Browsing Tag

vaccination

ଖୁବ୍‌ଶୀଘ୍ର ଗର୍ଭବତୀଙ୍କୁ ଦିଆଯିବ ଟିକା, କରୋନା ସ୍ଥିତି ନେଇ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ରଙ୍କ ସୂଚନା

ଭୁବନେଶ୍ବର(କେନ୍ଯୁଜ୍): କାଟାଗୋରୀ -Bରେ ରଖାଯାଇଥିବା ଜିଲ୍ଲା ଗୁଡ଼ିକରେ ଟ୍ରାନ୍ସମିସନ୍‌ ହେଉଛି। ଜୀବନ ଜୀବିକାକୁ ଗୁରୁତ୍ୱ ଦେଇ ସରକାର କଟକଣା କୋହଳ କରିଛନ୍ତି। ସମସ୍ତେ ଯଦି ଗାଇଡ୍‌ଲାଇନ୍‌ ମାନିବେ, ନିଶ୍ଚିତ ସଂକ୍ରମଣ କମିବ। ସଂକ୍ରମଣ କମିବା ପାଇଁ ୩ଟି ପିଲାର ନିର୍ଦ୍ଧାରଣ କରିଛୁ।…

ଆଜି ରାଜ୍ୟର ୧୬ ଜିଲ୍ଲାରେ ଟିକାକରଣ ବନ୍ଦ

ଭୁବନେଶ୍ବର(କେନ୍ଯୁଜ୍): ଆଜି ରାଜ୍ୟର ୧୬ ଜିଲ୍ଲାରେ ଟିକାକରଣ ବନ୍ଦ । କୋଭିସିଲ୍ଡ୍‌ ଟିକାର ଅଭାବ କାରଣରୁ ବନ୍ଦ ରହିବ ଭ୍ୟାକ୍‌ସିନେସନ୍‌ । ଅନୁଗୁଳ, ବଲାଙ୍ଗିର, ବାଲେଶ୍ୱର, ବରଗଡ଼, ଭଦ୍ରକ, ଦେବଗଡ଼, ଢେଙ୍କାନାଳ, ଗଞ୍ଜାମ, ଯାଜପୁର, ଝାରସୁଗୁଡ଼ା, କନ୍ଧମାଳ, କେନ୍ଦ୍ରାପଡ଼ା, କୋରାପୁଟ,…

ରାଜ୍ୟରେ ପୁଣି ଟିକା ଅଭାବ: ୧୧ ଜିଲ୍ଲାରେ ଟିକାକରଣ ବନ୍ଦ

କେନ୍ୟୁଜ୍(ବ୍ୟୁରୋ): ରାଜ୍ୟରେ ପୁଣି ଟିକା ଅଭାବ। ୧୧ ଜିଲ୍ଲାରେ ଟିକାକରଣ ବନ୍ଦ। କୋଭିସିଲ୍ଡ୍‌ ଟିକାର ଅଭାବ କାରଣରୁ ବନ୍ଦ ରହିଛି ଭ୍ୟାକ୍‌ସିନେସନ୍‌ । ଅନୁଗୁଳ, ବଲାଙ୍ଗିର, ବାଲେଶ୍ୱର, ଭଦ୍ରକ, ଢେଙ୍କାନାଳ, ଗଞ୍ଜାମ, ଯାଜପୁର, ଝାରସୁଗୁଡ଼ା, କେନ୍ଦ୍ରାପଡ଼ା କୋରାପୁଟ ଏବଂ ସୋନପୁରରେ…

କାକଟପୁର: ଟିକା ପାଇଁ ବିପଦ ସଙ୍କୁଳ ଭାବେ ନଦୀ ପାର୍ ହେଉଛନ୍ତି ଲୋକେ, ସୁରକ୍ଷା ପାଇଁ ନାହିଁ ଲାଇଫ୍‌ ଜ୍ୟାକେଟ୍

କାକଟପୁର: ଟିକା ପାଇଁ ନଦୀ ପାର। ଟିକା ନେବା ପାଇଁ ବିପଦ ସଙ୍କୁଳ ଭାବେ ନଦୀ ପାରି ହେଉଛନ୍ତି ଲୋକେ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି କାକଟପୁର ଅସ୍ତରଙ୍ଗ ବ୍ଲକ ତାଳଦା ପଞ୍ଚାୟତରେ । ଏହି ପଞ୍ଚାୟତର ଚାରିପାଖକୁ ଦେବୀ ନଦୀ ଘେରି ରହିଛି । ଲୋକଙ୍କ ଯାତାୟାତର ଏକମାତ୍ର ସାହାରା ହେଉଛି ଡଙ୍ଗା…

ନିୟମଗିରି ଅଂଚଳରେ ୧୮ରୁ ୪୪ ବର୍ଷ ବୟସ ବର୍ଗଙ୍କ ଟିକାକରଣ ଆରମ୍ଭ

ରାୟଗଡା: ନିୟମଗିରି ଡଙ୍ଗରିଆକନ୍ଧଙ୍କୁ ଟିକାକରଣ। ୧୮ରୁ ୪୪ ବର୍ଷ ବୟସ ବର୍ଗଙ୍କୁ ଟିକାଦାନ ଆରମ୍ଭ ହୋଇଛି। କୋଭିଡ୍‌ ସମୟରେ ଡଙ୍ଗରିଆମାନେ ଟେଷ୍ଟିଂ ପାଇଁ ରାଜି ହେଉ ନଥିଲେ। ପାରମ୍ପରିକ ଚିକିତ୍ସାକୁ ଗୁରୁତ୍ୱ ଦେଉଥିଲେ। ସେମାନଙ୍କୁ ବୁଝାସୁଝା କରିବା ସହ ସଚେତନ କରାଯାଇଥିଲା। ଏହାପରେ…

ତୃତୀୟ ଲହର ଆସୁ କି ନ ଆସୁ ଆମର ଦୁଇଟି ମୁଖ୍ୟ ଲକ୍ଷ ଟିକାକରଣ ଓ ସର୍ଭିଲାନ୍ସ : ବିଜୟ ମହାପାତ୍ର

ଭୁବନେଶ୍ବର(କେନ୍ଯୁଜ୍): ସଂକ୍ରମଣ କ୍ରମାଗତ ଭାବେ ହ୍ରାସ ପାଉଛି । ତଥାପି ଆମେ ଢିଲା ହେବା ନାହିଁ । ତୃତୀୟ ଲହର ଆସୁ କି ନ ଆସୁ ଆମର ଦୁଇଟି ମୁଖ୍ୟ ଲକ୍ଷ ହେଲା ଟିକାକରଣ ଜୋରଦାର କରିବୁ ଓ ସର୍ଭିଲାନ୍ସ ଜାରି ରଖିବୁ । କଟକଣା କୋହଳ କରିବା ପୂର୍ବରୁ ଲୋକମାନଙ୍କ ସହଯୋଗ ଦରକାର । ଲୋକମାନେ ନିଜ…

ରାଜଧାନୀରେ ପୁଣି ବଦଳିବ ଟିକାକରଣ ସମୟ, ଜାଣନ୍ତୁ କେଉଁ କେଉଁ ସମୟରେ ହେବ ଟିକାକରଣ

କେନ୍ୟୁଜ୍(ବ୍ୟୁରୋ):  ରାଜଧାନୀରେ ପୁଣି ବଦଳିବ ଟିକା ସମୟ। ସକାଳେ ପ୍ରଥମ ଡୋଜ୍, ଅପରାହ୍ନ ରେ ଦ୍ବିତୀୟ ଡୋଜ୍। ଏନେଇ ବିଏମସି କମିଶନର ସୂଚନା ଦେଇଛନ୍ତି। ପ୍ରଥମ ଡୋଜ୍ ନେଇଥିବା ଯୁବ ବର୍ଗଙ୍କୁ ଡ୍ୟୁ ଡେଟ୍ ମୁତାବକ ଦ୍ବିତୀୟ ଡୋଜ୍ ଟିକାକରଣ ଜାରି ରହିଛି। ଆସନ୍ତା ସୋମବାର ସୁଦ୍ଧା ଏହା ଶେଷ…

ଭୁବନେଶ୍ୱରର ଘରୋଇ ହସ୍ପିଟାଲରେ ଆରମ୍ଭ ହେଲା ଟୀକାକରଣ, ଡୋଜ୍ ପ୍ରତି ୧୨୫୦ଟଙ୍କା

ଭୁବନେଶ୍ୱର: ଭୁବନେଶ୍ୱରରେ ଆରମ୍ଭ ହେଲା ଘରୋଇ ହସ୍ପିଟାଲରେ ଟୀକାକରଣ। ନିର୍ଧାରିତ ଦେୟ ଦେଇ ଟୀକା ନେଇପାରିବେ ଇଛୁକ ବ୍ୟକ୍ତି। ଭୂବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ପ୍ରଥମ କରି ଆରମ୍ଭ ହେଲା ଏହି ସୁବିଧା। ପ୍ରତି ଡୋଜ ଟିକାର ଦାମ ୧୨୫୦ ଧାର୍ଯ୍ୟ କରାଯାଇଛି। କୋଓ୍ୱିନ ଆପରେ ଅନଲାଇନ ସ୍ଲଟ…

୧୮ ବର୍ଷରୁ କମ୍ ବୟସର ପିଲାଙ୍କୁ ଟିକା ଦେବାକୁ ଦାବି, ହାଇକୋର୍ଟରେ ପିଟିସନ ଦାଖଲ କଲା ୧୨ ବର୍ଷର ଟିୟା

ନାବାଳକଙ୍କୁ ବି ଦିଆଯାଉ କରୋନା ଟିକା। ଏଭଳି ଦାବି କରି ଦିଲ୍ଲୀ ହାଇକୋର୍ଟରେ ଏକ ୧୨ ବର୍ଷର କୁନି ଝିଅ ପିଟିସନ ଫାଇଲ କରିଛି। ଆଜି ଏହି ମାମଲାର ଶୁଣାଣି ହେବାକୁ ଯାଉଛି। ୧୨ ବର୍ଷୀୟା ଟିୟା ଗୁପ୍ତା ଯେତେ ଶୀଘ୍ର ସମ୍ଭବ ସେତେ ଜଲଦି ୧୨-୧୭ ବର୍ଷର ପିଲାଙ୍କୁ ଟିକା ଦେବାକୁ ଦାବି କରିଛନ୍ତି।…

ଆସନ୍ତାକାଲିଠୁ ବ୍ରହ୍ମପୁରରେ ଡୋର ଟୁ ଡୋର ଆରମ୍ଭ ହେବ ଭ୍ୟାକସିନେସନ ପ୍ରକ୍ରିୟା

ବ୍ରହ୍ମପୁର: ବ୍ରହ୍ମପୁରରେ ଡୋର ଟୁ ଡୋର ଆରମ୍ଭ ହେବ ଭ୍ୟାକସିନେସନ ପ୍ରକ୍ରିୟା । ଆସନ୍ତାକାଲିଠାରୁ ବ୍ରହ୍ମପୁର ପୌରପାଳିକା ପକ୍ଷରୁ ଘରକୁ ଯାଇ ବରିଷ୍ଠ ନାଗରିକଙ୍କୁ ଦିଆଯିବ ଟିକା । ଯେଉଁ ବୃଦ୍ଧ ବୃଦ୍ଧା ଟିକାକରଣ କେନ୍ଦ୍ରକୁ ଯାଇପାରୁ ନାହାନ୍ତି ସେମାନଙ୍କୁ ଏହା ସହାୟକ ହେବ ।ସେହିଭଳି…

ଆଜିଠୁ କଟକ ଓ ରାଉରକେଲାରେ ୧୮ରୁ ୪୪ ବର୍ଷ ବର୍ଗଙ୍କ ପାଇଁ ଟିକାକରଣ ଆରମ୍ଭ

କଟକ: ଆଜିଠୁ କଟକରେ ୧୮ରୁ ୪୪ ବର୍ଷ ବର୍ଗଙ୍କ ପାଇଁ ଟିକାକରଣ ଆରମ୍ଭ । ସକାଳ ୮ଟାରୁ ଦିନ ୧୨ଟା ଯାଏ ଦିଆଯିବ ଟିକା । ସ୍ଲଟ ବୁକ୍‌ କରିନଥିଲେ ଟିକା ଦିଆଯିବନି। ଏସ୍‌ସିବି, ସିଟି ହସ୍ପିଟାଲ ସହ ସହରର ସମସ୍ତ ସ୍ୱାସ୍ଥ୍ୟକେନ୍ଦ୍ରରେ ଟିକାକରଣ କରାଯିବ । ଇଣ୍ଡୋର ଷ୍ଟାଡିୟମରେ କେବଳ ଦ୍ୱିତୀୟ…

ଇଂଲଣ୍ଡ ଗସ୍ତ ପୂର୍ବରୁ କରୋନା ଟିକାର ପ୍ରଥମ ଡୋଜ ନେଲେ ବିରାଟ, ଟିକାକୁ ନେଇ ଫ୍ଯାନଙ୍କୁ କଲେ ଖାସ୍ ଅପିଲ୍

ଟିମ ଇଣ୍ଡିଆ ଅଧିନାୟକ ବିରାଟ କୋହଲି କରୋନା ଭାଇରସର ପ୍ରଥମ ଟିକା ଡୋଜ ନେଇଛନ୍ତି। କୋହଲି କରୋନା ସଂକ୍ରମଣରୁ ବଞ୍ଚିବା ପାଇଁ ଇଂଲଣ୍ଡ ଗସ୍ତ ପୂର୍ବରୁ କରୋନା ଟିକାର ପ୍ରଥମ ଡୋଜ ନେଇଛନ୍ତି। ବିରାଟଙ୍କ ପୂର୍ବରୁ ଅଜିଙ୍କ୍ଯ ରାହାଣେ ଏବଂ ଶିଖର ଧୱନ ମଧ୍ୟ କରୋନା ଭ୍ଯାକସିନ ନେଇସାରିଛନ୍ତି।…