ଅହରହ ଜଳୁଛି ଶିମିଳିପାଳ ଅଭୟାରଣ୍ୟ, ନିଆଁ ଲାଗି ବହୁ ଔଷଧୀୟ ଗଛ ଲତା ନଷ୍ଟ
କରଞ୍ଜିଆ (କେନ୍ୟୁଜ): ଜଳୁଛି ଶିମିଳିପାଳ । ଗତ କିଛି ଦିନ ଧରି ଶିମିଳିପାଳ ଅଭୟାରଣ୍ୟରେ ନିଆଁ ଲାଗିଛି । ଶିମିଳିପାଳ ଅଭୟାରଣ୍ୟର ବହୁ ସ୍ଥାନରେ ଲାଗିଛି ନିଆଁ। ଗୋଟିଏ ପାହାଡ଼ରୁ ଆଉ ଗୋଟିଏ ପାହାଡ଼କୁ ନିଆଁ ମାଡି ଚାଲିଛି। ଆଜି ସକାଳୁ ଶିମିଳିପାଳ ଅଭୟାରଣ୍ୟର ୧୮ଟି ପଏଣ୍ଟରେ ନିଆଁ ଲାଗିଛି । ଗୋଟିଏ ପଟେ ଗ୍ରୀଷ୍ମ ପ୍ରବାହର ତାତି ଅସହ୍ୟ ଥିଲା ବେଳେ ଶିମିଳିପାଳରେ ନିଆଁ ଲିଭେଇବା ବନ ବିଭାଗ କର୍ମଚାରୀ ପାଇଁ ଚାଲେଞ୍ଚ…
Read More...