Below header
Browsing Category

ମନୋରଂଜନ

ଦଶହରା ଅବସରରେ ଅକ୍ଷୟ କୁମାର ଲଞ୍ଚ୍‌ କଲେ FAU-G ଗେମ୍‌ର ଟିଜର, ଯବାନଙ୍କୁ ମିଳିବ ଫାଇଦା

ଲୋକପ୍ରିୟ ଗେମିଂ ଆପ୍‌ ପବ୍‌ଜି ସମେତ ଚୀନ୍‌ର ପ୍ରାୟ ୧୧୮ଟି ମୋବାଇଲ ଆପ୍‌କୁ ଭାରତ ସରକାର ବ୍ୟାନ୍‌ କରିଛନ୍ତି। ଏସବୁ ଆପ୍‌ ଭାରତର ଏକତା, ଅଖଣ୍ଡତା ଓ ଶାନ୍ତି ବ୍ୟବସ୍ଥା ଭଙ୍ଗ କରୁଥିବାରୁ ଏସବୁ ଆପ୍‌କୁ ବନ୍ଦ କରି ଦିଆଯାଇଛି। ଏହା ପରେ ଅକ୍ଷୟ କୁମାର ନରେନ୍ଦ୍ର ମୋଦିଙ୍କ ଆତ୍ମନିର୍ଭର ଭାରତ…

ଭ୍ୟାକେସନରେ ଛୁଟି କାଟିବାକୁ ମାଳଦ୍ଵୀପ ଯାଇଥିଲେ ରାପର ବାଦଶାହା କିନ୍ତୁ ଏମିତି ଜଳିଗଲା ଚେହେରା

ପ୍ରସିଦ୍ଧ ରାପର ବାଦଶାହ ଆଜିକାଲି ମାଲଦ୍ୱୀପରେ ନିଜ ଛୁଟିକୁ ଉପଭୋଗ କରୁଛନ୍ତି । କିନ୍ତୁ ମାଲଦ୍ୱୀପରେ ବାଦଶାହ 'ସନବର୍ନ'ର ଶିକାର ହୋଇଥିବା ଜଣାପଡିଛି । ସୋସିଆଲ ମିଡିଆରେ ବାଦଶାହାଙ୍କର ଏକ ଫଟୋ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ତାଙ୍କ ମୁହଁରେ ସୂର୍ଯ୍ୟକିରଣର ପ୍ରଭାବ ଦେଖିବାକୁ…

ଶାହାରୁଖ ଓ ଗୌରୀଙ୍କ ବିବାହକୁ ପୂରିଲା ୨୯ ବର୍ଷ, ସୋସିଆଲ ମିଡିଆରେ ଶୁଭେଚ୍ଛା ଜଣାଉଛନ୍ତି ଫ୍ୟାନ୍‌

ବଲିଉଡ୍‌ର କିଙ୍ଗ୍‌ ଭାବେ ପରିଚିତ ଶାହାରୁଖ୍‌ ଖାନ୍‌ ଏବଂ ତାଙ୍କ ପତ୍ନୀ ଗୌରୀ ଖାନ୍‌ ଆଜି ୨୯ ତମ ବିବାହ ବାର୍ଷିକୀ ପାଳନ କରୁଛନ୍ତି। ଏହି ଯୋଡି ବଲିଉଡ୍‌ର ସବୁଠାରୁ ଲୋକପ୍ରିୟ ଯୋଡ଼ିମାନଙ୍କ ମଧ୍ୟରେ ଅନ୍ୟତମ। ଏହି ଦମ୍ପତି ଏକାଠି ଜୀବନର ବହୁ ଝଡ଼ଝଞ୍ଜାକୁ ସାମ୍ନା କରିଛନ୍ତି। They…

ଦୁର୍ଗାଷ୍ଟମୀରେ ନିଜ ଝିଅର ପାଦ ଧୋଇ ପୂଜା କଲେ ଶିଳ୍ପା ସେଟ୍ଟୀ, ଭାଇରାଲ ହେଉଛି ଭିଡିଓ

ବଲିଉଡ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ ପ୍ରତିଟି ପର୍ବପର୍ବାଣି ଗୁଡିକୁ ଖୁବ ଧୁମଧାମରେ ପାଳନ କରିଥାନ୍ତି । ଚଳିତ ବର୍ଷର ନବରାତ୍ରିକୁ ବି ଶିଳ୍ପା ନିଜ ଘରେ ମନ ଦେଇ ଭକ୍ତି ସହକାରେ ପାଳନ କରୁଥିବାର ନଜର ଆସିଛନ୍ତି । ନବେ ଦଶକରେ ବଲିଉଡ ଜଗତରେ ଖୁବ ନାମ କମେଇ ଥିବା ଏହି ଅଭିନେତ୍ରୀ ଜଣଙ୍କ ଏକ…

ଆଖିରେ ପ୍ରବଳ ରାଗ ଓ ବେକରେ ମୋଟା ଚେନ୍‌, ସୁସ୍ଥ ହେବା ପରେ ଆଙ୍ଗ୍ରିୟଙ୍ଗମ୍ୟାନ୍‌ ଲୁକ୍‌ରେ ନଜର ଆସିଲେ ସଞ୍ଜୟ ଦତ୍ତ

କ୍ୟାନସରରୁ ସୁସ୍ଥ ହୋଇଛନ୍ତି ସଞ୍ଜୟ ଦତ୍ତ। ଏନେଇ ସେ ନିଜେ ଟ୍ଵିଟ୍‌ କରି ସୂଚନା ଦେଇଛନ୍ତି। ୬୧ ବର୍ଷୀୟ ସଞ୍ଜୟ ଦତ୍ତ ସୁସ୍ଥ ହୋଇଥିଲେ ବି ପୂରା ଫିଟ୍‌ ହୋଇନାହାନ୍ତି। ଡାକ୍ତର ତାଙ୍କୁ ଫିଲ୍ମରେ ଷ୍ଟଣ୍ଟ ସିନ୍‌ କରିବାକୁ ମନା କରିଛନ୍ତି। ତେବେ ସୁସ୍ଥ ହେବା ପରେ ସଞ୍ଜୟ ଦତ୍ତ ଏକ ଭିନ୍ନ…

କଙ୍ଗନା ଜାତିଭେଦକୁ ନେଇ ଦେଲେ ଏମିତି ବୟାନ, କହିଲେ ଗରିବ ଆଧାରରେ ମିଳୁଛି ଆରକ୍ଷଣ

ଦେଶରେ ସଂରକ୍ଷଣ ପ୍ରସଙ୍ଗ ଅତ୍ୟନ୍ତ ସମ୍ବେଦନଶୀଳ ବୋଲି ବିବେଚନା କରାଯାଏ। ଏହି ଗୋଟିଏ ପ୍ରସଙ୍ଗରେ ସରକାର ବଦଳିଯାଏ। ଜାତି ଆଧାରରେ କିମ୍ବା ମନୁଷ୍ୟର ଆର୍ଥିକ ସ୍ଥିତିକୁ ଦୃଷ୍ଟିରେ ରଖି ସଂରକ୍ଷଣ ଦିଆଯିବା ଉଚିତ କି? ବର୍ତ୍ତମାନ ଏହି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ କଙ୍ଗନା ରଣାଓ୍ଵତ ନିଜର ମତ…

ଅପେକ୍ଷାର ଅନ୍ତ: ଗୁରୁଦ୍ୱାରାରେ ବିବାହ କଲେ ନେହା କକ୍କର ଓ ରୋହନପ୍ରୀତ ସିଂ, ସୋସିଆଲ ମିଡିଆରେ ଛାଇଗଲାଣି Photo ଏବଂ…

ବଲିଉଡ ସିଙ୍ଗର ନେହା କକ୍କର ଓ ରୋହନପ୍ରୀତ ସିଂ ଶେଷରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ଶନିବାର ଦିଲ୍ଲୀର ଏକ ଗୁରୁଦ୍ୱାରାରେ ବିବାହ ବହୁତ ଧୁମଧାମରେ ସମ୍ପନ୍ନ ହୋଇଛି। ଦୁଇଜଣଙ୍କ ଫଟୋ ସୋସିଆଲ ମିଡିଆରେ ଛାଇଯାଇଛି। ନେହା କକ୍କର ପିଚ କଲରର ଲେହେଙ୍ଗା ପିନ୍ଧିଥିବା ବେଳେ ରୋହନ ମଧ୍ୟ ସେହି…

ଇନଷ୍ଟାଗ୍ରାମରେ ଟପଲେସ୍‌ ଫଟୋ ସେୟାର କଲେ ମୃଣାଳ, ଫ୍ୟାନ ଦେଉଛନ୍ତି ଏଭଳି କମେଣ୍ଟ

ସୋସିଆଲ ମିଡିଆରେ ବୋଲ୍ଡ ଏବଂ ହଟ୍‌ ଫଟୋ ସେୟାର କରି ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି ବଲିଉଡର ଅଭିନେତ୍ରୀ। ଏମିତି ଏବେ ଚର୍ଚ୍ଚାରେ ରହିଛନ୍ତି ‘ବାଟଲା ହାଉସ’ର ଅଭିନେତ୍ରୀ ମୃଣାଳ ଠାକୁର। ମୃଣାଲ ଇନଷ୍ଟାଗ୍ରାମରେ ଏକ ବ୍ଲାକ ଆଣ୍ଡ ହ୍ଵାଇଟ୍‌ ଫଟୋ ସେୟାର କରିଛନ୍ତି। ବିନା ଫିଲଟର କରି ମୃଣାଳ…

ମେରୁଦଣ୍ଡ ଭାଙ୍ଗିଥିବା କୁନି ଝିଅର ଅପରେସନ୍‌ ଦାୟିତ୍ୱ ନେଲେ ସୋନୁ ସୁଦ୍‌, କହିଲେ ‘ପ୍ରସ୍ତୁତ ରୁହ ୨୮ରେ ହେବ ତୁମ…

କରୋନା କାଳରେ ଅଭିନେତା ସୋନୁ ସୁଦ୍‌ ସମସ୍ତ ଅସହାୟଙ୍କୁ ସାହାଯ୍ୟର ହାତ ବଢ଼ାଇଛନ୍ତି। ସାହାଯ୍ୟ ମାଗୁଥିବା କୌଣସି ବ୍ୟକ୍ତିଙ୍କୁ ସୋନୁ କେବେ ବି ଖାଲି ହାତରେ ଫେରାଇ ନାହାନ୍ତି। ନିକଟରେ ସୋନୁ ଏକ ଛୋଟ ଝିଅର ଅପରେସନ୍‌ ଦାୟିତ୍ୱ ନେଇଛନ୍ତି। ଏନେଇ ସୋନୁ ନିଜେ ଟ୍ଵିଟ୍‌ କରି ସୂଚନା ଦେଇଛନ୍ତି।…

ଜ୍ୟାକଲିନଙ୍କ ଟପଲେସ ଫଟୋ ଇଣ୍ଟରନେଟରେ ଭାଇରଲ, ଫଟୋ ଦେଖି ଫ୍ୟାନ ହେଲେ ପାଗଳ

ବଲିଉଡର ଆଗଧାଡିର ନାୟିକା ଜ୍ୟାକଲିନ ଫର୍ଣ୍ଣାଣ୍ଡିଜ ଅଭିନୟ ଛଡା ସବୁବେଳେ ସୋସିଆଲ ମିଡିଆରେ ଆକ୍ଟିଭ ଥାଆନ୍ତି। ନିଜ ଅଭିନୟକୁ ନେଇ ଯେତିକି ଚର୍ଚ୍ଚାରେ ଥାଆନ୍ତି ସେମିତି କୋଟି କୋଟି ହୃଦୟ ମଧ୍ୟ ଜିତିଥାନ୍ତି ଏହି ନାୟିକା। ବିଭିନ୍ନ ସମୟରେ ତାଙ୍କ ହଟ ଫଟୋ ସେୟାର କରି ପ୍ରଶଂସକଙ୍କୁ ପାଗଳ…

୩୭ ବର୍ଷରେ ପ୍ରଥମ ଥର ପାଇଁ ରିଷିଙ୍କ ବିନା ଫିଲ୍ମ କରିବେ ନୀତୁ, ଖୁବଶୀଘ୍ର ଏହି ଫିଲ୍ମରେ ଆସିବେ ନଜର

ବଲିଉଡ୍‌ ଆକ୍ଟର ରିଷି କପୁରଙ୍କ ଅକାଳ ବିୟୋଗ ପରେ ନିତୁ କପୁର ଏକଦମ୍‌ ଲୁଚି ଯାଇଥିଲେ। ତେବେ କିଛି ବ୍ୟବଧାନ ପରେ ଏବେ ପୁଣି ଥରେ ବଡ ପରଦାକୁ ଫେରୁଛନ୍ତି ଅଭିନେତ୍ରୀ ନିତୁ କପୁର । ବହୁତ ଦିନ ଧରି ଫିଲ୍ମ ଠାରୁ ଦୁରେଇ ରହିଥିବା ନିତୁଙ୍କୁ ଫିଲ୍ମ ‘ଜୁଗ ଜୁଗ ଜିଓ’ରେ ଦେଖିବାକୁ ମିଳିବ। ଗତଥର…

ନିଜ ଜନ୍ମଦିନରେ ଫ୍ୟାନଙ୍କୁ ଉପହାର ହେଲେ ପ୍ରଭାସ, ରିଲିଜ ହେଲା ଫିଲ୍ମ ‘ରାଧେଶ୍ୟାମ’ର ମୋସନ ଭିଡିଓ

ବାହୁବଳି ଫେମ୍‌ ଅଭିନେତା ପ୍ରଭାସ ଆଜି ୪୧ତମ ଜନ୍ମଦିନ ପାଳନ କରୁଛନ୍ତି। ଏହି ଅବସରରେ ନିଜ ଫ୍ୟାନଙ୍କୁ ଉପହାର ଦେଇଛନ୍ତି ପ୍ରଭାସ। ପ୍ରଭାସଙ୍କ ଅପ୍‌କମିଂ ଫିଲ୍ମ ‘ରାଧେ ଶ୍ୟାମ’ର ମୋସନ ଭିଡିଓ ରିଲିଜ ହୋଇଛି। ଏହି ଫିଲ୍ମରେ ପ୍ରଭାସଙ୍କ ସହିତ ପୂଜା ହେଗଡ ଏକାଠି ନଜର ଆସିବେ। ମୋସନ ଭିଡିଓର…