Browsing Tag

the kapil sharma show

ଗୋବିନ୍ଦା ଆସିଲେ ବୋଲି କପିଲ ଶର୍ମା ଶୋ’ରୁ ଗାୟବ ହୋଇଗଲେ ଭଣଜା କ୍ରିଷ୍ଣା ଅଭିଷେକ, ଜାଣନ୍ତୁ କାହିଁକି

ଗତ ରବିବାର ରାତିରେ ସବୁଠାରୁ ଲୋକପ୍ରିୟ ଟିଭି ଶୋ 'ଦ କପିଲ ଶର୍ମା ଶୋ'ରେ ଅଭିନେତା ଗୋବିନ୍ଦା ଯୋଗ ଦେଇଥିଲେ। କପିଲ ଶର୍ମା, କିକୁ ଶାରଦା, ସୁମୋନା ଚକ୍ରବର୍ତ୍ତୀ ଏବଂ ଚନ୍ଦନ ପ୍ରଭାକର ଶୋ’କୁ ଆସିବା ମାତ୍ରେ ସେମାନଙ୍କ ସହ ବହୁତ ମଜା କରିଥିଲେ, କିନ୍ତୁ ଏହି ସମୟ ମଧ୍ୟରେ ଗୋବିନ୍ଦାଙ୍କ ଭଣଜା…

‘ଲକ୍ଷ୍ମୀବମ୍‌’ର ପ୍ରମୋସନରେ ଯୋଗ ଦେଲେ ରିୟଲ ଲକ୍ଷ୍ମୀ, ଫଟୋ ସେୟାର କରି ସୂଚନା ଦେଲେ ଅକ୍ଷୟ କୁମାର

ଖିଲାଡ଼ି କୁମାର ଓ କିଆରା ଆଡଭାନୀଙ୍କ ଫିଲ୍ମ ‘ଲକ୍ଷ୍ମୀବମ୍‌’ ଆସନ୍ତା ମାସରେ ରିଲିଜ୍‌ ହେବାକୁ ଯାଉଛି। କିଛି ଦିନ ତଳେ ଫିଲ୍ମର ଟ୍ରେଲର ରିଲିଜ୍‌ ହୋଇଥିବା ବେଳେ ଗତକାଲି ପ୍ରଥମ ଗୀତ ସାମ୍ନାକୁ ଆସିଛି। ଏହି ଫିଲ୍ମରେ ଅକ୍ଷୟ କୁମାରଙ୍କୁ ଟ୍ରାନ୍ସଜେଣ୍ଡର ଭୂମିକାରେ ଦେଖିବାକୁ ମିଳିବ। ତେବେ…

‘The Kapil Sharma Show’ର କେତେକ ସଦସ୍ୟ ହେଲେ କରୋନାର ଶିକାର, ଏଭଳି ନିଷ୍ପତ୍ତି ନେଲେ ଶୋ’ର…

ନିକଟରେ 'ଇଣ୍ଡିଆଜ ବେଷ୍ଟ ଡ୍ୟାନ୍ସର'ର ସେଟରେ ୭ଜଣ ସଦସ୍ୟ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ। ଏଭଳିସ୍ଥଳେ ଶୋ'ର ଜଜ ମଲାଇକା ଆରୋରା ମଧ୍ୟ କରୋନା କବଳକୁ ଆସିଯାଇଥିଲେ। ବର୍ତ୍ତମାନ ଆଉ ଏକ ବଡ଼ ଟିଭି ଶୋ' ଦ କପିଲ ଶର୍ମା ଶୋ' କରୋନା କବଳରୁ ବର୍ତ୍ତି ପାରିନାହିଁ। କୁହାଯାଉଛି, ଦ କପିଲ ଶର୍ମା…

ଝିଅ ସାମ୍ନାରେ ଦ୍ଵିତୀୟ ବିବାହ କଲେ ଗୋବିନ୍ଦା, ସୋସିଆଲ ମିଡିଆରେ ଭାଇରଲ ହେଲା ଫଟୋ

ଚଳଚ୍ଚିତ୍ର ଜଗତରୁ ନିଜକୁ ଦୁରେଇ ରଖିଥିବା ଗୋବିନ୍ଦା ଆଜିକାଲି ବହୁତ ଚର୍ଚ୍ଚାରେ ଅଛନ୍ତି । ନିକଟରେ 'ଦ କପିଲ ଶର୍ମା' ଶୋରେ ନଜର ଆସିଥିବା ଗୋବିନ୍ଦା ବହୁତ ମସ୍ତି ମଜାକ ସହ ସେଟରେ ହିଁ କରିଥିଲେ ଦ୍ଵିତୀୟ ବିବାହ । ସୂଚନା ଅନୁଯାୟୀ ଗୋବିନ୍ଦାଙ୍କ ଝିଅ ଟିନା ଆହୁଜାଙ୍କର ଏକ ସଙ୍ଗ…

ସିଦ୍ଧୁଙ୍କ ନାଁ ନେଇ ଚିଡ଼ାଉଥିବା ବେଳେ କପିଲ୍‌ ଓ ଟିମ୍‌କୁ ଏମିତି ରିଆକ୍ସନ୍‌ ଦେଲେ ଅର୍ଚ୍ଚନା,ଦେଖନ୍ତୁ ଭିଡ଼ିଓ

କମେଡି କିଙ୍ଗ୍‌ କପିଲ ଶର୍ମାଙ୍କ ଶୋ ‘‘ଦ କପିଲ ଶର୍ମା ଶୋ’’ଏବେ ଭାରତର ସବୁଠାରୁ ଲୋକପ୍ରିୟ କମେଡ଼ି ଶୋ ଭାବେ ପରିଗଣିତ ହେଉଛି। ଏବେ ଏହି ଶୋ’ରେ ଅର୍ଚ୍ଚନା ପୁରନ ସିଂହଙ୍କୁ ଜଜ୍‌ ଭାବେ ଦେଖିବାକୁ ମିଳୁଛି। ତେବେ ଶୋରେ କପିଲ ଓ ତାଙ୍କ ପୂରା ଟିମ୍‌ ଅର୍ଚ୍ଚନାଙ୍କ ପଛରେ ପଡ଼ିଯାଇଛନ୍ତି। କପିଲ…

କଣ ପୁଣି କପିଲ ଶର୍ମା ଶୋ’କୁ ଫେରିବେ ରିଙ୍କୁ ଭାବି? କମେଡିଆନ ସୁନିଲ ଗ୍ରୋଭରଙ୍କ ଏହି ଭିଡିଓ ଖୁବ୍‌ ହେଉଛି ଭାଇରାଲ

ବଲିଉଡର ଜଣାଶୁଣା କମେଡିଆନ ଏବଂ ଅଭିନେତା ସୁନିଲ ଗ୍ରୋଭର ଏବେ ପୁଣି ଥରେ ଚର୍ଚ୍ଚାରେ ରହିଛନ୍ତି। ତାଙ୍କର କପିଲ ଶର୍ମାଙ୍କ ସହିତ ଝଗଡା ହେବା ପରେ ସେ ଶୋ ଛାଡି ଦେଇଥିଲେ। ନିକଟରେ କିଛି ଏମିତି ହୋଇଛି ଯେ ଯାହା ପରେ ଲୋକମାନେ ସୁନିଲ ଗ୍ରୋଭରଙ୍କୁ ପ୍ରଶ୍ନ କରିଛନ୍ତି କଣ ‘ଦ କପିଲ ଶର୍ମା ’…

ପୁଣି ଥରେ ଧମାଲ୍ ମଚାଇବେ କପିଲ- ସୁନୀଲ୍, ଖୁବ୍ ଶୀଘ୍ର କମେଡି ସୋ’ରେ ଏଣ୍ଟ୍ରି କରିବେ ଡକ୍ଟର ଗୁଲାଟୀ

କମେଡି ସୋ ଦେଖୁଥିବା ଦର୍ଶକ ପାଇଁ ଏକ ଖୁସି ଖବର । ପୁଣି ଥରେ ଧମାଲ୍ ମଚାଇବ କପିଲ୍ ଏବଂ ଗୁଥିଙ୍କ ଯୋଡି । ଅର୍ଥାତ୍ ପୁଣି ଥରେ ଟିଭି ପରଦାରେ ଏକାଠି ହେବେ କମେଡି କିଙ୍ଗ୍ କପିଲ୍ ଶର୍ମା ଏବଂ ସୁନୀଲ୍ ଗ୍ରୋଭର୍ । ସୋ ଦ କପିଲ୍ ଶର୍ମା ସୋ ରେ ଖୁବ୍ ଶୀଘ୍ର ଏଣ୍ଟ୍ରି କରିବେ ସୁନୀଲ୍ ।…

କପିଲ ଶର୍ମା ଶୋରେ କାହିଁକି କମ ନଜର ଆସୁଛନ୍ତି ଚନ୍ଦୁ ଚାଏୱାଲା, ଏନେଇ ଫ୍ୟାନ୍ସଙ୍କୁ ଉତ୍ତର ଦେଲେ କମେଡିଆନ୍

ମୁମ୍ବାଇ : ଲୋକପ୍ରିୟ ହାସ୍ୟଅଭିନେତା କପିଲ ଶର୍ମାଙ୍କ ଶୋର ଦ୍ବିତୀୟ ସିଜନରେ ଅନେକ ପୂର୍ବ କଳାକାରଙ୍କୁ ଦେଖିବାକୁ ମିଳିନାହିଁ। ଏପରିକି ଅନେକ ନୂଆ କଳାକର ମଧ୍ୟ ଏହି ସିଜନରେ ସାମିଲ ହୋଇଛନ୍ତି। ତେବେ ଶୋରେ ଚନ୍ଦୁ ଚାଏୱାଲା ଭାବେ ନଜର ଆସିଥିବା ହାସ୍ୟକଳାକାର ଚନ୍ଦନ ପ୍ରଭାକରଙ୍କୁ ମଧ୍ୟ…

ପୁଲୱାମା ଆତଙ୍କୀ ଆକ୍ରମଣ ଉପରେ ଏହି ବୟାନ ଦେଇ,କମେଡି ଶୋ’ରୁ ବିଦା ହେଲେ ସିଦ୍ଧୁ

ପୁଲୱାମାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ନବଜୋତ ସିଂହ ସିଦ୍ଧୁଙ୍କ ମନ୍ତବ୍ୟ ପରେ ତାଙ୍କୁ ‘ଦ କପିଲ ଶର୍ମା ଶୋ’ ରୁ ବାହାର କରାଯାଇଛି। ସୋନି ଟିଭି ତାଙ୍କୁ ହଟାଇ ଦେଇଛନ୍ତି। ଗୁରୁବାର ପୁଲୱାମାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ନବଜୋତ ସିଂହ ସିଦ୍ଧୁଙ୍କ ବୟାନରେ ବିବାଦ ଦେଖିବାକୁ…