ରାତିରେ Wifi Router ଅନ୍ ରଖୁଥିଲେ ସାବଧାନ, ହୋଇପାରେ ବଡ଼ ସମସ୍ୟା
ବର୍ତ୍ତମାନ ସମୟରେ ଘରେ ଘରେ Wifi Router ର ବ୍ୟବହାର ବଢ଼ିଯାଇଛି । ଏହାର ବଡ଼ କାରଣ ହେଉଛି ଲୋକମାନେ ପୂର୍ବ ଅପେକ୍ଷା ବର୍ତ୍ତମାନ ଇଣ୍ଟରନେଟ ଅଧିକ ବ୍ୟବହାର କରୁଛନ୍ତି । ଏଭଳି ପରିସ୍ଥିତିରେ ଭିଡିଓ ଦେଖିବା ହେଉ କିମ୍ବା କୌଣସି କଣ୍ଟେଟ ଡାଉନଲୋଡ କରିବା ହେଉ, ହାଇସ୍ପିଡ ଇଣ୍ଟରନେଟର…