ଉପକୂଳରେ ଆଶ୍ବସ୍ତି, ୪୫ ଡିଗ୍ରୀ ସହ ବଲାଙ୍ଗୀର ଆଜି ରାଜ୍ୟର ସବୁଠାରୁ ଉତ୍ତପ୍ତ ସହର
ଭୁବନେଶ୍ୱର : ଉପକୂଳରେ ଆଶ୍ବସ୍ତି। ଜଳୁଛି ଆଭ୍ୟନ୍ତର ଓ ପଶ୍ଚିମ ଓଡ଼ିଶା । ବଲାଙ୍ଗୀର ଆଜି ରାଜ୍ୟର ସବୁଠାରୁ ଉତ୍ତପ୍ତ ସହର ପାଲଟିଛି । ତାପମାତ୍ରା ରେକର୍ଡ ହୋଇଛି ୪୫ ଡିଗ୍ରୀ । ୪୨ .ଡିଗ୍ରୀ ଉପରେ ରହିଛି ୧୮ ସହରର ତାପମାତ୍ରା । ୪ ତାରିଖରୁ ଅତ୍ୟଧିକ ଗରମରୁ ମିଳିବ ସାମାନ୍ୟ ଆଶ୍ବସ୍ତି । ଦକ୍ଷିଣ ଦିଗରୁ ଜଳୀୟ ବାଷ୍ପପୂର୍ଣ୍ଣ ବାୟୁ ଉପକୂଳ ଓଡ଼ିଶା ଓ ପାର୍ଶ୍ବବର୍ତ୍ତୀ ଅଞ୍ଚଳକୁ ପ୍ରବେଶ କରୁଛି ।
ଏହାର ପ୍ରଭାବରେ…
Read More...