଜାରି କଲା ନୂଆ ନିୟମ

ଜଣକ ପରେ ଜଣେ କ୍ରିକେଟରଙ୍କ ସନ୍ନ୍ୟାସ ଯୋଗୁ ଚିନ୍ତାରେ ଶ୍ରୀଲଙ୍କା କ୍ରିକେଟ୍‌ ବୋର୍ଡ। ଏବେ ବୋର୍ଡ ଏ ସମ୍ପର୍କରେ ଏକ ନୂଆ ନିୟମ ଲାଗୁ କରିଛି। ଏବେ ଶ୍ରୀଲଙ୍କାରେ ଖେଳାଳିଙ୍କୁ ଅବସର ନେବାର ୩ ମାସ ପୂର୍ବରୁ ନୋଟିସ୍‌ ଦେବାକୁ ପଡ଼ିବ। ଏଥିସହ ସେମାନଙ୍କୁ ଅନାପତ୍ତି ପ୍ରମାଣ ପତ୍ର (ଏନ୍‌ଓସି)…

ଟ୍ବେଣ୍ଟି ଟ୍ବେଣ୍ଟି ମ୍ୟାଚରେ ଶ୍ରୀଲଙ୍କାକୁ ହରାଇଲା ଭାରତ, ୩୮ ରନ୍ ରେ ଜିତିଲା

କଲମ୍ବୋ: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ପ୍ରଥମ ଟ୍ବେଣ୍ଟି ଟ୍ବେଣ୍ଟି ମ୍ୟାଚ ଖେଳରେ ବିଜୟ ଲାଭ କରିଛି ଟିମ୍ ଇଣ୍ଡିଆ।ଫଳରେ ଦିନିକିଆ ଭଳି ଟ୍ବେଣ୍ଟି ଟ୍ବେଣ୍ଟିରେ ମଧ୍ୟ ସିରିଜ୍ କବଜା କରିବା ଆଶା କରାଯାଉଛି। ୩୮ ରନ୍ ରେ ଶ୍ରୀଲଙ୍କାକୁ ହରାଇଛି ଭାରତୀୟ ଦଳ। ଟସ୍ ଜିତି ଶ୍ରୀଲଙ୍କା ପ୍ରଥମେ…

ଟିମ୍‌ ଇଣ୍ଡିଆ ସ୍ୱିମିଙ୍ଗ୍‌ ପୁଲ୍‌ରେ ଗାଧୋଇବାକୁ ନେଇ ସୋସିଆଲ ମିଡିଆରେ ହଙ୍ଗାମା, ଏମିତି ଖରାପ କମେଣ୍ଟ କରି…

ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ୧୩ ଜୁଲାଇରୁ ୩ ମ୍ୟାଚ୍‌ ବିଶିଷ୍ଟ ଓ୍ଵାନ୍‌ ଡେ’ ସିରିଜ୍‌ ଖେଳାଯିବ। ଶ୍ରୀଲଙ୍କା ଗସ୍ତରେ ଭାରତ ଓ୍ଵାନ୍‌ ଡେ’ ସିରିଜ ବ୍ୟତୀତ ୩ ମ୍ୟାଚ୍‌ ବିଶିଷ୍ଟ ଟି-୨୦ ସିରିଜ୍‌ ମଧ୍ୟ ଖେଳିବ। ଶ୍ରୀଲଙ୍କା ବିପକ୍ଷ ଓ୍ଵାନ୍‌ ଡେ’ ଏବଂ ଟି-୨୦ ସିରିଜ ପାଇଁ ଶିଖର ଧଓ୍ଵନଙ୍କୁ…

ଅଳିଆ ଗଦାରୁ ଖାଇବାକୁ ବାଧ୍ୟ ହେଉଛନ୍ତି ହାତୀ, ଭାଇରଲ ହେଉଥିବା ଫଟୋ ଦେଖି ଆପଣ ମଧ୍ୟ ହୋଇଯିବେ ଭାବୁକ

ଶ୍ରୀଲଙ୍କାର କିଛି ହାତୀଙ୍କ ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଫଟୋରେ ଦଳେ ହାତୀ ଜଙ୍ଗଲ ଛାଡି ଅଳିଆ ଆବର୍ଜନାରୁ ଖାଦ୍ୟ ସଂଗ୍ରହ କରୁଛନ୍ତି । ଏହି ଫଟୋ ଏବେ ଇଣ୍ଟରନେଟ୍ ୟୁଜର୍ସଙ୍କୁ ଭାବୁକ କରିଛି । ଏଥିରେ ପ୍ରତିକ୍ରିୟାର ସୁଅ ଛୁଟିଛି । ଇଣ୍ଟରନେଟରେ ଭାଇରଲ ହେଉଥିବା ଏହି…