Browsing Tag

viral news

କାନାଡାର ମାଇକ୍‌ ଜ୍ୟାକ୍‌ କରିଛନ୍ତି ଗିନିସ୍‌ ଓ୍ଵାର୍ଲ୍ଡ ରେକର୍ଡ, ୬ ମିନିଟ୍‌ ୪୯.୨୦ ସେକେଣ୍ଡରେ ଖାଇଲେ ୫୦ ଟି ରାଗ…

ଲୋକମାନେ ଭିନ୍ନ ଭିନ୍ନ କାମ କରି ରେକର୍ଡ କରନ୍ତି । ତାହା ମଧ୍ୟରୁ କିଛି ରେକର୍ଡ ଏପରି ହୋଇଥାଏ, ଯାହାକୁ ଗିନିସ୍‌ ଓ୍ଵାର୍ଲ୍ଡ ରେକର୍ଡରେ ସାମିଲି କରାଯାଏ । ସମୟ ସମୟରେ ଏମିତି କିଛି ଅଦ୍ଭୁତ କାମ ଲୋକମାନେ କରି ଦେଖାଇ ଥାନ୍ତି ଯାହା ପାଇଁ ସେମାନଙ୍କର ନାମ ଗିନିସ୍‌ ଓ୍ଵାର୍ଲ୍ଡ ରେକର୍ଡ ରେ…

କୁକୁର ହଜିଯିବା ପୋଷ୍ଟର କାଢ଼ିବାରୁ ନିର୍ଦ୍ଧୁମ ଛେଚା ଖାଇଲେ , ଭିଡିଓ ହେଉଛି ଭାଇରାଲ

ମାଲିକାଣୀର ପ୍ରିୟ କୁକୁର ହଜିଗଲା ପରେ ଖୋଜିବା ପାଇଁ ଚାରିଆଡ଼େ ଲଗାଇଲେ ପୋଷ୍ଟର..ଦିନ ଗଡ଼ିଲା, କିଛି ଦିନ ପରେ ସୋସାଇଟିରେ ଥିବା ଆଉ ଜଣେ ଲୋକ ଆସି କାନ୍ଥରେ ଲାଗିଥିବା ପୋଷ୍ଟର କୁ ହଟାଇଦେଲେ। ତା ପରେ ଯାହା ହେଲା ତାହା ଖାଲି ଦେଖିବା ଯୋଗ୍ୟ ଥିଲା.. ମାଲିକାଣୀ ଜଣକ ନିଜ ପୋଷା କୁକୁରର…

ବାଘ ସହ ଖେଳି ବିପଦକୁ ଡାକିଲେ ବ୍ୟକ୍ତି, ଚାହୁଁ ଚାହୁଁ ଝାମ୍ପିଲା ହାତ

ପଶୁମାନେ କେତେବେଳେ ଯେ କିପରି ବ୍ୟବହାର କରିବେ ତାହା କେହି କହି ପାରିବେ ନାହିଁ । ମଣିଷଙ୍କ ଭଳି ତାଙ୍କର ବୁଝିବାର ଶକ୍ତି ମଧ୍ୟ ନଥାଏ । ତେଣୁ ତାଙ୍କ ସହ ଖେଳିବା ସମୟରେ ଯଥେଷ୍ଟ ସାବଧାନତା ରଖିବା ଜରୁରୀ ହୋଇଥାଏ । ବେଳେବେଳେ ଏହି ପଶୁ ମଣିଷଙ୍କୁ ଆକ୍ରମଣ କରିବାକୁ ମଧ୍ୟ ପଛାନ୍ତି ନାହିଁ ।…

୨୦ ମିନିଟରେ ପିଇଦେଲେ ୨ ଲିଟର ପାଣି, ଦେଖୁ ଦେଖୁ ଚାଲିଗଲା ମହିଳାଙ୍କ ଜୀବନ, କାରଣ ଜାଣିଲେ ଆପଣବି ଆଶ୍ଚର୍ଯ୍ୟ ହେବେ

ଅଧିକ ପାଣି ପିଇଦେବାରୁ ଚାଲିଗଲା ଜୀବନ । ଏ କି କଥା, ଏହାକୁ ଶୁଣିଲେ ଆପଣ ନିହାତି ଭାବୁଥିବେ ପାଣି ସମସ୍ତଙ୍କ ଜୀବନ ରକ୍ଷା କରୁଥିବାବେଳେ ଏବେ ଜୀବନ କେମିତି ନେଇଗଲା । କିନ୍ତୁ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି । ଆମେରିକା ରେ ଏଭଳି ଘଟଣା ଘଟିଥିବାବେଳେ ସବୁଠି ଏହାର ଚର୍ଚା ଧରିଛି । ଆପଣ…

ରାଜସ୍ଥାନ: ଧକ୍କା ପରେ ବନେଟ୍‌ ଉପରେ ପଡ଼ିଗଲେ ମହିଳା, ୫୦୦ ମିଟର ପର୍ଯ୍ୟନ୍ତ ଘୋଷାଡ଼ି ନେଇଗଲେ କାର୍‌ ଚାଳକ

ରାଜସ୍ଥାନର ହନୁମାନଗଡ଼ରେ ଘଟିଛି ଏକ ଅମାନବୀୟ ଘଟଣା। ଏଠାରେ ଜଣେ କାର୍‌ ଡ୍ରାଇଭର ମହିଳାଙ୍କୁ ୫୦୦ ମିଟର ପର୍ଯ୍ୟନ୍ତ ଘୋଷାଡ଼ି ନେଇଛନ୍ତି, ଯାହାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଭିଡିଓରେ ଦେଖିବାକୁ ମିଳୁଛି, ଜଣେ ମହିଳାଙ୍କୁ କାର୍‌ ଡ୍ରାଇଭର ବନେଟ୍‌ ଉପରେ ପକାଇ ଘୋଷାଡ଼ି…

ଗାଡ଼ି ସହ ଟ୍ରାଫିକରେ ଫସିଲା ଟ୍ରେନ, ରେଳ ଫାଟକ ଉଠିବା ପରେ ବଢ଼ିଲା ଜାମ୍‌

ରାସ୍ତାରେ ଅନେକ ଗାଡ଼ି ଟ୍ରାଫିକ ଜାମରେ ଫସିଥିବା ଆପଣମାନେ ନିଶ୍ଚୟ ଦେଖିଥିବେ । ପ୍ରତିଦିନ ଅଫିସ ଯିବା ସମୟରେ ଲୋକମାନେ ଟ୍ରାଫିକ ଜାମ୍‌ ସମସ୍ୟାର ସମୁଖୀନ ହୋଇଥାନ୍ତି । କିନ୍ତୁ ଆପଣ କେବେ ଟ୍ରେନ୍‌ ଟ୍ରାଫିକ ଜାମରେ ଫସିଥିବାର ଦେଖିଛନ୍ତି କି । ଯଦି ଆପଣ ଏଭଳି ଦୃଶ୍ୟ କେବେ ଦେଖି…

ଝିଅ ମାନଙ୍କୁ ଚାଟିଂରେ ପଠାଉଛନ୍ତି କି Red Heart? ତା’ହେଲେ ଜିରୋ ଟଲେରାନ୍ସ ନିୟମ ପାଇଁ ଯିବେ ଜେଲ, ଭରିବେ…

କଥା ହେବା ସମୟରେ ଝିଅ ମାନଙ୍କୁ ପଠାଉଛନ୍ତି କି ହାର୍ଟ ଇମୋଜି ? ତେବେ ଜେଲ ଯିବା ପାଇଁ ରେଡି ହୋଇଯାଆନ୍ତୁ । କେହି ବି ଏଭଳି ଭୁଲ କଲେ ସେଥପାଇଁ କିଛି କ୍ଷମା ମିଳିବନି ବରଂ ଜିରୋ ଟଲେରାନ୍ସ ନୀତି ଅନ୍ତର୍ଗତ ମିଳିବ ଜେଲ ଦଣ୍ଡ ଆଉ ଦେବାକୁ ପଡିବ ଲକ୍ଷାଧିକ ଟଙ୍କାର ଜରିମାନା । ସୋସିଆଲ…

କାର ଧକ୍କାରେ ସ୍କୁଟିରୁ ଯାଇ ସିଧା ଡ୍ରେନରେ ପଡ଼ିଲେ ମହିଳା, ସିସିଟିଭିରେ କଏଦ ହେଲା ଭୟଙ୍କର ଦୃଶ୍ୟ

ରାସ୍ତାରେ ଗାଡ଼ି ଚଲାଇବା ସମୟରେ ସତର୍କ ରହିବା ଆବଶ୍ୟକ ହୋଇଥାଏ । କାରଣ ରାସ୍ତାରେ ଯାଉଥିବା ସମୟରେ ଏକ ଛୋଟ ଭୁଲ ସାଂଘାତିକ ହୋଇପାରେ । ଅବହେଳା କାରଣୁ ଜୀବନ ମଧ୍ୟ ବିପଦରେ ପଡ଼ିପାରେ । କିନ୍ତୁ ଅନେକ ଥର ସତର୍କ ରହିବା ପରେ ମଧ୍ୟ ଲୋକମାନେ ସଡ଼କ ଦୁର୍ଘଟଣାର ଶିକାର ହୋଇଥାନ୍ତି । ଏହି ସମୟରେ…

ସାପକୁ ଚୁମ୍ବନ କଲାବେଳେ ମହିଳାଙ୍କ ମୁହଁକୁ କାମୁଡ଼ି ଧରିଲା ସାପ, ଭାଇରାଲ ହେଉଛି ଭିଡିଓ

ବିଷାକ୍ତ ଏବଂ ଭୟଙ୍କର ଜୀବଯନ୍ତୁଙ୍କୁ କିଏ ବା ନଡରେ । ଭୟଙ୍କର ଜୀବଯନ୍ତୁଙ୍କ ମଧ୍ୟରୁ ସାପ ଅନ୍ୟତମ । ସାପ ବହୁତ ବିଷାକ୍ତ ହୋଇଥାଏ । କିନ୍ତୁ କିଛି ଲୋକ ସାପକୁ ଟିକିଏ ହେଲେ ବି ଭୟ କରନ୍ତି ନାହିଁ । କିଛି ଲୋକ ସାପକୁ ନିଜ ପୋଷାଜୀବ ଭାବେ ମଧ୍ୟ ରଖିଥାନ୍ତି । ତେବେ ଏହି ସାପ ନିଜର ଅସଲ ରୂପ…

କୋଟିପତି ସ୍ୱାମୀଙ୍କ ସ୍ତ୍ରୀ ହେବା ଏତେ ସହଜ କଥା ନୁହେଁ, ଅନେକ ଜିିନିଷ କରିବାକୁ ପଡ଼ିଥାଏ ତ୍ୟାଗ, ଯାହାର ଉଦାହରଣ…

ଭଲ ସ୍ୱାମୀ ପାଇବାକୁ ଥାଏ ସମସ୍ତଙ୍କ ଇଚ୍ଛା। ଆଉ ପିଲା ଯଦି ଭଲ ଇନକମ କରୁଛି ତେବେ ସବୁ ଆଶା ପୂରଣ ହୋଇଯିବ, ଏହା ମାନି କୋଟିପତି ସ୍ୱାମୀ ପାଇବାକୁ ଅନେକ ମନ ବଳାଇଥାନ୍ତି। ସେମାନଙ୍କ ମତରେ ଯଦି ସ୍ୱାମୀ ଟଙ୍କା କମାଉଛି ତେବେ ସବୁ ଇଚ୍ଛା ପୂରଣ ହୋଇଯିବ। କିନ୍ତୁ ଏହାକୁ ଜଣେ ମହିଳା ଖଣ୍ଡନ…

ଆପାର୍ଟମେଣ୍ଟରେ ରହି ଡଷ୍ଟବିନରୁ ଖାଉଛନ୍ତି

କୃପଣ ହେବାର ବି ଗୋଟେ ସୀମା ଥାଏ । ସୀମା ପାର ହେଲେ ଯିଏ ନାହିଁ ସିଏ କହିବ। ଆପାର୍ଟମେଣ୍ଟରେ ରହି ଯଦି ଡଷ୍ଟବିନରୁ ଖାଦ୍ୟ ଗୋଟାଇ ଖାଇବେ ତେବେ ଏକଥା କୁ ଆପଣ କଣ କେହି ବି ସହଜ ରେ ହଜମ କରିବେ ନାହିଁ। ଏ ଖବର ଟି ଠିକ ସେହିଭଳି ରହିଛ। ଏ ବୟଳକଟି ଜଣକ ଆଲିସାନ୍ ଆପାର୍ଟମେଣ୍ଟରେ ରହୁଛନ୍ତି ।…

ସାପ ଲାଞ୍ଜକୁ ଖେଳନା କରି ଖେଳିଲା ଶିଶୁ, ରାଗରେ କମେଣ୍ଟ ଦେଉଛନ୍ତି ୟୁଜର୍ସ

ସାପକୁ ଭୟ କରିବା ଏକ ସାଧାରଣ କଥା ଏବଂ ଏହା ଯଦି ସାମ୍ନାକୁ ଆସିଯାଏ ତେବେ ସାଧାରଣ ଲୋକର ଦେହ ଥରି ଉଠେ । ଅଧିକାଂଶ ଲୋକ ସାପକୁ ବହୁତ ଭୟ କରିଥାନ୍ତି ତେଣୁ ଏଭଳି ବିଷଧର ସାପ ଠାରୁ ଦୂରେଇ ରୁହନ୍ତି । ତେବେ ଏହିି ବିଷଧର ସାପ ମାନଙ୍କର ଅନେକ ଭିଡିଓ ଭାଇରାଲ ହୋଇଥାଏ । ବିଷଧର ସାପକୁ ଦେଖିଲେ…