Below header

ପୋଷା କୁକୁରକୁ ନିଶା ଦେଇ ଘରୁ ଲୁଟ କଲେ ଦୁର୍ବୃତ୍ତ, ନେଇଗଲେ ଲକ୍ଷାଧିକ ଟଙ୍କାର ଅଳଙ୍କାର

ମହାକାଳପଡା : ପୋଷା କୁକୁରକୁ ନିଶା ଦେଇ ଘରୁ ଲୁଟ କରିଲେ ଦୁର୍ବୃତ୍ତ l  କେନ୍ଦ୍ରାପଡା ଜିଲ୍ଲା ମହାକାଳପଡ଼ା ଥାନା ଅଧୀନ ଦଧିପୁର  ଗ୍ରାମର  ଅମୀୟ ପ୍ରଧାନଙ୍କ ଘରୁ ବିଳମ୍ବିତ ରାତିରେ ଚୋରି ହୋଇଥିବା ନେଇ ମହାକାଳପଡା ଥାନାରେ ଲିଖିତ ଅଭିଯୋଗ ହୋଇଛି  l ଘରେ ରହୁଥିବା ଏକ ପୋଷା କୁକୁରକୁ ନିଶା…

ଓଡ଼ିଶାରେ ବିଜେପିର କେନ୍ଦ୍ରୀୟ ନେତୃତ୍ବ, ମନ୍ତ୍ରୀ ଏସ ଜୟଶଙ୍କରଙ୍କ ପରେ ଆସିବେ ଜେପି ନଡ୍ଡା

ପଛକୁ ପଛ ଓଡ଼ିଶା ଆସୁଛନ୍ତି ବିଜେପିର କେନ୍ଦ୍ରୀୟ ନେତୃତ୍ବ । ଭୁବନେଶ୍ବରରେ ପହଞ୍ଚିଛନ୍ତି ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର । ଆଜିି ଠାରୁ ୨ ଦିନିଆ ଗସ୍ତରେ ଆସିଛନ୍ତି ବୈଦେଶିକ ମନ୍ତ୍ରୀ । ଭୁବନେଶ୍ବର, କଟକ ଓ ସମ୍ବଲପୁର କାର୍ଯ୍ୟକ୍ରମରେ ସାମିଲ ହେବେ । ଆଜି ଭୁବନେଶ୍ବରରେ କାର୍ଯ୍ୟକ୍ରମ ପରେ…

କଟକରେ ଦୁଇଟି ସ୍ଥାନରେ ଅଗ୍ନିକାଣ୍ଡ, ଏଲପିଜି ଗ୍ୟାସ ସିଲିଣ୍ଡରରୁ ଲାଗିଲା ନିଆଁ

କଟକରେ ଦୁଇଟି ସ୍ଥାନରେ ଅଗ୍ନିକାଣ୍ଡ । ବକ୍ସିବଜାର ପଟାପୋଲ ଅଞ୍ଚଳରେ ଜନୈକ ବ୍ୟକ୍ତିଙ୍କ ଘରେ ଏଲ ପି ଜି ଗ୍ୟାସ ସିଲିଣ୍ଡର ଲିକ ହୋଇ ଲାଗିଲା ନିଆଁ। ନିଆଁ ଲାଗି ଘର ଜଳୁଥିବା ସମୟରେ ଫାଟିଲା ଘର ଭିତରେ ଥିବା ଗ୍ୟାସ ସିଲିଣ୍ଡର। ଜଣେ ବ୍ୟକ୍ତିଙ୍କ ଉପର ମହଲାରେ ଥିବା ଆଜବେଷ୍ଟ ଘରେ ଏହି…

ଆଉ ଗୋଟେ ଦିନ ପରେ ମିଳିବ ଆଶ୍ୱସ୍ତି, ରାଜ୍ୟର ଅନେକ ସ୍ଥାନରେ ହେବ ବର୍ଷା

ଭୁବନେଶ୍ୱର : କମିବ ଦିନର ତାତି। ମିଳିବ ଆଶ୍ୱସ୍ତି । ଆଗାମୀ ୨୪ ଘଣ୍ଟାରେ ଉପକୂଳ ସମେତ କିଛି ପାର୍ଶ୍ୱବର୍ତ୍ତୀ ଜିଲ୍ଲାରେ କାଳବୈଶାଖୀ ସମ୍ଭାବନା ରହିଛି ।  ଆଗାମୀ ଦୁଇ ଦିନ ପରେ ରାଜ୍ୟର ଅନେକ ସ୍ଥାନରେ କାଳବୈଶାଖୀ ପ୍ରଭାବରେ ୩ରୁ ୫ ଡିଗ୍ରୀ ଯାଏ ତାପମାତ୍ରାରେ ହ୍ରାସ ଘଟିବା ସମ୍ଭାବନା…

ଡିଲ ବେଳ ମାଡି ବସିଲା ପୋଲିସ, ୨୬୪ ଗ୍ରାମର ବ୍ରାଉନସୁଗର ସହ ଜଣେ ଗିରଫ

ଜଳେଶ୍ବର: ଧଳା ଜହର ଡିଲ ବେଳ ମାଡି ବସିଲା ପୋଲିସ | ବାଲେଶ୍ବର ଜିଲ୍ଲା ଜଳେଶ୍ବର ଥାନା ଅନ୍ତର୍ଗତ ଆମ୍ବଳି ଅଠା ଛକ ନିକଟରେ ଚଢଉ କରି 264 ଗ୍ରାମର ବ୍ରାଉନସୁଗର ସମେତ ଜଣେ ବେପାରୀକୁ ଗିରଫ କରିଛି ଜଳେଶ୍ବର ପୋଲିସ | ଜବତ ବ୍ରାଉନସୁଗରର ଆନୂମାନିକ ମୂଲ୍ଯ 26 ଲକ୍ଷ 40 ହଜାର ଟଙ୍କା ହେବ ବୋଲି…

ଘଷିପୁରା ଆସନରୁ ସ୍ବାଧୀନ ଭାବେ ଲଢ଼ିବେ ସୌମ୍ୟରଞ୍ଜନ, ଆସନ୍ତା ୬ରେ ନାମାଙ୍କନ

ସ୍ବାଧୀନ ଭାବେ ଲଢ଼ିବେ ସୌମ୍ୟରଞ୍ଜନ । କେନ୍ଦୁଝର ଜିଲ୍ଲା ଘଷିପୁରା ଆସନରୁ ସ୍ବାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ିବେ ସୌମ୍ୟ ରଞ୍ଜନ ପଟ୍ଟନାୟକ । ଆସନ୍ତା ୬ ତାରିଖରେ କରିବେ ନାମାଙ୍କନ । !ପିତୃଋଣ ପରିଶୋଧ କରିବାକୁ ବୋଧ ହୁଏ ଏହି ସୁଯୋଗ ଭଗବାନ ଦେଇଥିବା କହିଛନ୍ତି ସୌମ୍ୟ ! । ଆନନ୍ଦପୁରରେ…

ଅର୍ଥ ବିଭାଗର ସ୍ୱତନ୍ତ୍ର ସଚିବ ଭାବେ ବଦଳି ହେଲେ ସୁଜାତା ରାଉତ କାର୍ତ୍ତିକେୟନ, ଶାଳିନୀ ପଣ୍ଡିତଙ୍କୁ ମିସନ ଶକ୍ତି…

ଭୁବନେଶ୍ବର:  ଆଇଏଏସ୍ ସୁଜାତା ରାଉତ କାର୍ତ୍ତିକେୟନଙ୍କୁ ଶୁକ୍ରବାର ଅର୍ଥ ବିଭାଗର ସ୍ୱତନ୍ତ୍ର ସଚିବ ଭାବେ ବଦଳି କରାଯାଇଛି । ୨୦୦୦ ବ୍ୟାଚ୍‌ର ଆଇଏଏସ୍ ଶ୍ରୀମତୀ କାତ୍ତିକେୟନ ମିସନ ଶକ୍ତି ସଚିବ ପଦରେ ଅବସ୍ଥାପିତ ଥିଲେ । ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଏନେଇ ବିଜ୍ଞପ୍ତି…

ସୋସିଆଲ ମିଡ଼ିଆରେ ଆପତ୍ତିଜନକ ପୋଷ୍ଟ କରୁଥିଲେ ସାବଧାନ, ହେବ କାର୍ଯ୍ୟାନୁଷ୍ଠାନ

ଆପତ୍ତିଜନକ ପୋଷ୍ଟ କରୁଥିଲେ ସାବଧାନ ।  ନିର୍ବାଚନ ସମୟରେ ଆପତ୍ତିଜନକ ପୋଷ୍ଟ କଲେ ହେବ କାର୍ଯ୍ୟାନୁଷ୍ଠାନ । ନିର୍ବାଚନ କମିଶନଙ୍କ ଗାଇଡ ଲାଇନ୍ ଅନୁଯାୟୀ ଗଠନ କରାଯାଇଛି ସୋସିଆଲ ମିଡ଼ିଆ ମନିଟରିଂ ସେଲ । କ୍ରାଇମ୍ ବ୍ରାଞ୍ଚ IG ସଫିନ ଅହମଦ ଏହାର ନୋଡାଲ ଅଧିକାରୀ ରହିଛନ୍ତି । ମାର୍ଚ୍ଚ…

ସାହିପଲା ଚେକ ପୋଷ୍ଟରେ ୪ ଲକ୍ଷ ୮୯ ହଜାର ଟଙ୍କା ଜବତ

ନୂଆପଡା : ବରଗଡ଼ ସୀମାନ୍ତ ସାହିପଲା  ଚେକପୋଷ୍ଟରେ ୪ ଲକ୍ଷ  ୮୯  ହଜାର ଟଙ୍କା ନୂଆପଡା ପୋଲିସ ଦ୍ୱାରା ଜବତ ହୋଇଛି l  ଆଜି ପଡୋଶୀ ବରଗଡ଼ ଜିଲ୍ଲାରୁ ନୂଆପଡା ଅଭିମୁଖେ ଆସୁଥିବା ଓମିନି କାରକୁ ସାହିପଲା ଚେକପୋଷ୍ଟରେ ପୋଲିସ ଯାଞ୍ଚ କରିଥିଲା l ଯାଞ୍ଚ ବେଳେ ଓମିନି କାର ଗାଡ଼ିରୁ ନଗଦ ୪ ଲକ୍ଷ…

ଚୋରି ଘଟଣାରେ ୨ ଗିରଫ, ୮୫ ଗ୍ରାମ ସ୍ବର୍ଣ୍ଣ ଅଳଙ୍କାର ଜବତ

ଗଜପତି : ଗଜପତି ଜିଲ୍ଲା ପାରଳାଖେମୁଣ୍ଡି, ଗୁରାଣ୍ଡି ଓ କାଶିନଗର ଥାନା ଅଧୀନରେ ହୋଇଥିବା ୭ଟି ଚୋରୀ ଘଟଣାରେ ପୋଲିସ ୨ଜଣଙ୍କୁ ଗିରଫ କରିଛି । ସେମାନଙ୍କ ନିକଟରୁ 85 ଗ୍ରାମ ସ୍ବର୍ଣ୍ଣ ଅଳଙ୍କାର ସମେତ  ଗୋଟିଏ ମୋବାଇଲ ଓ ବାଇକ ଜବତ ହୋଇଛି । ଗିରଫ ହୋଇଥିବା ବ୍ଯକ୍ତିମାନେ ହେଉଛନ୍ତି…

ଗାଧୋଇବା ବେଳେ ବୁଡ଼ିଗଲେ ଯୁକ୍ତ ଦୁଇ ଛାତ୍ର

ସାଲେପୁର : ସାଲେପୁରରେ ଘଟିଯାଇଛି ଏକ ଅଭାବନୀୟ ଘଟଣା l ନଦୀରେ ଗାଧୋଇବା ବେଳେ ବୁଡ଼ିଯାଇ ସାଲେପୁର କଲେଜର ଜଣେ ଯୁକ୍ତ ଦୁଇ ଛାତ୍ରଙ୍କ ମୃତ୍ୟୁ ଘଟିଛି l ମୃତ ଛାତ୍ର ହେଲେ ସାଲେପୁର ବ୍ଲକ ମୁର୍କୁଣ୍ଡି ଗାଁର ଅମୁଲ୍ୟ ବେହେରାଙ୍କ ପୁଅ ପ୍ରିତିରଞ୍ଜନ ବେହେରା l ପ୍ରୀତରଞ୍ଜନ ସାଙ୍ଗଙ୍କ ସହ…

ଚିକିତ୍ସା ଅବହେଳାରୁ ରୋଗୀ ମୃତ୍ୟୁ ଅଭିଯୋଗ, ଡାକ୍ତରଙ୍କୁ ମାଡ଼

ଜଳେଶ୍ଵର : ରଣଭୂମୀ ପାଲଟିଲା ଡାକ୍ତରଖାନା । ଚିକିତ୍ସା ଅବହେଳାରୁ ରୋଗୀ ମୃତ୍ୟୁ ଅଭିଯୋଗ ଆଣି ଡାକ୍ତରଙ୍କୁ ମାଡ଼ । ବାଲେଶ୍ବର ଜିଲ୍ଲା ଜଳେଶ୍ଵର ସ୍ଥିତ ଜିକେ ଭଟ୍ଟର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଉତ୍ତେଜନା । ଗୋଷ୍ଠୀ ସ୍ବାସ୍ଥ୍ଯକେନ୍ଦ୍ରର ଇନଚାର୍ଜ ଡାକ୍ତର ଦିଲ୍ଲିପ ପାତ୍ରଙ୍କୁ ମାଡ…