ଅଲୋଡ଼ା ଟମାଟୋ: କ୍ଷତି ସହୁଛନ୍ତି ଚାଷୀ, ଟମାଟୋର କିଲୋ ପିଛା ଚାରି ଟଙ୍କା
କାକଟପୁର/ଛତ୍ରପୁର: ଅଲୋଡ଼ା ଟମାଟୋ। ପୁରୀ ଜିଲ୍ଲା ଅସ୍ତରଙ୍ଗରେ ଟମାଟୋର ଅଭାବୀ ବିକ୍ରି । କ୍ଷତିଗ୍ରସ୍ତ ହେଲେ ଶତାଧିକ ଚାଷୀ । ଟମାଟୋର କିଲୋ ପିଛା ଚାରି ଟଙ୍କା । କେହି ଟମାଟୋ କିଣୁନଥିବାରୁ ଚାଷୀ ଜମିରେ ସଢ଼ିଲା କୁଇଣ୍ଟାଲ କୁଇଣ୍ଟାଲ ଟମାଟୋ । ପ୍ରଥମେ କାଳବୈଶାଖୀ ବର୍ଷା ଓ ପବନ। ପରେ…