Browsing Category

ମନୋରଂଜନ

ବଲିଉଡ ଡ୍ରଗ୍ସ ମାମଲାରେ ବିବେକ ଓବରାୟଙ୍କ ଘରେ ପଶିଲା କ୍ରାଇମବ୍ରାଞ୍ଚ, ଚାଲିଛି ଖୋଜା

ବଲିଉଡ ଡ୍ରଗ୍ସ ମାମଲାରେ ଅଭିନେତା ବିବେକ ଓବରାୟଙ୍କ ଘରେ କ୍ରାଇମବ୍ରାଞ୍ଚ ଯାଞ୍ଚ କରିଛି। ମିଳିଥିବା ସୂଚନା ଅନୁସାରେ, ବେଙ୍ଗାଲୁରୁ CCB (Central Crime Branch) ପୋଲିସ ବିବେକଙ୍କ ଶଳା ଆଦିତ୍ୟ ଅଲବାଙ୍କୁ ଖୋଜିବା ଆଳରେ ତାଙ୍କ ଘରେ ଖାନ ତଲାସୀ କରିଛି। କନ୍ନଡ଼ ଫିଲ୍ମ ନିର୍ମାତା…

ସୁଶାନ୍ତଙ୍କ ମୃତ୍ୟୁକୁ ପୁରିଲା ଚାରି ମାସ, ଭଉଣୀ ଶ୍ୱେତା ସିଂ ସୋସିଆଲ ମିଡିଆରେ ସେୟାର କଲେ ତାଙ୍କର ଅନସିନ ଭିଡିଓ

ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଦେହାନ୍ତ ହେବାର 4 ମାସ ବିତିଗଲା । ଜୁନ୍ 14 ରେ ସୁଶାନ୍ତଙ୍କ ମୃତଦେହ ତାଙ୍କ ବାନ୍ଦ୍ରା ଫ୍ଲାଟରୁ ମିଳିଥିଲା। ଦେଶର ତିନୋଟି ପ୍ରମୁଖ ଯାଞ୍ଚ ଏଜେନ୍ସି ଏହି ମାମଲାର ସମାଧାନ ପାଇଁ ନିୟୋଜିତ ଅଛନ୍ତି। ଅନ୍ୟପକ୍ଷରେ, ସୁଶାନ୍ତଙ୍କ ମୃତ୍ୟୁର 4 ମାସ ପରେ…

୭ ମାସରେ ୭ଥର କରୋନା ଟେଷ୍ଟ କରାଇଲେ ମୌନୀ ରୟ, ଜାଣନ୍ତୁ କାହିଁକି?

ବଲିଉଡ ଅଭିନେତ୍ରୀ ମୌନୀ ରୟ ୭ମାସରେ ୭ଥର କରୋନା ଟେଷ୍ଟ କରିଛନ୍ତି। ଏନେଇ ସେ କହିଛନ୍ତି, ସୁଟିଂ ସମୟରେ ପ୍ରତ୍ୟେକ ସପ୍ତାହରେ କାଷ୍ଟ ଏବଂ କ୍ରୁ ର କରୋନା ଟେଷ୍ଟ କରାଯାଉଥିଲା। କାରଣ ଯେପରି ସମସ୍ତେ ସୁରକ୍ଷିତ ରୁହନ୍ତୁ। ଏନେଇ ମୌନୀ ମଧ୍ୟ କହିଛନ୍ତି ଏହା ବହୁତ କଷ୍ଟକର ଏବଂ ଯନ୍ତ୍ରଣାଦାୟକ।…

ବିବାହ କରିବାକୁ ଯାଉଥିବା ଆଦିତ୍ୟ ନାରାୟଣ ଭୋଗୁଛନ୍ତି ଆର୍ଥିକ ସମସ୍ୟା, ଆକାଉଣ୍ଟରେ ବଳିଛି ମାତ୍ର ୧୮,୦୦୦ ଟଙ୍କା

ଏଣ୍ଟରଟେନମେଣ୍ଟ ହୋଷ୍ଟ ଆଦିତ୍ୟ ନାରାୟଣ ବର୍ତ୍ତମାନ ନିଜ ପ୍ରେମକୁ ନେଇ ମୁଁହ ଖୋଲିଛନ୍ତି। ଏବେ ସେ ଶ୍ୱେତା ଅଗ୍ରୱାଲଙ୍କୁ ନିଜ ଜୀବନସାଥୀ କରିବାକୁ ଯାଉଛନ୍ତି ଏବଂ ଦୁହେଁ ୧୦ ବର୍ଷ ହେବ ଏକାଠି ଥିବା କହିଛନ୍ତି। କିନ୍ତୁ ଏହି କରୋନା ମହାମାରୀ ଭିତରେ ଆଦିତ୍ୟ ନିଜ ଆର୍ଥିକ ସ୍ଥିତିକୁ ନେଇ ବି…

ମିଛ ତଥ୍ୟ ପରିବେଷଣ କରିବା ପଡ଼ିଲା ମହଙ୍ଗା, ଅର୍ଣ୍ଣବ ଗୋସ୍ୱାମୀଙ୍କ ବିରୁଦ୍ଧରେ ୨୦୦ କୋଟିର ମାନହାନି ନୋଟିସ ଜାରି

ଦିବଂଗତ ବଲିଉଡ କଳାକାର ସୁଶାନ୍ତ ସିଂ ରାଜପୁତଙ୍କ ବନ୍ଧୁ ସନ୍ଦୀପ ସିଂହ ରିପବ୍ଲିକ ଟିଭି ତଥା ଏହାର ପ୍ରମୁଖ ସଂପାଦକ ଅର୍ଣ୍ଣବ ଗୋସ୍ୱାମୀଙ୍କ ବିରୁଦ୍ଧରେ ମାନହାନି ନୋଟିସ ଜାରି କରିବା ସହିତ ୨୦୦ କୋଟି ଟଙ୍କାର ଜରିମାନା ଦାବି କରିଛନ୍ତି। ରିପବ୍ଲିକ ଟିଭି ତାଙ୍କୁ ଅନେକ ଥର ଅପରାଧମୂଳକ…

“ମୁଁ ଅସୁସ୍ଥ ନାହିଁ, ମୋ ବିଷୟରେ କିଛି ବି ଲେଖିବନି”, ମିଡ଼ିଆକୁ ଏମିତି କିଛି କହିଲେ ସଞ୍ଜୁ ବାବା

କିଛି ଦିନ ତଳେ ବଲିଉଡ ଅଭିନେତା ସଞ୍ଜୟ ଦତ୍ତ ଏବେ ଲଙ୍ଗସ କ୍ୟାନ୍ସର ପରି ଗମ୍ଭୀର ରୋଗରେ ପୀଡିତ ଥିବା ଜଣାଯାଇଛନ୍ତି । କିନ୍ତୁ ସଂଜୟ ଏବାବଦରେ ନିଜେ କହୁଛନ୍ତି କି ସେ ସମ୍ପୂର୍ଣ୍ଣ ରୂପେ ସୁସ୍ଥ ଅଛନ୍ତି । ତାଙ୍କୁ ସେପରି କୌଣସି କଷ୍ଟ ହେଉନାହିଁ । ବିଭିନ୍ନ ସୋସିଆଲ ମିଡ଼ିଆ ମାନଙ୍କରେ…

ସରିଲା ସୁଶାନ୍ତଙ୍କ ମୃତ୍ୟୁର ସିବିଆଇ ତଦନ୍ତ, ଫଳାଫଳ ଶୂନ

ବଲିଉଡର ଲୋକପ୍ରିୟ କଳାକାର ସୁଶାନ୍ତ ସିଂ ରାଜପୁତଙ୍କ ରହସ୍ୟମୟ ମୃତ୍ୟୁ ମାମଲାରେ ଜଡିତ ଥିବା ସିବିଆଇର ତଦନ୍ତ ଆଜି ସରିଯାଇଛି। ତେବେ ସୂତ୍ରାନୁସାରେ ସିବିଆଇଙ୍କୁ ଏହି ମାମଲାରେ କୌଣସି ପ୍ରକାର ଷଡ଼ଯନ୍ତ୍ର ହୋଇଥିବାର ପ୍ରମାଣ ମିଳିନାହିଁ ବୋଲି ଜଣାପଡିଛି । ଏନେଇ ଖୁବଶୀଘ୍ର ସିବିଆଇ ପାଟନାର…

ବିଗ୍‌ବସ୍‌ ହାଉସ୍‌କୁ ପୁଣି ଫେରିବେ ସାରା ଗୁରପାଲ, ଚଳିତ ସପ୍ତାହରେ ହୋଇଥିଲେ ବିଦା

ଟିଭିର ସବୁଠୁ ଲୋକପ୍ରିୟ ଶୋ’ ବିଗ୍‌ବସ୍‌ର ୧୪ତମ ସିଜନ୍‌ ଆରମ୍ଭ ହୋଇଛି। ସିଜନ୍‌ ଆରମ୍ଭ ହେବା ପରେ ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ ଥିଲା ଯେ ଏହି ସିଜନ୍‌ରେ ପ୍ରଥମେ କିଏ ଘରୁ ବିଦା ହେବେ। ଗତ ସପ୍ତାହରେ ଚଳିତ ସିଜନ୍‌ର ପ୍ରଥମ ପ୍ରତିଯୋଗୀଭାବେ ପଞ୍ଜାବୀ ଅଭିନେତ୍ରୀ ତଥା ଗାୟିକା ସାରା…

ବଢ଼ିଲା କଙ୍ଗନା ରାଣାଓ୍ଵତ୍‌ଙ୍କ ଚିନ୍ତା, ଶାନ୍ତି ଭଙ୍ଗ କରିବା ଅଭିଯୋଗରେ ମାମଲା ରୁଜୁ କଲା କର୍ଣ୍ଣାଟକ ପୋଲିସ

ବଢ଼ିଲା ବଲିଉଡ୍‌ ଅଭିନେତ୍ରୀ କଙ୍ଗନା ରାଣାଓ୍ଵତ୍‌ଙ୍କ ସମସ୍ୟା। କଙ୍ଗନାଙ୍କ ବିରୋଧରେ କର୍ଣ୍ଣାଟକ ପୋଲିସ ଏକ ମାମଲା ରୁଜୁ କରିଛି। କଙ୍ଗନା ଟ୍ଵିଟ୍‌ କରି କୃଷକ ବିରୋଧୀ ପ୍ରଦର୍ଶନକୁ ଟାର୍ଗେଟ୍‌ କରିଥିଲେ। କେନ୍ଦ୍ର ତିଆରି କରିଥିବା କୃଷି ନିୟମକୁ ବିରୋଧ କରି କୃଷକମାନେ ବିରୋଧ ପ୍ରଦର୍ଶନ…

ଜସଲୀନ ମଥାରୁଙ୍କ ସହ Rapper ଲୁକରେ ଦେଖାଦେଲେ ଅନୁପ ଜଲୋଟା, ଫିଲ୍ମ ‘ୱ ମେରି ଷ୍ଟୁଡେଣ୍ଟ ହୈ’ର ସୁଟିଂ…

ଭଜନ ଗାୟକରୁ ଅଭିନେତା ପାଲଟିଥିବା ଅନୁପ ଜଲୋଟା ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଜସଲୀନ ମଥାରୁଙ୍କ ସହ ଆଉ ଏକ ଫଟୋ ସେୟାର କରିଛନ୍ତି। ଏହି ଫଟୋରେ ଦୁଇଜଣ ଗ୍ଲାମରସ ଆଉଟଫିଟରେ ନଜର ଆସୁଛନ୍ତି। ଦୁହେଁ ନିଜର ଆଗାମୀ ଫିଲ୍ମ 'ୱ ମେରି ଷ୍ଟୁଡେଣ୍ଟ ହୈ'ର ସୁଟ ପରେ ପୋଜ ଦେଉଥିଲେ। ପ୍ରଥମ ଫଟୋରେ…

ରାନୀ ମୁଖାର୍ଜୀଙ୍କ ରିଲ୍ ହିରୋ ଫରାଜ ଖାନ୍‌ଙ୍କ ଅବସ୍ଥା ଗୁରୁତର, ଚିକିତ୍ସା ପାଇଁ ଯୋଗାଡ଼ ହୋଇପାରୁନି ୨୫ ଲକ୍ଷ

ମେହେନ୍ଦୀ ଓ ଫରେବ ଭଳି ହିଟ୍‌ ଫିଲ୍ମରେ ନଜର ଆସିଥିବା ପୂର୍ବ ବଲିଉଡ୍‌ ଅଭିନେତା ଫରାଜ ଖାନ୍‌ଙ୍କ ଅବସ୍ଥା ଗୁରୁତର ଅଛି। ଫରାଜ ଏବେ ବେଙ୍ଗାଲୁରୁର ଏକ ମେଡିକାଲରେ ମରଣ ସହ ସଂଘର୍ଷ କରୁଛନ୍ତି। ମହାଭାରତ ଆକ୍ଟର ୟୁସୁଫ୍‌ ଖାନ୍‌ଙ୍କ ପୁଅ ଫରାଜଙ୍କ ବ୍ରେନ୍‌ ଇନ୍‌ଫେକସନ୍‌ ଓ ନିମୋନିଆ ହୋଇଥିବା…

ମା’ଙ୍କ ୧୩ ତମ ଶ୍ରାଦ୍ଧବାର୍ଷିକୀରେ ସୋନୁ ସୁଦ୍‌ ଆରମ୍ଭ କଲେ ‘ପ୍ର.ସରୋଜ ସୁଦ୍‌ ସ୍କଲାରସିପ୍‌’, IAS ପାଇଁ ପ୍ରସ୍ତୁତ…

ବଲିଉଡ୍‌ ଷ୍ଟାର ସୋନୁ ସୁଦ ଲକ୍‌ଡାଉନ୍‌ ବେଳେ ପ୍ରବାସୀ ଶ୍ରମିକଙ୍କ ସମେତ ଅନ୍ୟ ଅସହାୟଙ୍କୁ ତାଙ୍କ ଘରେ ପହଞ୍ଚାଇବାରେ ସାହାଯ୍ୟ କରିଛନ୍ତି। କେବଳ ଏତିକି ନୁହେଁ ସୋନୁ ଏବେ ଅନ୍ୟମାନଙ୍କୁ ବି ସାହାଯ୍ୟ କରୁଛନ୍ତି। ସୋନୁଙ୍କ ଏହି ମହାନତା ପାଇଁ ଏବେ ସମସ୍ତଙ୍କ ମୁହଁରେ ତାଙ୍କ ପ୍ରଶଂସା। ଅନେକ…