Browsing Category

ମନୋରଂଜନ

‘ବାଲା’ର ନୂଆ ଟିଜର ରିଲିଜ, କିନ୍ତୁ କାହିଁକି ଆୟୁଷ୍ମାନଙ୍କ ମଜାକ୍‌ ଉଡାଇଲେ ଭୂମି

ଆୟୁଷ୍ମାନଙ୍କ ଅପ୍‌କମିଙ୍ଗ ଫିଲ୍ମ ‘ବାଲା’ ଏବେ ଚର୍ଚ୍ଚାରେ। ଫିଲ୍ମଟି ରିଲିଜ ପୂର୍ବରୁ ଗୀତ ଠାରୁ ଆରମ୍ଭ କରି କାହାଣୀ ପର୍ଯ୍ୟନ୍ତ ସବୁକୁ ନେଇ ବିବାଦରେ ଫସିଛି। ଏବେ ଆୟୁଷ୍ମାନ ଏବଂ ଫିଲ୍ମର ଷ୍ଟାରକାଷ୍ଟ ଗୀତ ପ୍ରମୋଶନରେ ବ୍ୟସ୍ତ ରହିଛନ୍ତି। ଫିଲ୍ମରେ ଆୟୁଷ୍ମାନଙ୍କ ବିପକ୍ଷରେ ଭୂମି…

ଫିଲ୍ମ ଧୁମ୍‌-୪ ରେ ଭିଲେନ ଅବତାରରେ ନଜର ଆସିପାରନ୍ତି ଅକ୍ଷୟ

ହାଉସଫୁଲ ଫୋରର ସଫଳତା ପରେ ଅକ୍ଷୟ କୁମାର ଏବେ ଆଗାମୀ ଫିଲ୍ମ ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଧୁମ ଫ୍ରେଞ୍ଚାଇଜର ଲାଟେଷ୍ଟ ଫିଲ୍ମ ଧୁମ୍‌-୪ ରେ ଭିଲେନ ଅବତାରରେ ନଜର ଆସିପାରନ୍ତି ଅକ୍ଷୟ। ନିର୍ଦ୍ଦେଶକ ଆଦିତ୍ୟ ଚୋପ୍ରା ଅକ୍ଷୟଙ୍କୁ ଧୁମ୍‌-୪ରେ ଭିଲେନ ରୋଲ ଅଫର କରିଛନ୍ତି।

ପାର୍ସଲ ବୋମା ଉପରେ ଆଧାରିତ ଫିଲ୍ମ ପାଟଣାଗଡ଼କୁ ଝଟକା, କଲିକତା ଇଣ୍ଟରନ୍ୟାସନାଲ ଫିଲ୍ମ ଫେଷ୍ଟିଭାଲରୁ ବାଦ ପଡିଲା…

ପାର୍ସଲ ବୋମା ବିସ୍ଫୋରଣ ଉପରେ ଆଧାରିତ ବହୁ ଚର୍ଚ୍ଚିତ ଓଡିଆ ଫିଲ୍ମ ପାଟଣାଗଡ଼ ସିନେମାକୁ ଝଟକା। କଲିକତା ଇଣ୍ଟରନ୍ୟାସନାଲ ଫିଲ୍ମ ଫେଷ୍ଟିଭାଲରୁ ବାଦ ପଡିଲା ଏହି ଓଡିଆ ଫିଲ୍ମ । ପୀଡିତାଙ୍କ ପରିବାର ଲୋକଙ୍କ ଅଭିଯୋଗ ପରେ କଲିକତା ଇଣ୍ଟରନ୍ୟାସନାଲ ଫିଲ୍ମ ଫେଷ୍ଟିଭାଲରୁ ବାଦ ପଡିଛି ଏହି ସିନେମା…

‘ଜୟେଶଭାଇ ଜୋରଦାର’ ଲୁକ୍‌ରେ ନଜର ଆସିଲେ ରଣବୀର, ଫଟୋ ସେୟାର କରି କହିଲେ ‘ଏ ଚିକ୍‌ନେ’

ବଲିଉଡ ଅଭିନେତା ରଣବୀର ସିଂ ଜଣେ ଭର୍ସଟାଇଲ ଆକ୍ଟର। ରଣବୀର ଯେକୌଣସି ଚରିତ୍ରରେ ମଧ୍ୟ ଫିଟ୍‌ ଆସିଯାଆନ୍ତି। ରଣବୀରଙ୍କ ଅପ୍‌କମିଙ୍ଗ ଫିଲ୍ମ ‘ଜୟେଶଭାଇ ଜୋରଦାର’ ରହିଛି। ଏହି ଫିଲ୍ମ ପାଇଁ ରଣବୀର ସବୁପ୍ରକାର ପ୍ରସ୍ତୁତି ଆରମ୍ଭ କରିସାରିଲେଣି। ଇନଷ୍ଟାଗ୍ରାମରେ ରଣବୀର ବିନା ନିଶରେ ଏକ…

ବେବୋଙ୍କୁ ଡେଟ୍‌ରେ ଡାକିଲେ କରଣ ଜୋହର, ତ ମିଳିଲା ଏଭଳି ଜବାବ…

ବଲିଉଡ୍‌ର ଆଗଧାଡ଼ିର ସିନେମା ନିର୍ମାତା କରଣ ଜୋହର ଓ କରୀନା କପୁର ଖୁବ୍‌ ଉତ୍ତମ ବନ୍ଧୁ। ବିଭିନ୍ନ ଉତ୍ସବରେ ଉଭୟଙ୍କ ମିଳାମିଶା ଓ କଥାବାର୍ତ୍ତାରୁ ଏହା ସ୍ପଷ୍ଟ ବାରି ହୋଇପଡ଼େ। ତେବେ ନିକଟରେ କରଣ ଓ କରୀନାଙ୍କ ଭେଟ ହୋଇଥିଲା। ଏହି ଦେଖା ବେଳେ କରଣ ବେବୋଙ୍କୁ ମୁଭି ଡେଟ୍‌ରେ ଯିବାକୁ…

ଅକ୍ଷୟଙ୍କ ମହାନତା, ବନ୍ୟା ପ୍ରପୀଡିତ ୨୫ଟି ପରିବାରକୁ ଦେବେ ଏକ କୋଟି ଟଙ୍କା

ପୁଣି ନିଜ ମହାନତାରେ ପରିଚୟ ଦେଇଛନ୍ତି ବଲିଉଡର ଖିଲାଡି ଷ୍ଟାର। ଅଭିନେତା ଅକ୍ଷୟ କୁମାର କେବଳ ଫିଲ୍ମ ନୁହେଁ ବରଂ ରିଅଲ ଲାଇଫରେ ମଧ୍ୟ ଅସଲି ହିରୋ। ଯେତେବେଳେ ଲୋକଙ୍କୁ ତାଙ୍କର ସାହାଯ୍ୟ ଦରକାର ପଡେ, ସେ ଅନ୍ୟ ସମସ୍ତଙ୍କ ଠାରୁ ଆଗରୁ ରହିଥାନ୍ତି। ସବୁ ବେଳେ ଦେଶରେ ପ୍ରାକୃତିକ ବିପର୍ଯ୍ୟୟରେ…

ଏପରି ଦୀପାବଳିକୁ ଖାସ୍‌ ବନାଇଲେ ବିରାଟ-ଅନୁଷ୍କା

ଦୀପାବଳି ପାଳନ କରିବାର ଉତ୍ସାହ ପୁରା ଦେଶରେ ଦେଖାଯିବା ସହ ବଲିଉଡ୍‌ରେ ମଧ୍ୟ ଦେଖିବାକୁ ମିଳିଛି। ଏପରିକି ବିଗ୍ ବି ଅମିତାଭ ବଚ୍ଚନ ନିଜ ପରିବାରରେ ଦୀପାବଳି ପାଳନ କରିବା ପାଇଁ ଆୟୋଜନ କରିଥିବା ବେଳେ ଅନୁଷ୍କା ଶର୍ମା ପତି ବିରାଟ କୋହଲିଙ୍କ ସହ ଦୀପାବଳି ସେଲିବ୍ରେଟ୍ କରିଛନ୍ତି। ଏଥର…

ପୁଅ ତୈମୁରଙ୍କ ବିଷୟରେ ବଡ଼ ଖୁଲାସା କଲେ ସୈଫ୍‌, କହିଲେ ‘ତୈମୁର ମୋତେ ଏମିତି ଡାକିଥାଏ’

ସୈଫ୍ ଅଲ୍ଲୀ ଖାନ୍‌ଙ୍କ ପୁଅ ତୈମୁର ସବୁବେଳେ ଚର୍ଚ୍ଚାରେ ରହିଥାଆନ୍ତି। ସେ ଏମିତି ଜଣେ ଷ୍ଟାରକିଡ୍‌, ଯିଏ ସବୁଠାରୁ ଅଧିକ ଚର୍ଚ୍ଚାରେ ଥାଆନ୍ତି। ନିକଟରେ ସୈଫ୍ ଏକ ସ୍ୱତନ୍ତ୍ର ସାକ୍ଷାତକାରରେ କେତେକ କଥାର ଖୁଲାସା କରିଥିଲେ। ଯେତେବେଳେ ତାଙ୍କୁ ତୈମୁରଙ୍କ ପପୁଲାରିଟି ବିଷୟରେ ପଚରା…

ତିନି ଦିନରେ ୫୦ କୋଟି କ୍ଲବରେ ସାମିଲ ହେଲା ବହୁପ୍ରତୀକ୍ଷିତ ଫିଲ୍ମ ‘ହାଉସଫୁଲ୍-୪’

ମୁମ୍ବାଇ: ଗତ ଶୁକ୍ରବାର ରିଲିଜ୍ ହୋଇଥିବା ବହୁପ୍ରତୀକ୍ଷିତ ଫିଲ୍ମ ‘ହାଉସଫୁଲ୍-୪’ ତିନି ଦିନରେ ୫୦ କୋଟି କ୍ଲବରେ ପହଞ୍ଚିଯାଇଛି। ଏହା ରବିବାର ସୁଦ୍ଧା ୫୨.୮୯ କୋଟି ଟଙ୍କା ଆୟ କରିଥିବା ଜଣାଯାଇଛି। ସାଜିଦ୍ ନାଡିଆଡଓ୍ଵାଲାଙ୍କ ପ୍ରଯୋଜିତ ‘ହାଉସଫୁଲ୍-୪’ ପ୍ରଥମ ଦିନ ୧୯.୦୮ କୋଟି ଟଙ୍କା ,…

‘ବିଗ୍ ବସ୍’ ରେ ଏଣ୍ଟ୍ରି କରିବେ ଏହି ନୂଆ ସଦସ୍ୟ

ଅନ୍ୟତମ ଲୋକପ୍ରିୟ ରିଆଲିଟି ସୋ’ ‘ବିଗ୍ ବସ୍’ର ଚଳିତ ସିଜିନରେ ଆଉ ଦୁଇ ଜଣ ନୂଆ ପ୍ରତିଯୋଗୀ ସାମିଲ ହୋଇଛନ୍ତି। ଗତ ଶନିବାର ସେମାନେ ‘ବିଗ୍ ବସ୍’ ଘରେ ଏଣ୍ଟ୍ରି କରିଥିଲେ। ସେମାନେ ହେଉଛନ୍ତି- ସୋଶାଲ୍ ମିଡିଆରେ ‘ସଞ୍ଜୁ ବାବା’ ନାଁରେ ଲୋକପ୍ରିୟ ବିକାଶ ପାଠକ ଓ ବିଭିନ୍ନ ନ୍ୟୁଜ୍…

ଅଲଗା ଧର୍ମରେ ବିବାହ କରିବା ଯୋଗୁଁ ଇଣ୍ଡଷ୍ଟ୍ରୀ ଛାଡିଦେଇଥିଲେ ଏହି ଅଭିନେତ୍ରୀ, ଏବେ ପୁଣି ଫେରିଛନ୍ତି ପରଦାକୁ

ସିରିଅଲ ‘କହିଁ ତୋ ହୋଗା’ରେ କଶିଶ ଭୂମିକାକୁ ଆପଣମାନେ ନିଶ୍ଚିତ ଭାବେ ମନେ ରଖିଥିବେ। ଏହି ସିରିଅଲରେ ମୁଖ୍ୟ ଭୂମିକାରେ ନଜର ଆସିଥିବା କଶିଶ ଦର୍ଶକଙ୍କ ହୃଦୟରେ ଘର କରିସାରିଥିଲେ। କିନ୍ତୁ ଅନ୍ୟ ଧର୍ମରେ ବିବାହ କରିବା ତାଙ୍କୁ ପଡିଥିଲା ମହଙ୍ଗା। ଏଥିପାଇଁ ସେ ଟିଭି ଇଣ୍ଡଷ୍ଟ୍ରୀରୁ ଦୀର୍ଘଦିନ…

ଦୀପାବଳି ପାଳିବା ପାଇଁ ‘ଇଣ୍ଡିଆନ୍‌ ଆଇଡଲ୍‌’ରେ ଏହି ପ୍ରତିଯୋଗୀଙ୍କୁ ୧ଲକ୍ଷ ଟଙ୍କା ଦେଲେ ନେହା କକ୍କର

ବଲିଉଡ୍ ରେ ଇମୋସ୍ନାଲ୍ ଗାୟିକା ଭାବେ ପରିଚିତ ନେହା କକ୍କର ଅନ୍ୟର ଦୁଃଖକୁ ଆଦୌ ଦେଖି ପାରନ୍ତିନାହିଁ। ଏମିତିକି ଇମୋସ୍ନାଲ୍ ଗୀତ ଶୁଣିଲେ ବି ତାଙ୍କ ଆଖିରୁ ଲୁହ ଝରିଯାଏ। ଏପରିକି ‘ଇଣ୍ଡିଆନ୍ ଆଇଡଲ୍ ’ ସୋ’ ରେ ଅନେକ ଥର କାନ୍ଦି ସାରିଛନ୍ତି। ସେଥିପାଇଁ କେହି କେହି ତାଙ୍କୁ କାନ୍ଦୁରୀ ନେହା…