Browsing Tag

union budget

ଏଥର ବଜେଟରେ ଏ ସବୁ ହେଲା ମହଙ୍ଗା, ଅନେକ ଜିନିଷ ଶସ୍ତା

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଦେଶର ସାଧାରଣ ବଜେଟ୍ ଉପସ୍ଥାପନ କରିଛନ୍ତି । ଏଥର ବଜେଟରେ ଅନେକ ଜିନିଷ ଶସ୍ତା ହୋଇଥିବା ବେଳେ କିଛି ଜିନିଷର ଦାମ୍ ବଢ଼ାଯାଇଛି । ଆସନ୍ତୁ ଜାଣିବା କ’ଣ ହେଲା ମହଙ୍ଗା ଓ କ’ଣ ହେଲା ଶସ୍ତା । ବଜେଟ୍ ୨୦୨୫ରେ ଫ୍ଲାଟ୍ ପ୍ୟାନେଲ ଡିସପ୍ଲେ, ଟିଭି ଡିସପ୍ଲେ ଏବଂ…

କେନ୍ଦ୍ର ବଜେଟ ୨୦୨୫ : ଟିଭି, ମୋବାଇଲ ଏବଂ ଇଲେକ୍ଟ୍ରିକ କାର୍ ଶସ୍ତା, କ୍ୟାନସର ଔଷଧ ବି ଶସ୍ତା

୨୦୨୫-୨୬ ଆର୍ଥିକ ବର୍ଷର ବଜେଟ୍ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ସୀତାରମଣ । ଲଗାତାର ଅଷ୍ଟମ ଥର ପାଇଁ ଉପସ୍ଥାପନ କରୁଛନ୍ତି ସୀତାରମଣ । ଏହା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ତୃତୀୟ କାର୍ଯ୍ୟକାଳର ପ୍ରଥମ ପୂର୍ଣ୍ଣାଙ୍ଗ ବଜେଟ୍ । ବଜେଟରେ ସବୁଠୁ ବଡ ଘୋଷଣାକୁ ଅପେକ୍ଷା କରିଥାନ୍ତି ସବୁ…

କେନ୍ଦ୍ର ବଜେଟ ୨୦୨୫ : ମେଡିକାଲ ପାଇଁ ପ୍ରସ୍ତୁତି କରୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର, ବଢିବ ୭୫ ହଜାର…

୨୦୨୫-୨୬ ଆର୍ଥିକ ବର୍ଷର ବଜେଟ୍ ଉପସ୍ଥାପନ କରୁଛନ୍ତି ଅର୍ଥମନ୍ତ୍ରୀ ସୀତାରମଣ । ଲଗାତାର ଅଷ୍ଟମ ଥର ପାଇଁ ଉପସ୍ଥାପନ କରୁଛନ୍ତି ସୀତାରମଣ । ଏହା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ତୃତୀୟ କାର୍ଯ୍ୟକାଳର ପ୍ରଥମ ପୂର୍ଣ୍ଣାଙ୍ଗ ବଜେଟ୍ । ଏଥିରେ ସେ କୃଷକ, ମହିଳା, ଯୁବଗୋଷ୍ଠୀଙ୍କୁ ଗୁରୁତ୍ବ…

କେନ୍ଦ୍ର ବଜେଟ ୨୦୨୫ : ଚାଷୀଙ୍କ ପାଇଁ ‘ପ୍ରଧାନମନ୍ତ୍ରୀ ଧନଧାନ୍ୟ ଯୋଜନା’ ଘୋଷଣା, ବଢିଲା କିଷାନ…

ସଂସଦରେ ବହୁ ପ୍ରତୀକ୍ଷିତ ବଜେଟ୍  ଆରମ୍ଭ ହୋଇଯାଇଛି । କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ବଜେଟ ଉପସ୍ଥାପନା କରୁଛନ୍ତି । ଏଥର ବଜେଟ୍‌ରେ ୧୦ଟି କ୍ଷେତ୍ରକୁ ଗୁରୁତ୍ୱ ଦିଆଯାଇଛି ।  ବଜେଟରେ ଚାଷୀଙ୍କ ପାଇଁ ରହିଛି ଖୁସି ଖବର । ମଧ୍ୟମ ଶ୍ରେଣୀ ଲୋକଙ୍କ ବିକାଶକୁ ବେଶୀ…

ବଜେଟ ପୂର୍ବରୁ ମଧୁବନୀ ଆର୍ଟ ଶାଢ଼ି ପିନ୍ଧି ରାଷ୍ଟ୍ରପତିଙ୍କୁ ଭେଟିଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ, ଦହି ଚିନି…

ବଜେଟ୍ ଉପସ୍ଥାପନ କରିବା ପୂର୍ବରୁ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ନିଜ ଟିମ୍ ସହିତ ରାଷ୍ଟ୍ରପତି ଭବନରେ ପହଞ୍ଚିଥିଲେ । ରାଷ୍ଟ୍ରପତିଙ୍କୁ ସାକ୍ଷାତ କରି ବଜେଟ ଉପସ୍ଥାପନ କରିବା ପାଇଁ ଅନୁମତି ମାଗିଥିଲେ । ରାଷ୍ଟ୍ରପତି ଏହାକୁ ମଞ୍ଜୁରୀ ଦେଇ ଅର୍ଥମନ୍ତ୍ରୀଙ୍କୁ ଦହି ଚିନି ଖୁଆଇ…

ବଜେଟ୍ ୨୦୨୫: HRA, ଧାରା 80C ଓ ଷ୍ଟାଣ୍ଡାର୍ଡ ଡିଡକ୍ସନ… ବଜେଟରେ ହୋଇପାରେ ଏହି ବଡ଼ ଘୋଷଣା

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଫେବୃୟାରୀ ୧ରେ ୨୦୨୫ ବଜେଟ୍ ଉପସ୍ଥାପନ କରିବେ । ଏଥିରେ କିଛି ବଡ଼ ଘୋଷଣା ହୋଇପାରେ । ଟିକସଦାତାମାନେ ଏହି ବଜେଟରୁ ବଡ଼ ଆଶା ରଖିଛନ୍ତି । ଅଧିକ ମୁଦ୍ରାସ୍ଫୀତି ଏବଂ ବ୍ୟବହାରକୁ ଦୃଷ୍ଟିରେ ରଖି ଟିକସଦାତାମାନେ ଟିକସ ହାରରେ ହ୍ରାସ ଏବଂ ଛାଡ ସୀମା ବୃଦ୍ଧି ପାଇଁ…

୨୦୨୫-୨୬ ସାଧାରଣ ବଜେଟ୍ ପୂର୍ବରୁ ଆଜି ହାଲୁଆ ଉତ୍ସବ, ନର୍ଥ ବ୍ଲକରେ ବନ୍ଦ ରହିବେ କାର୍ଯ୍ୟରେ ଜଡ଼ିତ ଅଧିକାରୀ

ଆଜି ହାଲୁଆ ଉତ୍ସବ । ୨୦୨୫-୨୬ ସାଧାରଣ ବଜେଟ୍ ପୂର୍ବରୁ ଆଜି ହାଲୁଆ ଉତ୍ସବ ପାଳନ ହେବ । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଉପସ୍ଥିତିରେ ନର୍ଥ ବ୍ଲକରେ ଉତ୍ସବ ଆୟୋଜିତ ହେବ । ବଜେଟ୍ ପରମ୍ପରା ଅନୁସାରେ ପ୍ରତିବର୍ଷ ବଜେଟ୍ ପ୍ରସ୍ତୁତି କାର୍ଯ୍ୟରେ ଜଡିତ ଅଧିକାରଙ୍କ ଲକ୍ ଇନ୍ ପ୍ରକ୍ରିୟା…

କେନ୍ଦ୍ର ବଜେଟରେ ପଡୋଶୀକୁ ଦେଲେ ଓଡ଼ିଶା ପାଇଁ କିଛି ନାହିଁ, ଆମ ପାଇଁ ଏହା ନିରାଶଜନକ: ନବୀନ

ଭୁବନେଶ୍ୱର : କେନ୍ଦ୍ର ସରକାର ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ବଜେଟ ଉପସ୍ଥାପନ କରିଛନ୍ତି । ବଜେଟକୁ ନେଇ ବିଭିନ୍ନ ମହଲରୁ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଆସୁଥିବା ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ମୁଖ୍ୟ ନବୀନ ପଟ୍ଟନାୟକ ବିଜେପିର ସରକାରକୁ ଟାର୍ଗେଟ୍ କରି କହିଛନ୍ତି ବଜେଟରେ…

ନୂଆ ବଜେଟ୍ ନୂଆ ଆଶା କାହାକୁ ମିଳିବ କ’ଣ ? ମହିଳା, ଯୁବପିଢ଼ି, କୃଷକ ଓ ଗରିବଙ୍କୁ ଦିଆଯାଇପାରେ ପ୍ରାଧାନ୍ୟ

ନୂଆଦିଲ୍ଲୀ : ଆଜି ଆସିବ କେନ୍ଦ୍ର ବଜେଟ୍ । ମୋଦି ସରକାରଙ୍କ ତୃତୀୟ ପାଳିର ଆଜି ପ୍ରଥମ ବଜେଟ୍ । ସଂସଦରେ ଚଳିତ ଆର୍ଥିକ ବର୍ଷର ସଂପୂର୍ଣ୍ଣ ଆୟବ୍ୟୟର ହିସାବ ରଖିବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ।  ଦିନ ୧୧ଟାରେ ସଂସଦରେ ସପ୍ତମ ଥର ପାଇଁ ଦେଶର ଆୟ -ବ୍ୟୟର ହିସାବ ରଖିବେ ଅର୍ଥମନ୍ତ୍ରୀ ।…

ବଜେଟ୍‌ ୨୦୨୩: ରାଷ୍ଟ୍ରପତି ଭବନର ଖର୍ଚ୍ଚରେ ୧୦ କୋଟି ଟଙ୍କା କାଟ୍‌

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବୁଧବାର ‘୨୦୨୩-୨୪’ର କେନ୍ଦ୍ରୀୟ ବଜେଟ୍‌ ଉପସ୍ଥାପିତ କରିଛନ୍ତି। ଏଥର ବଜେଟ୍‌ରେ ସରକାର ରାଷ୍ଟ୍ରପତି ଭବନର ଖର୍ଚ୍ଚ କାଟ୍‌ କରିଛନ୍ତି। ବଜେଟ୍‌ରେ ରାଷ୍ଟ୍ରପତି ଭବନର ଖର୍ଚ୍ଚ ପାଇଁ ୩୬.୨୨ କୋଟି ଟଙ୍କା ଆବଣ୍ଟିତ କରାଯାଇଛି, ଯେଉଁଥିରେ କର୍ମଚାରୀମାନଙ୍କର…

ବଜେଟ୍‌ରେ ବଡ଼ ଘୋଷଣା: ଏବେ ପରିଚୟ ପତ୍ର ରୂପେ ପ୍ୟାନ୍‌ କାର୍ଡ ହୋଇପାରିବ ବ୍ୟବହାର

ସଂସଦରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ବଜେଟ୍‌ ଉପସ୍ଥାପନ କରିଛନ୍ତି। ଏହି ବଜେଟ୍‌ରେ ଅନେକ ବଡ଼ ଘୋଷଣା କରାଯାଇଛି। ଅର୍ଥମନ୍ତ୍ରୀ ସୀତାରମଣ ବଜେଟ୍‌ ୨୦୨୩ରେ ପ୍ୟାନ୍‌ କାର୍ଡକୁ ନୂଆ ପରିଚୟ ଦେଇଛନ୍ତି। ଏବେ ସମସ୍ତଙ୍କ ପାଇଁ ପ୍ୟାନ୍‌ କାର୍ଡର ବ୍ୟବହାର କମନ୍‌ ହେବ। ଏବେ ଆପଣ…

ଭ୍ରମଣପ୍ରିୟ ଲୋକଙ୍କୁ ଖୁସି କଲେ ସରକାର; ‘ଦେଖୋ ଅପନା ଦେଶ’ ଯୋଜନାରେ ପର୍ଯ୍ୟଟକଙ୍କୁ ଏତେ ଅଧିକ ରିହାତି

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବୁଧବାର ଆର୍ଥିକ ବର୍ଷ ୨୦୨୩-୨୪ ପାଇଁ ନରେନ୍ଦ୍ର ମୋଦି ସରକାରର ଦ୍ୱିତୀୟ କାର୍ଯ୍ୟକାଳର ଶେଷ ପୂର୍ଣ୍ଣାଙ୍ଗ ବଜେଟ୍‌ ଉପସ୍ଥାପିତ କରିଛନ୍ତି। ଏହି ବଜେଟ୍‌ରେ ଅର୍ଥମନ୍ତ୍ରୀ ବିଭିନ୍ନ କ୍ଷେତ୍ର ପାଇଁ ଅନେକ ଘୋଷଣା କରିଛନ୍ତି। ୧ ଘଣ୍ଟା ୨୯ ମିନିଟ୍‌…