Browsing Tag

Tiger Shroff

ଟାଇଗରଙ୍କ ସହ ସ୍କ୍ରିନ୍‌ ସେୟାର କରିବେ ରଶ୍ମିକା ମନ୍ଦାନା, ସାମ୍ନାକୁ ଆସିଲା ଫିଲ୍ମର ନାଁ ଓ ରିଲିଜ୍‌ ତାରିଖ

ବଲିଉଡ୍‌ ଅଭିନେତା ଟାଇଗର ଶ୍ରଫ୍‌ ‘ଷ୍ଟୁଡେଣ୍ଟ ଅଫ୍‌ ଦ ଇୟର ୨’ ପରେ ପୁଣିଥରେ କରନ୍‌ ଜୋହରର ଧର୍ମା ପ୍ରଡକ୍ସନ୍‌ର ସହ କାମ କରିବା ପାଇଁ ପୂରା ପ୍ରସ୍ତୁତ ଅଛନ୍ତି। ଆଗକୁ ଶଶାଙ୍କ ଖେତାନଙ୍କ ଦ୍ୱାରା ନିର୍ଦ୍ଦେଶିତ ଆକ୍ସନ୍‌ ଏଣ୍ଟରଟେନ୍‌ମେଣ୍ଟରେ ମଧ୍ୟ ଟାଇଗର ନଜର ଆସିବେ। ଫିଲ୍ମରେ ତାଙ୍କ ସହ…

ଆକ୍ସନ ସିନ୍‌ ସୁଟିଂ ସମୟରେ ଫାଟିଗଲା ଟାଇଗର ଶ୍ରଫଙ୍କ ମୁହଁ, ରକ୍ତ ଜୁଡୁବୁଡୁ ମୁହଁ ଦେଖି ଫ୍ୟାନ୍ସ ହେଲେ ଚିନ୍ତିତ

ଅଭିନେତା ଟାଇଗର ଶ୍ରଫ ବି ଟାଉନରେ ବେଶ୍‌ ଚର୍ଚ୍ଚିତ। ବଲିଉଡ୍‌ ଇଣ୍ଡଷ୍ଟ୍ରୀରେ ଟାଇଗର ଶ୍ରଫ୍‌ ଆକ୍ସନ୍‌ ଷ୍ଟାର ଭାବେ ଜଣାଶୁଣା। ଫିଲ୍ମ ‘ହିରୋପନ୍ତି’ ଜରିଆରେ ବଲିଉଡରେ ଏଣ୍ଟ୍ରି କରିଥିଲେ। ନିଜର ଆକ୍ସନ ଏବଂ ଡ୍ୟାନ୍ସିଂ ଅନ୍ଦାଜ ଯୋଗୁଁ ଇଣ୍ଡଷ୍ଟ୍ରୀରେ ବହୁତ କମ୍‌ ସମୟ ମଧ୍ୟରେ ନିଜର…

‘ହିରୋପନ୍ତୀ ୨’ରେ ଫୁଲ୍‌ ଅନ୍‌ ଆକ୍ସନ୍‌ ମୋଡ୍‌ରେ ନଜର ଆସିବେ ଟାଇଗର ଶ୍ରଫ୍‌, ସାମ୍ନାକୁ ଆସିଲା ପୋଷ୍ଟର

ବଲିଉଡ୍‌ ଇଣ୍ଡଷ୍ଟ୍ରୀରେ ଟାଇଗର ଶ୍ରଫ୍‌ ଆକ୍ସନ୍‌ ଷ୍ଟାର ଭାବେ ଜଣାଶୁଣା। ପ୍ରତ୍ୟେକ ଫିଲ୍ମରେ ସେ ନିଜ ଜବରଦସ୍ତ ଆକ୍ସନ୍‌ ସିନ୍‌ ମାଧ୍ୟମରେ ଛାପ ଛାଡ଼ିଯାଉଛନ୍ତି। କୁହାଯାଉଛି ଯେ ତାଙ୍କ ଆଗାମୀ ଫିଲ୍ମ ହିରୋପନ୍ତୀ ୨ରେ ବି ଏମିତି କିଛି ଦମ୍‌ଦାର ଆକ୍ସନ୍‌ ସିନ୍‌ ଦେଖିବାକୁ ମିଳିବ, ଯାହା…

ମରୁଭୂମିରେ ଖାଲିଦେହରେ ବ୍ୟାକ୍‌ଫ୍ଲିପ୍‌ ମାରୁଥିବା ନଜର ଆସିଲେ ଟାଇଗର, ଯାହାକୁ ଗଣି ଗଣି ଥକ୍କି ଯିବେ ଆପଣ

ବଲିଉଡର ଆକ୍ସନ କିଙ୍ଗ ଟାଇଗର ଶ୍ରଫ ଆଜି ନିଜର ୩୨ ତମ ଜନ୍ମଦିନ ପାଳନ କରୁଛନ୍ତି। ଆଉ ଏଥିପାଇଁ ତାଙ୍କ ଫ୍ୟାନ୍ସ ଜନ୍ମଦିନର ଶୁଭେଚ୍ଛା ଜଣାଉଛନ୍ତି। ଟାଇଗର ଶ୍ରଫ ନିଜ ଜନ୍ମଦିନରେ ଏକ ଭିଡିଓ ପୋଷ୍ଟ କରିଛନ୍ତି। ଯେଉଁଥିରେ ମରୁଭୂମିରେ ଷ୍ଟଣ୍ଟ କରୁଥିବା ନଜର ଆସିଛନ୍ତି। ଭିଡିଓରେ ଲଗାତାର ଭାବେ…

‘ବଡେ ମିଆଁ ଛୋଟେ ମିଆଁ’ର ଟିଜର ଆଉଟ୍‌, ଏକାଠି ଆକ୍ସନ କରିବେ ଅକ୍ଷୟ- ଟାଇଗର

ବଲିଉଡର ଦୁଇ ଆକ୍ସନ ଷ୍ଟାର ଏକାଠି ପରଦାକୁ ଆସିବାକୁ ପ୍ରସ୍ତୁତ ହେଉଛନ୍ତି। ଅକ୍ଷୟ କୁମାର ଏବଂ ଟାଇଗର ଶ୍ରଫ ଏକାଠି ମିଶି ଆକ୍ସନ କରୁଥିବାର ନଜର ଆସିବେ। ଫିଲ୍ମରେ ଡବଲ ଆକ୍ସନ ସହିତ ଡବଲ ଧମାକା ଦେଖିବାକୁ ମିଳିବ। ଫିଲ୍ମର ଟିଜର ରିଲିଜ ହୋଇଛି। ଫିଲ୍ମର ନାମ ରହିଛି ‘ବଡେ ମିଆଁ ଛୋଟେ…

‘ବଡ଼େ ମିଆଁ ଛୋଟେ ମିଆଁ’ ହେବେ ଅକ୍ଷୟ କୁମାର ଓ ଟାଇଗର ଶ୍ରଫ୍‌, ୩୦୦ କୋଟି ବଜେଟ୍‌ରେ ତିଆରି ହେଉଛି ଫିଲ୍ମ

ବଲିଉଡ୍‌ ଇଣ୍ଡଷ୍ଟ୍ରୀର ପ୍ରାୟ ସବୁ ଖବର ଦର୍ଶକଙ୍କୁ ମନୋରଞ୍ଜନର ଖୋରାକ ଯୋଗାଇଥାଏ। କିଛି ଦିନ ହେବ ସେଭଳି ଏକ ଖବର ଚର୍ଚ୍ଚାରେ ରହିଛି। ଶୁଣିବାକୁ ମିଳୁଛି ଯେ ଆକ୍ସନ୍‌ ଷ୍ଟାର ଅକ୍ଷୟ କୁମାର ଓ ଟାଇଗର ଶ୍ରଫ୍‌ଙ୍କୁ ଗୋଟିଏ ଫିଲ୍ମରେ ଦେଖିବାକୁ ମିଳିବ। ଏହି ଫିଲ୍ମ ବିଷୟରେ ଏବେ ଅଧିକ ତଥ୍ୟ…

ମାଇନସ ଡିଗ୍ରୀରେ ସର୍ଟଲେସ ଫଟୋ ସେୟାର କଲେ ଟାଇଗର, ଫ୍ୟାନ୍ସ କହିଲେ, ଆମେ ଜାଣୁ ତୁମେ ଗରମ

କେନ୍ୟୁଜ ଓଡିଶା : ଅଭିନେତା ଟାଇଗର ଶ୍ରଫ ତାଙ୍କ ପ୍ରଶଂସକମାନଙ୍କୁ ତାଙ୍କ ୱର୍କଆଉଟ ଭିଡିଓରେ କେବେ ହେଲେ ନିରାଶ କରନ୍ତି ନାହିଁ । ଏଥର ସେ ମାଇନସ ଡିଗ୍ରୀରେ ସାର୍ଟଲେସ ହେବାର ଭିଡିଓ ସେୟାର କରିଛନ୍ତି । କିନ୍ତୁ କିଛି ସମୟ ପାଇଁ ନୁହେଁ କି ଘର ଭିତରେ ନୁହେଁ ଖୋଲା ଆକାଶ ତଳେ ରନିଙ୍ଗ ସମୟରେ…

ବ୍ରୁସ୍‌ଲି’ଙ୍କ ଭଳି ଆକ୍ସନ୍‌ କରୁଛନ୍ତି ଟାଇଗର ଶ୍ରଫ୍‌, ଲଣ୍ଡନରେ ଆରମ୍ଭ ହେଲା ‘ଗଣପତ’ର ସୁଟିଂ; ଦେଖନ୍ତୁ ଭିଡିଓ

ବଲିଉଡ୍‌ର ଆକ୍ସନ୍‌ ଷ୍ଟାର ଟାଇଗର ଶ୍ରଫ୍‌ଙ୍କୁ କିଏ ବା ନ ଜାଣେ। ବାପା ଜ୍ୟାକି ଶ୍ରଫ୍‌ଙ୍କ ଭଳି କଠିନ ପରିଶ୍ରମ ବଳରେ ଆଜି ଟାଇଗର ବି ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି। ଇତି ମଧ୍ୟରେ ଟାଇଗର ଫ୍ୟାନ୍‌ଙ୍କୁ ବହୁ ବିଗ୍‌ ହିଟ୍‌ ଫିଲ୍ମ ଭେଟି ଦେଇସାରିଛନ୍ତି। ତେବେ ଟାଇଗର…

କୋଟି କୋଟି ଟଙ୍କାର ମାଲିକ ହେଉଛନ୍ତି ଟାଇଗର ଶ୍ରପ୍‌, ମର୍ସିିଡିଜ୍‌ ଠାରୁ ବିଏମ୍‌ଡବ୍ଲୁ ସବୁ ଅଛି ତାଙ୍କ ପାଖରେ

ନୂଆଦିଲ୍ଲୀ : ଫିଲ୍ମ ‘ହିରୋପନ୍ତି’ରୁ ନିଜର କ୍ୟାରିଅର ଆରମ୍ଭ କରିଥିବା ଅଭିନେତା ଟାଇଗର ଶ୍ରପ୍‌ ଆଜି ବଲିଉଡର ଆଗ ଧାଡ଼ିର କଳାକାର । କମ୍‌ ବୟସରୁ ଫିଲ୍ମ ଆରମ୍ଭ କରିଥିବା ଟାଇଗର ଆଜି ଦିନରେ ଖୁବ୍‌ ସଫଳତା ହାସଲ କରିଛନ୍ତି । ଆଜି ମାତ୍ର ୩୧ ବର୍ଷ ବୟସରେ ସେ ୧୦୪ କୋଟି ଟଙ୍କାର ମାଲିକ ।…

‘ଗଣପଥ’ର ଦମ୍‌ଦାର ଟ୍ରେଲର ରିଲିଜ୍‌ କଲେ ଟାଇଗର ଶ୍ରଫ, ଖ୍ରୀଷ୍ଟମାସ୍‌ରେ ଆସିବ ପରଦାକୁ

ନିଜ ଆଗାମୀ ଫିଲ୍ମ ‘ଗଣପଥ’ର ଟ୍ରେଲର ରିଲିଜ୍‌ କରିଛନ୍ତି ଟାଇଗର ଶ୍ରଫ୍‌। ଭାରତୀୟ ମାଇକ୍ରୋବ୍ଲଗିଂ ପ୍ଲାଟଫର୍ମ କୁ’ରେ ଟାଇଗର ଡେବ୍ୟୁ କରିବା ଅବସରରେ ଫିଲ୍ମର ଟ୍ରେଲର ଭିଡିଓ ଜାରି କରିଛନ୍ତି। ସେ କୁ’ ସହ ଯୋଡ଼ି ହେବା ପରେ ଏକ ପୋଷ୍ଟ ସେୟାର କରି ଗର୍ବ ଅନୁଭବ କରୁଥିବା କହିଛନ୍ତି।…

ଟାଇଗର ଶ୍ରଫ୍ ଓ ଦିଶା ପଟାନୀଙ୍କ ବିରୋଧରେ ମାମଲା ରୁଜୁ କଲା ମୁମ୍ବାଇ ପୋଲିସ, ଜାଣନ୍ତୁ କାହିଁକି

ବଲିଉଡ ଅଭିନେତା ଟାଇଗର ଶ୍ରଫ୍ ଓ ଦିଶା ପଟାନୀଙ୍କ ବିରୋଧରେ ମାମଲା ରୁଜୁ କଲା ମୁମ୍ବାଇ ପୋଲିସ। ରିପୋର୍ଟ ମୁତାବକ, କରୋନା ନିୟମ ଉଲ୍ଲଂଘନ କରିଥିବାରୁ ଉଭୟଙ୍କ ବିରୋଧରେ ଅଭିଯୋଗ ହୋଇଛି। ପୋଲିସ ମଧ୍ୟ କହିଛି ଯେ କୋଭିଡ କଟକଣା ନ ମାନିବାରୁ ଏହି ଦୁଇ କଳାକାରଙ୍କ ସମେତ ଅନ୍ୟମାନଙ୍କ ନାଁରେ…

ହାପି ବର୍ଥ ଡେ’ ଡିୟର! ଜନ୍ମଦିନରେ ଟାଇଗର ଶ୍ରଫ୍‌ଙ୍କୁ ଖାସ୍‌ ଅନ୍ଦାଜ୍‌ରେ ଶୁଭେଚ୍ଛା ଜଣାଇଲେ ଦିଶା ପଟାନୀ

ଆଜି ଟାଇଗର ଶ୍ରଫ୍‌ ନିଜ ୩୧ ତମ ଜନ୍ମ ଦିନ ପାଳନ କରୁଛନ୍ତି। ଏ ଅବସରରେ ଦିଶା ପଟାନୀ ସୋସିଆଲ ମିଡିଆରେ ତାଙ୍କର ଏକ ଖାସ୍‌ ଫଟୋ ସେୟାର କରି ଶୁଭେଚ୍ଛା ଜଣାଇଛନ୍ତି। ଟାଇଗରଙ୍କ ନିକଟରେ ରିଲିଜ୍‌ ହୋଇଥିବା ମ୍ୟୁଜିକ ଭିଡିଓ ବିଷୟରେ ସୂଚନା ଦେଇ ଦିଶା ତାଙ୍କୁ ‘କାସାନୋଭା’ମଧ୍ୟ କହିଛନ୍ତି।…