କୋଲକାତା ନାଇଟ ରାଇଡର୍ସ ଠାରୁ ଶୋଚନୀୟ ଭାବେ ହାରିଲା ଲକ୍ଷ୍ନୌ ସୁପରଜାଏଣ୍ଟସ
କୋଲକାତା ନାଇଟ ରାଇଡର୍ସ ଠାରୁ ଶୋଚନୀୟ ଭାବେ ପରାସ୍ତ ହେଲା ଲକ୍ଷ୍ନୌ ସୁପରଜାଏଣ୍ଟସ। କେକେଆର ୨୩୬ ରନର ଲକ୍ଷ୍ୟ ଦେବା ପରେ ନିୟମିତ ବ୍ୟବଧାନରେ ୱିକେଟ ହରାଇ ୨୩ ବଲ ପୂର୍ବରୁ ମାତ୍ରା ୧୩୭ ରନ୍ କରି ଅଲ ଆଉଟ ହୋଇ ଯାଇଥିଲା ଲକ୍ଷ୍ନୌ ।
ଉଭୟ ବ୍ୟାଟିଂ ଓ ବୋଲିଂରେ ଦୁର୍ବଳ ପ୍ରଦର୍ଶନ କରି କେକେଆରକୁ ଏକତରଫା ବିଜୟ ଉପହାର ଦେଇଥିଲା ଲକ୍ଷ୍ନୌ । ଏକାଦଶ ମ୍ୟାଚରୁ ଅଷ୍ଟମ ବିଜୟ ସହ କେକେଆର ପଏଣ୍ଟ ତାଲିକାର ପ୍ରଥମ ସ୍ଥାନକୁ…
Read More...