Browsing Tag

woman dead body

ବିନ୍ଦୁସାଗରରୁ ମିଳିଲା ମହିଳାଙ୍କ ମୃତଦେହ, ପରିଚୟ ଅସ୍ପଷ୍ଟ

ଭୁବନେଶ୍ୱର (କେନ୍ୟୁଜ): ବିନ୍ଦୁସାଗରରୁ ମିଳିଲା ମହିଳାଙ୍କ ମୃତଦେହ । ପାଣି ଭିତରୁ ଉଦ୍ଧାର କଲା ଲିଙ୍ଗରାଜ ଥାନା ପୋଲିସ । ପ୍ରଦୀପ ସେବା ଟ୍ରଷ୍ଟ ସହାୟତାରେ ଉଦ୍ଧାର ହୋଇଛି ମୃତଦେହ। ମହିଳାଙ୍କ ବୟସ ପାଖାପାଖି ୪୦ ହେବ ବୋଲି କୁହାଯାଉଛି । ମହିଳା ଜଣଙ୍କ ସାଲୱାର ପିନ୍ଧିଛନ୍ତି ।…

ବନ୍ଦ ଘରୁ ମହିଳାଙ୍କ ଅଧାପୋଡ଼ା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ

ବନ୍ଦ ଘରୁ ମହିଳାଙ୍କ ଅଧାପୋଡ଼ା ମୃତଦେହ ଉଦ୍ଧାର l ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ । କଳାହାଣ୍ଡି ଜିଲା ଜୁନାଗଡ ଥାନା ଚିଚୈଗୁଡା ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି । ମୃତକଙ୍କ ନାଁ ପଦ୍ମାବତୀ ମେହେର । ସେ ଘରେ ଏକୁଟିଆ ରହୁଥିଲେ । ତାଙ୍କୁ କେହି ହତ୍ୟା କରିବା ପରେ ପୋଡ଼ି ଦେଇଥିବା…

୮ ଦିନ ପରେ ମାଟି ତଳୁ ମହିଳାଙ୍କ ଶବ ଜବତ, ହତ୍ୟା ଅଭିଯୋଗ ଆଣିଲେ ବାପଘର ଲୋକ

ମୋହନା (କେନ୍ୟୁଜ): ଗଜପତି ଜ଼ିଲ୍ଲା ଅଡବା ଥାନା ଅନ୍ତର୍ଗତ ରାଇଜୁକା ଗ୍ରାମରେ ପୋଡି ହୋଇ ମହିଳାଙ୍କ ମୃତ୍ୟୁ ଘଟଣାର ନୂଆ ମୋଡ଼ ନେଇଛି । ୮ ଦିନ ପରେ ଶ୍ମଶାନରୁ ମାଟି ଖୋଳି ଶବ ଜବତ କଲା ପୋଲିସ । ଝିଅକୁ ତାଙ୍କ ସ୍ୱାମୀ ଓ ଶାଶୁ ଘର ଲୋକେ ହତ୍ୟା କରି ପୋତି ଦେଇଥିବା ନେଇ ଝିଅର ବାପା ଥାନାରେ…

ଘର ଭିତରେ ପଡିଛି ସ୍ତ୍ରୀର ମୃତଦେହ, ୬ ମାସର ଛୁଆକୁ ଛାଡ଼ି ସ୍ୱାମୀ ଫେରାର

ବୌଦ୍ଧ (କେନ୍ୟୁଜ): ଘର ଭିତରେ ସ୍ତ୍ରୀର ମୃତଦେହ, ସ୍ୱାମୀ ଫେରାର। ୬ ମାସର ଛୁଆକୁ ଛାଡ଼ି ଫେରାର ହୋଇଯାଇଛି ସ୍ୱାମୀ । ବୌଦ୍ଧର ପଣୁଆ ସାହିରେ ଏହି ଘଟଣା ଘଟିଛି। ମହିଳା ଜଣଙ୍କ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଉଭୟ ସ୍ୱାମୀ-ସ୍ତ୍ରୀ ରାଜସ୍ଥାନରୁ ଆସି ବୌଦ୍ଧ ସହରର ୧ ନମ୍ବର ୱାର୍ଡରେ…

ଜଙ୍ଗଲରୁ ମିଳିଲା ମହିଳାଙ୍କ ଅଧାପୋଡ଼ା ମୃତଦେହ, ହତ୍ୟା ସନ୍ଦେହ

ବଲାଙ୍ଗିିର (କେନ୍ୟୁଜ): ଜଙ୍ଗଲରୁ ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର। ବଲାଙ୍ଗିିର ଜିଲ୍ଲା ସଇଁତଲା ବ୍ଲକ ଦେଢ଼ଲ ଗାଁ ଜଙ୍ଗଲରୁ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର କରିଛି ସଇଁତଲା ପୋଲିସ। ଜଙ୍ଗଲ ଭିତରେ ମହିଳାଙ୍କୁ ହତ୍ୟା କରିବା ପରେ ପୋଡି ଦେଇଥିବା ସନ୍ଦେହ କରାଯାଉଛି। ତାଙ୍କ ନାଁ ରତିନି…

ଗାଁ ଲୋକ ସଫା ମନା କରିଦେଲେ, ଅସହାୟ ବୃଦ୍ଧାଙ୍କ ଶବ ସତ୍କାର କଲେ ସ୍ବେଚ୍ଛାସେବୀ

ବରଗଡ଼ (କେନ୍ୟୁଜ୍‌) : ସତ୍ୟନାରାୟଣ ନାଗ । ବୟସ ୮୫ବର୍ଷ । ଦୀର୍ଘ ଦଶ ବର୍ଷରୁ ଊର୍ଦ୍ଧ୍ବ ହେବ ସେ ବରଗଡ ଜିଲ୍ଲା ତାଲଶ୍ରୀଗିଡା ଗାଁର ଜଗନ୍ନାଥ ନଗରରେ ରହୁଥିଲେ । ଅନ୍ୟ ଜାତିର ମହିଳା ଯମୁନା ନାଗଙ୍କୁ ବିବାହ କରିଥଲେ । ତେବେ ଅନେକ ଦିନରୁ ଅସୁସ୍ଥ ହୋଇ ଶଯ୍ୟାଶାୟୀ ଥିବା ସତ୍ୟନାରାୟଣଙ୍କ…

କଟକ ସେକ୍ଟର ୯ ଅଞ୍ଚଳରେ ଅଭାବନୀୟ ଘଟଣା: ବିଉଟି ପାର୍ଲରରୁ ମିଳିଲା ମହିଳାଙ୍କ ମୃତଦେହ

କଟକ(କେନ୍ୟୁଜ୍): ବିଉଟି ପାର୍ଲରରୁ ମହିଳାଙ୍କ ମୃତଦେହ ଉଦ୍ଧାର। ଖବରପାଇ ଘଟଣାସ୍ଥଳରେ ସାଇଣ୍ଟିଫିକ ଟିମ୍ ସହିତ ପହଁଚିଛି ମର୍କତନଗର ଥାନା ପୋଲିସ୍। ଏଯାଏ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବାବେଳେ, ମହିଳା ଜଣଙ୍କ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି। ଏହି ଘଟଣା କଟକ ସେକ୍ଟର ୯ ଅଂଚଳର…

ନାଳରୁ ମହିଳାଙ୍କ ମୃତଦେହ ଉଦ୍ଧାର, ତଦନ୍ତ ଆରମ୍ଭ କଲା ପୋଲିସ୍‌

ଯାଜପୁର ଟାଉନ(କେନ୍ୟୁଜ) : ଯାଜପୁର ଅନ୍ତର୍ଗତ ବିଂଝାରପୁର ଥାନା କପିଳା ଛକ ସୀମାଚତୁରୀ ନାଳରୁ ଜଣେ ନବବିବାହିତା ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଛି । କ୍ଲାସ କରିବା ପାଇଁ କହି ଘରୁ ଆସି ନାଳକୁ ଡେଇଁପଡିଲେ। ଯାଜପୁର ଜିଲ୍ଲା ବିଂଝାରପୁର ଥାନା ପ୍ରୀତିପୁର ଗାଁରେ ଘଟିଛି ଏହି ଅଭାବନୀୟ…

ବନ୍ଦ ଘରୁ ମିଳିଲା ମହିଳାଙ୍କ ଗଳିତ ମୃତଦେହ, ସ୍ବାମୀଙ୍କର ନାହିଁ ଖୋଜଖବର

ମୟୂରଭଞ୍ଜ (କେନ୍ୟୁଜ): ବନ୍ଦ ଘରୁ ମହିଳାଙ୍କ ଗଳିତ ଶବ ଉଦ୍ଧାର । ଏଭଳି ଘଟଣା ଦେଖିବାକୁ ମିଳିଛି ମୟୁରଭଞ୍ଜ ଜିଲ୍ଲା ବାରିପଦା ସହର ୨୬ ନମ୍ବର ୱାର୍ଡ ଭୁଗୁଡାକଟା ଅଞ୍ଚଳରେ । ଘରୁ ଦୁର୍ଗନ୍ଧ ବାହାରିବାରୁ ପୋଡଶି ପୋଲିସକୁ ଖବର ଦେଇଥିଲେ । ବାରିପଦା ଟାଉନ ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି…

ଗାଁ ପୋଖରୀରୁ ନିଖୋଜ ମହିଳାଙ୍କ ପଥରରେ ହାତ ଗୋଡ଼ ବନ୍ଧା ମୃତଦେହ ଉଦ୍ଧାର, ସ୍ୱାମୀ ଫେରାର୍

ସୋର(କେନ୍ୟୁଜ୍): ବାଲେଶ୍ଵର ଜିଲ୍ଲା ସିମୁଳିଆ ଥାନା ପାହି ତୋରଣା ପଞ୍ଚାୟତ ଦୋରା ଗ୍ରାମରେ ଅଘଟଣ । ନିଖୋଜ ଥିବା ମହିଳାଙ୍କର ପଥରରେ ହାତ ଗୋଡ଼ ବନ୍ଧା ମୃତଦେହକୁ ଉଦ୍ଧାର। ମୃତ ମହିଳା ହେଲେ କୁନୁ ଲତା ନାୟକ। ମୃତ ମହିଳାଙ୍କ ସ୍ୱାମୀ ଧନେଶ୍ୱର ନାୟକ ୨ଦିନ ଧରି ଫେରାର ଥିବାନେଇ ପୋଲିସ ପକ୍ଷରୁ…

ଟଙ୍କା କେଇଟା ପାଇଁ ମାନବିକତା ଭୁଲିଗଲା ଆମ୍ବୁଲାନ୍ସ ଚାଳକ, ରାସ୍ତାକଡରେ ଫିଙ୍ଗି ଦେଇ ଚାଲିଗଲା ମହିଳାଙ୍କ ମୃତଦେହ

ଯାଜପୁର(କେନ୍ୟୁଜ୍‌): ଟଙ୍କା କେଇଟା ପାଇଁ ମାନବିକତା ଭୁଲିଗଲା ଆମ୍ବୁଲାନ୍ସ ଚାଳକ । ଦାବି ମୂତାବକ ଟଙ୍କା ନଦେଇ ପାରିବାରୁ ମହିଳାଙ୍କ ମୃତଦେହକୁ ରାସ୍ତାକଡରେ ଫିଙ୍ଗି ଦେଇ ଚାଲିଗଲା । ରାତି ସାରା ରାସ୍ତାକଡରେ ପଡିରହିଲା ମୃତଦେହ । ଏଭଳି ଅଭାବନୀୟ ଘଟଣା ଘଟିଛି ଯାଜପୁର ଜିଲ୍ଲା ଛତିଆ…

କୋୟେମ୍ବଟୁର: ସିସିଟିଭିରେ କଏଦ ହେଲା ପୂରା ଘଟଣା, ଦେଖନ୍ତୁ ଚଳନ୍ତା କାର୍‌ରୁ କେମିତି ମହିଳାଙ୍କୁ ଫିଙ୍ଗି ଦେଉଛନ୍ତି…

କୋୟେମ୍ବଟୁରରୁ ଏକ ଛାତିଥରା ଘଟଣା ସାମ୍ନାକୁ ଆସିଛି। ଏଠାରେ କିଛି ଦୁର୍ବୃତ୍ତ ଜଣେ ମହିଳାଙ୍କୁ ଚଳନ୍ତା ସ୍କର୍ପିଓ କାର୍‌ରୁ ବାହାରକୁ ଫିଙ୍ଗି ଦେଇ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି। ପୋଲିସ ମଙ୍ଗଳବାର ସକାଳେ ମହିଳାଙ୍କ ମୃତଦେହକୁ ରାଜପଥରୁ ଜବତ କରିଛି। ଏହି ପୂରା ଘଟଣା ସେଠାରେ ଲାଗିଥିବା…