Browsing Tag

wedding

ଭିକ୍କି-କ୍ୟାଟଙ୍କ ବିବାହରେ ମୋବାଇଲକୁ ତାଗିଦା ! ଅତିଥିଙ୍କ ଉପରେ କଡା ନଜର ରଖିବ ସିକ୍ୟୁରିଟି ଟିମ

ବର୍ତ୍ତମାନ ନିଜ ବିବାହକୁ ନେଇ ଚର୍ଚ୍ଚାରେ ବି-ଟାଉନର ଚର୍ଚ୍ଚିତ ଯୋଡି ଭିକ୍କି କୌଶଲ ଏବଂ କଟ୍ରିନା କୈଫ୍ । ଡିସେମ୍ବର ମାସରେ ରାଜସ୍ଥାନରେ ରୟାଲ ୱେଡିଙ୍ଗ କରିବାକୁ ଯାଉଛନ୍ତି ଏହି ଯୋଡି । ରାଜସ୍ଥାନରେ ୭୦୦ ବର୍ଷ ପୁରୁଣା ଦୁର୍ଗରେ ଦୁହିଁଙ୍କ ବାହାଘର ହେବ। ସବାଇ ମାଧୋପୁରର ଏକ ରାଜକୀୟ…

“କ୍ୟା ତୁମ ମୁଝସେ ସାଦୀ କରୋଗେ”, ଏମିତି କିଛି କହି କ୍ୟାଟଙ୍କୁ ପ୍ରପୋଜ କରିଥିଲେ ଭିକି

ବଲିଉଡର ସବୁଠାରୁ ହଟ୍ ଦମ୍ପତି ଭିକି କୌଶଲ ଏବଂ କ୍ୟାଟ୍ରିନା କେଫ ଖୁବ୍ ଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି। ରିପୋର୍ଟ ଅନୁଯାୟୀ, ଏହି ଗ୍ରାଣ୍ଡ ବିବାହ ପାଇଁ ପ୍ରସ୍ତୁତି ଜୋରସୋରରେ ଚାଲିଛି। ଫ୍ୟାନ୍ସମାନେ ସେମାନଙ୍କର ପ୍ରିୟ ଦମ୍ପତିଙ୍କ ବିବାହକୁ ଉତ୍ସାହର ସହିତ ଅପେକ୍ଷା…

ବିବାହରେ ସମ୍ପର୍କୀୟ କଲେ ଅତି କଦର୍ଯ୍ୟ କାମ, ମିଠା ଡବାରେ ବୋହୂକୁ ଦେଲେ ଏହି ଜିନିଷ; ଦେଖନ୍ତୁ ଭିଡିଓ

ସୋସିଆଲ ମିଡିଆରେ ବିବାହର ଅନେକ ଭିଡିଓ ପ୍ରତିଦିନ ଭାଇରାଲ ହେଉଛି। ଭିଡିଓରେ ବର-ବଧୂଙ୍କ ସମେତ ସାଙ୍ଗରେ ଥିବା ପରିବାରର ସଦସ୍ୟ ମଜାମସ୍ତି କରୁଥିବା ଦେଖାଯାଏ। ସେହିପରି କିଛି ଏଭଳି ସମ୍ପର୍କୀୟ ବି ଥାନ୍ତି ଯେଉଁମାନେ କନ୍ୟା ସହ ଥଟ୍ଟାମଜା କରିଥାନ୍ତି। ସେଭଳି ଏକ ଭିଡିଓ ଏବେ ସୋସିଆଲ…

ବିବାହ କଲେ ସୁଗନ୍ଧା ମିଶ୍ରା ଓ ସଙ୍କେତ ଭୋସଲେ, ଦେଖନ୍ତୁ ଫଟୋ

କମେଡିଆନ ସୁଗନ୍ଧା ମିଶ୍ରା ଓ ସଙ୍କେତ ଭୋସଲେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ୨୬ ଏପ୍ରିଲରେ ଦୁହେଁ ଜଳନ୍ଧରର କ୍ଲବ କବାନାରେ ପରିବାର ଲୋକଙ୍କ ଉପସ୍ଥିତିରେ ବିବାହ କରିଛନ୍ତି। ସୁଗନ୍ଧାଙ୍କ ସାଙ୍ଗ ତଥା ନିର୍ମାତା ପ୍ରୀତି ସିମୋନ୍ସ ବିବାହ ଫଟୋ ନିଜ ଇନ୍‌ଷ୍ଟା ଷ୍ଟୋରୀରେ ପୋଷ୍ଟ…

ଯାହାକୁ ବୋହୂ କରିବାକୁ ଯାଉଥିଲେ ଜଣାପଡ଼ିଲା ସେ ହିଁ ନିଜ ଝିଅ, ତା’ପରେ ବି ଅଟକିଲାନି ବିବାହ; ଜାଣନ୍ତୁ କାହିଁକି

ବିବାହକୁ ସାତ ଜନ୍ମର ବନ୍ଧନ ବୋଲି କୁହାଯାଏ। ଅଗ୍ନିକୁ ସାକ୍ଷୀ କରି ଦୁଇଟି ଅଜଣା ମଣିଷ ଜନ୍ମଜନ୍ମାନ୍ତର ପାଇଁ ପରସ୍ପରର ହାତ ଧରିଥାନ୍ତି। କିନ୍ତୁ ଚୀନ୍‌ରେ ଏକ ବିବାହ ବେଳେ କିଛି ଏମିତି ଘଟିଲା ଯାହା ଦେଖି ଅତିଥିଙ୍କ ସମେତ ବରକନ୍ୟା ବି ଆଶ୍ଚର୍ଯ୍ୟ ହୋଇଯାଇଥିଲେ। କାରଣ ବିବାହର ଗୋଟିଏ ଦିନ…

ନବ ଦମ୍ପତିଙ୍କୁ ଶୁଭେଚ୍ଛା ଜଣାଇଲେ ବୈଭବ ରେଖୀଙ୍କ ପୂର୍ବତନ ସ୍ତ୍ରୀ, କହିଲେ, ‘ଏହି ବିବାହକୁ ନେଇ ମୋ ଝିଅ ଅଧିକ…

ବଲିଉଡ୍‌ ଅଭିନେତ୍ରୀ ଦିୟା ମିର୍ଜା ବିଜ୍‌ନେସ ମ୍ୟାନ ବୈଭବ ରେଖୀଙ୍କୁ ଦ୍ୱିତୀୟ ବିବାହ କରିଛନ୍ତି। ଏହି ବିବାହ ଦିୟାଙ୍କ ଘରେ ହିଁ ସମ୍ପନ୍ନ ହୋଇଛି। ବିବାହ ସମାରୋହରେ କେବଳ ପରିବାର ଏବଂ କିଛି ନିକଟତମ ଲୋକ ସାମିଲ ହୋଇଥିଲେ। ତେବେ ଏହାରି ଭିତରେ ବୈଭବଙ୍କ ପୂର୍ବତନ ସ୍ତ୍ରୀ ସୁନୈନା ରେଖୀ…

ଝିଅ ଦେଖିବ ବାପା ବାହାଘର ! ଦିୟା ମିର୍ଜାଙ୍କ ବିବାହ ଉତ୍ସବରେ ସାମିଲ ହେବ ତାଙ୍କ ଭାବୀ ସ୍ୱାମୀ ବୈଭବ ରେଖୀଙ୍କ ଝିଅ

ଦିୟା ମିର୍ଜା ଆଜି ୧୫ ଫେବୃଆରୀରେ ବିଜ୍‌ନେସ ମ୍ୟାନ ବୈଭବ ରେଖୀଙ୍କୁ ଦ୍ୱିତୀୟ ବିବାହ କରିବାକୁ ଯାଉଛନ୍ତି। ଖୁବ୍‌ କମ୍‌ ଲୋକଙ୍କୁ ଜଣାଥିବ କି, ଦିୟାଙ୍କ ଭଳି ବୈଭବ ମଧ୍ୟ ପୂର୍ବରୁ ବିବାହିତ। କିଛିବର୍ଷ ପୂର୍ବେ ତାଙ୍କର ବିବାହ ବିଚ୍ଛେଦ ଘଟିଛି। ୩୯ ବର୍ଷୀୟା ଦିୟା ନିଜ ବିବାହର ୫ ବର୍ଷ ପରେ…

ଆପଣ କରିବାକୁ ଚାହୁଁଛନ୍ତି କି ‘ସରପ୍ରାଇଜ୍‌ ୱେଡିଙ୍ଗ’, ତ ଆଜିଠୁ କରନ୍ତୁ ପ୍ଲାନ, ଖର୍ଚ୍ଚ ହେବ ବହୁତ…

ବିବାହ ଏବଂ ବିବାହ ପ୍ରସ୍ତୁତିକୁ ନେଇ ପ୍ରତିବର୍ଷ କିଛି ନା କିଛି ନୂଆ ଟ୍ରେଣ୍ଡ ଦେଖିବାକୁ ମିଳୁଛି। ଏବେ ବିବାହ ଋତୁ ଚାଲିଥିବାରୁ ଲୋକେ ନିଜ ବିବାହକୁ ସ୍ମରଣୀୟ କରିବା ପାଇଁ ଭିନ୍ନ ଭିନ୍ନ ପ୍ରସ୍ତୁତିରେ ଲାଗିପଡ଼ିଛନ୍ତି। କିନ୍ତୁ କ’ଣ ଆପଣ ସରପ୍ରାଇଜ୍‌ େଓ୍ଵଡିଂ ବିଷୟରେ ଶୁଣିଛନ୍ତି କି?…

ବିବାହ ବନ୍ଧନରେ ବାନ୍ଧି ହେଲେ ଟିମ୍‌ ଇଣ୍ଡିଆର ଅଲ୍‌ରାଉଣ୍ଡର ବିଜୟ ଶଙ୍କର, ଏହି ଅନ୍ଦାଜରେ ଶୁଭେଚ୍ଛା ଜଣାଇଲା ତାଙ୍କ…

ଭାରତୀୟ କ୍ରିକେଟ୍‌ ଟିମ୍‌ର ଅଲ୍‌ ରାଉଣ୍ଡର ଖେଳାଳି ବିଜୟ ଶଙ୍କର ନିଜ ଭାବୀ ସ୍ତ୍ରୀ ବୈଶାଳୀ ବିଶ୍ୱେଶରଙ୍କୁ ବିବାହ କରିଛନ୍ତି। କରୋନା ଭାଇରସ୍‌କୁ ନଜରରେ ରଖି ବିବାହ ସମାରୋହରେ ଖୁବ୍‌ କମ୍‌ ଲୋକ ସାମିଲ ହୋଇଥିଲେ। ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ର ଫ୍ରାଞ୍ଚାଇଜି ସନରାଇଜର୍ସ…

ଦୁଇ ବର୍ଷ ତଳେ ବାହା ହୋଇଥିଲେ ପ୍ରିୟଙ୍କା ଚୋପ୍ରା, ଏବେ ବାହା ହେଉଛନ୍ତି ତାଙ୍କ ପୂର୍ବତନ ପ୍ରେମିକ, ଏହି ଦିନ ପଡ଼ିବ…

ବଲିଉଡ୍‌ ଅଭିନେତା ହରମନ ବାୱେଜା ବହୁତ ଜଲଦି ନିଜ ଭାବୀ ପତ୍ନୀ ତଥା ହେଲ୍‌ଥ କୋଚ୍‌ ସାଶା ରାମଚନ୍ଦାନୀଙ୍କ ସହିତ ବିବାହ ବନ୍ଧନରେ ବାନ୍ଧି ହେବେ। ଏହି ଯୋଡ଼ି ଆସନ୍ତା ୨୧ ମାର୍ଚ୍ଚରେ ହାଇଦ୍ରାବାଦରେ ବିବାହ କରିବାକୁ ଯାଉଛନ୍ତି। କିଛିଦିନ ପୂର୍ବରୁ ଚଣ୍ଡୀଗଡ଼ରେ ହରମନ ଓ ସାଶାଙ୍କ ନିର୍ବନ୍ଧର…

ବାହାଘରରେ ଚଢ଼ିଲା ଚାଷୀ ଆନ୍ଦୋଳନର ରଙ୍ଗ, କୃଷକ ସଙ୍ଗଠନର ପତାକା ସହିତ ବରଯାତ୍ରୀଙ୍କୁ ଧରି ପହଞ୍ଚିଲା ବର

ନୂଆ କୃଷି ଆଇନକୁ ବିରୋଧ କରି କୃଷକମାନଙ୍କ ଆନ୍ଦୋଳନ ଲଗାତାର ଜାରି ରହିଛି। ପଞ୍ଜାବରେ କୃଷକ ଆନ୍ଦୋଳନର ପ୍ରଭାବ ଏବେ ବିବାହ ଉପରେ ମଧ୍ୟ ପଡ଼ିଛି। କୃଷକମାନଙ୍କୁ ସମର୍ଥନ ଦେବା ପାଇଁ ଏକ ବର ନିଆରା ତରିକା ଆପଣାଇଛନ୍ତି। ନିଜ ବିବାହରେ ସେ କୃଷକ ସଙ୍ଗଠନର ପତାକା ସହିତ ବରଯାତ୍ରୀ ନେଇ…