Browsing Tag

weight loss

ଓଜନ କମାଇବା ପାଇଁ ଆଉ ଚିନ୍ତା କରନ୍ତୁ ନାହିଁ, ପ୍ରତିଦିନ ପିଅନ୍ତୁ ଏହି ପତ୍ରର କାଢ଼ା, ମିଳିବ ଅନେକ ଫାଇଦା

ନିମ୍ବ ଶରୀର ପାଇଁ ଅତି ଲାଭଦାୟକ। ନିମ୍ବ ପିତା ସତ କିନ୍ତୁ ଏହା ଶରୀର ପାଇଁ ବହୁତ ହିତକର । ଏହାକୁ ନିତିଦିନ ଖାଦ୍ୟରେ ସାମିଲ କଲେ ବିଭିନ୍ନ ମାରାତ୍ମକ ରୋଗରୁ ମୁକ୍ତି ମିଳିଥାଏ । ଏହା ଏକ ଔଷଧିୟ ଗଛ । ନିମ୍ବ ଗଛର ଫଳ, ଫୁଲ, ଛେଲି ଆଦି ଅତି ଉପକାରୀ । ନିମ୍ବ ଏମିତି ଏକ ଗଛ, ଯାହାର…

ଆଳୁ କମାଇବ ପେଟର ଚର୍ବି, ଜାଣନ୍ତୁ ଖାଇବାର ଉପାୟ

ପ୍ରାୟତଃ ଲୋକ ନିଜର ଓଜନ ବଢିବାକୁ ନେଇ ଚିନ୍ତିତ ଥାଆନ୍ତି। ଏମିତିକି ପେଟର ଚର୍ବି ହ୍ରାସ କରିବା ପାଇଁ ଓ ନିଜର ମୋଟାପଣ କମାଇବାକୁ ଅନେକ ପଦ୍ଧତି ଆପଣାଇ ଥାଆନ୍ତି । ସେଥିପାଇଁ ଅନେକ ଲୋକ ଆଳୁକୁ ମଧ୍ୟ ଖାଇବାରେ ମିଶାନ୍ତି ନାହିଁ। କାରଣ ଅନେକ ଭାବନ୍ତି ଆଳୁ ଖାଇବା ଦ୍ଵାରା ଓଜନ ବଢ଼ିଥାଏ…

ଏହି ସାଲାଡ଼ ଓଜନ ନିୟନ୍ତ୍ରଣ କରିବାରେ ଆପଣକୁ ସାହାଯ୍ୟ କରିବ, ଜାଣନ୍ତୁ ପ୍ରସ୍ତୁତ କରିବାର ଉପାୟ

ନିଜର ଓଜନ ନିୟନ୍ତ୍ରଣ କରିବା ପାଇଁ ଅନେକ ଲୋକ ବିଭିନ୍ନ ପ୍ରକାର ଉପାୟ ଆପଣାଉଛନ୍ତି। କିନ୍ତୁ କିଛି ଲୋକ ନିଜର ଖାଦ୍ୟ ଶୈଳୀରେ ପରିବର୍ତ୍ତନ ଆଣିବାକୁ ମଧ୍ୟ ଚାହୁଁନାହାଁନ୍ତି। ନିଜର ଓଜନକୁ କମାଇବା ପାଇଁ ଓ ନିୟନ୍ତ୍ରଣ କରିବା ପାଇଁ କେଉଁ ଖାଦ୍ୟ ଖାଇବେ ସେଥିପାଇଁ ମଧ୍ୟ ସେମାନେ ବେଳେ ବେଳେ…

ଜାଣନ୍ତୁ ବେଡ୍ ଟାଇମ ଫୁଡ୍ ରେ ଓଜନ୍ କମାଇବା ପାଇଁ ଖାଇବେ କେଉଁ ଖାଦ୍ୟ

ଆପଣ ବେଡ୍ ଟାଇମ୍ ଫୁଡ୍ ବା ଖାଦ୍ୟ ବିଷୟରେ ତ ଜାଣିଥିବେ। ଆମେ ଡିନର ଖାଇ ସରିବା ପରେ ମଧ୍ୟ ରାତିରେ ଶୋଇବା ସମୟରେ ଭୋକ ଲାଗିଥାଏ। ଆଉ ସେହି ସମୟରେ ଅନେକ ଭାବିଥାନ୍ତି ଡିନର ଖାଇସାରିବା ପରେ ପୁଣି ଆଉ କଣ ଖାଇବେ । କାରଣ ନାଇଟ୍ କ୍ରେଭିଂ ହେଲେ କିଛି ହାଲ୍କା ଖାଦ୍ୟ ହିଁ ଖାଇବା ଦରକାର। ପୁଣି…

ଜିମ୍ ନ ଯାଇ ୧୨ କିଲୋ ଓଜନ କମାଇଥିଲେ ଶେହନାଜ୍, ଜାଣନ୍ତୁ ତାଙ୍କ ୱେଟ ଲସ୍ ଟିପ୍ସ

ଶେହନାଜ୍ ଗିଲ୍ ଙ୍କୁ କିଏ ବା ନଜାଣିଛି। ପଞ୍ଜାବରକ୍ୟାଟ୍ରିନା କୈଫ୍ କୁହାଯାଉଥିବା ଶେହନାଜ୍ ନିଜର ଚୁଲବୁଲି ଅନ୍ଧାଜ୍ ପାଇଁ ସମସ୍ତଙ୍କ ମନରେ ଜାଗା ତିଆରି କରିସାରିଛନ୍ତି। ବିଗ୍ ବସରେ ଆସିବା ପାରେ ତାଙ୍କୁ ଦର୍ଶକ ଖୁବ୍ ପସନ୍ଦ କରିଥିଲେ। ତେବେ ସେ ଜଣେ ଭଲ ଅଭିନେତ୍ରୀ ହେବା ସହ ଜଣେ ଭଲ କଣ୍ଠ…

ଓଜନ କମାଇବାକୁ ଚାହୁଁଥିଲେ ନିୟମିତ ଖାଆନ୍ତୁ ମାତ୍ର ଗୋଟିଏ ସିଝା ଆଳୁ

ଭାରତୀୟ ବ୍ୟଞ୍ଜନରେ ଆଳୁକୁ ଅଧିକ ବ୍ୟବହାର କରାଯାଏ। ତରକାରୀ ହେଉ କି ଭଜା ସବୁଥିରେ ଆଳୁ ପଡ଼େ। ତେବେ ଅଧିକାଂଶ ଲୋକ ଭାବନ୍ତି ଯେ ଆଳୁ ଖାଇଲେ ଓଜନ ବଢ଼େ। ଏଣୁ ଲୋକେ ଖାଦ୍ୟରେ କମ୍ ଆଳୁ ପକାଇବାକୁ ଚେଷ୍ଟା କରିଥାନ୍ତି। କିନ୍ତୁ ଆମେ ଆଜି ଆପଣଙ୍କୁ ଆଳୁ ଖାଇବାର ଏକ ଏଭଳି ଉପାୟ କହିବୁ ଯାହା…

ମୋଟାପଣ ଠାରୁ ଆରମ୍ଭ କରି ମଧୁମେୟ ରୋଗ ପର୍ଯ୍ୟନ୍ତ, ଅନେକ ରୋଗ ଦୂର କରିଥାଏ ଡ୍ରାଗନ୍ ଫୁଡ୍

ଯଦି ଆପଣ ଜଣେ ମଧୁମେହ ରୋଗୀ ଓ ଆପଣଙ୍କର ମୋଟାପଣ ଦ୍ୱାରା ବିଭିନ୍ନ ଅସୁବିଧାରେ ପଡୁଛନ୍ତି, ତେବେ ଆଜିଠାରୁ ନିଜ ଖାଦ୍ୟରେ ସାମିଲ କରନ୍ତୁ ଡ୍ରାଗନ୍ ଫୁଡ୍ । ଏଥିରେ ଅନେକ ପ୍ରକାରର ପୋଷକ ତତ୍ତ୍ୱ ଭରି ରହିଥାଏ , ଯାହା ଶରୀରକୁ ଅନେକ ରୋଗରୁ ରକ୍ଷା କରି ଶରୀରକୁ ପୁଷ୍ଟିକର ଖାଦ୍ୟ ଯୋଗାଇବାରେ…

ପେଟର ଚର୍ବିକୁ ତୁରନ୍ତ କମ୍‌ କରିଥାଏ ଜିରା, ମାତ୍ର କିଛି ଦିନରେ ନିଶ୍ଚିତ ପାଇବେ ଫରକ

ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ ଏମିତି ଏକ ଖାସ୍‌ ଜିନିଷ ବିଷୟରେ ଯାହାକୁ ମାତ୍ର ଗୋଟିଏ ଚାମଚ ପ୍ରତିଦିନ ସେବନ କଲେ ଆପଣଙ୍କ ମୋଟାପଣ ଏକଦମ୍‌ କମିଯିବ। ଆଉ ପେଟରେ ଜମିଥିବା ଚର୍ବି ଏକଦମ୍‌ କମିଯିବ, ଆପଣ ପୂରା ସ୍ଲିମ ଟ୍ରିମ୍‌ ହୋଇଯିବେ। ଆଜ୍ଞା ହଁ, ଏହି ଜିନିଷ ଆପଣଙ୍କ ରୋଷେଇ ଘରେ ହିଁ…

ଏହି ସବୁ ଅଭ୍ୟାସକୁ ନିୟନ୍ତ୍ରଣରେ ରଖନ୍ତୁ, ଶରୀରର ଓଜନକୁ ନେଇ ଆଉ ଚିନ୍ତା କରିବାକୁ ପଡ଼ିବ ନାହିଁ

ୱେଟଲସ୍‌ ବା ଶରୀରର ଓଜନ ହ୍ରାସ ପାଇଁ କିଏ ଡାଇଟିଂ କରିଥାଏ ତ , ଆଉ କିଏ ଜିମ୍‌ରେ ଯୋଗ ଦେଇଥାଏ । କିନ୍ତୁ କେବେ କେବେ ଏମିତି ହୋଇଥାଏ କି ଏହି ସବୁ ଜିନିଷରେ କୌଣସି ପ୍ରଭାବ ପଡ଼ିନଥାଏ । ଆମେ ଯେତେ ୱେଟ ହ୍ରାସ କରିଥାଉ କିଛି ଦିନପରେ ସେତିକି ହିଁ ୱେଟ୍‌ ପୁଣି ବଢ଼ିଯାଏ । ଏଥିରେ କେବେ କେବେ…

ଓଜନ କମାଇବାକୁ ନିୟମିତ ଖାଆନ୍ତୁ ମିଲ୍କ ଚକୋଲେଟ୍‌, କିଛି ଦିନରେ ହିଁ ହୋଇଯିବେ ପତଳା

ଚକୋଲେଟ୍‌ ଖାଇଲେ ଓଜନ ବଢ଼େ ବୋଲି ଆମର ଏକ ଧାରଣା ରହିଛି। କିନ୍ତୁ ଯଦି ଆପଣ ଚକୋଲେଟ୍‌ର ଠିକ୍‌ ଡାଏଟ୍‌ ନେବେ ତେବେ ତାହା ଓଜନ କମ୍‌ କରିବାରେ ସାହାଯ୍ୟ କରିଥାଏ। ନିକଟରେ ହୋଇଥିବା ଏକ ରିସର୍ଚ୍ଚରୁ ଜଣାପଡ଼ିଛି ଯେ ମିଲ୍କ ଚକୋଲେଟ୍‌ ଖାଇବା ଦ୍ୱାରା ଓଜନ କମିଥାଏ। ଯେଉଁ ମହିଳାଙ୍କର ପୋଷ୍ଟ…

ସକାଳୁ ଉଠି କରନ୍ତୁ ଏସବୁ, ନିୟନ୍ତ୍ରଣରେ ରହିବ ଓଜନ

ଓଜନ ବୃଦ୍ଧିକୁ ନେଇ ଆଜିକାଲି ସମସ୍ତେ ଚିନ୍ତିତ। ଓଜନ ବୃଦ୍ଧି ଫଳରେ କେବଳ ଫିଗର ଖରାପ ହୋଇ ନ ଥାଏ, ଶରୀରରେ ଅନେକ ରୋଗ ମଧ୍ୟ ସୃଷ୍ଟି ହୋଇଥାଏ। ଯେଉଁମାନେ ପତଳା ହେବାକୁ ଚାହୁଛନ୍ତି ଓ ସବୁଦିନ ସକାଳେ ଭାବୁଛନ୍ତି କେମିତି ଓଜନ କମ କରିବେ ତେବେ ଏକଥା ମନରେ ରଖନ୍ତୁ ଯେ ବର୍ଷ ବର୍ଷ ଧରି…

ନିଆରା ଡାଏଟିଂ! କେବଳ ବିୟର ପିଇ ୧୮ କିଲୋ ଓଜନ କମାଇଲେ ବ୍ୟକ୍ତି

ବିୟର ପିଇ ଓଜନ କମାଇଲେ ବ୍ୟକ୍ତି। ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି କଥାଟି ପୂରାପୂରି ସତ। ଆମେରିକାର ଜଣେ ଯୁବକ ଖାଇବା ପିଇବା ଛାଡ଼ି କେବଳ ବିୟର ପିଇ ୧୮ କେଜି ଓଜନ କମାଇବାରେ ସଫଳ ହୋଇଛନ୍ତି। ଆମେରିକାର ସିନ୍‌ସିନାଟି ସହରର ବାସିନ୍ଦା ଡେଲ ହଲ୍‌ ଏହି ଅଦ୍ଭୁତ କାର୍ଯ୍ୟ କରି…