Below header
Browsing Category

ମନୋରଂଜନ

ସାରେଗାମାପା ଲିଟିଲ ଚାମ୍ପ୍ସ ବିଜେତା ହେଲେ କେରଳର ଆର୍ଯ୍ୟନନ୍ଦା ବାବୁ, ଟ୍ରଫି ସହିତ ଜିତିଲେ ୫ ଲକ୍ଷ ଟଙ୍କା

ସିଙ୍ଗିଂ ରିୟାଲିଟ୍‌ ଶୋ ସାରେଗାମାପା ଲିଟିଲ ଚାମ୍ପ୍ସର ବିଜେତା ହୋଇଛନ୍ତି କେରଳର ଆର୍ଯ୍ୟନନ୍ଦା ବାବୁ। ନିଜ ଗାୟନ ଶୈଳୀରେ ସମସ୍ତଙ୍କ ହୃଦୟକୁ ଜିଣିନେଇଥିଲେ ଆର୍ଯ୍ୟନନ୍ଦା। ଶୋ ଜିତିବା ପରେ ତାଙ୍କୁ ଟ୍ରଫି ସହିତ ୫ ଲକ୍ଷ ଟଙ୍କା ନଗଦ ରାଶି ମଧ୍ୟ ମିଳିଛି। ଶୋର ଫାଇନାଲରେ ଆର୍ଯ୍ୟନନ୍ଦା…

ଅମିତାଭ ବଚ୍ଚନ କରିବାକୁ ଯାଉଛନ୍ତି ଡିଜିଟାଲ ଡେବ୍ୟୁ, ଏହି ୱେବ ସିରିଜରେ ଆସିବେ ନଜର

କରୋନା ପାଇଁ ଅନେକ ଚଳଚ୍ଚିତ୍ରକୁ ଲକଡାଉନରେ ଙଞଞ ପ୍ଲାଟଫର୍ମରେ ରିଲିଜ୍ କରାଯାଇଛି । ଏଥି ସହିତ ଦର୍ଶକଙ୍କ ମଧ୍ୟରେ ଡିଜିଟାଲ ପ୍ଲାଟଫର୍ମର କ୍ରେଜ ବୃଦ୍ଧି ପାଇଛି । ଏପରି ପରିସ୍ଥିତିରେ ବର୍ତ୍ତମାନ ତାରକମାନେ ମଧ୍ୟ ଏହା ଆଡକୁ ମୁହାଁଇବା ଆରମ୍ଭ କରିଛନ୍ତି । ତେବେ ବର୍ତ୍ତମାନ ଏହି ତାରକାଙ୍କ…

ଅବିକଳ ଜୟଲଳିତାଙ୍କ ଭଳି ଦିଶୁଛନ୍ତି କଙ୍ଗନା ରାଣାଓ୍ଵତ୍‌, ସୁଟିଂ ସେଟ୍‌ରୁ ସେୟାର କଲେ ଫଟୋ

ମହାରାଷ୍ଟ୍ର ସରକାରଙ୍କ ସହ ବିବାଦ ମଧ୍ୟରେ କଙ୍ଗନା ରାଣାଓ୍ଵତ୍‌ ଏବେ ନିଜ ଆଗାମୀ ଫିଲ୍ମ ଥଲାଇବିର ସୁଟିଂରେ ବ୍ୟସ୍ତ ଅଛନ୍ତି। ତାମିଲନାଡ଼ୁର ପୂର୍ବ ମୁଖ୍ୟମନ୍ତ୍ରୀ ଜୟଲଲିତାଙ୍କ ଜୀବନୀ ଉପରେ ଆଧାରିତ ଏହି ଫିଲ୍ମକୁ ନେଇ ସବୁଆଡ଼େ ଚର୍ଚ୍ଚା ଜୋର୍‌ ଧରିଛି। ଏହା କଙ୍ଗନାର ବିଗ୍‌ ପ୍ରୋଜେକ୍ଟ…

ବିବାହର ୭ ପରେ ମା’ ହେବାକୁ ଯାଉଛନ୍ତି ଏହି ଲୋକପ୍ରିୟ ଅଭିନେତ୍ରୀ, ସ୍ୱାମୀଙ୍କ ସହିତ ଭିଡିଓ ସେୟାର କରି କଲେ…

ସୋସିଆଲ ମିଡିଆରେ ସବୁବେଳେ ଆକ୍ଟିଭ ରହୁଥିବା ଅଭିନେତ୍ରୀ ଅନିତା ହଂସନନ୍ଦାନୀ ନିଜ ଫ୍ୟାନମାନଙ୍କୁ ସବୁଠୁ ବଡ଼ ସରପ୍ରାଇଜ ଦେଇଛନ୍ତି। ୩୯ ବର୍ଷୀୟା ଅନିତା ଏବେ ମା' ହେବାକୁ ଯାଉଛନ୍ତି। ସେ ନିଜ ପ୍ରେଗନାନ୍ସି ବିଷୟରେ ସୋସିଆଲ ମିଡିଆରେ ଘୋଷଣା କରିଛନ୍ତି। ଅନିତା ନିଜ ସ୍ୱାମୀ ରୋହିତ…

୭୮ ବର୍ଷ ବୟସରେ ପାଦ ଦେଲେ ବଲିଉଡର ମହାନାୟକ ଅମିତାଭ ବଚ୍ଚନ, ଆଜି ମଧ୍ୟ ସମସ୍ତ ହିରୋଙ୍କୁ ଦେଉଛନ୍ତି ଟକ୍କର

ବଲିଉଡର ମହାନାୟକ ଅମିତାଭ ବଚ୍ଚନଙ୍କ ଆଜି ୭୮ ବର୍ଷରେ ପାଦ ଦେଇଛନ୍ତି। ବିଗ୍ ବି ଅମିତାଭ ବଚ୍ଚନଙ୍କୁ ୭୮ ବର୍ଷ ବୟସ ହୋଇଯାଇଥିଲେ ମଧ୍ୟ ସେ ଆଜି ମଧ୍ୟ କମ ବୟସର ହିରୋମାନଙ୍କୁ ଟକ୍କର ଦେଇଥାନ୍ତି। ବିଗ୍ ବି ନିଜର ଫିଟ୍ନେସ୍ ଏବଂ ଆଓ୍ଵାଜ ପାଇଁ ସର୍ବଦା ଚର୍ଚ୍ଚାରେ ରହିଥାନ୍ତି। ଏହି ବୟସରେ…

ଦୁବାଇରେ ଶେଖ୍‌ ଅମୀରଙ୍କ ସହ ଛୁଟି କାଟୁଛନ୍ତି ଉର୍ବଶୀ ରୋତଲେ, ଦେଖନ୍ତୁ ରୟାଲ ଫଟୋ

ବଲିଉଡ୍‌ ଅଭିନେତ୍ରୀ ଉର୍ବଶୀ ରୋତେଲା ପୁଣି ଥରେ ନିଜ ପର୍ସନାଲ ଲାଇଫ୍‌କୁ ନେଇ ଚର୍ଚ୍ଚାରେ ଅଛନ୍ତି। ଉର୍ବଶୀ ଫିଲ୍ମଠୁ ଅଧିକ ନିଜ ଭେକେସନ୍‌ ଓ ହଟ୍‌ ଫଟୋସୁଟ୍‌କୁ ନେଇ ଫ୍ୟାନ୍‌ଙ୍କ ଭିତରେ ଲୋକପ୍ରିୟ। ତେବେ ବର୍ତ୍ତମାନ ଉର୍ବଶୀଙ୍କର କେତେକ ନୂଆ ଫଟୋ ଭାଇରାଲ ହେଉଛି। ଫଟୋରେ ସେ ଦୁବାଇର…

‘ଲକ୍ଷ୍ମୀ ବମ୍‌’ର ଟ୍ରେଲରକୁ ଧମାକେଦାର କହିଲେ ଟ୍ରାନ୍ସଜେଣ୍ଡର ଲକ୍ଷ୍ମୀ, ଜବାବରେ ଅକ୍ଷୟ କୁମାର କହିଲେ ଏମିତି କଥା

ନିକଟରେ ଅକ୍ଷୟ କୁମାରଙ୍କ ଫିଲ୍ମ ‘ଲକ୍ଷ୍ମୀ ବମ୍‌’ର ଟ୍ରେଲର ରିଲିଜ୍‌ ହୋଇଛି। ଫିଲ୍ମରେ ପ୍ରଥମ ଥର ପାଇଁ ଅକ୍ଷୟ କୁମାର ଟ୍ରାନ୍ସଜେଣ୍ଡର ଭୂମିକାରେ ଅଭିନୟ କରିଛନ୍ତି। ଏହି ଫିଲ୍ମ ଜରିଆରେ ଅକ୍ଷୟ ଟ୍ରାନ୍ସଜେଣ୍ଡର କମ୍ୟୁନିଟିକୁ ଉପସ୍ଥାପନ କରୁଥିବା ଦେଖିବାକୁ ମିଳିବ। ଏହା ଦ୍ୱାରା…

ସୁଶାନ୍ତଙ୍କୁ ନ୍ୟାୟ ଦେବା ଅଭିଯାନରେ ସାମିଲ ହେଲା ଶ୍ରୀଲଙ୍କା, ରାସ୍ତାରେ ଲାଗିଲା ବଡ଼ ବଡ଼ ହୋର୍ଡିଂ; ଦେଖନ୍ତୁ ଫଟୋ

ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁକୁ ୪ ମାସ ପୂରିଥିଲେ ମଧ୍ୟ ଏଯାଏଁ ତାଙ୍କ ଫ୍ୟାନ୍‌ ଓ ପରିବାର ଲୋକ ଏହି ଦୁଃଖକୁ ଭୁଲିପାରିନାହାନ୍ତି। ସୁଶାନ୍ତଙ୍କ ଫ୍ୟାନ୍‌ମାନେ ଏବେ ବି ତାଙ୍କୁ ନ୍ୟାୟ ଦେବାକୁ ଲାଗିପଡ଼ିଛନ୍ତି। ଏଣୁ ପ୍ରତିଦିନ ସୋସିଆଲ ମିଡିଆରେ ସୁଶାନ୍ତଙ୍କୁ ନେଇ ବିଭିନ୍ନ ପୋଷ୍ଟ…

ମାଳଦ୍ୱୀପରୁ ଫଟୋ ସେୟାର କଲେ ତାପସୀ ପନ୍ନୁ, କହିଲେ ‘ବାଜୁଛି ଖରାପ ସମୟର ଘଣ୍ଟି’

ତାପସୀ ପନ୍ନୁ ବର୍ତ୍ତମାନ ଭଉଣୀଙ୍କ ସହ ମାଳଦ୍ୱୀପରେ ଛୁଟି ମନାଉଛନ୍ତି। କେବଳ ଏତିକି ନୁହେଁ ତାପସୀ ନିଜ ଫ୍ୟାନ୍ସମାନଙ୍କ ପାଇଁ ମଧ୍ୟ ବାରମ୍ବାର ମାଳଦ୍ୱୀପରୁ ଭିଡିଓ ଏବଂ ଫଟୋ ସେୟାର କରିଛନ୍ତି। ଏସବୁ ମଧ୍ୟରେ ତାପସୀ ସୋସିଆଲ ମିଡିଆରେ ଏକ ଫଟୋ ସେୟାର କରିଛନ୍ତି, ଯେଉଁଥିରେ ସେ ବ୍ଲାକ୍‌…

୧୦୦ କେଜି ଓଜନ ବଢାଇବେ ବିକି କୌଶଲ, ହେଲେ କାହିଁକି ?

ନ୍ୟାସନାଲ ଆଓ୍ଵାର୍ଡ ଜିତିଥିବା ବଲିଉଡ ଅଭିନେତା ଭିକି କୌଶଲଙ୍କ ପାଖରେ ଏବେ ବହୁତ ଫିଲ୍ମ ଅଫର ରହିଛି। ସବୁବେଳେ ନିଜକୁ ଫିଟ୍ ରଖୁଥିବା ବିକି ଏବେ ଓଜନ ବଢ଼ାଇବାରେ ଲାଗିଛନ୍ତି। ଆପଣ ଭାବୁଥିବେ ଏମିତି କ’ଣ ଘଟିଲା ଯେ, ବିକି ଏମିତି କରୁଛନ୍ତି। ତାଙ୍କର ଆଗାମୀ ଫିଲ୍ମ ‘ଦ ଇମୋଟାଲ ଅଶ୍ବଥାମା’…

ନୋରାଙ୍କ ପ୍ରତି ଅଶାଳୀନ ଇଙ୍ଗିତ କରିଥିବା ଭିଡିଓକୁ ନେଇ ନିଜ ମତ ରଖିଲେ ଟେରେନ୍ସ ଲୁଇସ, କହିଲେ ଏମିତି…

କିଛି ଦିନ ତଳେ କୋରିଓ ଗ୍ରାଫର ଟେରେନ୍ସ ଲୁଇସ ନିଜ କୋ ଜଜ ନୋରା ଫତେହିଙ୍କୁ ଅଶାଳୀନ ବ୍ୟବହାର କରିଥିବା ନେଇ ଏକ ଭିଡିଓ ସୋସିଆଲ ମିଡ଼ିଆ ମାନଙ୍କରେ ଖୁବ ଭାଇରାଲ ହୋଇଥିଲା । ଏହି କ୍ଲିପଟି ପ୍ରକୃତରେ ଏକ ଡାନ୍ସ ରିଆଲିଟି ଶୋ' ସମୟର ଏକ ଦୃଶ୍ୟକୁ ନେଇଥିଲା । ଏହାକୁ ନେଇ ଚର୍ଚ୍ଚା ଜୋର…

ନିଜର ସୁନ୍ଦରତାରେ ସମସ୍ତଙ୍କୁ ଦିଓ୍ଵାନା କରିଥିବା ରେଖାଙ୍କର ଆଜି ଜନ୍ମଦିନ, ଜାଣନ୍ତୁ ତାଙ୍କର ଅଧୁରା ରହିଯାଇଥିବା…

ସିଲଭର ସ୍କ୍ରିନ୍‌ ରେ ୧୯୬୬ ମସିହାରୁ କେବଳ ଦେଶ ନୁହେଁ ବରଂ ସମଗ୍ର ବିଶ୍ୱରେ ସମସ୍ତଙ୍କ ମନ କିଣିଥିବା ଭାନୁରେଖା ଗଣେଶନ (ରେଖା) ଆଜି ନିଜର ୬୫ ତମ ଜନ୍ମଦିନ ପାଳନ କରୁଛନ୍ତି। ବଲିଉଡର ସର୍ବୋତ୍ତମ ଅଭିନେତ୍ରୀ ରେଖାଙ୍କ ବିଷୟରେ କୁହାଯାଇଛି, ସେ ଯାହା ହେବାକୁ ଚାହୁଁଥିଲେ ତାହା…