Browsing Tag

Sushant Singh Rajput Death case

ସୁଶାନ୍ତଙ୍କ ମୃତ୍ୟୁ ମାମଲାରେ ଆମେରିକାକୁ ସାହାଯ୍ୟ ମାଗିଲା ସିବିଆଇ, ଡିଲେଟ ଚାଟ୍‌ ଏବଂ ଇ-ମେଲ୍‌କୁ ଖୋଳତାଡ କରିବ…

ଦିବଂଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାରେ ସିବିଆଇ ଆମେରିକାର ସାହାଯ୍ୟ ଲୋଡିଛି। ସୁଶାନ୍ତ ସିଂ ରାଜପୁତଙ୍କ ଇ-ମେଲ ଏବଂ ସୋସିଆଲ ମିଡିଆ ଆକାଉଣ୍ଟରୁ ଡିଲିଟ ହୋଇଥିବା ଡାଟାକୁ ପୁଣି ପାଇବା ପାଇଁ ସିବିଆଇ ଆମେରିକାର ସହାୟତା ମାଗିଛି। ସୁଶାନ୍ତଙ୍କ ମୃତ୍ୟୁଦିନ କ’ଣ ଘଟିଥିଲା,…

ମିଛ ବୟାନ ଦେଇଥିବା ଅଭିଯୋଗରେ ସୁଶାନ୍ତଙ୍କ ପରିବାର ବିରୋଧରେ ମାମଲା ରୁଜୁ କରିବାକୁ ଯାଉଛନ୍ତି ରିୟା ଚକ୍ରବର୍ତ୍ତୀ

ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ହତ୍ୟା ଘଟଣାରେ ଆସିଲା ନୂଆ ମୋଡ଼ । ସମସ୍ତ ଯାଞ୍ଚ ଅଧିକାରୀ ଏବଂ ସୁପ୍ରିମ କୋର୍ଟ ସାମ୍ନାରେ ମିଛ ବୟାନ ଦେଇଥିବା ନେଇ ସୁଶାନ୍ତଙ୍କ ପରିବାର ବିରୋଧରେ ମାମଲା ରୁଜୁ କରିବାକୁ ଯାଉଛନ୍ତି ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ । ସେ ଦାବି କରିଛନ୍ତି ଯେ…

ସୁଶାନ୍ତଙ୍କ ମୃତ ଶରୀର ନେବା ପାଇଁ କାହିଁକି ଆସିଥିଲା ଦୁଇ ଦୁଇଟା ଆମ୍ବୁଲାନ୍ସ, ରାଜ ଖୋଲିଲେ ଆମ୍ବୁଲାନ୍ସର ମାଲିକ

ସୁଶାନ୍ତ ସିଂ ରାଜପୁତ ମାମଲାରେ ନୂଆ ମୋଡ଼ । ନିକଟରେ ଏମିତି କିଛି ମାମଲା ସାମ୍ନାକୁ ଆସିଛି ଯାହା ବର୍ତ୍ତମାନ ଯାଞ୍ଚ ଏଜେନ୍ସିକୁ ମଧ୍ୟ ସାହାଯ୍ୟ କରିପାରିବ । ସୁଶାନ୍ତ ମାମଲାରେ ଦୁଇଟି ଆମ୍ବୁଲାନ୍ସର ଥିଓରୀ ଦୀର୍ଘ ଦିନ ଧରି ଚାଲିଆସୁଛି । ପ୍ରଶ୍ନ ଉଠିଛି ଯେ ଏମିତି କ’ଣ ହୋଇଥିଲା…

ସୁଶାନ୍ତଙ୍କ ମୃତ୍ୟୁ ମାମଲାରେ ସିବିଆଇ କରିବ ମନୋବୈଜ୍ଞାନିକ ଶବ ପରୀକ୍ଷଣ, ଏହାପୂର୍ବରୁ କେବଳ ଦୁଇଥର ହିଁ ହୋଇଛି

ବଲିଉଡ ଅଭିନେତା ସୁଶାନ୍ତ ସିଂଙ୍କ ମୃତ୍ୟୁ ମାମଲାରେ ନୂଆ ନୂଆ ତଥ୍ୟ ଦିନକୁ ଦିନ ବଢିବାରେ ଲାଗିଛି। ସୁଶାନ୍ତଙ୍କ ମୃତ୍ୟୁ ମାମଲାର ଯାଞ୍ଚ ପାଇଁ ସୁପ୍ରିମ କୋର୍ଟ ସିବିଆଇକୁ ଦାୟିତ୍ୱ ଦେଇଛନ୍ତି। ଏବେ ସୁଶାନ୍ତର ମନୋବୈଜ୍ଞାନିକ ଶବ ପରୀକ୍ଷଣ କରିବ ସିବିଆଇ। ସେଣ୍ଟ୍ରାଲ ଫରେନ୍ସିକ ସାଇନ୍ସ…

ସୁଶାନ୍ତଙ୍କ କେଶ ଏବେ CBI ହାତରେ, ଜାଣନ୍ତୁ ଆଗକୁ କଣ ହେବାକୁ ଯାଉଛି ?

ସୁପ୍ରିମକୋର୍ଟ ବୁଧବାର ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ଘଟଣାର ତଦନ୍ତ ସିବିଆଇକୁ ଦେଇଛନ୍ତି । କୁହାଯାଉଛି ଯେ ଏହି ରାୟ ପୂର୍ବରୁ ହିଁ ତଦନ୍ତକାରୀ ସଂସ୍ଥା ପ୍ରାଥମିକ ପ୍ରସ୍ତୁତି କରି ସାରିଛି । ବର୍ତ୍ତମାନ ସିବିଆଇର ଏକ ଟିମ୍ ଗୁରୁବାର କିମ୍ବା ଶୁକ୍ରବାର ମୁମ୍ବାଇରେ ପହଞ୍ଚି ଏହି ଘଟଣାର…

ଅଭିନେତା ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାରେ କାହାକୁ ମିଳିବ ତଦନ୍ତ ଦାୟିତ୍ବ ? ଆଜି ଶୁଣାଣି କରିବେ…

ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାରେ କାହାକୁ ମିଳିବ ତଦନ୍ତ ଦାୟିତ୍ବ ? ସିବିଆଇ ନା ମୁମ୍ବାଇ ପୋଲିସ ? ଏନେଇ ଆଜି ଦିନ ୧୧ଟାରେ ଶୁଣାଣି କରିବେ ସୁପ୍ରିମକୋର୍ଟ । କେନ୍ଦ୍ରର ନିଷ୍ପତ୍ତି ଅନୁସାରେ ସୁଶାନ୍ତ ସିଂହ ମୃତ୍ୟୁ ମାମଲାର ତଦନ୍ତ କରୁଛି ସିବିଆଇ । ମାମଲାର…

ସୁଶାନ୍ତଙ୍କୁ କରାଯାଇଛି ହତ୍ୟା ଆଉ ଚାପରେ ରହି ଯାଞ୍ଚ କରୁଛି ମୁମ୍ବାଇ ପୋଲିସ: ନାରାୟଣ ରାଣେ

ବଲିଉଡର ଜଣାଶୁଣା ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାରେ ଦିନକୁ ଦିନ ନୂଆ ତଥ୍ୟ ସାମ୍ନାକୁ ଆସୁଛି। ଏହି ଘଟଣାରେ ଏବେ ମୁହଁ ଖୋଲିଛନ୍ତି ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ବିଜେପିର ବରିଷ୍ଠ ନେତା ନାରାୟଣ ରାଣେ। ସେ କହିଛନ୍ତି, ସୁଶାନ୍ତ ଆତ୍ମହତ୍ୟା କରିନାହାନ୍ତି,…

ସୁଶାନ୍ତଙ୍କ ରୁମ୍‌ରେ ଡମି ଟେଷ୍ଟ କରିବ ସିବିଆଇ, ପୁଣି ରିକ୍ରିଏଟ ହେବ ୧୪ ଜୁନ୍‌ର ସିନ୍‌

ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲାକୁ ସିବିଆଇକୁ ଦିଆଯାଇଛି। କିନ୍ତୁ ଏହି ମାମଲାକୁ ସିବିଆଇ ଯାଞ୍ଚ କରିବ କି ନାହିଁ ସୁପ୍ରିମକୋର୍ଟଙ୍କ ଫଇସଲା ଆସିବାକୁ ବାକି ରହିଛି। ଏବେ ସିବିଆଇ ପ୍ରାରମ୍ଭିକ ସ୍ତରରେ ଯାଞ୍ଚ ଆରମ୍ଭ କରିଦେଇଛି। ୧୪ ଜୁନ୍‌ ଦିନ ସୁଶାନ୍ତଙ୍କ ସହିତ ସେହି ରୁମ୍‌ରେ…

ସାମ୍ନାକୁ ଆସିଲା ରିୟା ଚକ୍ରବର୍ତ୍ତୀଙ୍କ କଲ ରେକର୍ଡ, ମହେଶ ଭଟ୍ଟଙ୍କ ବ୍ୟତୀତ ଏମାନଙ୍କ ସହ ହୋଇଥିଲେ କଥାବାର୍ତ୍ତା

ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ରହସ୍ୟ ଦିନକୁଦିନ ନୂଆ ମୋଡ ନେବାରେ ଲାଗିଛି । ତେବେ ଏହା ମଧ୍ୟରେ ବର୍ତ୍ତମାନ ରିୟା ଚକ୍ରବର୍ତ୍ତୀଙ୍କ କଲ ଡିଟେଲସ ସାମ୍ନାକୁ ଆସିଛି । ଯେଉଁଥିରୁ ଜଣାପଡିଛି ଯେ ସେ 8 ରୁ 14 ଜୁନ ମଧ୍ୟରେ ମହେଶ ଭଟ୍ଟ, ସୁଶାନ୍ତଙ୍କ ବାପା କେକେ ସିଂ ଏବଂ ତାଙ୍କ ବନ୍ଧୁ…

ବଢ଼ିଲା ରିୟା ଚକ୍ରବର୍ତ୍ତୀଙ୍କ ଟେନ୍‌ସନ୍‌, ବିହାରରେ ରୁଜୁ ହୋଇଥିବା ମାମଲାକୁ ପୁନଃରେଜିଷ୍ଟର କରିବ ସିବିଆଇ

ବିହାର ସରକାରଙ୍କ ଅନୁରୋଧକ୍ରମେ କେନ୍ଦ୍ର ସରକାର ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲାର ତଦନ୍ତ ଭାର ବୁଧବାର ଦିନ ସିବିଆଇକୁ ଦେଇଛନ୍ତି। ଏହି ମାମଲାର ତଦନ୍ତ ଖୁବ୍‌ଶୀଘ୍ର ଆରମ୍ଭ କରାଯିବ ବୋଲି ସିବିଆଇ ତରଫରୁ କୁହାଯାଇଛି। ତେବେ ସୁଶାନ୍ତଙ୍କ ବାପା କେକେ ସିଂହ ଅଭିନେତ୍ରୀ ରିୟା…

ପୂଜା କରିବା ବାହାନାରେ ସୁଶାନ୍ତଙ୍କ ଆକାଉଣ୍ଟରୁ ଉଠାଯାଇଛିି ଲକ୍ଷାଧିକ ଟଙ୍କା, ଗୁଣିଗାରେଡି ହୋଇଥିବା ନେଇ ଅଭିଯୋଗ କଲେ…

ବଲିଉଡ୍ ଅଭିନେତା ସୁଶାନ୍ତ ସିଂହଙ୍କ ଆତ୍ମହତ୍ୟା ମାମାଲା ଦିନକୁ ଦିନ ଭିନ୍ନ ମୋଡ଼ ନେଉଛି । ଏବେ ସୁଶାନ୍ତଙ୍କ ଆତ୍ମହତ୍ୟା ମାମଲାରେ ନୂଆମୋଡ ଆସିଛି। ସୁଶାନ୍ତଙ୍କ କୋଟାକ ମହେନ୍ଦ୍ରା ବ୍ୟାଙ୍କ ଆକାଉଣ୍ଟ ପେପର ସାମ୍ନାକୁ ଆସିଛି। ଯେଉଁଥିରୁ ପାଞ୍ଚ ଥର ପଣ୍ଡିତ ଏବଂ ପୂଜା କରିବା ନାମରେ ପଇସା…

“ସୁଶାନ୍ତଙ୍କୁ ହାରାସ କରୁଥିଲେ ରିୟା” ବିହାର ପୋଲିସକୁ ହ୍ଵାଟ୍ସଆପ ଚାଟ ଦେଖାଇଲେ ଅଙ୍କିତା

ସୁଶାନ୍ତ ସିଂ ରାଜପୁତଙ୍କ ପୂର୍ବତନ ଗର୍ଲଫ୍ରେଣ୍ଡ ଅଙ୍କିତା ଲୋଖଣ୍ଡେ ବର୍ତ୍ତମାନ ତାଙ୍କ ପରିବାରର ଅତି ନିକଟତର ହୋଇଛନ୍ତି । ସୁଶାନ୍ତଙ୍କ ମୃତ୍ୟୁ ପରେ ସେ ତାଙ୍କ ପରିବାରକୁ ମଧ୍ୟ ଭେଟିଥିଲେ । ଏହା ମଧ୍ୟ କୁହାଯାଉଛି ଯେ ସୁଶାନ୍ତଙ୍କ ଆତ୍ମହତ୍ୟା ପରେ ସେ ଦୁଇଥର ପାଟନା ଯାଇଥିଲେ ଏବଂ ରିୟା…