Browsing Tag

wall collapse

ପ୍ରବଳ ବର୍ଷାରେ ମୁମ୍ବାଇରେ କାନ୍ଥ ଭୁଷୁଡିବା ଘଟଣା: ମୃତ୍ଯୁସଂଖ୍ଯା ୧୭କୁ ବୃଦ୍ଧି

ମୁମ୍ବାଇ(କେନ୍ଯୁଜ୍): ପ୍ରବଳ ବର୍ଷାରେ ବେହାଲ୍‌ ମୁମ୍ବାଇ। କାନ୍ଥ ଭୁଷୁଡି ୧୭ ମୃତ। ଆହତ ୧୬ ଜଣଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି। ଭୀଷଣ ବର୍ଷା ଯୋଗୁଁ ଚେମ୍ବୁର ଅଞ୍ଚଳରେ ଥିବା ବସ୍ତି ଉପରେ କାନ୍ଥ ପଡିଯିବାରୁ ୧୭ ଜଣଙ୍କ ଜୀବନ ଯାଇଛି। ଆହୁରି ଅନେକ ଲୋକ ଚାପି ହୋଇ ରହିଥିବା ଆଶଙ୍କା…

ପ୍ରବଳ ବର୍ଷାରେ ବେହାଲ ବଲାଙ୍ଗିର, କାନ୍ଥ ଭୁଷୁଡି ଜଣେ ମୃତ ୪ ଗୁରୁତର

ବଲାଙ୍ଗିର(କେନ୍ୟୁଜ୍): ବଳାଙ୍ଗିରିରେ ଲାଗି ରହିଛି ବର୍ଷା ବିତ୍ପାତ। ପ୍ରବଳ ବର୍ଷାରେ ଘଟିଛି ଏକ ଅଘଟଣ। ପାଟଣାଗଡ ଘୁନୁଘୁଟି ପାଲିରେ ମାଟି କାନ୍ଥ ପଡି ଜଣେ ମୃତ ଚାରି ଜଣ ଗୁରୁତର ହୋଇଛନ୍ତି। ମିଳିଥିବା  ସୂଚନା ମୁତାବକ ଘୁନୁଘୁଟି ପାଲିର ଏହି ଘରଟି ଦୀର୍ଘଦିନ ହେବ ପରିତ୍ୟକ୍ତ ଅବସ୍ଥାରେ…

ଅମ୍ଫନ୍‌ ପ୍ରଭାବରେ ଭୁଶୁଡ଼ିଲା କାନ୍ଥ, ଚାପି ହୋଇ ଶିଶୁ ମୃତ

ଭଦ୍ରକ(କେ.ନ୍ୟୁଜ୍‌): ଅମ୍ଫନ୍‌ର ପ୍ରଭାବ ସାରା ରାଜ୍ୟରେ ଦେଖିବାକୁ ମିଳିଛି। ବାତ୍ୟା ପ୍ରଭାବରେ ଏବେ ରାଜ୍ୟର ସମସ୍ତ ଅଞ୍ଚଳରେ ବର୍ଷା ପବନ ଜାରି ରହିଛି। ପ୍ରବଳ ପବନ ଯୋଗୁ କେତେକ ସ୍ଥାନରେ ବଡ଼ ବଡ଼ ଗଛ ମଧ୍ୟ ଭାଙ୍ଗିଛି। ତେବେ ଇତି ମଧ୍ୟରେ ଭଦ୍ରକ ଜିଲ୍ଲା ତିହିଡ଼ି ବ୍ଲକରେ ଏକ ଅଘଟଣା ଘଟିଛି।…

ବୈଶାଖରେ ବର୍ଷାର ପ୍ରଭାବ: କାନ୍ଥ ଭୁଶୁଡି ଗୋଟିଏ ପରିବାରର ୪ ଗୁରୁତର

ଟାଙ୍ଗୀ :ଗତକାଲି ରାତିରେ କାଳ ବୈଶାଖରେ ପ୍ରବଳ ବର୍ଷା ହୋଇଥିଲା। ଏହାର ପ୍ରଭାବରେ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ଅନ୍ତର୍ଗତ ଟାଙ୍ଗୀ ଗ୍ରାମ ପଞ୍ଚାୟତ ରତନପୁର ପାଟଣା ସାହିରେ ଘଟିଛି ଅଘଟଣ । ମହେନ୍ଦ୍ର ସାହୁଙ୍କ ପରିବାର ରାତିରେ ଖାଇ ପିଇ ସାରି ସମସ୍ତେ ଶୋଇଥିଲେ । ବିଳମ୍ବିତ ରାତିରେ…

ଜୟପୁର : ପରିତ୍ୟକ୍ତ ସରକାରୀ କୋଠା ଭୁଶୁଡ଼ିବାରୁ ଗୋଟିଏ ପରିବାରର ଚାରି ଜଣ ଗୁରୁତର

ଜୟପୁର : ପରିତ୍ୟକ୍ତ ସରକାରୀ କୋଠା ଭୁଶୁଡ଼ିବାରୁ ଗୋଟିଏ ପରିବାରର ଚାରି ଜଣ ଗୁରୁତର। ଜୟପୁର ବ୍ଲକ ବାରିଣିପୁଟରେ ଘଟିଛି ଅଭାବନୀୟ ଘଟଣା। ବାରିଣୀପୁଟ ଜଗନ୍ନାଥ ମନ୍ଦିର ଆଗରେ ଥିବା ଜଳସମ୍ପଦ ବିଭାଗର ପରିତ୍ୟକ୍ତ ଘରଟି ହଠାତ୍‌ ଭୁଶୁଡ଼ି ପଡ଼ିଥିଲା। ଘର ଭିତରୁ ଇଟା ବାହାର କରୁଥିବା ବେଳେ…

ଶୋଇଥିବାବେଳେ ଭୁଶୁଡିଲା କାନ୍ଥ, ୧୦ ମାସ ଶିଶୁର ମୃତ ଏବଂ ଚାରି ଜଣ ଆହତ

ଗଞ୍ଜାମ (କେନ୍ୟୁଜ୍) : କାନ୍ଥ ନେଲା ଜୀବନ। କାନ୍ଥ ଭୁଷୁଡି ଜଣେ ୧୦ ମାସ ଶିଶୁର ମୃତ୍ୟୁ ହୋଇଛି। ଚାରି ଜଣ ଆହତ ହୋଇଛନ୍ତି। ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ବଜ୍ରଗୁମ୍ମା ଗାଁରେ ଏହି ଅଘଟଣ ଘଟିଛି। ମୃତକ ହେଲେ ସନ୍ତୋଷ କୁମାର ନାଇକଙ୍କ ୧୦ମାସର ପୁଅ । ଗତକାଲି ରାତିରେ ସମସ୍ତେ…

ପ୍ରବଳ ବର୍ଷାରେ ଦୁଇଟି ଭିନ୍ନ ସ୍ଥାନରେ କାନ୍ଥ ଭୁଶୁଡି ୨ ମୃତ

ବାଲେଶ୍ୱର(କେନ୍ୟୁଜ୍): ପ୍ରବଳ ବର୍ଷାରେ ଭୁଷୁଡିଲା କାନ୍ଥ। କାନ୍ଥ ଭୁଶୁଡି ବାପା ମୃତ। ମାଆ ଓ ଝିଅ ଗୁରୁତର। ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ବ୍ଲକ କାଲିକ ପଞ୍ଚାୟତ ଭଦୁଆ ଗାଁରେ ଏହି ଅଘଟଣ ଘଟିଛି। ଗତକାଲି ରାତିରେ ରବୀନ୍ଦ୍ର ବାରିକ, ତାଙ୍କ ସ୍ତ୍ରୀ ସୁମିତା ଓ ୪ ବର୍ଷର ଝିଅ ଶୋଇଥିବାବେଳେ…

କେନ୍ଦୁଝର: ଆନନ୍ଦପୁର ପଚାଙ୍ଗ ଗାଁରେ କାନ୍ଥ ପଡି ଜଣେ ମହିଳା ଗୁରୁତର, ଅଳ୍ପକେ ବର୍ତ୍ତିଲା ୪ ମାସର ଶିଶୁ

 କେନ୍ଦୁଝର(କେନ୍ୟୁଜ୍): କାନ୍ଥପଡି ମହିଳା ଗୁରୁତର । ଅଳ୍ପକେ ବର୍ତ୍ତିଲା ୪ ମାସର ଶିଶୁ । କେନ୍ଦୁଝର ଜିଲ୍ଲା ଆନନ୍ଦପୁର ପଚାଙ୍ଗ ଗାଁରେ କାନ୍ଥ ପଡି ଜଣେ ମହିଳା ଗୁରୁତର ହୋଇଥିବା ବେଳେ ତାଙ୍କର ୪ମାସର ଶିଶୁ କନ୍ୟା ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ଗତ ୨ଦିନ ଧରି ଲଗାଣ ବର୍ଷା…

ଗଜପତି ଗୁରାଣ୍ଡି ଥାନା ଅନ୍ତର୍ଗତ କଇଠଡା ଗ୍ରାମରେ ଅଘଟଣ, ଲଗାଣ ବର୍ଷା ଯୋଗୁଁ କାନ୍ଥ ପଡି ଜଣେ ମୃତ

ଗଜପତି: ଗଜପତି ଗୁରାଣ୍ଡି ଥାନା ଅନ୍ତର୍ଗତ କଇଠଡା ଗ୍ରାମରେ ଅଘଟଣ। ଲଗାଣ ବର୍ଷା ଯୋଗୁଁ ଗ୍ରାମର ଏମ.ରାଜୁଙ୍କ ଉପରେ କାନ୍ଥ ପଡିଯିବା ଫଳରେ ମୃତ୍ୟୁ ଘଟିଛି। ଏମ.ରାଜୁ ଓ ତାଙ୍କ ସ୍ତ୍ରୀ ଘରେ ଶୋଇଥିବା ବେଳେ ରାତି ପ୍ରାୟ ୨.୩୦ରେ ବର୍ଷାରେ କାନ୍ଥଟି ପଡିଯାଇଥିଲା । ଫଳରେ ଏମ.ରାଜୁଙ୍କ ମୃତ୍ୟୁ…

ଭୁଶୁଡ଼ିଲା ପୁରୀର ପବିତ୍ର ଇନ୍ଦ୍ରଦ୍ୟୁମ୍ନ ପୁଷ୍କରିଣୀ ପାଚେରୀ ଏବଂ ଦବିଲା ରାସ୍ତା

ପୁରୀ (କେନ୍ୟୁଜ୍) : ଭୁଶୁଡ଼ିଲା ପୁରୀର ପବିତ୍ର ଇନ୍ଦ୍ରଦ୍ୟୁମ୍ନ ପୁଷ୍କରିଣୀ ପାଚେରୀ । ଏହା ସହ ରାସ୍ତା ମଧ୍ୟ ଦବିଛି । ଫଳରେ ଯାତାୟତରେ ବାଧା ସୃଷ୍ଟି ହୋଇଛି । ଏବେ ପୋଖରୀ ଉପରେ ଘର କରି ରହୁଥିବା ଟିକରପଡ଼ା ଓ ନୂଆସାହି ବାସିନ୍ଦାଙ୍କ ଉପରେ ବିପଦ ସୃଷ୍ଟି ହୋଇଛି । ଲୋକେ ଆତଙ୍କିତ ଅବସ୍ଥାରେ…

ଯାଜପୁର: ମାଟି କାନ୍ଥ ପଡ଼ି ୫ବର୍ଷର ନାବାଳକ ମୃତ

ଯାଜପୁର(କେନ୍ୟୁଜ୍): ମାଟି କାନ୍ଥ ପଡ଼ି ୫ବର୍ଷର ନାବାଳକ ମୃତ । ଯାଜପୁର ଜିଲ୍ଲା ବଡ଼ଚଣା ବ୍ଳକ କୋଲଣଗିରି ଗାଁର ଘଟଣା । ଏହି ଗାଁର ଉମାକାନ୍ତ ମଳିକଙ୍କ ୫ବର୍ଷର ପୁଅ ଘରେ ଥିବା ବେଳେ ବର୍ଷା ଯୋଗୁ ହଠାତ କାନ୍ଥ ଭୁଶୁଡି ପଡିଥିଲା । ଫଳରେ ନାବାଳକ ଜଣକ ମାଟି ତଳେ ଚାପି ହୋଇ ରହିଥିଲା । ପରିବାର…

ଭବାନୀପାଟଣା: ମାଟି କାନ୍ଥ ଭୁଶୁଡ଼ି ଶାଶୁ ମୃତ, ବୋହୂ ଗୁରୁତର

କଳାହାଣ୍ଡି(କେନ୍ୟୁଜ୍): ମାଟି କାନ୍ଥ ଭୁଶୁଡ଼ି ଶାଶୁ ମୃତ, ବୋହୂ ଗୁରୁତର । କଳାହାଣ୍ଡି ଜିଲ୍ଲାରେ ଲଗାଣ ବର୍ଷା ଯୋଗୁ ଭବାନୀପାଟଣା ଅର୍କାବାହାଳିପଡ଼ାରେ ଏଭଳି ଘଟଣା ଘଟିଛି । ଗୁରୁତର ବୋହୂଙ୍କୁ ବୁର୍ଲା ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଉଭୟ ଶାଶୁ ଓ ବୋହୂ ରୋଷେଇ କରୁଥିବା ବେଳେ ହଠାତ୍‌…