ଆଲୋଚନା ଜରିଆରେ ବହୁ ସମସ୍ୟାର ସମାଧାନ ହୋଇପାରିବ: କନ୍ଧମାଳ ସାଂସଦ ଡ. ଅଚ୍ୟୁତ ସାମନ୍ତ
କେନ୍ୟୁଜ୍(ବ୍ୟୁରୋ): ଆଲୋଚନା ଜରିଆରେ ବହୁ ସମସ୍ୟାର ସମାଧାନ ହୋଇ ପାରିବ। ଏପରିକି ଯୁଦ୍ଧ ସମସ୍ୟା ଭଳି ଅତି ଗୁରୁତର ସମସ୍ୟା ମଧ୍ୟ ଆଲୋଚନା ଜରିଆରେ ସମାଧାନ ହୋଇ ପାରିବ ବୋଲି କିଟ୍ ଓ କିସ୍ ପ୍ରତିଷ୍ଠାତା ତଥା କନ୍ଧମାଳ ସାଂସଦ ଡ. ଅଚ୍ୟୁତ ସାମନ୍ତ କହିଛନ୍ତି । ଭାରତର ବିଭିନ୍ନ ପ୍ରଦେଶରୁ…