Browsing Category

ମନୋରଂଜନ

ବଢ଼ିଲା କଙ୍ଗନା ରାଣାଓ୍ଵତ୍‌ଙ୍କ ଚିନ୍ତା, ଶାନ୍ତି ଭଙ୍ଗ କରିବା ଅଭିଯୋଗରେ ମାମଲା ରୁଜୁ କଲା କର୍ଣ୍ଣାଟକ ପୋଲିସ

ବଢ଼ିଲା ବଲିଉଡ୍‌ ଅଭିନେତ୍ରୀ କଙ୍ଗନା ରାଣାଓ୍ଵତ୍‌ଙ୍କ ସମସ୍ୟା। କଙ୍ଗନାଙ୍କ ବିରୋଧରେ କର୍ଣ୍ଣାଟକ ପୋଲିସ ଏକ ମାମଲା ରୁଜୁ କରିଛି। କଙ୍ଗନା ଟ୍ଵିଟ୍‌ କରି କୃଷକ ବିରୋଧୀ ପ୍ରଦର୍ଶନକୁ ଟାର୍ଗେଟ୍‌ କରିଥିଲେ। କେନ୍ଦ୍ର ତିଆରି କରିଥିବା କୃଷି ନିୟମକୁ ବିରୋଧ କରି କୃଷକମାନେ ବିରୋଧ ପ୍ରଦର୍ଶନ…

ଜସଲୀନ ମଥାରୁଙ୍କ ସହ Rapper ଲୁକରେ ଦେଖାଦେଲେ ଅନୁପ ଜଲୋଟା, ଫିଲ୍ମ ‘ୱ ମେରି ଷ୍ଟୁଡେଣ୍ଟ ହୈ’ର ସୁଟିଂ…

ଭଜନ ଗାୟକରୁ ଅଭିନେତା ପାଲଟିଥିବା ଅନୁପ ଜଲୋଟା ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଜସଲୀନ ମଥାରୁଙ୍କ ସହ ଆଉ ଏକ ଫଟୋ ସେୟାର କରିଛନ୍ତି। ଏହି ଫଟୋରେ ଦୁଇଜଣ ଗ୍ଲାମରସ ଆଉଟଫିଟରେ ନଜର ଆସୁଛନ୍ତି। ଦୁହେଁ ନିଜର ଆଗାମୀ ଫିଲ୍ମ 'ୱ ମେରି ଷ୍ଟୁଡେଣ୍ଟ ହୈ'ର ସୁଟ ପରେ ପୋଜ ଦେଉଥିଲେ। ପ୍ରଥମ ଫଟୋରେ…

ରାନୀ ମୁଖାର୍ଜୀଙ୍କ ରିଲ୍ ହିରୋ ଫରାଜ ଖାନ୍‌ଙ୍କ ଅବସ୍ଥା ଗୁରୁତର, ଚିକିତ୍ସା ପାଇଁ ଯୋଗାଡ଼ ହୋଇପାରୁନି ୨୫ ଲକ୍ଷ

ମେହେନ୍ଦୀ ଓ ଫରେବ ଭଳି ହିଟ୍‌ ଫିଲ୍ମରେ ନଜର ଆସିଥିବା ପୂର୍ବ ବଲିଉଡ୍‌ ଅଭିନେତା ଫରାଜ ଖାନ୍‌ଙ୍କ ଅବସ୍ଥା ଗୁରୁତର ଅଛି। ଫରାଜ ଏବେ ବେଙ୍ଗାଲୁରୁର ଏକ ମେଡିକାଲରେ ମରଣ ସହ ସଂଘର୍ଷ କରୁଛନ୍ତି। ମହାଭାରତ ଆକ୍ଟର ୟୁସୁଫ୍‌ ଖାନ୍‌ଙ୍କ ପୁଅ ଫରାଜଙ୍କ ବ୍ରେନ୍‌ ଇନ୍‌ଫେକସନ୍‌ ଓ ନିମୋନିଆ ହୋଇଥିବା…

ମା’ଙ୍କ ୧୩ ତମ ଶ୍ରାଦ୍ଧବାର୍ଷିକୀରେ ସୋନୁ ସୁଦ୍‌ ଆରମ୍ଭ କଲେ ‘ପ୍ର.ସରୋଜ ସୁଦ୍‌ ସ୍କଲାରସିପ୍‌’, IAS ପାଇଁ ପ୍ରସ୍ତୁତ…

ବଲିଉଡ୍‌ ଷ୍ଟାର ସୋନୁ ସୁଦ ଲକ୍‌ଡାଉନ୍‌ ବେଳେ ପ୍ରବାସୀ ଶ୍ରମିକଙ୍କ ସମେତ ଅନ୍ୟ ଅସହାୟଙ୍କୁ ତାଙ୍କ ଘରେ ପହଞ୍ଚାଇବାରେ ସାହାଯ୍ୟ କରିଛନ୍ତି। କେବଳ ଏତିକି ନୁହେଁ ସୋନୁ ଏବେ ଅନ୍ୟମାନଙ୍କୁ ବି ସାହାଯ୍ୟ କରୁଛନ୍ତି। ସୋନୁଙ୍କ ଏହି ମହାନତା ପାଇଁ ଏବେ ସମସ୍ତଙ୍କ ମୁହଁରେ ତାଙ୍କ ପ୍ରଶଂସା। ଅନେକ…

KBC ସେଟ୍‌ରେ ପ୍ରଶ୍ନ କରୁ କରୁ ହ୍ୟାଙ୍ଗ ହେଲା କମ୍ପ୍ୟୁଟର,ଏମିତି ସମ୍ଭାଳି ନେଲେ ବିଗ୍‌ ବି

ସମସ୍ତ ଲୋକପ୍ରିୟ ପ୍ରୋଗ୍ରାମର ହୋଷ୍ଟକୁ ନିଜ ଉପସ୍ଥିତି ବୁଦ୍ଧିର ପ୍ରୟୋଗ ଉଚିତ୍‌ ସମୟରେ କରିବା ନିହାତି ଆବଶ୍ୟକ ହୋଇଥାଏ। ବର୍ଷ ବର୍ଷ ଧରି ଚାଲି ଆସୁଥିବା ଅନେକ ଲୋକପ୍ରିୟ ପ୍ରୋଗ୍ରାମର ହୋଷ୍ଟ କେବଳ ଜଣେ ହିଁ ହୋଇଥାନ୍ତି କାରଣ ଦର୍ଶକଙ୍କୁ ତାଙ୍କ ହୋଷ୍ଟିଙ୍ଗ କରିବାର ଅନ୍ଦାଜ ପସନ୍ଦ…

ଉଦ୍ଧବ ସରକାରଙ୍କ ଉପରେ ପୁଣି ବର୍ଷିଲେ କଙ୍ଗନା ରାଣାଓ୍ଵତ୍‌, କହିଲେ‘ଗୁଣ୍ଡା ବାର-ରେସ୍ତୋରାଁ ଖୋଲିଲେ କିନ୍ତୁ ମନ୍ଦିର…

ଅଭିନେତ୍ରୀ କଙ୍ଗନା ରାଣାଓ୍ଵତ୍‌ ପୁଣିଥରେ ନିଜ ବିନ୍ଦାସ୍‌ ଅନ୍ଦାଜ ଯୋଗୁ ଚର୍ଚ୍ଚାକୁ ଆସିଛନ୍ତି। କଙ୍ଗନା ସବୁବେଳେ ନିଜ ଟ୍ଵିଟ୍‌ ମାଧ୍ୟମରେ ବଲିଉଡ୍‌ ଓ ଶିବସେନାକୁ ଟାର୍ଗେଟ କରିଥାନ୍ତି। ନିକଟରେ ମୁମ୍ବାଇରେ ଗ୍ରୀଡ୍‌ ଫେଲ ହେବା ପରେ କଙ୍ଗନା ରାଜ୍ୟ ସରକାର ଶିବସେନାକୁ ଘେରିଥିଲେ। ତେବେ…

ପୁଣି ଦେଖିବାକୁ ମିଳିବ ନୋରାଙ୍କ ଜବରଦସ୍ତ ଡ୍ୟାନ୍ସ ମୁଭ, ଏଥର ଗୁରୁଙ୍କ ସହିତ ଆସିବେ ନଜର

ବଲିଉଡର ଜଣେ ଲୋକପ୍ରିୟ ଡ୍ୟାନ୍ସର ତଥା ଅଭିନେତ୍ରୀ ନୋରା ଫତେହି ତାଙ୍କର ଆଗାମୀ ଗୀତ ନାଚ୍ ମେରୀ ରାନୀଙ୍କ ପାଇଁ ସିଙ୍ଗର ଗୁରୁ ରନ୍ଧାୱାଙ୍କ ସହ ନଜର ଆସିବେ। ନିକଟରେ ଦି କପିଲ ଶର୍ମା ଏହା ବିଷୟରେ ଘୋଷଣା କରାଯାଇଛି। ତେବେ ପ୍ରଥମ ଥର ପାଇଁ ନୋରା ଏବଂ ଗୁରୁଙ୍କ ଜବରଦସ୍ତ ଅନ୍ଦାଜ ଦେଖିବାକୁ…

ସୁପରଷ୍ଟାର ଅକ୍ଷୟ କୁମାରଙ୍କୁ ସମାଲୋଚନା କଲେ KRK, ଯାହାପରେ ଫିଲ୍ମ ‘ଲକ୍ଷ୍ମୀ ବମ୍‌’ ବ୍ୟାନ ପାଇଁ ଅନୁରୋଧ କଲେ…

ବିବାଦୀୟ ସେଲିବ୍ରିଟି ତଥା ଆତ୍ମଘୋଷିତ ଚଳଚ୍ଚିତ୍ର ସମାଲୋଚକ କମଲ ରସିଦ ଖାନ ଓରଫ୍‌ (କେ.ଆର.କେ) ତାଙ୍କ ଟ୍ୱିଟ ତଥା ବିବୃତ୍ତି ପାଇଁ ଜଣାଶୁଣା। ନିକଟରେ ସେ ସୁପରଷ୍ଟାର ଅକ୍ଷୟ କୁମାରଙ୍କୁ ତାଙ୍କର ଆଗାମୀ ଫିଲ୍ମ ‘ଲକ୍ଷ୍ମୀ ବମ୍’ ର ଶୀର୍ଷକ ବିଷୟରେ ସୂଚନା ଦେଇଥିଲେ। KRK ଟ୍ୱିଟ୍…

ପୁଣିଥରେ ଆରମ୍ଭ ହେଲା ‘KGF 2’ର ସୁଟିଂ, ଆସନ୍ତା ବର୍ଷ ଏହିଦିନରେ ହେବାକୁ ଯାଉଛି ରିଲିଜ

ସାଉଥର ରକିଂ ଷ୍ଟାର୍ ୟଶଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର 'କେଜିଏଫ୍ ୨'ର ସୁଟିଂ ପୁଣି ଆରମ୍ଭ ହୋଇଛି । ନିକଟରେ ୟଶ ଏକ ଫଟୋ ସେୟାର କରି ଏହି ସୂଚନା ଦେଇଛନ୍ତି । ତେବେ ବର୍ତ୍ତମାନ ଏହି ଫିଲ୍ମ ବିଷୟରେ ନୂଆ ତଥ୍ୟ ପ୍ରକାଶ ପାଇଛି । ଖବର ଅନୁଯାୟୀ, ଫିଲ୍ମର ରିଲିଜ୍ ତାରିଖ ଘୋଷଣା ପାଇଁ…

‘Vivah’ ଅଭିନେତ୍ରୀ ଅମ୍ରିତା ରାଓ ମା’ ହେବାକୁ ଯାଉଛନ୍ତି, କ୍ଲିନିକ ବାହାରେ ସ୍ୱାମୀଙ୍କ ସହିତ…

ବଲିଉଡ ଅଭିନେତ୍ରୀ ଅମ୍ରିତା ରାଓଙ୍କ ବିବାହ ପରେ ଏବେ ତାଙ୍କୁ ନେଇ ପୁଣିଥରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। କରିନା କପୁର, ଅନୁଷ୍କା ଶର୍ମାଙ୍କ ଭଳି ଅଭିନେତ୍ରୀଙ୍କ ତାଲିକାରେ ସେ ମଧ୍ୟ ସାମିଲ ହୋଇଛନ୍ତି। କଥାଟା ହେଉଛି, ବର୍ତ୍ତମାନ ଅମ୍ରିତା ପ୍ରେଗନାଣ୍ଟ ଅଛନ୍ତି। ଖୁବଶୀଘ୍ର ସେ ମା' ହେବାକୁ…

ବିଗ୍‌ବସ୍‌ରେ ପ୍ରଥମ ପ୍ରତିଯୋଗୀ ଭାବେ ଘରୁ ବିଦା ହେଲେ ସାରା ଗୁରପାଲ, ଏହି ସିନିୟର ନେଲେ ନିଷ୍ପତ୍ତି

ଟିଭିର ସବୁଠୁ ଚର୍ଚ୍ଚିତ ଶୋ’ ବିଗ୍‌ବସ୍‌ ଆରମ୍ଭ ହୋଇଯାଇଛି। କେବଳ ଆରମ୍ଭ ହୋଇନାହିଁ ଏହାର ପ୍ରଥମ ଓ୍ଵିକେଣ୍ଡ କା ଓ୍ଵାର ବି ଟିଭିରେ ଟେଲିକାଷ୍ଟ ହୋଇଛି। ଏଥିରେ ସଲମାନ୍‌ ଖାନ୍‌ ହୋଷ୍ଟ କରିବା ସହ ପ୍ରତିଯୋଗୀଙ୍କ ସହ ମସ୍ତି କରିଥିବା ଦେଖାଯାଇଛି। ତେବେ ସୋମବାର ଘରର ପ୍ରଥମ ପ୍ରତିଯୋଗୀ ଘରୁ…

ରିପବ୍ଲିକ ଟିଭି ଏବଂ ଟାଇମ୍ସ ନାଓ ସହ ୪ ସାମ୍ବାଦିକ ନାମରେ କୋର୍ଟକୁ ଗଲା ଏହି ୩୮ଟି ପ୍ରଡକ୍ସନ ହାଉସ୍‌

ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପରଠାରୁ ବଲିଉଡ ଇଣ୍ଡଷ୍ଟ୍ରୀରେ ହଇଚଇ ସୃଷ୍ଟି ହୋଇଛି। ସୁଶାନ୍ତଙ୍କ ଫ୍ୟାନ ବଲିଉଡକୁ ଦୋଷ ଦେଉଥିବା ବେଳେ ଆଉ କେତେକ ମିଡିଆ ହାଉସ ମଧ୍ୟ ଇଣ୍ଡଷ୍ଟ୍ରୀ ଛବି ଖରାପ କରିଥିବାରୁ ୩୮ଟି ଫିଲ୍ମ ପ୍ରଡକ୍ସନ ହାଉସ ଓ କମ୍ପାନୀ ପକ୍ଷରୁ ଦିଲ୍ଲୀ…