Browsing Tag

Viral video

ଜିଅନ୍ତା କଙ୍କଡ଼ା ଖାଇବା ଚକ୍କରରେ କୁମ୍ଭୀରର ହେଲା ଏଭଳି ଅବସ୍ଥା, ସୋସିଆଲ ମିଡିଆରେ ଘୁରି ବୁଲୁଛି Viral Video

କୁମ୍ଭୀର ନିଜ ଶିକାରକୁ ଏକା ଥରକେ ଜିଅନ୍ତା ଗିଳିଦେବାର ଶକ୍ତି ରଖିଥାଏ। କିନ୍ତୁ ଅନେକ ଥର କୁମ୍ଭୀରର ଶକ୍ତି ଉପରେ ଶିକାର ଭାରି ପଡ଼ିଯାଏ। ଏମିତି ହିଁ ଏକ ଭିଡ଼ିଓ ଏବେ ସୋସିଆଲ ମିଡିଆରେ ଘୁରିବୁଲୁଛି। ଏଥିରେ ଏକ କୁମ୍ଭୀର ଜିଅନ୍ତା କଙ୍କଡ଼ା ଖାଉଥିବା ଦେଖିବାକୁ ମିଳୁଛି। ତେବେ ଏହି ଭିଡ଼ିଓକୁ…

ଖେତରେ କାମ କରିବାବେଳେ ନାଚିଲେ ଚାଷୀ !  ଭିଡିଓ ଦେଖି ଲୋକେ କହିଲେ, ଏଇଟା ହିଁ ରିୟଲ ଖୁସି

ଖୁସି ତ ମନରୁ ଆସିଥାଏ। ବ୍ୟକ୍ତି ନିଜେ ଖୁସ ତ ଦୁନିଆ ଖୁସ। ଏକ ଚାଷୀଙ୍କର ଖୁସି ଭରା ଭିଡିଓ ଏବେ ସାମ୍ନାକୁ ଆସିଛି। ଏଥିରେ ଚାଷୀ ଜଣଙ୍କ କାମ କରୁ କରୁ ଝୁମି ଯାଉଛନ୍ତି। କୁହାଯାଏ ଯେ କର୍ମ ହିଁ ଭଗବାନ। କାମକୁ ସବୁବେଳେ ଏଞ୍ଜୟ କରିବା ଉଚିତ। ପିଲାବେଳେ ଆମେ ବହିରେ କୃଷକ ଖୁସିରେ କାମ…

ବାପରେ କି ମାଡ ! ବ୍ୟକ୍ତି ଏମିତି ଛେଚା ଖାଉଛନ୍ତି ଦେଖିଲେ ମଦ ପିଇବା ଭୁଲିଯିବେ ଆପଣ

ଓଃ କି ମାଡ, ହାତକୁ ଗୋଡକୁ କି ମାଡ ହେଉଛି ମ ! ଏକଦମ୍‌ ଆଖି ବନ୍ଦ କରି ଚାଲିଛି ମାଡ। ଆପଣ ଭାବୁଥିବେ ଜଣେ ସ୍ତ୍ରୀ ଲୋକ ଏ ବ୍ୟକ୍ତିଙ୍କୁ ଏମିତି କାହିଁକି ମାଡ ମାରୁଛନ୍ତି ବୋଧହୁଏ ମହିଳାଙ୍କ ସହିତ କିଛି ଖରାପ ବ୍ୟବହାର କରିଛି ଏ ବ୍ୟକ୍ତିଟି, ନଚେତ ଏମିତି କାହିଁକି ବାନ୍ଧିକି ପିଟା ଖାଉଛି।…

ବଡ ବଡ ମ୍ୟୁଜିସିଆନଙ୍କୁ ମାତ୍‌ ଦେଇପାରେ ମାଙ୍କଡ, ଦେଖନ୍ତୁ ଭିଡିଓ

ଆପଣ ଏବେ ସୋସିଆଲ ମିଡିଆରେ ବିଭିନ୍ନ ପ୍ରକାର ଭାଇରଲ ଭିଡିଓ ଦେଖୁଥିବେ। ସାପ, ବାଘ, ହାତୀ, କୁକୁର, ମାଙ୍କଡ ବିଭିନ୍ନ ପ୍ରକାର ଜୀବଜନ୍ତୁଙ୍କୁ ନେଇ ଭିଡିଓ ଭାଇରଲ ହେବାରେ ଲାଗିଛି। ଆଉ ଏହି ଭିଡିଓରେ କିଛି ମଜାଦାର ରହିଥିବା ବେଳେ ଆଉ କେଉଁଥିରେ ଏହି ଜୀବ ଖାଦ୍ୟ ପାଇଁ କିମ୍ବା ମୃତ୍ୟୁ ପାଇଁ…

ଷ୍ଟେଜରେ ସପନା ଚୌଧୁରୀଙ୍କ ଉପରକୁ ହଠାତ ବର୍ଷିବାକୁ ଲାଗିଲା ପଥର, ରାଗରେ ପାଚି ଲାଲ ହୋଇଗଲେ ହରିୟାଣୀ ଡ୍ୟାନ୍ସ କୁଇନ

ବିଗ ବସ ୧୧ର ପ୍ରତିଯୋଗୀ ରହିଥିବା ହରିୟାଣୀ ଡ୍ୟାନ୍ସ କୁଇନ ସପନା ଚୌଧୁରୀ ସବୁବେଳେ ନିଜ ଡ୍ୟାନ୍ସକୁ ନେଇ ଚର୍ଚ୍ଚାରେ ରହିଥାନ୍ତି। ଦର୍ଶକମାନେ ତାଙ୍କ ଡ୍ୟାନ୍ସକୁ ନେଇ ଏତେ ଦିୱାନା ଯେ ଦୂର ଦୁରାନ୍ତରୁ ଚାଲିଆସନ୍ତି ତାଙ୍କ ଡ୍ୟାନ୍ସ ଦେଖିବାକୁ। ସୋସିଆଲ ମିଡିଆରେ ତାଙ୍କ ଡ୍ୟାନ୍ସ ଖୁବ…

ବେକରେ ମାସ୍କ ଲଟକାଇ ଥିଲେ ମହିଳା, Videoରେ ଦେଖନ୍ତୁ ହଂସ କିଭଳି ଶିଖାଇଲା ପିନ୍ଧିବାର ଠିକ ତରିକା

ବର୍ତ୍ତମାନ କରୋନା ମହାମାରୀ ସମୟରେ ମାସ୍କ ପିନ୍ଧିବା ଜରୁରୀ ହୋଇପଡିଛି। କିନ୍ତୁ କିଛି ଲୋକ ମାସ୍କକୁ ମୁହଁ ତଳେ ନଚେତ ବେକରେ ଲଟକାଇ ବୁଲୁଥିବାର ନଜର ଆସୁଛନ୍ତି। ମାସ୍କକୁ ମୁହଁ ତଳେ ଲଟକାଇ ଥିବାରୁ ଜଣେ ମହିଳାଙ୍କୁ ଏକ ହଂସ ଉଚିତ ଶିକ୍ଷା ଦେଇଛି, ଯାହାର ଭିଡ଼ିଓ ଏବେ ସୋସିଆଲ ମିଡିଆରେ…

ପ୍ରେମିକ ଯାଇଥିଲେ ଆର ଗାଁକୁ ପ୍ରେମିକାକୁ ଭେଟିବା ପାଇଁ, ଧରାପଡ଼ି ପିଟା ଖାଇଲେ ଆଉ ଜରିମନା ବି ଦେଲେ

ଉମରକୋଟ୍: ହଜିଗଲା ମାନବିକତା । ଯୁବକଙ୍କୁ ଗୋଡେଇ ଗୋଡେଇ ବାଡ଼ିରେ ନିସ୍ତୁକ ମାଡ଼ ମାରିଲେ ଗ୍ରାମବାସୀ ।  ଏଭଳି ଏକ ଘଟଣା ଦେଖିବାକୁ ମିଳିଛି  ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ଯୋଡ଼େଙ୍ଗା ପଂଚାୟତର ବୋରଗାଁ ଠାରେ । ମିଳିଥିବା ସୂଚନା ଅନୁଯାୟୀ, ରାଇଘର ବ୍ଲକ୍ ଉଦୟପୁର ଆଦିବାସୀ ଗାଁର…

ତାର ଜାଲିରେ ଫସିଯାଇଥିଲା ହଂସ ଛୁଆ, ବଞ୍ଚେଇବାକୁ ଆସିବାରୁ ବ୍ୟକ୍ତିଙ୍କୁ ପଛପଟୁ ଆକ୍ରମଣ କଲା ନର ହଂସ, ଦେଖନ୍ତୁ Video

ସୋସିଆଲ ମିଡିଆରେ ଏକ ହଂସର ଭିଡ଼ିଓ ଖୁବ ଭାଇରଲ ହେବାରେ ଲାଗିଛି। ଯେତେବେଳେ ବନ୍ୟପ୍ରାଣୀ ଉଦ୍ଧାରକାରୀ ଦଳର ଜଣେ ବ୍ୟକ୍ତି ଏକ ହଂସ ଛୁଆକୁ ଉଦ୍ଧାର କରୁଥିଲେ, ସେତେବେଳେ ଛୁଆ ହଂସର ବାପା ତାଙ୍କ ଉପରକୁ ଆକ୍ରମଣ କରିଥିଲା। ୨୦୧୪ରେ ବ୍ରିଟେନରେ ଏହି ରେସକ୍ୟୁ ହୋଇଥିଲା। ଭିଡ଼ିଓରେ ଦେଖିବାକୁ…

ବଳଦର ମୃତ୍ୟୁ ପରେ ଏହି ବ୍ୟକ୍ତି ନିଜେ ହିଁ ଟାଣିବାକୁ ଲାଗିଲେ ଶଗଡ଼, ଦେଖନ୍ତୁ ଭାବୁକ କରିଦେଲା ଭଳି Video

ରାଜସ୍ଥାନର ଭରତପୁରରୁ ଏବେ ଏକ ଭିଡ଼ିଓ ସାମ୍ନାକୁ ଆସିଛି, ଯାହାକୁ ଦେଖିଲେ ଆପଣ ଭାବୁକ ହୋଇପଡିବେ। ଏଥିରେ ଦେଖିବାକୁ ମିଳୁଛି କି, ରାସ୍ତାରେ ଏକ ବଳଦଗାଡ଼ି ଯାଉଛି। ଏହାର ଗୋଟିଏ ପଟେ ବଳଦ ବନ୍ଧା ହୋଇଥିବା ବେଳେ ଅନ୍ୟ ପଟେ ଜଣେ ବ୍ୟକ୍ତି ଅଛନ୍ତି, ଯିଏକି ଏହି ଗାଡିକୁ ଟାଣିବା ପାଇଁ ବଳଦକୁ…

କୁକୁର ପିଆଇଲା ମେଣ୍ଢା ଛୁଆକୁ କ୍ଷୀର, ଦେଖନ୍ତୁ ଏ ସୁନ୍ଦର ଦୃଶ୍ୟ

ମମତା… ଏହା ଏମିତି ଏକ ଶବ୍ଦ, ଯାହାର କୌଣସି ତୁଳନା ନାହିଁ। ଆଜି ଆମେ ଆପଣଙ୍କୁ ଏମିତି ଏକ ସୁନ୍ଦର ଦୃଶ୍ୟ ଦେଖାଇବୁ ଯାହାକୁ ଦେଖିଲେ ଆପଣଙ୍କ ମନ ଏକଦମ୍‌ ଖୁସି ହୋଇଯିବ। ଆଉ ଦୃଶ୍ୟ ଦେଖି ଆପଣ ବି ଅନୁଭବ କରିପାରିବେ ଯେ, ସାରା ଦୁନିଆକୁ କେବଳ ଏହି ସ୍ନେହ, ପ୍ରେମ-ମମତାର ହିଁ ଆବଶ୍ୟକତା…

ନିଜର କଳା ଯୋଗୁ ସମସ୍ତଙ୍କ ମୁହଁରେ ହସ ଫୁଟାଉଛନ୍ତି ଏହି ରିକ୍ସା ଚାଳକ, ସୋସିଆଲ ମିଡିଆରେ Video ଭାଇରଲ

କଳାକାରମାନଙ୍କ ପାଇଁ କୋୖଣସି ବୟସ ବାଧକ ସାଜି ନ ଥାଏ। ବରଂ ସେମାନଙ୍କ ପାଇଁ ଇଛାଶକ୍ତି ଏବଂ କଠିନ ପରିଶ୍ରମ ସବୁ କିଛି ହୋଇଥାଏ, ଯଦ୍ଦ୍ୱାରା ସେମାନେ ସଫଳତା ଓ ପରିଚୟ ହାସଲ କରିଥାନ୍ତି। ଏମିତି ଜଣେ ବ୍ୟକ୍ତି ହେଉଛନ୍ତି ବିହାରର ଜଣେ ରିକ୍ସା ଚାଳକ। ତାଙ୍କ ଘର ବିହାରର ଜାହାନାବାଦ ଅଞ୍ଚଳରେ।…

Viral Video: ପହଁରିବା ପାଇଁ ସମୁଦ୍ର ଭିତରକୁ ଯାଇଥିବା ବ୍ୟକ୍ତିଙ୍କ ହାତକୁ ଧରିନେଲା ସାର୍କ, ଜାଣନ୍ତୁ ତା’ପରେ…

ସୋସିଆଲ ମିଡିଆରେ ଏକ ଭିଡ଼ିଓ ଖୁବ ଭାଇରଲ ହେବାରେ ଲାଗିଛି, ଯେଉଁଥିରେ ଦେଖିବାକୁ ମିଳୁଛି କି, ଫ୍ଲୋରିଡାରେ ଏକ ଛୋଟ ସାର୍କ ଜଣେ ବ୍ୟକ୍ତିଙ୍କ ହାତରେ ଚାପି ହୋଇ ରହିଛି। ଏହି ଭିଡ଼ିଓ ଦେଖିବାକୁ ବହୁତ ଭୟାନକ ଲାଗୁଛି। କିନ୍ତୁ ବ୍ୟକ୍ତି ଜଣକ ହସୁଥିବାର ନଜର ଆସୁଛନ୍ତି। ଖବର ମୁତାବକ, ଏହି…