ପ୍ରବାସୀ ଓଡ଼ିଆଙ୍କ ଭୋଟ ଦେବାର ଆଗ୍ରହ, ଟାଣିଆଣିଲା ଦୁବାଇରୁ-ସମ୍ବଲପୁର ଦୀର୍ଘ ୩୩ ଘଣ୍ଟାର ପଥ
କେନ୍ୟୁଜ : ଦେଶ ବାହାରେ ଥିଲେ ବି ଦେଶ ପ୍ରୀତି କାହା କାହାକୁ ଟାଣି ଆଣେ ସୁଦୂର ଦରିଆ ପାରି ଦେଶରୁ କିଛି ଉତ୍ସବ ଅବସରରେ । ଦେଶରେ ଏବେ ଚାଲିଛି ନିର୍ବାଚନ ପର୍ବ । ଭାରତର ଏହି ନିର୍ବାଚନ ଉତ୍ସବରେ ଭାଗ ନେବା ପାଇଁ ଏମିତି ଜଣେ ଓଡ଼ିଆଙ୍କୁ ଟାଣି ଆଣିଛି ସୂଦୁର ଦୁବାଇରୁ ସମ୍ବଲପୁରକୁ । ନିଜ ଦେଶର ନିର୍ବାଚନରେ ଭାଗନେଇ ମତଦାନ କରିବାର ସୌଭାଗ୍ୟରୁ ନିଜକୁ ବଂଚିତ କରିପାରି ନାହାଁନ୍ତି ଏହି ଓଡ଼ିଆ ମତଦାତା ଜଣକ । ସମ୍ବଲପୁର…
Read More...