Browsing Category

ମନୋରଂଜନ

ନେହା କକ୍କରଙ୍କ ‘ମିଲେ ହୋ ତୁମ ହମକୋ’ ୧୦୦ କୋଟି ଭିୟୁଜ ଅତିକ୍ରମ କରିବାରେ ଭାରତର ପ୍ରଥମ ଗୀତ, ସେୟାର…

ବଲିଉଡ ସିଙ୍ଗର ନେହା କକ୍କର ଓ ଟୋନି କକ୍କରଙ୍କ ଗୀତ 'ମିଲେ ହୋ ତୁମ ହମକୋ' ୧୦୦ କୋଟି ଭିୟୁଜ ପାର କରିଛି। ଏହା ଭାରତର ପ୍ରଥମ ଗୀତ, ଯାହାକୁ ୧ ବିଲିୟନ(୧୦୦ କୋଟି) ଭିୟୁଜ ମିଳିଛି। ଏହାରି ଭିତରେ ନେହା ଓ ଟୋନି ଫ୍ୟାନମାନଙ୍କୁ ଧନ୍ୟବାଦ ଦେବାକୁ ଯାଇ ଏକ ଭିଡ଼ିଓ ସେୟାର କରିଛନ୍ତି, ଯେଉଁଥିରେ…

ରିଲିଜ ହେଲା ଫିଲ୍ମ ‘ଲକ୍ଷ୍ମୀ ବମ୍ବ’ର ଟ୍ରେଲର, ହରର ଓ ଥ୍ରୀଲର ସହିତ ପାଇବେ କମେଡିର ମଜା

ଅକ୍ଷୟ କୁମାରଙ୍କ ବହୁ ପ୍ରତିକ୍ଷୀତ ଫିଲ୍ମ ‘ଲକ୍ଷ୍ମୀ ବମ୍ବ’ର ଟ୍ରେଲର ରିଲିଜ ହୋଇଛି। ରାଘବ ଲୋରେନ୍ସଙ୍କ ନିର୍ଦ୍ଦେଶନାରେ ନିର୍ମିତ ଏହି କମେଡି ହରର ଫିଲ୍ମ ତାମିଲ ଫିଲ୍ମ ‘ମୁନ୍ନି:୨ କଞ୍ଚନାର ରିମେକ। ଫିଲ୍ମରେ ଅକ୍ଷୟ କୁମାରଙ୍କ ସହିତ କିଆରା ଆଡଭାନୀ ମୁଖ୍ୟ ଭୂମିକାରେ ନଜର ଆସିବେ।…

ପ୍ରଭାସଙ୍କ ଫିଲ୍ମରେ ନଜର ଆସିବେ ଅମିତାଭ ବଚ୍ଚନ, ଖୁସି ହୋଇ ଅଭିନେତା ଜାରି କଲେ ଏମିତି ଭିଡିଓ

ଅମିତାଭ ବଚ୍ଚନଙ୍କ ସହିତ କାମ କରିବା ପାଇଁ କିଏ ବା ନଚାହେଁ। ବଲିଉଡ ଇଣ୍ଡଷ୍ଟ୍ରୀର ସବୁ ବଡ ଷ୍ଟାର ଅମିତାଭ ବଚ୍ଚନଙ୍କ ସହିତ କାମ କରିବାକୁ ଚାହାନ୍ତି। ଏବେ ଏହି ସ୍ୱପ୍ନ ପ୍ରଭାସର ପୂରଣ ହେବାକୁ ଯାଉଛି। ନିର୍ଦ୍ଦେଶକ ନାଗ ଅଶ୍ୱିନଙ୍କ ଫିଲ୍ମରେ ପ୍ରଭାସ ଏବଂ ଦୀପିକାଙ୍କ ସହିତ ନଜର ଆସିବେ…

ଯେତେବେଳେ ଜୁହିଙ୍କୁ ବିବାହ କରିବା ପାଇଁ ସଲମାନ ପହଂଚିଥିଲେ ତାଙ୍କ ଘରେ, କିଛି ଏମିତି କହିଥିଲେ ଜୁହିଙ୍କ ବାପା

ବଲିଉଡ ସୁପରଷ୍ଟାର ସଲମାନ ଖାନଙ୍କ ଆଫେୟାର ସବୁବେଳେ ଚର୍ଚ୍ଚାରେ ରହିଆସିଛି। ସଲମାନଙ୍କ ନାମ ଅନେକ ଅଭିନେତ୍ରୀଙ୍କ ସହ ଜଡିତ । ସଂଗୀତା ବିଜଲାନି, ସୋମି ଅଲି ଠାରୁ ଆରମ୍ଭ କରି ଐଶ୍ଵର୍ଯ୍ୟା ରାୟ, କ୍ୟାଟ୍ରିନା କୈଫ, ଲୁଲିଆ ଭଣ୍ଟୁରଙ୍କ ପର୍ଯ୍ୟନ୍ତ । କିନ୍ତୁ କଣ ଆପଣ ଜାଣିଛନ୍ତି କି ସଲମାନ…

ତିନି ଥର ବାହା ହେବା ପରେ ଏବେ ପୁଣି କଣ ନିଜ ଠାରୁ ୩୭ ବର୍ଷ ସାନ ଜସଲୀନକୁ କଲେ ଚତୁର୍ଥ ବିବାହ ! ଭାଇରାଲ ହେଉଛି ଫଟୋ

ଭଜନ ସମ୍ରାଟ ଅନୁପ ଜଲୋଟା ଏବଂ ମଡେଲ-ଅଭିନେତ୍ରୀ ଜସଲିନ ମଥାରୁ ସବୁବେଳେ ନିଜ ରିଲେସନସିପକୁ ନେଇ ଚର୍ଚ୍ଚାରେ ରୁହନ୍ତି। ଏମିତିରେ ଏବେ ଦୁହିଁଙ୍କର ବିବାହ ପୋଷାକର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି ଭାଇରାଲ ହେଉଥିବା ଫଟୋରେ ଅନୁପ ସେରଓ୍ଵାନୀରେ ଏକଦମ୍‌ ପଗଡି ବାନ୍ଧିଥିବା ନଜର…

ବଲିଉଡରୁ ବିଦାୟ ନେଲେ ବିଗ ବସ ଫେମ ସନା ଖାନ, ସୋସିଆଲ ମିଡ଼ିଆରେ ପୋଷ୍ଟ କରି ଦେଲେ ଏହି ମେସେଜ

ବିଗ ବସ ଫେମ ସନା ଖାନ ଗୁରୁବାର ବଲିଉଡ ଇଣ୍ଡଷ୍ଟ୍ରିରୁ ବିଦାୟ ନେବା ନେଇ ଘୋଷଣା କରିଛନ୍ତି ବଲିଉଡରୁ ବିଦାୟ ନେଲେ ସନା । ସୋସିଆଲ ମିଡ଼ିଆରେ ଏକ ମେସେଜ ପୋଷ୍ଟ କରି ସନା ନିଜର ଏହି ନିଷ୍ପତ୍ତି ବାବଦରେ ଘୋଷଣା କରିଛନ୍ତି ବଲିଉଡରୁ ବିଦାୟ ନେଲେ ସନା ଏହା ପୂର୍ବରୁ କାଶ୍ମୀର ଗାର୍ଲ ତଥା ବଲିଉଡ…

ଜେଲରୁ ମୁକୁଳିବା ପରେ ପ୍ରଥମ ଥର ପାଇଁ ସାମ୍ନାକୁ ଆସିଲେ ରିୟା ଚକ୍ରବର୍ତ୍ତୀ, ଦେଖନ୍ତୁ ଜେଲରୁ ଫେରିବା ପରେ କେମିତି…

ଡ୍ରଗ୍ସ କେସରେ ଜେଲ ଯାଇଥିବା ବଲିଉଡ୍‌ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ ପ୍ରାୟ ଗୋଟେ ମାସ ପରେ ଜେଲରୁ ମୁକୁଳିଛନ୍ତି। ଆଜି ମୁମ୍ବାଇର ସାନ୍ତାକୃଜ ପୋଲିସ ଷ୍ଟେସନରେ ନଜର ଆସିଛନ୍ତି ରିୟା। ତାଙ୍କୁ ଜେଲରୁ ମୁକୁଳିବା ପରେ ପ୍ରଥମ ଥର ପାଇଁ ଆଜି ଦେଖିବାକୁ ମିଳିଲା। କିଛି ସର୍ତ୍ତ ମୁତାବକ ସେ…

ସଂଜୟ ଦତ୍ତଙ୍କ ଭାଇରାଲ୍‌ ଭିଡିଓର ସତ୍ୟତା : କୋମା ନୁହେଁ ଅଛନ୍ତି ଫିଟ୍‌, ଇମ୍ୟୁନୋଥେରାପୀରେ ଚାଲିଛି ଚିକିତ୍ସା

ନିକଟରେ ଅଭିନେତା ସଂଜୟ ଦତ୍ତ(ସଂଜୁ)ଙ୍କ ଏକ ଫଟୋ ଭାଇରାଲ୍‌ ହୋଇଛି । ଯେଉଁଥିରେ ସଂଜୟ ବହୁତ ଦୁର୍ବଳ ଦେଖାଯାଉଛନ୍ତି । ଏହାକୁ ନେଇ କୁହାଯାଇଛି ଯେ କେମୋଥେରାପୀ ଯୋଗୁ ସଂଜୁଙ୍କ ଓଜନ ୨୦ କେଜି କମିଯାଇଛି । ହେଲେ ସତ୍ୟତା କିନ୍ତୁ ଅଲଗା । ଏହି ଭାଇରାଲ୍‌ ଭିଡିଓ ସମ୍ପର୍କରେ ପରିବାର ତରଫରୁ…

ଜେଲ ଚାରି କାନ୍ଥ ଭିତରେ କେମିତି କଟୁଥିଲା ରିୟାଙ୍କ ଦିନ, ସାମ୍ନାକୁ ଆସିଲା ୨୮ ଦିନର ଅନୁଭୂତି           

ଟାଇଗ୍ରେସ ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲା ଧୀରେ ଧୀରେ ବଲିଉଡ ସହ ଡ୍ରଗ୍ସ ଲିଙ୍କର ରୂପ ନେଇଥିଲା । ଡ୍ରଗ୍ସ କାରବାରରେ ସମ୍ପୃକ୍ତି ନେଇ ସେପ୍ଟେମ୍ବର ୮ ତାରିଖରେ ଏନସିବି ଦ୍ୱାରା ଗିରଫ ହୋଇଥିଲେ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ । ଏହାର ଗୋଟିଏ ଦିନ ପୂର୍ବରୁ ଗିରଫ ହୋଇଥିଲେ ତାଙ୍କ…

ଶାହାରୁଖଙ୍କ ଏହି ଅଭ୍ୟାସ ଯୋଗୁ ବିରକ୍ତ ହୋଇ ବ୍ରେକ୍‌ଅପ୍‌ କରିଥିଲେ ଗୌରୀ, ପୁଣି ଏମିତି ହୋଇଥିଲା ପ୍ୟାଚ୍‌ଅପ୍‌

ବଲିଉଡ୍‌ ବାଦଶାହ ଶାହାରୁଖ ଖାନ୍‌ ଓ ଗୌରୀ ଖାନ୍‌ ଫିଲ୍ମ ଇଣ୍ଡଷ୍ଟ୍ରୀର ସବୁଠାରୁ ଚର୍ଚ୍ଚିତ ଯୋଡ଼ି। ଏମାନଙ୍କ ପ୍ରେମ କାହାଣୀ କୌଣସି ଫିଲ୍ମ ଠାରୁ କମ୍‌ ନୁହେଁ। ଗୁରୁବାର ବା ଆଜି ଗୌରୀ ନିଜ ୫୦ ତମ ଜନ୍ମଦିନ ପାଳନ କରୁଛନ୍ତି। ବିବାହ ପୂର୍ବରୁ ଗୌରୀଙ୍କ ନାଁ ଥିଲା ଗୌରୀ ଛିବ୍ଦର। ଗୌରୀ ଏକ…

ଭିନ୍ନ ଅନ୍ଦାଜ୍‌ ରେ ସମୁଦ୍ର କୂଳରେ ଡ୍ୟାନ୍ସ କରୁଥିବାର ନଜର ଆସିଲେ ନୋରା, ଦେଖନ୍ତୁ ଭିଡିଓ

ନୋରା ଫତେହି ନିଜର କିଲର୍‌ ଡ୍ୟାନ୍ସକୁ ନେଇ ଖୁବ୍‌ ଚର୍ଚ୍ଚାରେ ରହିଛନ୍ତି। ଏନେଇ ସେ ନିଜର ଅନେକ ଡ୍ୟାନ୍ସ ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ସେୟାର କରିଥାନ୍ତି। ସୂଚନା ଅନୁଯାୟୀ ନୋରା ଗତକାଲି ମେକଅପ୍‌ କଳାକାର ମାର୍ସ ପେଡ୍ରୋଜୋଙ୍କ ସହ ସମୁଦ୍ର କୂଳରେ ଡ୍ୟାନ୍ସ କରୁଥିବାର ଏକ ଭିଡିଓ ସେୟାର…

ଏନ୍‌ସିବିର ଜେରା ପରେ ଖୁବ୍‌ଶୀଘ୍ର ସୁଟିଂ ଆରମ୍ଭ କରିବେ ଦୀପିକା ପାଦୁକୋନ୍‌, ଗୋଆ ଯିବାକୁ ଆରମ୍ଭ କଲେ ପ୍ରସ୍ତୁତି

ଡ୍ରଗ୍ସ କେସ୍‌ରେ ଫସିଥିବା ଦୀପିକା ପାଦୁକୋନ୍‌ ପୁଣିଥରେ ଫିଲ୍ମ ସୁଟିଂ ପାଇଁ ପ୍ରସ୍ତୁତ ହୋଇଛନ୍ତି। ରିପୋର୍ଟ ମୁତାବକ ଗତ କିଛି ଦିନ ହେବ ଡ୍ରଗ୍ସ ମାମଲାରେ ପଚରାଉଚରା ପାଇଁ ଦୀପିକା ମୁମ୍ବାଇରେ ରହୁଥିଲେ। କିନ୍ତୁ ଏବେ ସେ ଗୋଆ ଯିବାକୁ ପ୍ରସ୍ତୁତ ହେଉଛନ୍ତି। କୁହାଯାଉଛି ଯେଉଁ ପ୍ରୋଜେକ୍ଟକୁ…