କାମ୍ବୋଡିଆର ଅଙ୍ଗକୋର ୱାଟ ହେଉଛି ବିଶ୍ୱର ସବୁଠାରୁ ବଡ ଧାର୍ମିକ ସ୍ମାରକୀ
ଦୁନିଆରେ ପୂର୍ବରୁ ୭ଟି ସ୍ମାରକୀର କୃତିକୁ ସପ୍ତମାଶ୍ଚର୍ଯ୍ୟ ବୋଲି କୁହାଯାଏ । କିନ୍ତୁ ବର୍ତ୍ତମାନ ଦକ୍ଷିଣ ପୂର୍ବ ଏସିଆ କାମ୍ବୋଡିଆର ମଧ୍ୟଭାଗରେ ଅବସ୍ଥିତ ଅଙ୍ଗକୋର ୱାଟକୁ ଅଷ୍ଟମାଶ୍ଚର୍ଯ୍ୟ ବୋଲି କହୁଛନ୍ତି ।
ତେବେ କାମ୍ବୋଡିଆର ମଧ୍ୟଭାଗରେ ଅବସ୍ଥିତ ଅଙ୍ଗକୋର ୱାଟ, ଇଟାଲୀର ପମ୍ପିଓକୁ ଅତିକ୍ରମ କରି ପୃଥିବୀର ଅଷ୍ଟମ ଆଶ୍ଚର୍ଯ୍ୟ ପାଲଟିଛି । ସମସ୍ତ ମଧ୍ୟରେ ନୂତନ କୋଠା, ପ୍ରକଳ୍ପ ଏବଂ ଡିଜାଇନ୍କୁ ଦିଆଯାଇଥିବା ଏକ…
Read More...