Below header
Browsing Category

ମନୋରଂଜନ

ରୁବିନାଙ୍କ ପରେ ଏବେ କବିତା କୌଶିକ ମଧ୍ୟ ବିଗବସ୍ ଉପରେ ଲଗାଇଲେ ଆରୋପ, ଶୋ ଛାଡିବାକୁ ଦେଲେ ଧମକ

ବିଗବସ୍ ସିଜନ ୧୪ରେ ବେଶ୍ କିଛି ହଲଚଲ ଘରେ ଦେଖିବାକୁ ମିଳୁଛି। ୱିକେଣ୍ଡରେ ତ ବହୁତ ଡ୍ରାମା ମଧ୍ୟ ନଜର ଆସୁଛି। ଏବେ ବିଗବସ୍ ଘରେ ବିଗବସଙ୍କ ପକ୍ଷପାତିତାକୁ ନେଇ ପ୍ରଶ୍ନ ଉଠୁଛି। ପୂର୍ବରୁ ରୁବିନା ବିଗବସ ଉପରେ ଆରୋପ ଲଗାଇଥିବା ବେଳେ ଏବେ ୱାଇଲ୍ଡ କାର୍ଡ ଏଣ୍ଟ୍ରି କରିଥିବା କବିତା କୌଶିକ…

ଆଜି ଶାହାରୁଖ ଖାନ୍‌ଙ୍କ ଜନ୍ମଦିନ: ୫୫ ବର୍ଷରେ ପାଦ ଥାପିଲେ ରୋମାନ୍ସ କିଙ୍ଗ୍‌, ଛୁଟୁଛି ଶୁଭେଚ୍ଛାର ସୁଅ

ଆଜି ବଲିଉଡ୍‌ର ବାଦଶାହ ଶାହାରୁଖ ଖାନ୍‌ଙ୍କ ଜନ୍ମଦିନ। ୨ ନଭେମ୍ବର ୧୯୬୫ରେ ଶାହାରୁଖ ଜନ୍ମ ଗ୍ରହଣ କରିଥିଲେ। ଆଜି ସେ ନିଜ ୫୫ ତମ ଜନ୍ମ ଦିନ ପାଳନ କରୁଛନ୍ତି। ଶାହାରୁଖ ଖାନ୍‌ କୋଟି କୋଟି ଲୋକଙ୍କ ହୃଦୟରେ ରାଜ୍‌ କରୁଛନ୍ତି। ତାଙ୍କ ଫ୍ୟାନ୍‌ ଫଲୋୟର୍ସ କେବଳ ଭାରତରେ ନୁହେଁ, ଦୁନିଆର…

ବିବାହର ୨ ଦିନ ପରେ ବ୍ରାଇଡଲ ଫଟୋସୁଟ୍‌ର ଫଟୋ ସେୟାର କଲେ କାଜଲ ଅଗ୍ରଓ୍ଵାଲ, ରୋମାଣ୍ଟିକ୍‌ ମୁଡ୍‌ରେ ଆସିଲେ ନଜର

ଦକ୍ଷିଣ ଭାରତୀୟ ଅଭିନେତ୍ରୀ କାଜଲ ଅଗ୍ରଓ୍ଵାଲ ଅକ୍ଟୋବର ୩୦ରେ ବୟଫ୍ରେଣ୍ଡ ଗୌତମ କିଚଲୁଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ମୁମ୍ବାଇର ତାଜ୍‌ ହୋଟେଲରେ ସେ ବିବାହ କରିଛନ୍ତି। କାଜଲଙ୍କ ବିବାହ ଫଟୋ ଏବେ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି। ବିବାହ ପରେ ଅଭିନେତ୍ରୀ ବ୍ରାଇଡଲ…

କରୋନା ସହ ଲଢ଼ୁଥିବା ବେଷ୍ଟଫ୍ରେଣ୍ଡ ସ୍ମୃତି ଇରାନୀଙ୍କ ସୁସ୍ଥତା କାମନା କଲେ ଏକତା କପୁର, ଫଟୋ ସେୟାର କରି କହିଲେ ଏମିତି…

କ୍ୟୁଁ କି ସାସ୍‌ ଭି କଭି ବୋହୂ ଥି ଅଭିନେତ୍ରୀ ତଥା କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ ନିକଟରେ କରୋନା ସଂକ୍ରମିତ ହୋଇଛନ୍ତି। କରୋନା ଟେଷ୍ଟ ରିପୋର୍ଟ ପଜିଟିଭ୍‌ ଆସିଥିବା ନେଇ ସ୍ମୃତି ନିଜେ ସୂଚନା ଦେଇଥିଲେ। ବୟନ ଏବଂ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ସ୍ମୃତି ଇରାନୀ କରୋନା ପଜିଟିଭ୍‌…

ଏହି ତାରିଖରେ ରିଲିଜ୍‌ ହେବ ରାଜମୌଲୀଙ୍କ ବିଗ୍‌ ବଜେଟ୍‌ ଫିଲ୍ମ RRR, ମୁଖ୍ୟ ଭୂମିକାରେ ନଜର ଆସିବେ ଏସବୁ ବଡ଼ ବଡ଼ ଷ୍ଟାର

ବାହୁବଳୀ ଓ ବାହୁବଳୀ-୨ ଭଳି ସୁପରହିଟ୍‌ ଫିଲ୍ମ ଭେଟି ଦେଇଥିବା ନିର୍ଦ୍ଦେଶକ ଏସ୍‌ ଏସ୍‌ ରାଜାମୌଲୀ ନିଜ ଆଗାମୀ ଫିଲ୍ମ RRR (ରାମା ରାଜ୍ୟ ରାବଣମ୍‌) ଉପରେ କାମ ଆରମ୍ଭ କରିଛନ୍ତି। ଏହା ଏକ ଆକ୍ସନ୍‌ ତେଲୁଗୁ ଫିଲ୍ମ। ଫିଲ୍ମଟି ତାମିଲ, ମାଲାୟାଲମ୍‌, ହିନ୍ଦୀ ଓ କନ୍ନଡ଼ ଭାଷାରେ ମଧ୍ୟ ରିଲିଜ୍‌…

ମରାଠୀ ଭାଷାକୁ ନେଇ ଜାନ୍‌ଙ୍କ କମେଣ୍ଟ ପରେ ହାତ ଯୋଡ଼ି କ୍ଷମା ମାଗିଲେ ବାପା କୁମାର ସାନୁ, କହିଲେ-‘ତା ମା’ ତାକୁ କି…

କଲର୍ସ ଚ୍ୟାନେଲର ସବୁଠୁ ଲୋକପ୍ରିୟ ତଥା ବିବାଦୀୟ ଶୋ’ ବିଗ୍‌ବସ୍‌ ୧୪ରେ ନିକଟରେ କୁମାର ସାନୁଙ୍କ ପୁଅ ଜାନ୍‌ କୁମାର ସାନୁ ମରାଠୀ ଭାଷାକୁ ନେଇ ଟିପ୍ପଣୀ ଦେଇଥିଲେ। ଏହା ପରେ ଏମ୍‌ଏନ୍‌ଏସ୍‌ର ନେତା ଅମୟେ ଖୋପକର ବିରକ୍ତି ପ୍ରକାଶ କରିଛନ୍ତି। ସେ ବିଗ୍‌ବସ୍‌ ଶୋ’କୁ ବନ୍ଦ କରିବା ସହ…

ମାତ୍ର ୩ ବର୍ଷ ବୟସରେ ଯୌନ ଉତ୍ପୀଡ଼ନର ଶିକାର ହୋଇଥିଲେ ଦଙ୍ଗଲ ଗାର୍ଲ

ଦଙ୍ଗଲ ଗାର୍ଲ ଆକ୍ଟ୍ରେସ ଫତିମା ଶେଖ ନିକଟରେ ଏକ ୱେବ ସାଇଟ ଜରିଆରେ ନିଜ ପିଲାଦିନର ଏକ ତିକ୍ତ ଅନୁଭୂତିକୁ ସେୟାର କରିଛନ୍ତି । ତାଙ୍କ ଅନୁସାରେ ତାଙ୍କୁ ଯେବେ ମାତ୍ର ୩ ବର୍ଷ ବୟସ ହୋଇଥିଲା ସେ ଏକ ଭୟଙ୍କର ଯୌନ ଉତ୍ପୀଡ଼ନର ଶିକାର ହୋଇଥିଲେ । ଏହା ସହ ଏହା ମଧ୍ୟ ଲେଖିଛନ୍ତି, ବଲିଉଡରେ ନିଜ…

‘ଆଦିପୁରୁଷ’ରେ ପ୍ରଭାସଙ୍କ ବପକ୍ଷରେ ନଜର ଆସିପାରନ୍ତି ଏହି ଅଭିନେତ୍ରୀ, ଏମିତି ଚାଲିଛି ଚର୍ଚ୍ଚା

ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରୀର ସୁପରଷ୍ଟାର ପ୍ରଭାସଙ୍କ ସହିତ କିଏ ବା କାମ କରିବାକୁ ଚାହେଁ ନାହିଁ। ପ୍ରଭାସଙ୍କ ଫିଲ୍ମ ସାହୋ ବକ୍ସ ଅଫିସରେ ବେଶ୍ କିଛି କମାଲ କରିନ ପାରୁ ପଛେ କିନ୍ତୁ ପ୍ରଭାସଙ୍କ ଫାନ ଫଲୋୟର୍ସ କମ୍ ନାହାନ୍ତି। ଏବେ ପ୍ରଭାସ ଅପକମିଂ ଫିଲ୍ମ ଆଦିପୁରୁଷକୁ ନେଇ ବେଶ ଚର୍ଚ୍ଚାରେ…

ସୋନୁ ସୁଦ ପୂରା ଗାଁର ଝିଅଙ୍କୁ ସାଇକେଲ ଦେବାକୁ କଲେ ଘୋଷଣା, କହିଲେ, ‘ସାଇକେଲ ପହଞ୍ଚୁଛି, ବାସ ଚା’ କପେ…

ଲକଡାଉନ ପରଠାରୁ ବଲିଉଡ ଅଭିନେତା ସୋନୁ ସୁଦ ଲଗାତାର ଭାବେ ଲୋକଙ୍କୁ ସାହାଯ୍ୟ କରିଆସୁଛନ୍ତି, ଯାହାକୁ ନେଇ ସେ ଚର୍ଚ୍ଚାରେ ରହିଛନ୍ତି। ନିକଟରେ ସୋନୁ ଏକ ଗାଁର ସମସ୍ତ ଝିଅଙ୍କୁ ସାଇକେଲ ଦେବାକୁ ଘୋଷଣା କରିଛନ୍ତି। ସୂଚନାଥାଉ କି, 'ସନ୍ତୋଷ ଚୌହାନ ନାମକ ଟୁଇଟର ୟୁଜର ଟୁଇଟ କରି ଲେଖିଥିଲେ,…

ଅଭିନେତ୍ରୀ ରବୀନା ଟଣ୍ଡନଙ୍କ ନାଁରେ ଫେକ ଆକାଉଣ୍ଟ କରି ମୁମ୍ବାଇ ପୋଲିସକୁ ଗାଳି ଦେଉଥିଲେ ଦୁର୍ବୃତ୍ତ, ନିଜେ ଏତଲା…

ବଲିଉଡ ଅଭିନେତ୍ରୀ ରବୀନା ଟଣ୍ଡନଙ୍କ ନାଁରେ ଫେକ୍ ଆକାଉଣ୍ଟ ଖୋଲି ମୁମ୍ବାଇ ପୋଲିସକୁ ଗାଳି କରିଥିବା ଅଭିଯୋଗ ହୋଇଛି। ଏନେଇ ନିଜେ ରବୀନା ଥାନାରେ ଅଜଣା ବ୍ୟକ୍ତିଙ୍କ ବିରୋଧରେ ଏତଲା ଦେଇଛନ୍ତି। ତାଙ୍କ ନାଁରେ ଫେକ୍ ଆକାଉଣ୍ଟ ଖୋଲି କେହି ଜଣେ ମୁମ୍ବାଇ ପୋଲିସ ଓ ପରମବୀରଙ୍କୁ ଅଶ୍ଳୀଳ ଭାଷାରେ…

ପ୍ରଥମ ଜେମ୍‌ସ ବଣ୍ଡଙ୍କ ପରଲୋକ, ୯୦ ବର୍ଷ ବୟସରେ ସେନ୍‌ କନେରୀଙ୍କ ଦେହାନ୍ତ

ଜେମ୍ସ ବଣ୍ଡ୍‌ ଚରିତ୍ର ପାଇଁ ପ୍ରସିଦ୍ଧି ଲାଭ କରିଥିବା ସ୍କଟ୍‌ଲ୍ୟାଣ୍ଡ୍‌ର ଆକ୍ଟର ସେନ୍‌ କନେରୀଙ୍କ ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୯୦ ବର୍ଷ ବୟସ ହୋଇଥିଲା । ଶୁକ୍ରବାର ରାତିରେ ବାହାମସ୍‌ ତାଙ୍କ ଘରେ ଶୋଇଥିବା ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଯାଇଛି । ଦୀର୍ଘ ଦିନ ଧରି…

ଝଗଡା କୁଇନ ରୁବିନା, ଏହିସବୁ କଥାକୁ ନେଇ ‘ବିଗ୍ ବସ୍ ୧୪’ ଘରେ କରନ୍ତି ଧମାଲ

ବିଗବସ୍ ସିଜିନ ୧୪ ଆରମ୍ଭ ହେବା ଦିନରୁ ବହୁତ ଚର୍ଚ୍ଚାରେ ରହିଛି । ଶୋ’ର ସମସ୍ତ ପ୍ରତିଯୋଗୀ ଜନତାଙ୍କ ମନୋରଂଜନ କରିବାର ସୁଯୋଗ ହାତଛଡା କରୁନାହାନ୍ତି । ସବୁଠାରୁ ବେଶି ଚର୍ଚ୍ଚାରେ ରହିଥାନ୍ତି ଅଭିନେତ୍ରୀ ରୁବିନା ଦିଲାୟକ । ସେ ନିଜର କଥା ରଖିବା ପାଇଁ କାହାକୁ ମଧ୍ୟ ଡରନ୍ତି ନାହିଁ ।…