KBC ସେଟ୍ରେ ପ୍ରଶ୍ନ କରୁ କରୁ ହ୍ୟାଙ୍ଗ ହେଲା କମ୍ପ୍ୟୁଟର,ଏମିତି ସମ୍ଭାଳି ନେଲେ ବିଗ୍ ବି
ସମସ୍ତ ଲୋକପ୍ରିୟ ପ୍ରୋଗ୍ରାମର ହୋଷ୍ଟକୁ ନିଜ ଉପସ୍ଥିତି ବୁଦ୍ଧିର ପ୍ରୟୋଗ ଉଚିତ୍ ସମୟରେ କରିବା ନିହାତି ଆବଶ୍ୟକ ହୋଇଥାଏ। ବର୍ଷ ବର୍ଷ ଧରି ଚାଲି ଆସୁଥିବା ଅନେକ ଲୋକପ୍ରିୟ ପ୍ରୋଗ୍ରାମର ହୋଷ୍ଟ କେବଳ ଜଣେ ହିଁ ହୋଇଥାନ୍ତି କାରଣ ଦର୍ଶକଙ୍କୁ ତାଙ୍କ ହୋଷ୍ଟିଙ୍ଗ କରିବାର ଅନ୍ଦାଜ ପସନ୍ଦ…