ଟାଇଗରଙ୍କ ସହ ସ୍କ୍ରିନ୍ ସେୟାର କରିବେ ରଶ୍ମିକା ମନ୍ଦାନା, ସାମ୍ନାକୁ ଆସିଲା ଫିଲ୍ମର ନାଁ ଓ ରିଲିଜ୍ ତାରିଖ
ବଲିଉଡ୍ ଅଭିନେତା ଟାଇଗର ଶ୍ରଫ୍ ‘ଷ୍ଟୁଡେଣ୍ଟ ଅଫ୍ ଦ ଇୟର ୨’ ପରେ ପୁଣିଥରେ କରନ୍ ଜୋହରର ଧର୍ମା ପ୍ରଡକ୍ସନ୍ର ସହ କାମ କରିବା ପାଇଁ ପୂରା ପ୍ରସ୍ତୁତ ଅଛନ୍ତି। ଆଗକୁ ଶଶାଙ୍କ ଖେତାନଙ୍କ ଦ୍ୱାରା ନିର୍ଦ୍ଦେଶିତ ଆକ୍ସନ୍ ଏଣ୍ଟରଟେନ୍ମେଣ୍ଟରେ ମଧ୍ୟ ଟାଇଗର ନଜର ଆସିବେ। ଫିଲ୍ମରେ ତାଙ୍କ ସହ…