Browsing Tag

train accident

ବିଜୟନଗରମ୍ ଟ୍ରେନ୍ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୧୪କୁ ବୃଦ୍ଧି, ମିଳିଲା ୧୧ ଜଣଙ୍କର ପରିଚୟ

ଆନ୍ଧ୍ରପ୍ରଦେଶ ବିଜୟନଗରମ୍ ଟ୍ରେନ୍ ଦୁର୍ଘଟଣାରେ ବଢୁଛି ମୃତ୍ୟୁସଂଖ୍ୟା । ବର୍ତ୍ତମାନ ସୁଦ୍ଧା ୧୪ ଜଣଙ୍କର ମୃତ୍ୟୁ ହୋଇଛି । ପ୍ରାୟ ୫୦ ଜଣ ଆହତ ହୋଇଛନ୍ତି । ମୃତକଙ୍କ ଭିତରେ ଅଛନ୍ତି ରାୟଗଡ଼ା ପାସେଞ୍ଜର ଟ୍ରେନର ଲୋକୋ ପାଇଲଟ୍ ଓ ପଲାସା ପାସେଞ୍ଜର ଟ୍ରେନର ଗାର୍ଡ । ବର୍ତ୍ତମାନ ସୁଦ୍ଧା ୧୧…

ଟ୍ରେନ ଦୁର୍ଘଟଣାସ୍ଥଳକୁ ରାଜସ୍ବ ଓ ବିପର୍ଯ୍ୟୟ ପ୍ରଶମନ ମନ୍ତ୍ରୀଙ୍କୁ ଯିବାପାଇଁ  ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

ବିଜୟନଗରମ୍ ଟ୍ରେନ ଦୁର୍ଘଟଣା ସ୍ଥଳକୁ ରାଜସ୍ବ ଓ ବିପର୍ଯ୍ୟୟ ପ୍ରଶମନ ମନ୍ତ୍ରୀ ସୁଦାମ ମାର୍ଣ୍ଡିଙ୍କୁ ଯିବାପାଇଁ  ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେ ହସ୍ପିଟାଲରେ ଆହତଙ୍କୁ ଭେଟିବେ । ରାଜସ୍ବ ମନ୍ତ୍ରୀ ସୁଦାମ ମାର୍ଣ୍ଡିଙ୍କ ସହ ଦୁର୍ଘଟଣାସ୍ଥଳ ଯିବେ ଅତିରିକ୍ତ…

ଟ୍ରେନ୍ ଦୁର୍ଘଟଣାର ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ, ମୃତକଙ୍କ ପରିବାରକୁ ପିଏମ୍ ରିଲିଫ ଫଣ୍ଡରୁ ୨ ଲକ୍ଷ, ରେଳବାଇ ୧୦…

ଟ୍ରେନ୍ ଦୁର୍ଘଟଣାର ସମୀକ୍ଷା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ସହ କଥା ହୋଇଥିଲେ । ମୃତକଙ୍କ ପରିବାରକୁ ପିଏମ୍ ରିଲିଫ ଫଣ୍ଡରୁ ୨ ଲକ୍ଷ ଓ ଆହତଙ୍କୁ ୫୦ହଜାର ଟଙ୍କା ଲେଖାଏଁ ଅନୁକମ୍ପା ସହାୟତା ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ।  ସେହିପରି…

ପୁଣି ଏକ ଟ୍ରେନ ଟ୍ରାଜେଡି, ଦୁଇଟି ପାସେଞ୍ଜର ଟ୍ରେନ୍ ଧକ୍କାରେ ମୃତ୍ୟୁ ସଂଖ୍ୟା ୬କୁ ବୃଦ୍ଧି

ପୁଣି ଏକ ଭୟଙ୍କର ଟ୍ରେନ୍ ଦୁର୍ଘଟଣା। ଦୁଇଟି ପାସେଞ୍ଜର ଟ୍ରେନ୍ ଧକ୍କା । ପୂର୍ବତଟ ରେଳବାଇ ଅଧୀନ ୱାଲଟିଅର ଡିଭିଜନରେ ଏହି ଦୁର୍ଘଟଣା ହୋଇଛି। ବିଜୟନଗର ନିକଟ ଆଲମଣ୍ଡା- କଣ୍ଟକାପଲ୍ଲି ମଧ୍ୟରେ ଟ୍ରେନ୍ ଧକ୍କା ହୋଇଛି। ବିଶାଖପାଟଣା-ପଲାସ ପାସେଞ୍ଜରକୁ ପଛପଟୁ ପିଟିଥିଲା ବିଶାଖାପାଟଣା ରାୟଗଡ଼ା…

୩ ଟି ଟ୍ରେନ ମଧ୍ୟରେ ଧକ୍କା, ଲାଇନଚ୍ୟୁତ ହେଲା ବଗି, ୩ ମୃତ

୩ଟି ଟ୍ରେନ ମଧ୍ୟରେ ହୋଇଛି ଧକ୍କା । ଆନ୍ଧ୍ରପ୍ରଦେଶ ବିଜୟନଗରମ ଜିଲ୍ଲାର କଣ୍ଟକାପାଳି ଓ ଆଲମଣ୍ଡା ଷ୍ଟେସନ ମଧ୍ୟରେ ଘଟିଛି ଦୁର୍ଘଟଣା । ପଲାସା ପାସେଞ୍ଜର ଟ୍ରେନକୁ ପଛରୁ ପିଟିଲା ରାୟଗଡ଼ା ଯାଉଥିବା ପାସେଞ୍ଜର ଟ୍ରେନ । ଫଳରେ ପଲାସାର ଏକ ବଗି ମେନ ଲାଇନରେ ପଡିଥିଲା । ଏହି ସମୟରେ ମେନ ଲାଇନରେ…

ପୁଣି ଏକ ପାସେଞ୍ଜର ଟ୍ରେନ ଦୁର୍ଘଟଣାଗ୍ରସ୍ତ: ୧୫ ଜଣଙ୍କର ମୃତ୍ୟୁ, ସଂଖ୍ୟା ବଢିପାରେ

କେନ୍ୟୁଜ୍(ବ୍ୟୁରୋ):  ପୁଣି ଏକ ପାସେଞ୍ଜର ଟ୍ରେନ ଦୁର୍ଘଟଣାଗ୍ରସ୍ତ।  ବାଂଲାଦେଶରେ ଏହି ରେଳ ଦୁର୍ଘଟଣା ଘଟିଛି । ଦୁଇଟି ଟ୍ରେନ ମୁହାଁମୁହିଁ ଧକ୍କା ହେବା ଫଳରେ ୧୫ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ବାଂଲାଦେଶ  କିଶୋର ଗଞ୍ଜରେ ଏକ ଯାତ୍ରୀବାହୀ ଟ୍ରେନ୍ ଧକ୍କା ହେବା ଫଳରେ ଅତି…

ଗୋଟିଏ ରେଳ ଲାଇନରେ ଦୁଇଟି ମାଲଗାଡ଼ି, ଅଳ୍ପରେ ଟଳିଗଲା ଦୁର୍ଘଟଣା

ଗୋଟିଏ ରେଳ ଲାଇନରେ ଦୁଇଟି ମାଲଗାଡ଼ି। ପ୍ରଥମ ମାଲଗାଡିକୁ ଦେଖି ପଛ ପଟରୁ ଯାଉଥିବା ମାଲଗାଡି ଲୋକୋ ପାଇଲଟ ଗାଡ଼ି ଅଟକାଇ ଦେବାରୁ ଏକ ବଡ ଦୁର୍ଘଟଣା ଟଳିଗଲା। ରାଉରକେଲା ବାସନ୍ତୀ କଲୋନୀ ବସ୍ତ୍ର ନିକଟରେ ଘଟିଛି ଏଭଳି ଘଟଣା । ଏବେଗୋଟିଏ ଲାଇନରେ ଅଟକିଛି ଦୁଇଟି ମାଲଗାଡି।.

ଟଳିଲା ବଡ଼ ରେଳ ଦୁର୍ଘଟଣା, ହଠାତ୍‌ ପ୍ଲାଟଫର୍ମ ଉପରକୁ ଚଢିଗଲା ଟ୍ରେନ : ଭିଡିଓ ଭାଇରଲ

ଉତ୍ତରପ୍ରଦେଶ ମଥୁରାରେ ଅଳ୍ପକେ ଟଳିଗଲା ବଡ଼ ରେଳ ଦୁର୍ଘଟଣା । ଶକୁରବସ୍ତିରୁ ଆସୁଥିବା ଏକ ଇଏମୟୁ ଟ୍ରେନ ମଥୁରା ଜଙ୍କସନରେ ଦୁର୍ଘଟଣାର ଶିକାର ହୋଇଥିଲା । ଟ୍ରେନ ହଠାତ୍‌ ଟ୍ରାକରୁ ପ୍ଲାଟଫର୍ମ ଉପରକୁ ଚଢିଯାଇଥିଲା । ଦୁର୍ଘଟଣା ସମୟରେ ଟ୍ରେନରେ କୌଣସି ଯାତ୍ରୀ ନଥିଲେ । କିନ୍ତୁ ପ୍ଲାଟଫର୍ମରେ…

ରେଲୱେର ବଡ ନିଷ୍ପତ୍ତି, ୧୦ ଗୁଣା ବଢିଲା ଟ୍ରେନ ଦୁର୍ଘଟଣା ଅନୁକମ୍ପା ରାଶି

ରେଳ ଦୁର୍ଘଟଣାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପରିବାର ତଥା ଗୁରୁତରଙ୍କୁ ମିଳିବ ବଡ଼ କ୍ଷତିପୂରଣ ରାଶି ଘୋଷଣା କରିଛି ରେଲେଓ୍ଵ। ଏହି କ୍ଷତିପୂରଣ ରାଶି ପୂର୍ବାପେକ୍ଷା ୧୦ ଗୁଣ ଅଧିକ ହେବ ବୋଲି ରେଲେଓ୍ଵ ପକ୍ଷରୁ କୁହାଯାଇଛି । ଜାରି ସୂଚନା ଅନୁଯାୟୀ, ଟ୍ରେନ୍ ଦୁର୍ଘଟଣା ଓ ଅତର୍କିତ ଭାବେ…

ରେଳ କର୍ମଚାରୀଙ୍କ ଦାୟିତ୍ୱହୀନତା : ପୁଣି ଟଳିଲା ବଡ ରେଳ ଦୁର୍ଘଟଣା, ବିନା ଇଂଜିନରେ ଗଡିଲା ବଗି

ପୁଣି ବଡ ରେଳ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ଯାତ୍ରୀ । ସାମ୍ନାକୁ ଆସିଲା ରେଳ କର୍ମଚାରୀଙ୍କ ଦାୟିତ୍ୱହୀନତା । ବିନା ଇଂଜିନରେ ଗଡିଲା ବଗି । ସାହିବଗଂଜର ବରହରବାର ରେଲେଓ୍ଵ ଷ୍ଟେସନରେ କିଛି ବଗି ଟ୍ରାକରେ ଚାଲୁଥିବାର ଖେିବାକୁ ମିଳିଥିଲା । ଟ୍ରେନ ବିନା ଇଂଜିନରେ ଗଡି ପ୍ଲାଟଫର୍ମ ୧ରେ…

ଟ୍ରାକ୍ଟରକୁ ଧକ୍କା ଦେଲା ମାଲବାହୀ ଟ୍ରେନ୍,ଭାଙ୍ଗି ଚୁରମାର

ଯାଜପୁର(କେନ୍ୟୁଜ୍): ଟ୍ରାକ୍ଟରକୁ ଧକ୍କା ଦେଲା ମାଲବାହୀ ଟ୍ରେନ୍ । ଯାଜପୁର ଜିଲ୍ଲା ଦାନଗଦୀ ବ୍ଲକ ଡଙ୍କାଗାଡିଆ ନିକଟରେ ଏହି ଘଟଣା ଘଟିଛି । ଟ୍ରେନ୍ ଧକ୍କା ଦେବା ପରେ ଟ୍ରାକ୍ଟର ଏମିତି ଅବସ୍ଥା । ଭାଙ୍ଗି ଚୁରମାର । ଖଣ୍ଡ ବିଖଣ୍ଡିତ ହୋଇଯାଇଛି । ଆଜି ଭୋରରେ ଏକ ମାଲବାହୀ ଟ୍ରେନ୍…

ତାମିଲନାଡୁ ମଦୁରାଇ ଟ୍ରେନରେ ଭୀଷଣ ଅଗ୍ନିକାଣ୍ଡରେ ୯ ଜୀବନ୍ତ ଦଗ୍ଧ, ୨୦ ଗୁରୁତର

ତାମିଲନାଡୁ ମଦୁରାଇରେ ପୁଣି ବଡ଼ ଟ୍ରେନ୍ ଦୁର୍ଘଟଣା । ପୁନାଲୁର- ମଦୁରାଇ ଏକ୍କପ୍ରେସରେ ନିଆଁ ଲାଗି ୯ ଜୀବନ୍ତ ଦଗ୍ଧ । ଲକ୍ଷ୍ନୌରୁ ରାମେଶ୍ବରମ ଯାଉଥିବା ବେଳେ ଏହି ଏକ୍ସପ୍ରେସ୍ ଟ୍ରେନରେ ନିଆଁ ଲାଗିଥିବା ଜଣା ପଡ଼ିଛି । ଟ୍ରେନର ଟୁରିଷ୍ଟ କୋଚରେ ନିଆଁ ଲାଗି ୯ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ…