ଚଳନ୍ତା କାର୍‌ର ଡୋର୍‌କୁ ଧରି ପୁଶ୍‌ଅପ୍‌ ମାରୁଥିଲେ ପାକିସ୍ତାନୀ ଯୁବକ, ଏବେ ଗଲେ ଜେଲ୍‌; ଭିଡିଓ ଭାଇରାଲ

ଚଳନ୍ତା କାର୍‌ରେ ପୁଶ୍‌ଅପ୍‌ ମାରିଲେ ବ୍ୟକ୍ତି। ବିଶ୍ୱାସ ଲାଗୁନଥିଲେ ବି ଘଟଣାଟି ସମ୍ପୂର୍ଣ୍ଣ ସତ। କିନ୍ତୁ ଏଭଳି ଦୁଃସାହସିକ କାର୍ଯ୍ୟ ପାଇଁ ତାଙ୍କୁ କିଛି କମ୍‌ ହଟହଟା ହେବାକୁ ପଡ଼ିନି। ଚଳନ୍ତା କାରରେ ପୁଶ୍‌ଅପ୍‌ ମାରି ବନ୍ଧା ବି ହୋଇଛନ୍ତି। ଏଭଳି ଘଟଣା ଘଟିଛି ପାକିସ୍ତାନରେ। ଏଠାରେ…

ତାପସୀ ପନ୍ନୁ, ଅନୁରାଗ କଶ୍ୟପଙ୍କ ସମେତ ଏସବୁ ଫିଲ୍ମ ଷ୍ଟାରଙ୍କ ଘରେ ଆୟକର ଚଢ଼ଉ

ପୁଣିଥରେ ଆୟକର ବିଭାଗ ରାଡାରରେ ଅଛନ୍ତି ବଲିଉଡ୍‌ ସେଲିବ୍ରିଟି। ରିପୋର୍ଟ ମୁତାବକ, ଅଭିନେତ୍ରୀ ତାପସୀ ପନ୍ନୁ, ଡାଇରେକ୍ଟର ଅନୁରାଗ କଶ୍ୟପ, ପ୍ରଯୋଜକ ମଧୁ ମଣ୍ଟେନା ଓ ନିର୍ଦ୍ଦେଶକ ବିକାଶ ବହଲଙ୍କ ଘରେ ବୁଧବାର ଆୟକର ବିଭାଗ ଚଢ଼ଉ କରିଛି। ଆୟକର ବିଭାଗ ଏବେ ଫେଣ୍ଟମ୍‌ ଫିଲ୍ମ ସହ ଜଡ଼ିତ…

କାହିଁକି ଏବେ ଯାଏଁ ଥାନାରେ ଲଗାଯାଇନି ସିସିଟିଭି? କେନ୍ଦ୍ର ସରକାରଙ୍କ ଉପରେ ଭୀଷଣ ଅସନ୍ତୁଷ୍ଟ ହେଲେ ସୁପ୍ରିମ୍‌କୋର୍ଟ

କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ(ସିବିଆଇ), ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଓ ଜାତୀୟ ତଦନ୍ତ ଏଜେନ୍ସି(ଏନ୍‌ଆଇଏ) ସମେତ ବିଭିନ୍ନ ତଦନ୍ତକାରୀ ସଂସ୍ଥାର କାର୍ଯ୍ୟାଳୟରେ ସିସିଟିଭି କ୍ୟାମେରା ଲଗାଇବା ମାମଲାରେ କେନ୍ଦ୍ର ସରକାରଙ୍କ ପଛଘୁଞ୍ଚା ଉପରେ ସୁପ୍ରିମ୍‌କୋର୍ଟ ମଙ୍ଗଳବାର ଗଭୀର ଅସନ୍ତୋଷ…

ଆସିଲାଣି ଖରାଦିନ, ପିଲାଙ୍କୁ ଘରେ ହିଁ ତିଆରି କରି ଦିଅନ୍ତୁ ଟେଷ୍ଟି ଓ୍ଵାଟରମିଲନ୍‌ ସ୍ଲସ୍‌

ଆସିଲାଣି ଖରାଦିନ। ଏବେଠୁ ସୂର୍ଯ୍ୟଙ୍କ ପ୍ରଭାବ ନଜର ଆସିଲାଣି। ଖରା ଏତେ ଅଧିକ ହେଉଛି ଯେ ଘରୁ ବାହାରିବା ବି ଏକ ପ୍ରକାରର ଅସମ୍ଭବ ହେଇପଡ଼ିଲାଣି। ତେବେ ଏହି ଖରାଦିନ ଆସିଲେ ପାନୀୟ ଜଳର ଚାହିଦା ବଢ଼ିଯାଏ, ଆଉ ସମସ୍ତେ ଟିକେ ଜୁସ୍‌, ଥଣ୍ଡା ପାଣି, ଦହି ସରବତ ଓ ଲସି ଆଦି ପିଇବାକୁ ପସନ୍ଦ…

ପ୍ରଥମ ଥର ପାଇଁ ଦେଖିବାକୁ ମିଳିଲା ହଳଦିଆ ରଙ୍ଗର ପେଙ୍ଗୁଇନ୍‌, ଫଟୋଗ୍ରାଫର ବି ଦେଖି ଆଶ୍ଚର୍ଯ୍ୟ

ଓ୍ଵାଇଲ୍ଡ ଲାଇଫ୍‌ ଫଟୋଗ୍ରାଫରମାନେ ସବୁବେଳେ ଆଶ୍ଚର୍ଯ୍ୟ କରି ଦେବା ଭଳି ଫଟୋ ଉଠାଇ ସମସ୍ତଙ୍କୁ ଚକିତ କରିଦେଇଥାନ୍ତି। ନିକଟରେ ସେଭଳି ଏକ ଘଟଣା ସାମ୍ନାକୁ ଆସିଛି। ଓ୍ଵାଇଲ୍ଡ ଲାଇଫ୍‌ ଫଟୋଗ୍ରାଫର ୟଭେସ୍‌ ଆଡମ୍ସ ଏକ ବିରଳ ଫଟୋ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ସେୟାର କରିଛନ୍ତି। ସେ ନିଜ…

ରାମ ମନ୍ଦିର ପାଇଁ ୨,୧୪,୨୧୪ ଟଙ୍କିଆ ‘ରାମରାମ’ଚେକ୍‌ ଦେଲେ ବ୍ୟକ୍ତି, କ୍ରିଏଟିଭିଟି ଦେଖି ସମସ୍ତେ ଆଶ୍ଚର୍ଯ୍ୟ

ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ଲୋକମାନେ ବର୍ଷ ବର୍ଷ ଧରି ଅପେକ୍ଷା କରିଥିଲେ। କେବଳ ଅଯେଧ୍ୟାବାସୀ ନୁହେଁ, ପୂରା ଦେଶର ଛୋଟ ବଡ଼ ସମସ୍ତ ବ୍ୟକ୍ତି ରାମ ମନ୍ଦିର ନିର୍ମାଣର ସ୍ୱପ୍ନ ଦେଖିଛନ୍ତି, ଯାହା ଏବେ ପୂରଣ ହେଉଥିବା ଦେଖାଯାଇଛି। ନିଧି ସମର୍ପଣ ଅଭିଯାନରେ ଦେଶର ସାନଠୁ ବଡ଼ ଯାଏଁ…

ସ୍କୁଟି କାନ୍ଧେଇକି ରାସ୍ତାରେ ଚାଲିଲେ ବ୍ୟକ୍ତି, କାରଣ ଜାଣିଲେ ହସି ହସି ଗଡ଼ିବେ; ଦେଖନ୍ତୁ ଭିଡିଓ

ପେଟ୍ରୋଲର ବର୍ଦ୍ଧିତ ଦରକୁ ନେଇ ଏବେ ଦେଶରେ ମାହୋଲ ସରଗରମ ରହିଛି। ଏଭଳି ସ୍ଥିତିରେ ହିମାଚଳ ପ୍ରଦେଶର କୁଲ୍ଲୁରେ ଗେମନ ବ୍ରିଜ୍‌ ନିକଟରେ ଏକ ଅଦ୍ଭୁତ ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ବ୍ୟକ୍ତି ସ୍କୁଟିକୁ କାନ୍ଧରେ ଟେକି ଟେକି ନେଉଥିବା ଦେଖାଯାଇଛି। ଭିଡିଓଟି ସୋସିଆଲ ମିଡିଆରେ ପ୍ରବଳ…

ଏବେ ଦିନକର ଛୁଆର ବି ହେବ ଆଧାର କାର୍ଡ, ଜାଣନ୍ତୁ କେମିତି କରିବେ ଅନ୍‌ଲାଇନ୍‌ ଆବେଦନ

ବର୍ତ୍ତମାନ ସମୟରେ ଆଧାରକାର୍ଡ ସମସ୍ତଙ୍କ ପାଇଁ ଅନିବାର୍ଯ୍ୟ। ଏହା ଦ୍ୱାରା ସମସ୍ତ ସରକାରୀ ଓ ପ୍ରାଇଭେର୍ଟ ସଂସ୍ଥାର ସୁବିଧାର ଲାଭ ଉଠାଇ ହେବ। ଏବେ ନିକଟରେ UIDAI ଟ୍ଵିଟରରେ ଏକ ନୋଟିଫିକେସନ୍‌ ଜାରି କରିଛନ୍ତି। ଏଥିରେ କୁହାଯାଇଛି ଯେ ଆଧାରକାର୍ଡ ଏବେ ନବଜାତ ଶିଶୁଙ୍କ ପାଇଁ ମଧ୍ୟ ଉପଲବ୍ଧ…

୬୦ ଘଣ୍ଟାର ବ୍ୟାଟେରୀ ବ୍ୟାକ୍‌ଅପ୍‌ ସହ ଭାରତରେ ଲଞ୍ଚ୍‌ ହେଲା Gionee Max Pro

ଜିଓନି ନିଜ ନୂଆ ତଥା ବଜେଟ୍‌ ସ୍ମାର୍ଟଫୋନ୍ ‌Gionee Max Proକୁ ଭାରତରେ ଲଞ୍ଚ୍‌ କରିଛି। କମ୍‌ ଦାମ୍‌ରେ ଅଧିକ ଫିଚର ଚାହୁଁଥିବା ବ୍ୟକ୍ତିଙ୍କ ପାଇଁ ଏହି ଫୋନ୍‌ ସବୁଠୁ ଭଲ ବିକଳ୍ପ। ଏହା ଏକ ଏଣ୍ଟ୍ରି ଲେବଲ ସ୍ମାର୍ଟଫୋନ୍‌। ଫୋନ୍‌ରେ ୬୦୦୦ mAh ର ବଡ଼ ବ୍ୟାଟେରୀ ସହ ୬.୫୨ ଇଞ୍ଚ୍‌ର ବଡ଼…

୫୦ ବର୍ଷରେ ବି ପୂରା ଫିଟ୍‌ ଅଛନ୍ତି ରାହୁଲ ଗାନ୍ଧୀ, ୯ ସେକେଣ୍ଡରେ ମାରିଲେ ୧୩ ଥର ପୁଶଅପ୍‌

କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏବେ ତାମିଲନାଡ଼ୁ ଗସ୍ତରେ ଅଛନ୍ତି। ସୋମବାର ରାହୁଲ କନ୍ୟାକୁମାରୀରେ ରୋଡ୍‌ ଶୋ’ କରିଥିଲେ। କିନ୍ତୁ ଏ ଅବସରରେ ସେ ଏକ ଭିନ୍ନ ଅନ୍ଦାଜରେ ନଜର ଆସିଥିଲେ। କନ୍ୟାକୁମାରୀରେ ରାହୁଲ ଗାନ୍ଧୀ ଯୁବ ଛାତ୍ରଛାତ୍ରୀଙ୍କ ସହ କଥା ହୋଇଥିଲେ। ଏହି ଗସ୍ତରେ ରାହୁଲ ଜଣେ ଛାତ୍ର…

ମଣିଷ ସହିତ ଦେବୀଙ୍କ ବାହାଘର, ଏମିତି ବିବାହ ହୋଇଛି କେନ୍ଦ୍ରାପଡ଼ାର ବଜରପୁର ଗାଁରେ

ଷ୍ଟେରିଓ ମ୍ୟୁଜିକର ତାଳେ ତାଳେ ବରଯାତ୍ରୀଙ୍କ ପାଦ ଉଠୁଛି ଆଉ ପଡୁଛି। ବର ଆସୁଛି। ବାଜା ରୋଷଣୀରେ କମ୍ପୁଛି ଗାଁ ଦାଣ୍ଡ। ରାସ୍ତାର ଦୁଇ କଡ଼ରେ ଭିଡ ଜମାଇଛନ୍ତି ଦେଖଣାହାରୀ। ସମସ୍ତେ ଏହାକୁ ଏକ ବରଯାତ୍ରୀ ଶୋଭାଯାତ୍ରା ଭାବୁଥିଲେ କିନ୍ତୁ ଏ କୌଣସି ସାଧାରଣ ବାହାଘରର ଦୃଶ୍ଯ ନୁହେଁ। ଏହା…

ହାପି ବର୍ଥ ଡେ’ ଡିୟର! ଜନ୍ମଦିନରେ ଟାଇଗର ଶ୍ରଫ୍‌ଙ୍କୁ ଖାସ୍‌ ଅନ୍ଦାଜ୍‌ରେ ଶୁଭେଚ୍ଛା ଜଣାଇଲେ ଦିଶା ପଟାନୀ

ଆଜି ଟାଇଗର ଶ୍ରଫ୍‌ ନିଜ ୩୧ ତମ ଜନ୍ମ ଦିନ ପାଳନ କରୁଛନ୍ତି। ଏ ଅବସରରେ ଦିଶା ପଟାନୀ ସୋସିଆଲ ମିଡିଆରେ ତାଙ୍କର ଏକ ଖାସ୍‌ ଫଟୋ ସେୟାର କରି ଶୁଭେଚ୍ଛା ଜଣାଇଛନ୍ତି। ଟାଇଗରଙ୍କ ନିକଟରେ ରିଲିଜ୍‌ ହୋଇଥିବା ମ୍ୟୁଜିକ ଭିଡିଓ ବିଷୟରେ ସୂଚନା ଦେଇ ଦିଶା ତାଙ୍କୁ ‘କାସାନୋଭା’ମଧ୍ୟ କହିଛନ୍ତି।…