Browsing Tag

train

୧୯୪୯ ମସିହାରୁ ଏହି ଟ୍ରେନରେ ମାଗଣାରେ ଯାତ୍ରା କରନ୍ତି ଲୋକେ, ଜାଣନ୍ତୁ କାହିଁକି

ଭାରତୀୟ ରେଳ ବିଭାଗ ଦୁନିଆରେ ୪ର୍ଥ ଏବଂ ଏସିଆର ଦ୍ୱିତୀୟ ସବୁଠୁ ବଡ଼ ରେଳ ନେଟଓ୍ଵାର୍କ। ଭାରତରେ ରେଳ ଷ୍ଟେସନର ସଂଖ୍ୟା ପାଖାପାଖି ୮ହଜାର। ଅଧିକାଂଶ ଲୋକ ରେଳ ଯାତ୍ରା କରିବା ପାଇଁ ପସନ୍ଦ କରିଥାନ୍ତି। ଏହା ଶସ୍ତା ସହ ହୋଇଥାଏ ଆରାମଦାୟକ। ତେବେ ପ୍ରତ୍ୟେକ ଲୋକ ଟ୍ରେନରେ ଯେଉଁଠାକୁ ଯାଆନ୍ତୁ…

ଆପଣଙ୍କ ପାଖରେ କେମିତି ପହଞ୍ଚେ କାର ଓ ବାଇକ୍‌, ଭିଡିଓ ସେୟାର କରି ଦେଖାଇଲା ରେଲୱେ

ଏବେ ଯାହା ପାଖରେ ଦେଖ କାର କିମ୍ବା ବାଇକ୍‌ ନିଶ୍ଚିତ ଥିବ। ଏହି ଗାଡ଼ିଗୁଡ଼ିକୁ ଲୋକମାନେ ନିକଟସ୍ଥ ଶୋରୁମ୍‌ କିମ୍ବା ଡିଲରଙ୍କ ଠାରୁ କିଣିଥାନ୍ତି। କିନ୍ତୁ କେବେ ଚିନ୍ତା କରିଛନ୍ତି, ଶୋରୁମ୍‌ ଯାଏଁ ଏସବୁ ଗାଡ଼ି ଆସେ କେମିତି ? ଆପଣ ଭାବୁଥିବେ ବଡ଼ ବଡ଼ ଟ୍ରକରେ ଗାଡ଼ିଗୁଡ଼ିକୁ ଲଦା ଯାଇ ଅଣାଯାଏ।…

ଏବେ ଯାତ୍ରୀ ବିନା ଟିକେଟରେ କରିପାରିବେ ଟ୍ରେନ ଯାତ୍ରା, ଆସିଲା ରେଳ ବିଭାଗର ନୂଆ ନିୟମ

ଟ୍ରେନ ଯାତ୍ରୀଙ୍କ ପାଇଁ ଆସିଲା ଖୁସି ଖବର। ଏବେ ଟିକେଟ ନଥିଲେ ବି କରିପାରିବେ ଟ୍ରେନ ଯାତ୍ରା। ଅନେକ ଥର ଏମିତି ପରିସ୍ଥିତି ଆସେ ଯେ ଯେବେ ଆପଣଙ୍କୁ ଅଚାନକ ଯାତ୍ରା କରିବାକୁ ପଡେ। ଆଉ ଏଭଳି ସମୟରେ ପାଖରେ ଟିକେଟ ଆଭିଲେଭଲ ନଥିଲେ ବଡ଼ ସମସ୍ୟା ହୋଇଥାଏ। ଶୀଘ୍ର କନଫର୍ମ ଟିକେଟ ପାଇବା ସହଜ…

ଫୋନରେ ଗପି ଗପି ଟ୍ରେନ ଟ୍ରାକରେ ଶୋଇପଡିଲେ ଯୁବତୀ, ଯୁବତୀଙ୍କ ଉପରେ ମାଡିଗଲା ଟ୍ରେନ: ଦେଖନ୍ତୁ ଭିଡିଓ

ପ୍ରତିଦିନ ଇଣ୍ଟରନେଟରେ କିଛି ନା କିଛି ଭିଡିଓ ଭାଇରଲ ହୋଇଥାଏ। କିଛି ଆପଣଙ୍କୁ ଅତି ମଜାଳିଆ ଲାଗିଥିବା ବେଳେ ଆଉ କିଛି ଭିଡିଓ ଦେଖିଲେ ଆପଣଙ୍କ ମୁଣ୍ଡ ଗରମ ହୋଇଯାଏ ନିଶ୍ଚିତ। ଆଇପିଏସ ଅଫିସର ଦୀପାଂଶୁ କାବ୍ରା ଏହି ଭିଡିଓକୁ ଅପଲୋଡ କରିଛନ୍ତି। ଯେଉଁଥିରେ ଜଣେ ଯୁବତୀ ଫୋନରେ ଗପି ଗପି ଟ୍ରେନ…

ଆସନ୍ତା ଅପ୍ରେଲ ୧୫ରୁ ଟ୍ରେନ ଟିକେଟ ପାଇଁ ଦେବାକୁ ପଡ଼ିବ ଏକ୍ସଟ୍ରା ଭଡ଼ା, ବଢ଼ିଛି ଏତିକି ଟଙ୍କା

ମହଙ୍ଗା ମାଡ଼ରୁ ଆଉ ଯେମିତି ତ୍ରାହି ନାହିଁ । ତୈଳ ଦର ସହ ସମସ୍ତ ପରିବହନ ବ୍ୟବସ୍ଥା ବି ଭାରୀ ପଡ଼ିଲେଣି ସାଧାରଣ ଲୋକଙ୍କ ଉପରେ । ବସ୍‌ ଓ ଟ୍ୟାକ୍ସି ଆଦି ପରେ ବିମାନ ଭଡ଼ା ବଢ଼ିଥିଲା । ଏବେ କେଇଦିନ ମଧ୍ୟରେ ରେଳଯାତ୍ରୀଙ୍କ ପକେଟ୍‌ ଉପରେ ବି ବୋଝ ପଡ଼ିବ । ପ୍ରତିଦନ ଟ୍ରେନରେ ଯିବା ଆସିବା…

ଟ୍ରେନର ଲାଇଭ ରନିଂ ଷ୍ଟାଟସ୍‌ ସମ୍ପର୍କରେ ସୂଚନା ଦେବ ଗୁଗଲ ମ୍ୟାପ୍ସ ଆପ୍‌, ଜାଣିବା ପାଇଁ ଫଲୋ କରନ୍ତୁ ଏହି ଷ୍ଟେପ

ପ୍ରତିଦିନ ଟ୍ରେନରେ ଅନେକ ଯାତ୍ରୀ ଯିବା ଆସିବା କରନ୍ତି। ଯାତ୍ରା ସମୟରେ ସବୁବେଳେ ଏଇ ଚିନ୍ତା ଲାଗି ରୁହେ ଯେ ଟ୍ରେନ ଛାଡ଼ି ଚାଲି ନଯାଉ। ନଚେତ ଠିକ ସମୟରେ ସବୁ କାମ ଅଟକିଯିବ। ଅବଶ୍ୟ ଟିକେଟ ମିଳିଲା ପରେ ଏସବୁ ସମ୍ପର୍କରେ ଜଣାପଡେ। କିନ୍ତୁ ଟିକେ ଡେରି ହୋଇଗଲେ ପୁଣି ନେକ୍ସଟ ସ୍ଲଟକୁ…

୧୦ ରୁ ଗଡ଼ିବ ସମ୍ବଲପୁର-ପୁରୀ ଇଣ୍ଟରସିଟି ଏକ୍ସପ୍ରେସ, ଜାଣନ୍ତୁ କେଉଁ କେଉଁ ଷ୍ଟେସନରେ ହେବ ରହଣି

ଭୁବନେଶ୍ୱର : ୧୦ ରୁ ଗଡ଼ିବ ସମ୍ବଲପୁର-ପୁରୀ ଇଣ୍ଟରସିଟି ଏକ୍ସପ୍ରେସ। ସମ୍ବଲପୁର-ପୁରୀ-ସମ୍ବଲପୁର ଇଣ୍ଟରସିଟି ଏକ୍ସପ୍ରେସକୁ ଚଳିତ ମାସ ୧୦ ତାରିଖ ଠାରୁ ଚଳାଚଳ କରାଇବା ପାଇଁ ନିଷ୍ପତ୍ତି ନିଆଯାଇଛି। ସମ୍ବଲପୁର-ପୁରୀ ଇଣ୍ଟରସିଟି ଏକ୍ସପ୍ରେସ (18303) ସମ୍ବଲପୁରରୁ ପ୍ରତିଦିନ ସକାଳ ୬ ଟାରେ…

ଭଙ୍ଗା ଟ୍ରାକ ଦେଖିବା ପରେ ଟ୍ରେନ ଆଗରେ ମହିଳା ଦେଖାଇଲେ ପିନ୍ଧାଲୁଗା, ଅଟକିଲା ଟ୍ରେନ, ଅଟକିଲା ଦୁର୍ଘଟଣା

ଉପସ୍ଥିତ ବୁଦ୍ଧି ଓ ଶୀଘ୍ର ପଦକ୍ଷେପ ଯୋଗୁଁ ଉତ୍ତର ପ୍ରଦେଶରେ ଏକ ବଡ ଦୁର୍ଘଟଣାକୁ ରୋକାଯାଇପାରିଛି । ଆଉ ବଡକଥା କଣ ଜାଣନ୍ତି ଏହାକୁ ଅଟକାଇପାରିଛନ୍ତି ଜଣେ ମହିଳା । ବୟସ୍କା ମହିଳା ଜଣକ ଟ୍ରାକରେ ଏକ ଫାଟ ଦେଖିବା ପରେ ନିଜର ନାଲି ପିନ୍ଧା ଶାଢୀ ଦ୍ୱାରା ଟ୍ରେନ ରୋକିବାକୁ ସଂକେତ ଦେଇଥିଲେ ।…

କେନ୍ଦ୍ର ରେଳ ମନ୍ତ୍ରୀଙ୍କ ବଡ଼ ଘୋଷଣା: ରାମନବମୀରୁ ପୁଣି ଗଡ଼ିବ ସମ୍ବଲପୁର-ପୁରୀ ଇଣ୍ଟରସିଟି ଏକ୍ସପ୍ରେସ

ଭୁବନେଶ୍ୱର : କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ବଡ଼ ଘୋଷଣା। କରୋନା ଯୋଗୁ ଦୀର୍ଘଦିନ ଧରି ବନ୍ଦ ଥିବା ସମ୍ବଲପୁର-ପୁରୀ ଇଣ୍ଟରସିଟି ଏକ୍ସପ୍ରେସ ରାମ ନବମୀଠାରୁ ପୁଣି ଗଡ଼ିବ।ଏହି ଟ୍ରେନ ଚଳାଚଳ କଲେ ଅନୁଗୁଳ, ତାଳଚେର ଓ ସମ୍ବଲପୁର ଯାତାୟାତ କରିବା ସହଜ ହୋଇଯିବ। ପୁରୀ, ଭୁବନେଶ୍ୱର…

ନୂଆ ରୂପରେ ଚାଲିବ ଏହି ଟ୍ରେନ, ଦରକାର ନାହିଁ ଇନ୍ଧନ ଆପେ ଆପେ ଚାର୍ଜ ହେବ

ଦର୍ଶକବନ୍ଧୁ ବିଜ୍ଞାନ ଦିନକୁ ଦିନ କେତେ ଅଗ୍ରଗତି କରୁଛି ଏ ପ୍ରଶ୍ନ ଆଉ ପଚାରିବାର ଆବଶ୍ୟକତା ନାହିଁ । କାରଣ ଏହାର ଉତ୍ତର ପ୍ରତ୍ୟେକ ଦିନ ଆପଣଙ୍କୁ ମିଳିଯାଉଥିବ । ଯେତେବେଳେ ସ୍ମାର୍ଟ ଯୁଗରେ ସ୍ମାର୍ଟ ୱେରେ ଆପଣଙ୍କ କାମ ହୋଇଯାଉଥିବ । ବିଭିନ୍ନ ଅସମ୍ଭବ କଥା ବି ଏବେ ସମ୍ଭବ ଲାଗିଲାଣି…

ହାଇସ୍ପିଡ଼ରେ ଆସୁଥିବା ଟ୍ରେନ ଆଗକୁ ମହିଳାଙ୍କୁ ଠେଲିଦେଲେ, ଏହା ପରେ ଯାହା ହେଲା ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ

ଟ୍ରେନ ଷ୍ଟେସନ ହେଉ ଅବା ମେଟ୍ରୋ, ସବୁବେଳେ ଟ୍ରାକ ଆଗରେ ଏମିତି ଅନେକ ଘଟଣା ଘଟୁଛି ଯାହାକୁ ଦେଖି ସମସ୍ତେ ଭୟଭୀତ ହୋଇଯାଉଛନ୍ତି। ଟ୍ରାକ ଆଗକୁ କେଉଁ ଛୋଟ ପିଲା ଗଲାଣି ତ କାହାକୁ କିଏ ଟ୍ରେନ ଆଗକୁ ଠେଲି ଦେଲାଣି। ଏମିତିବି ଜୀବନ ବଞ୍ଚାଇବାର ଖବର ମଧ୍ୟ ଖୁବ ଭାଇରାଲ ହେଉଛି। ତେବେ ଆଜି ଯେଉଁ…

ରେଲୱେ ଟ୍ରାକରେ ଠିଆ ହୋଇଥିଲା ଗାଈ: ଧକ୍କା ଦେଲା ଟ୍ରେନ୍, ଦେଖନ୍ତୁ ଲୋମଟାଙ୍କୁରା ଭିଡ଼ିଓ

ସୋସିଆଲ ମିଡିଆରେ ଆମେ ଟ୍ରେନ୍ ଦୁର୍ଘଟଣାର ଅନେକ ଭିଡିଓ ଦେଖିବାକୁ ପାଇଥାଉ। କେତେକ ଦୁର୍ଘଟଣା ଏତେ ବିପଜ୍ଜନକ ଯେ ଏହା ଦ୍ୱାରା ଧକ୍କା ହେବା ପରେ ସବୁକିଛି ନଷ୍ଟ ହୋଇଯାଏ । କିନ୍ତୁ ଅନେକ ଥର ଭାଗ୍ୟଶାଳୀମାନେ ବଡ଼ ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଯାଆନ୍ତି । ସୋସିଆଲ ମିଡିଆରେ ଆମେ ଏପରି ଏକ…