Browsing Tag

student suicide

ଚାନ୍ଦବାଲିରେ ବୈତରଣୀ ବ୍ରିଜରୁ ନଈକୁ ଡେଇଁ ଯୁକ୍ତ ଦୁଇ ଛାତ୍ରୀ ନିଖୋଜ

ଚାନ୍ଦବାଲି(କେନ୍ୟୁଜ): ଚାନ୍ଦବାଲିରେ ବୈତରଣୀ ବ୍ରିଜରୁ ନଈକୁ ଡେଇଁ ଛାତ୍ରୀ ନିଖୋଜ । ଛାତ୍ରୀ ଜଣଙ୍କ ଯୁକ୍ତ ଦୁଇରେ ପଢୁଥିଲେ । ତାଙ୍କ ଘର ରାଜକନିକା ବୁରୁଡ଼ିଆରେ ବୋଲି ଜଣାପଡ଼ିଛି । ବ୍ରିଜ ଉପରେ ସାଇକେଲ ରଖି ନଦୀକୁ ଡେଇଁ ପଡିଥିଲେ। ତେବେ କଣ ପାଇଁ ସେ ନଈ ଭିତରକୁ ଡେଇଁ ପଡ଼ିଲେ ତାହା…

କଟକର ଏକ ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନର ଜଣେ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ମୃତ୍ୟୁର କାରଣ ଅସ୍ପଷ୍ଟ

କଟକ (କେନ୍ୟୁଜ): କଟକ CDAରେ ଥିବା ଜାତୀୟ ଆଇନ ବିଶ୍ୱବିଦ୍ୟାଳୟର ଛାତ୍ରୀ ନିବାସର ଜଣେ ଆଇନ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ମୃତକ ଛାତ୍ରୀଙ୍କ ନାଁ ସୁରଭି ପଞ୍ଚପାଲ ଓ ସେ ହରିୟାଣା ବାସିନ୍ଦା। ସୁରଭି ଦ୍ୱିତୀୟ ବର୍ଷର ଛାତ୍ରୀ ଥିଲେ। ତେବେ କିପରି ତାଙ୍କର ମୃତ୍ୟୁ ହେଲା ସେନେଇ…

pubg ଗେମ୍ ଖେଳି କରଜରେ ବୁଡିଥିବା ଛାତ୍ରଙ୍କ ଆତ୍ମହତ୍ୟା, କହିଲେ : “ସରି ମା ମୁ ବିଗିଡି ଯାଇଛି, ମୋତେ କ୍ଷମା…

ମଧ୍ୟପ୍ରଦେଶ ଇନ୍ଦୋର ସ୍ଥିତ ଭନୱରକୁଆ ଥାନା ଅନ୍ତର୍ଗତ ଇନ୍ଦ୍ରପୁରୀ କଲୋନୀର ଏକ ହଷ୍ଟେଲରୁ ଜଣେ ଛାତ୍ରର ଝୁଲନ୍ତା ମୃତ ଦେହ ଜବତ କରାଯାଇଛି। ଛାତ୍ରଟିର ନାଁ ଜିତେନ୍ଦ୍ର ଭାସ୍କେଲ ଓ ତାର ବୟସ ମାତ୍ର ୨୩ ବର୍ଷ । ଜିତେନ୍ଦ୍ରଙ୍କ ଘର ଖରଗୋନ ଜିଲ୍ଲାରେ ।ସମ୍ପୂର୍ଣ୍ଣ ତଦନ୍ତ କରିବା ପରେ…

ରାଜଧାନୀରେ ଏକ ଘରୋଇ କଲେଜ ହଷ୍ଟେଲରୁ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଭୁବନେଶ୍ବର(କେନ୍ଯୁଜ୍):ରାଜଧାନୀରେ ଏକ ଘରୋଇ କଲେଜ ହଷ୍ଟେଲରୁ ଛାତ୍ରୀଙ୍କ ମୃତଦେହ ଉଦ୍ଧାର। ଫ୍ୟାନ୍‌ରେ ଝୁଲି ଆତ୍ମହତ୍ୟା କରିଥିବା ସୂଚନା ରହିଛି। ଘଟଣାସ୍ଥଳରେ ଇନ୍‌ଫୋସିଟି ଥାନା ପୋଲିସ ପହଁଞ୍ଚି ତଦନ୍ତ କରୁଛି। ଛାତ୍ରୀଙ୍କ ମୃତଦେହକୁ କ୍ୟାପିଟାଲ ହସ୍ପିଟାଲ ପଠାଇଛି ପୋଲିସ।…

ବଢ଼ିଲା ଝିଅକୁ ମରିପଡିଥିବାର ଦେଖି କୋହ ସମ୍ଭାଳି ପାରୁନି ମାଆ, ପ୍ରେମିକର ବ୍ଲାକମେଲରେ ଅତିଷ୍ଠ ହୋଇ ଆତ୍ମହତ୍ୟା କଲା…

ସାଲେପୁର (କେନ୍ୟୁଜ) : ମମି ବାପା ଆଇ ଆମ୍‌ ସରି…ମୁଁ ଆଉ ପାରୁନି…ମୋ ମରିବା ପାଇଁ ସିପୁନ ଦାୟୀ। ସେ ମୋତେ ବ୍ଲାକମେଲ କରୁଛି… ଭାଇ ବାପା ମାଆଙ୍କୁ ମାରିଦେବାକୁ କହୁଛି…ସେ ମୋତେ ଶାନ୍ତିରେ ରଖେଇ ଦେବନି…ଆଇ ଆମ ସରି ବାପା ମମ୍ମି…ତାକୁ କଠୋରରୁ କଠୋର ଦଣ୍ଡ ଦେବ… ମରିବା ପୂର୍ବରୁ ଏଭଳି କିଛି…

ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ହଷ୍ଟେଲରୁ ଡାକ୍ତରୀ ଛାତ୍ରୀଙ୍କ ମୃତଦେହ ଉଦ୍ଧାର

ବଲାଙ୍ଗିର(କେନ୍ଯୁଜ୍): ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ। ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ହଷ୍ଟେଲରୁ ଡାକ୍ତରୀ ଛାତ୍ରୀଙ୍କ ମୃତଦେହ ଉଦ୍ଧାର କରାଯାଇଛି। ନିଜ ରୁମ ଝରକାରେ ଓଢଣୀ ଲଗାଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ତେବେ ପରିବାରଲୋକେ ଝିଅକୁ ହତ୍ୟା କରାଯାଇଥିବା ଅଭିଯୋଗ…

କଳା ରଙ୍ଗ କହି ଚିଡ଼େଇଲେ ସାଙ୍ଗ, ଏତେ ବାଧିଲା ଯେ ଛାତରୁ ଡେଇଁ ଜୀବନ ହାରିଲା ସ୍କୁଲ ଛାତ୍ର

ରୂପ ରଙ୍ଗକୁ ନେଇ କଟାକ୍ଷ କରିବା ଏକ ସାଧାରଣ କଥା। କିନ୍ତୁ କଳା ରଙ୍ଗ ହୋଇଥିବାରୁ ଅନ୍ୟମାନଙ୍କ ଟାହିଟାପରା ସହିନପାରି ଜଣେ ଏକାଦଶ ଶ୍ରେଣୀ ଛାତ୍ର ଛାତରୁ ଡେଇଁ ଜୀବନ ହାରିଛି। ଏଭଳି ଦୁଃଖଦ ଘଟଣା ଘଟିଛି ନୋଏଡାର ସେକ୍ଟର ୪୯ କୋତବାଲି ଅଞ୍ଚଳ ସ୍ଥିତ ମହାଗୁନ ମର୍ଡର୍ଣ୍ଣ ସୋସାଇଟିରେ। ଏଠାରେ…

ବାପା ନାମଲେଖା ଫି ନଦେଇ ପାରିବାରୁ କିଟନାଶକ ପିଇ ଆତ୍ମହତ୍ଯା କଲେ ଛାତ୍ର

କଳାହାଣ୍ଡି: ବାପା ନାମଲେଖା ଫି ନ ଦେଇ ପାରିବାରୁ ଆତ୍ମହତ୍ଯା ଭଳି କଠୋର ନିଷ୍ପତି ନେଲା ପୁଅ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା ନାକରୁଣ୍ଡି ପଂଚାୟତ କେଲୁଆ ଗାଁରେ । ଗାଁର ସଞ୍ଜୟ ମାଝୀ କିଟନାଶକ ପିଇ ପ୍ରଥମେ ଗୁରୁତର ହୋଇଯିବାରୁ ତାଙ୍କୁ ଭବାନୀପାଟଣା ମୁଖ୍ଯ…

୪ ମହଲା କୋଠାରୁ ଛାତ୍ରୀଙ୍କ ଆତ୍ମହତ୍ୟା ଘଟଣା; ସାମ୍‌ନାକୁ ଆସିଲା ମୃତ ଛାତ୍ରୀଙ୍କ ଇନ୍‌ଷ୍ଟାଗ୍ରାମ୍‌ ପୋଷ୍ଟ

ଭୁବଶ୍ୱେର (କେନ୍ୟୁଜ୍) : ୪ ମହଲା କୋଠାରୁ ଛାତ୍ରୀଙ୍କ ଆତ୍ମହତ୍ୟା ଘଟଣାରେ ସାମ୍‌ନାକୁ ଆସିଲା ମୃତ ଛାତ୍ରୀଙ୍କ ଇନ୍‌ଷ୍ଟାଗ୍ରାମ୍‌ ପୋଷ୍ଟ । ଆତ୍ମହତ୍ୟାର ଏକ ଘଣ୍ଟା ପୂର୍ବରୁ ଛାତ୍ରୀ କୃତିକା ମିଶ୍ର ଇନ୍‌ଷ୍ଟାଗ୍ରାମ୍‌ରେ ଲେଖିଥିଲେ BY BY PEOPLE । ବିଜେବି ନଗର ଅଞ୍ଚଳର ଏକ…

ଭୁବନେଶ୍ୱର: କେନ୍ଦ୍ରୀୟ ବିଦ୍ୟାଳୟ-୩ର ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ ଘଟଣା, ବଦଳିଲେ ପିଇଟି ଶିକ୍ଷୟିତ୍ରୀ

ଭୁବନେଶ୍ୱର(କେନ୍ୟୁଜ୍): ଭୁବନେଶ୍ୱର କେନ୍ଦ୍ରୀୟ ବିଦ୍ୟାଳୟ-୩ର ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ ଘଟଣା ପରେ ବଦଳିଲେ ପିଇଟି ଶିକ୍ଷୟିତ୍ରୀ । ପିଇଟି ଶିକ୍ଷୟିତ୍ରୀଙ୍କୁ ଯାଜପୁର ବଦଳି କରାଯାଇଛି । ପିଇଟି ଶିକ୍ଷୟିତ୍ରୀଙ୍କ ସହ ପ୍ରିନ୍‌ସପାଲଙ୍କୁ ନିଲମ୍ବନ କରିବାକୁ ଦାବି କରିଛି ଅଭିଭାବକ ସଂଘ ।…

କଳାହାଣ୍ଡି: କମେଣ୍ଟମରାକୁ ନେଇ ବିଷ ପିଇ ଆତ୍ମହତ୍ୟା କଲେ କଲେଜ ଛାତ୍ରୀ

କଳାହାଣ୍ଡି(କେନ୍ୟୁଜ୍): କମେଣ୍ଟ ମରାରେ ମର୍ମାହାତ ହୋଇ ବିଷ ପିଇ ଆତ୍ମହତ୍ୟା କଲେ କଲେଜ ଛାତ୍ରୀ । କଳାହାଣ୍ଡି ଜିଲ୍ଲାରେ ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଘଟଣା । କଲେଜରୁ ଫେରି ଏମ୍‌ ରାମପୁର ବସଷ୍ଟାଣ୍ଡରେ ବସକୁ ଅପେକ୍ଷା କରିଥିଲେ କବିତା ପ୍ରଧାନ ନାମକ ଜଣେ ଛାତ୍ରୀ । ଏହି ସମୟରେ ଜଣେ…