Browsing Tag

WhatsApp features

WhatsApp ଆଣିଲା ନୂଆ ଫିଚର, ଆକାଉଣ୍ଟ ପାଇଁ ଏବେ ଦରକାର ନାହିଁ ଫୋନ ନମ୍ବର

ଯଦି ଆପଣ ମଧ୍ୟ ହ୍ଵାଟ୍ସଆପ ବ୍ୟବହାର କରନ୍ତି ଏବଂ ଆପଣଙ୍କର ମୋବାଇଲ୍ ନମ୍ବର କାହା ସହିତ ସେୟାର କରିବାକୁ ଚାହୁଁନାହାଁନ୍ତି, ତେବେ ଆପଣଙ୍କ ପାଇଁ ଏକ ଖୁସି ଖବର ଅଛି । ହ୍ୱାଟ୍ସଆପରେ ଏକ ବଡ ଫିଚର୍ ଆସିବାକୁ ଯାଉଛି, ଯାହା ପରେ ଆପଣ ହ୍ଵାଟ୍ସଆପରେ ମୋବାଇଲ୍ ନମ୍ବର ଦ୍ୱାରା ନୁହେଁ ବରଂ ୟୁଜର୍…

ଅନଇନଷ୍ଟଲ୍ ନକରି ବି ହାଇଡ୍ କରିପାରିବେ ହ୍ଵାଟ୍ସଆପ୍, ଜାଣନ୍ତୁ କେମିତି

ଆଜିର ଯୁଗରେ ହ୍ୱାଟ୍ସଆପ୍ ଆମ ପାଇଁ ଏକ ଅତ୍ୟାବଶ୍ୟକ ମାଧ୍ୟମ ପାଲଟିଛି । ଏହି ମେସେଜିଂ ଆପ୍ ଆଜିକାଲି ସବୁଠାରୁ ଅଧିକ ବ୍ୟବହାର ହେଉଥିବା ପ୍ଲାଟଫର୍ମ ମଧ୍ୟରୁ ଅନ୍ୟତମ । ସାଙ୍ଗମାନଙ୍କ ସହିତ ଗପସପ କରିବା କିମ୍ବା ଲୋକମାନଙ୍କ ସହିତ କନେକ୍ଟ ରହିବା ପାଇଁ ଆପଣମାନେ ନିଶ୍ଚିତ ଭାବରେ ହ୍ୱାଟ୍ସଆପ୍…

କେମିତି ବଦଳାଇବେ WhatsApp ଆକାଉଣ୍ଟ ନମ୍ବର, ଜାଣନ୍ତୁ ଚାଟ ଡିଲିଟ ହେବ କି ନାହିଁ

WhatsApp ଆପ୍ ହେଉଛି ଏକ ଇନଷ୍ଟାଣ୍ଟ ମେସେଜିଂ ଆପ୍ ଯାହାକୁ ସମଗ୍ର ବିଶ୍ୱରେ ଲୋକମାନେ ବ୍ୟବହାର କରୁଛନ୍ତି । ୟୁଜରମାନଙ୍କ ପାଇଁ କମ୍ପାନୀ ନୂଆ ଫିଚର ଉପରେ କାମ ଜାରି ରଖିଛି । ବର୍ତ୍ତମାନ ୟୁଜରମାନଙ୍କ ସୁବିଧା ପାଇଁ ଆପରେ କେବଳ ଗୋଟିଏ କିମ୍ବା ଦୁଇଟି ନୁହେଁ ଅନେକ ଫିଚର ଦିଆଯାଇଛି, ଏହି…

ହ୍ୱାଟ୍ସଆପ ଆଣିଛି ନୂଆ ଫିଚର, ଏବେ ୟୁଜରନେମ ଦ୍ୱାରା କରିପାରିବେ ଲୋକଙ୍କୁ ସର୍ଚ୍ଚ

ହ୍ୱାଟ୍ସଆପ୍ ଖୁବ ଶୀଘ୍ର ଏକ ନୂଆ ସର୍ଚ୍ଚ ବାର୍ ଫିଚର ଲଞ୍ଚ କରିବାକୁ ଯାଉଛି ଯାହା ୟୁଜରମାନଙ୍କୁ ସେମାନଙ୍କର ୟୁଜରନେମ ବ୍ୟବହାର କରି ଅନ୍ୟମାନଙ୍କୁ ଖୋଜିବାକୁ ଅନୁମତି ଦେବ । ଏହି ଫିଚର ୟୁଜରମାନଙ୍କୁ ଅଧିକ ପ୍ରାଇଭେସି ଦେବ କାରଣ ଏଥିରେ ସେମାନଙ୍କୁ ନିଜ ଫୋନ୍ ନମ୍ବର ସେୟାର କରିବାର କୌଣସି…

Iphone ଯୁଜର୍ସଙ୍କ ପାଇଁ whatsapp ଆଣିଛି ଧମାକାଦାର ଫିଚର, ମିଳିବ ଅନେକ ସୁବିଧା

ହ୍ୱାଟ୍ସ ଆପ୍ ଚଳିତ ମାସ ଆରମ୍ଭରେ ଆକାଉଣ୍ଟ ପାଇଁ ଇମେଲ୍ ଆଡ୍ରେସ ଭେରିଫିକେସନ ଟେଷ୍ଟିଂ ଆରମ୍ଭ କରିଛି । ବର୍ତ୍ତମାନ, ଏହି ଫିଚର iOS ଯୁଜର୍ସଙ୍କ ପାଇଁ ଉପଲବ୍ଧ । ପୂର୍ବରୁ ହ୍ୱାଟ୍ସ ଆପ୍ କେବଳ ଫୋନ୍ ନମ୍ବର ଭେରିଫିକେସନ ପ୍ରୋସେସର ଉପଯୋଗ କରୁଥିଲା । କିନ୍ତୁ ନୂଆ ସୁବିଧା ସହିତ, ଆପଣ…

ଜାଣନ୍ତୁ WhatsAppର ଏହି ଦମଦାର ୫ ଫିଚର୍ସ, ମିଳିବ ଲାଭ

ଭାରତରେ ପାଖାପାଖି ୫୦୦ ମିଲିୟନରୁ ଅଧିକ WhatsApp ୟୁଜର ଅଛନ୍ତି । ୟୁଜରମାନଙ୍କ ସୁବିଧାକୁ ଦୃଷ୍ଟିରେ ରଖି କମ୍ପାନୀ ପ୍ଲାଟଫର୍ମରେ ନୂଆ ନୂଆ ଫିଚର ରୋଲଆଉଟ କରୁୁଛି । ନିକଟରେ କମ୍ପାନୀ ୫ଟି ନୂଆ ଫିଚର ରୋଲଆଉଟ କରିଛି ଯାହା ୟୁଜରମାନଙ୍କ ପାଇଁ ଖୁବ ଲାଭଦାୟକ ହେବ । ତେବେ ଏହି ନୂଆ ଫିଚର କଣ…

WhatsAppରେ ଆଡ୍‌ ହେଲା ଇନଷ୍ଟାଣ୍ଟ ଭିଡିଓ ମେସେଜ ଫିଚର, ବିନା ଗ୍ୟାଲେରୀ ଖୋଲି ପଠାଇପାରିବେ କ୍ଲିପ୍‌

WhatsApp ଆପରେ ଲଗାତାର କିଛି ନା କିଛି ପରିବର୍ତ୍ତନ ହେଉଛି । ୟୁଜର୍ସଙ୍କ ସୁବିଧାକୁ ଦୃଷ୍ଟିରେ ରଖି ନୂଆ ନୂଆ ଫିଚର ରୋଲ ଆଉଟ ହେଉଛି । ବର୍ତ୍ତମାନ ଏଭଳି ଆଉ ଏକ ନୂଆ ଫିଚର ଯୋଡି ହୋଇଛି, ଯାହା ୟୁଜର୍ସମାନଙ୍କୁ ସର୍ଟ ଭିଡିଓ ମେସେଜ ପଠାଇବାକୁ ସକ୍ଷମ ହେବ । ପୂର୍ବରୁ ୟୁଜର୍ସମାନେ ଅଡିଓ…

ଚାଟ୍ସ ଫିଲ୍ଟର ପାଇଁ WhatsApp ଆଣିଲା ମସ୍ତ ଫିଚର

ସମଗ୍ର ଦୁନିଆରେ ହ୍ଵାଟ୍ସଆପର ୨ ବିଲିୟନରୁ ଅଧିକ ଆକ୍ଟିଭ ୟୁଜର୍ସ ଅଛନ୍ତି । ୟୁଜର୍ସମାନଙ୍କ ଏକ୍ସପେରିଏନ୍ସକୁ ବଢ଼ାଇବା ପାଇଁ କମ୍ପାନୀ ଅନେକ ସମୟରେ ଆପକୁ ଅପଡେଟ କରିଥାଏ । ଏଭଳି ଏକ ଆପ ସାହଯ୍ୟରେ ଲୋକମାନେ ବିଭିନ୍ନ କାର୍ଯ୍ୟ ସହଜରେ କରିଥାନ୍ତି । ଜରୁରୀ ସୂଚନା ଦେବା ପାଇଁ ହ୍ଵାଟ୍ସଆପ ଏକ…

ହ୍ଵାଟସଆପ୍‌ ସିକ୍ରେଟ ଟ୍ରିକ, ଯେଉଁଥିରେ ଆପଣ ଅନ୍ୟର ଭାଷାକୁ କରିପାରିବେ ନିଜ ଭାଷାରେ ଟ୍ରାନ୍ସଲେଟ

ହ୍ଵାଟସଆପ୍‌ ସାରା ଦୁନିଆର ଏକ ଲୋକପ୍ରିୟ ଚାଟିଂ ଆପ୍‌। ଏଥିରେ କୋଟିଏରୁ ଅଧିକ ୟୁଜର୍ସ ଅଛନ୍ତି। ତେବେ ହ୍ଵାଟସଆପ୍‌ ରେ ଅନେକ ହିଡ଼େନ ଫିଚର୍ସ ରହିଛି। କିନ୍ତୁ ଅନେକ ଥର ଏହାର ସୂଚନା ସମସ୍ତଙ୍କୁ ନଥାଏ। ଏମିତି ଏକ ଫିଚ ର୍ସ ରହିଛି ଟ୍ରାନ୍ସଲେସନ ର.. ଯଦି ଆପଣଙ୍କୁ କୌଣସି ଭାଷା ବୁୁଝାପଡ଼ୁନି…

ହ୍ଵାଟ୍ସଆପ ଡିଲିଟ ହେବା ପରେ ମଧ୍ୟ ସେଫ ରହିବ ସମସ୍ତ ଚାଟ, କେବଳ ବଦଳାନ୍ତୁ ଏହି ସେଟିଙ୍ଗ୍‌

କେବେ ଆପଣ ଭାବିଛନ୍ତି କି ଯଦି ଆପଣଙ୍କ ଫୋନ ଚୋରି ହୋଇଯାଏ କିମ୍ବା କାମ କରିବା ବନ୍ଦ କରିଦିଏ ତାହେଲେ କଣ ହେବ ? ଏହା ଶୁଣିବା ମାତ୍ରେ ପ୍ରଥମେ ଆମେ ଚାଟ ବିଷୟରେ ଭାବିଥାଉ । କାରଣ ଆଜିକାଲି ଚାଟିଙ୍ଗ କରିବା ପାଇଁ ଲୋକମାନେ ସର୍ବବୃହତ ଚାଟିଙ୍ଗ ଆପ ହ୍ଵାଟ୍ସଆପକୁ ଛାଡି ଗୋଟେ ମୁହୂର୍ତ୍ତ…

ଏବେ ଚାଟିଂ କରିବା ବେଳେ ମଧ୍ୟ ଶୁଣିପାରିବେ ହ୍ଵାଟସଆପ୍‌ ଅଡିଓ, ଆସୁଛି ନୂଆ ଫିଚର

ଗ୍ରାହକଙ୍କୁ ଆକର୍ଷିତ କରିବା ପାଇଁ ହ୍ଵାଟସଆପ୍‌ ପ୍ରତିଦିନ ନୂଆ ନୂଆ ଫିଚର୍ସ ଆଣୁଛି। ଏବେ ହ୍ଵାଟସଆପ୍‌ ଡେସ୍କଟପ୍‌ ୟୁଜର୍ସଙ୍କ ପାଇଁ ଗ୍ଲୋବାଲ ଅଡିଓ ପ୍ଲେୟାର ରିଲିଜ କରିବାକୁ ଯାଉଛି। ଏହା ପୂର୍ବରୁ ହ୍ଵାଟସଆପ୍‌ ଡେସ୍କଟପ୍‌ ୟୁଜର୍ସଙ୍କ ପାଇଁ ଭଏସ ପ୍ଲେୟାରକୁ ପଜ୍‌ ଏବଂ ରିଜ୍ୟୁମ…

୯୦ ଦିନ ପରେ ଆପଣଙ୍କ ହ୍ୱାଟସଆପ ଚାଟ୍ ହେବ ଅଟୋ ଡିଲେଟ

ଇନଷ୍ଟାଣ୍ଟ ମେସେଜିଂ ଆପ ହ୍ୱାଟସଆପ ଗତ ବର୍ଷ ନଭେମ୍ବରରେ ଡିସଅପିୟରିଂ ମେସେଜ ଫିଚର୍ସ ୟୁଜର୍ସଙ୍କ ପାଇଁ ଆଣିଥିଲା । ଏହି ଫିଚର୍ସରେ ମେସେଜ ରିଡ୍ ହେବାର ନିର୍ଦ୍ଦିଷ୍ଟ ସମୟ ପରେ ଅଟୋମେଟିକ ଡିଲେଟ ହୋଇଯାଏ । ହ୍ୱାଟସଆପ ୭ ଦିନ ପର୍ଯ୍ୟନ୍ତ ମେସେଜ ରଖିବାର ଅପସନ ରଖିଥିଲା । ୭ଦିନ ପରେ ଏହି…