Below header
Browsing Tag

wall collapse

ଭୁଷୁଡି ପଡ଼ିଲା ଘରର କାନ୍ଥ: ଏକାଠି ଚାଲିଗଲା ବାପା-ପୁଅଙ୍କ ଜୀବନ

ଜଳେଶ୍ୱର(କେନ୍ୟୁଜ): କାନ୍ଦ ବୋବାଳିରେ ଫାଟିପଡୁଛି ଗାଁ ଦାଣ୍ଡ । ସାହି ପଡିଶା ସଭିଏଁ ହୋଇଛନ୍ତି ଏକତ୍ରିତ । ଯାହା ଘଟିଯାଇଛି କେହି କେବେ କଳ୍ପନାରେ ସୁଦ୍ଧା ଚିନ୍ତା କରିନଥିବେ । ରଙ୍ଗର ପର୍ବ ହୋଲି ପାଇଁ ସବୁଠି ଖୁସିର ମହୋଲ ଭିତରେ ଏହି ଗାଁରେ କିନ୍ତୁ ଖେଳିଯାଇଛି ଦୁଃଖର କଳା ବାଦଲ ।…

ଲଗାଣ ବର୍ଷା ହେଲା କାଳ: କାନ୍ଥ ପଡି ବାପା ମୃତ, ପୁଅ ଗୁରୁତର

ସୁନ୍ଦରଗଡ଼ (କେନ୍ୟୁଜ) : ମାଟି କାନ୍ଥ ତଳେ ଚାପି ହୋଇ ଜଣେ ମୃତ। ରାତିରେ ଶୋଇଥିବା ବେଳେ ଲଗାଣ ବର୍ଷା ଯୋଗୁଁ ଭୁଶୁଡି ଗଲା ମାଟି କାନ୍ଥ । ସୁନ୍ଦରଗଡ଼ ବଡ଼ଗାଁ ଥାନା ଜରଙ୍ଗଲୋଇ ଗାଁରେ ଘଟିଛି ଏଭଳି ଘଟଣା । କାନ୍ଥ ଭୁଶୁଡ଼ି ବାପାର ମୃତ୍ୟୁ ଘଟିଥିବା ବେଳେ ପୁଅର ଅବସ୍ଥା ଗୁରୁତର ରହିଛି। ମୃତ…

ଇସ୍‌ଲାମାବାଦରେ ତମ୍ବୁ ଉପରେ ଭୁଶୁଡ଼ିଲା ନିର୍ମାଣାଧୀନ କାନ୍ଥ, ୧୩ ଶ୍ରମିକଙ୍କ ପ୍ରାଣବାୟୁ ଉଡ଼ିଲା

ପାକିସ୍ତାନର ରାଜଧାନୀ ଇସଲାମାବାଦରେ ବୁଧବାର ଏକ ନିର୍ମାଣାଧୀନ କୋଠାର କାନ୍ଥ ଭୁଶୁଡ଼ି ୧୩ ଶ୍ରମିକଙ୍କ ମୃତ୍ୟୁ ଘଟିଛି। କାନ୍ଥ ନିକଟରେ ବସିଥିବା ଏହି ଶ୍ରମିକମାନେ ହଠାତ୍‌ ଭଗ୍ନାବଶେଷ ତଳେ ଚାପି ହୋଇଯାଇଥିଲେ। ଏହି ଘଟଣାରେ ୬ ଜଣ ଆହତ ହୋଇଛନ୍ତି। ସୂଚନା ମୁତାବକ, କୋଠାଟି ଇସଲାମାବାଦର…

ଗୁଜରାଟ: କାଳ ସାଜିଲା ବର୍ଷା, ଶିଳ୍ପାଞ୍ଚଳରେ କାରଖାନାର କାନ୍ଥ ଭୁଶୁଡ଼ି ୪ ଶିଶୁ ମୃତ

ପ୍ରବଳ ବର୍ଷା ଯୋଗୁ ଗୁରୁବାର ଗୁଜରାଟର ହଲୋଲରେ ଥିବା ଏକ ଶିଳ୍ପାଞ୍ଚଳରେ ବଡ଼ ଧରଣର ଅଘଟଣ ଘଟିଛି। ଏଠାରେ ଏକ କାରଖାନାର କାନ୍ଥ ଅସ୍ଥାୟୀ ତମ୍ବୁ ଉପରେ ଭୁଶୁଡ଼ି ପଡ଼ିବାରୁ ୪ ଜଣ ଶିଶୁଙ୍କର ମୃତ୍ୟୁ ହୋଇଛି। ଏଥିରେ ଅନ୍ୟ ୫ ଜଣ ଆହତ ହୋଇଥିବା ପୋଲିସ ସୂତ୍ରରୁ ସୂଚନା ମିଳିଛି। ମୃତ ଶିଶୁମାନଙ୍କର…

ଦୁଃଖଦ ଖବର : ନାଳ ସଫା କାମ କଲା ବେଳେ ଶ୍ରମିକଙ୍କ ଉପରେ ଭୁଶୁଡି ପଡିଲା କାନ୍ଥ, ୪ ମୃତ ଓ ୧୨ ଗୁରୁତର

ନୂଆଦିଲ୍ଲୀ : ଦିଲ୍ଲୀ ନିକଟ ନୋଏଡାରେ ଆଜି ଘଟିଛି ଏକ ଅଭାବନୀୟ ଘଟଣା। କାନ୍ଥ ପଡି ଚାଲିଯାଇଛି ୪ ଜଣଙ୍କ ଜୀବନ। ଅକାଳରେ ଲିଭିଗଲା ଚାରି ଚାରି ଜଣଙ୍କ ଜୀବନ ଦୀପ। ଏଠାରେ ଥିବା ସେକ୍ଟର ୨୧ର ବିହାର ସୋସାଇଟୀରେ ଏକ ବାଉଣ୍ଡ୍ରି କାନ୍ଥ ତଳେ ଚାପି ହୋଇ ୪ ଜଣ ଶ୍ରମିକ ପ୍ରାଣ ହରାଇଛନ୍ତି। ସକାଳ…

ଲକ୍ଷ୍ମୌ: ପ୍ରବଳ ବର୍ଷାରେ କାନ୍ଥ ପଡି ୯ ମୃତ, ମୃତକଙ୍କ ମଧ୍ୟରେ ୩ ପିଲା ସାମିଲ

ଲକ୍ଷ୍ମୌରେ ପ୍ରବଳ ବର୍ଷା ଯୋଗୁଁ କାନ୍ଥ ପଡିବାରୁ ୯ ଲୋକ ମୃତ୍ୟୁବରଣ କରିଛନ୍ତି। ଏହାସହିତ ୨ ଜଣ ଗୁରୁତର ଆହତ ହୋଇଛନ୍ତି। ମୃତ୍ୟୁବରଣ କରିଥିବା ଲୋକ ଦିଲକୁଶା ଆର୍ମି ଅଞ୍ଚଳରେ କ୍ୱାର୍ଟର ନିର୍ମାଣ କରିବା ପାଇଁ ଲକ୍ଷ୍ମୌ ଆସିଥିଲେ। ଦୁଇ ମାସ ପୂର୍ବରୁ ନିର୍ମାଣ କାର୍ଯ୍ୟ ସରିଥିଲା। କିନ୍ତୁ…

କୋରାପୁଟ ଗାନ୍ଧିନଗରରେ ଅଘଟଣ: ପିଏଚ୍‌ଡି କଲୋନୀରେ କାନ୍ଥ ଭୁଶୁଡି ୯ବର୍ଷ ବାଳକର ମୃତ୍ୟୁ

କୋରାପୁଟ(କେନ୍ୟୁଜ୍): କୋରାପୁଟ ସହରର ଗାନ୍ଧିନଗରରେ ଅଘଟଣ । ପିଏଚ୍‌ଡି କଲୋନୀରେ କାନ୍ଥ ଭୁଷୁଡି ୯ବର୍ଷ ବାଳକର ମୃତ୍ୟୁ ଅଭିଯୋଗ। ଅଗ୍ନିଶମ ବାହିନୀ ମାଟି ତଳୁ ମୃତଦେହକୁ ଉଦ୍ଧାର କରିଛି। ଆଜି ସକାଳେ ଗାଧୁଆ ଘରକୁ ଯାଇଥିବା ବେଳେ କାନ୍ଥ ଭୁଶୁଡି ପଡିଥିଲା । ଦୀର୍ଘ ଦିନ ଧରି ଲଗାଣ ବର୍ଷା…

ସହ୍ୟ ହେଉନି ଏଭଳି ଦୁଃଖ: କାନ୍ଥ ପଡିଯିବାରୁ ଆଖିବୁଜିଲେ ୨ ନାବାଳିକା ଭଉଣୀ

ରାଇରଙ୍ଗପୁର(କେନ୍ୟୁଜ୍):  ଆଜବେଷ୍ଟସ ଘର କାନ୍ଥ ପଡି ଦୁଇ ନାବାଳିକା ଭଉଣୀଙ୍କ ମୃତ୍ୟୁ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ମୟୁରଭଞ୍ଜ ଜିଲ୍ଲା ବିଶୋଇ ଥାନା ଭୋଳବେଡା ଗ୍ରାମରେ। ଗତ ରାତିରେ ଖାଇ ସାରି ବାପା ମାଙ୍କ ସହ ଦୁଇ ନାବାଳିକ ଝିଅ ( ଜଣେ ୧୧ ବର୍ଷର ଓ ଜଣେ ୩ ବର୍ଷର ) ଶୋଇଥିବା ବେଳେ…

ଲଗାଣ ବର୍ଷାରେ ଭୁଶୁଡ଼ି ପଡିଲା ଘରର କାନ୍ଥ: ସ୍ତ୍ରୀ ମୃତ, ସ୍ୱାମୀ ଗୁରୁତର

କେନ୍ଦୁଝର(କେନ୍ୟୁଜ୍): କେନ୍ଦୁଝର ଜିଲ୍ଲା ସଦର ବ୍ଲକ୍ ମହାଦେଈଯୋଡ଼ା ପଞ୍ଚାୟତ ଟିକରପଡ଼ା ଗାଁରେ ଅଘଟଣ। ଲଗାଣ ବର୍ଷାରେ ଭୁଶୁଡ଼ି ପଡିଲା ଘରର କାନ୍ଥ। ଯାହାଫଳରେ ଘରେ ଶୋଇଥିବା ଅବସ୍ଥାରେ ସ୍ତ୍ରୀ ମୃତ, ସ୍ୱାମୀ ଗୁରୁତର। ଗୁରୁତର ସ୍ବାମୀଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ଚିକିତ୍ସା…

ଦିଲ୍ଲୀର ଅଲ୍ଲୀପୁର ଅଞ୍ଚଳରେ କାନ୍ଥ ପଡି ୫ ମୃତ, ଅନେକ ଦବିଥିବା ଆଶଙ୍କା

ଶୁକ୍ରବାର ଦିଲ୍ଲୀରେ ଏକ ବଡ ଧରଣର ଦୁର୍ଘଟଣା ଘଟିଛି । ଅଲୀପୁର ଅଞ୍ଚଳରେ ଏକ ନିର୍ମାଣଧୀନ ଗୋଦାମର କାନ୍ଥ ହଠାତ ପଡିଯିବା ଯୋଗୁଁ ୫ ଜଣଙ୍କର ମୃତ୍ୟୁ ହୋଇଛି । ସୂଚନା ମିଳିବା ପରେ ପୋଲିସ ଏବଂ ଅଗ୍ନିଶମ ବାହିନୀର କର୍ମଚାରୀ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ରହିଛି। ଅନେକ ଶ୍ରମିକ ଫସି ରହିଥିବା…

ଗୁଜରାଟ: ଲୁଣ ଫାକ୍ଟ୍ରିରେ ପାଚେରୀ ଭୁଶୁଡ଼ି ୧୨ ଶ୍ରମିକଙ୍କ ମୃତ୍ୟୁ, ଏବେ ବି ଚାପି ହୋଇ ଅଛନ୍ତି ଅନେକ

ଗୁଜରାଟ: ଗୁଜରାଟର ମୋରବୀସ୍ଥିତ ଏକ ଫ୍ୟାକ୍ଟ୍ରିରେ ପାଚେରୀ ଭୁଶୁଡ଼ି ପଡ଼ିବାରୁ ୧୨ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣାରେ ଏକାଧିକ ଲୋକ ଆହତ ବି ହୋଇଛନ୍ତି। ଅନ୍ୟପଟେ ଆହତଙ୍କ ମଧ୍ୟରୁ ଅଧିକ ଗୁରୁତର ଥିବାରୁ ମୃତ୍ୟୁ ସଂଖ୍ୟା ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି। କୁହାଯାଉଛି ଯେ…

ଢେଙ୍କାନାଳ ଜବାହାର ଚୌକ ନିକଟରେ ଅଘଟଣ: ଘର ନିର୍ମାଣ ବେଳେ ପୁରୁଣା ଘର କାନ୍ଥ ଭୁଶୁଡ଼ି ଜଣେ ମୃତ, ୨ଗୁରୁତର

ଢେଙ୍କାନାଳ(କେନ୍ଯୁଜ୍):  କାନ୍ଥ ଭୁଶୁଡ଼ି ଜଣେ ମୃତ, ୨ଗୁରୁତର। ଢେଙ୍କାନାଳ ଜବାହାର ଚୌକ ନିକଟରେ ଅଘଟଣ। ଘର ନିର୍ମାଣ ବେଳେ ପୁରୁଣା ଘର କାନ୍ଥ ଭୁଶୁଡ଼ି ପଡ଼ିଥିଲା। ଭଙ୍ଗା କାନ୍ଥ ତଳେ ଶ୍ରମିକଙ୍କ ଉପରେ ମାଡ଼ି ବସିଥିଲା। ଗୁରୁତରମାନଙ୍କୁ ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।…