Below header
Browsing Category

ମନୋରଂଜନ

ଏୟାର ପୋର୍ଟ ସାଇନ ବୋର୍ଡର ଫଟୋ ସେୟାର କରି ନିଜେ ଆଶ୍ଚର୍ଯ୍ୟ ହେଲେ ବର୍ଷିୟାନ ଅଭିନେତ୍ରୀ ସାବନା ଆଜମୀ

ବଲିଉଡର ବର୍ଷିୟାନ ଅଭିନେତ୍ରୀ ସାବନା ଆଜମୀ ସୋସିଆଲ ମିଡିଆରେ ସାଧାରଣତଃ ଅଧିକ ଆକ୍ଟିଭ ରୁହନ୍ତି । ପ୍ରାୟ ସବୁ ସମୟରେ ସେ ନିଜ ସୋସିଆଲ ଆକାଉଣ୍ଟ ଜରିଆରେ କିଛି ନ କିଛି କମେଣ୍ଟ କରି ଚର୍ଚ୍ଚାକୁ ଆସିଥାନ୍ତି । କିନ୍ତୁ ନିକଟରେ ସାବନା ଆଜମୀ ନିଜ ସୋସିଆଲ ଆକାଉଣ୍ଟରେ ଏମିତି ଏକ ଫୋଟୋ ସେୟାର…

କେମିଓ କରିବେ ଶାହାରୁଖ, ଫିଲ୍ମ ‘ବ୍ରହ୍ମାସ୍ତ୍ର’ ରେ କଲେ ଏଣ୍ଟ୍ରି

ଦୀର୍ଘଦିନ ଧରି ଶାହାରୁଖ ଖାନଙ୍କୁ ଫ୍ୟାନ୍‌ମାନେ ସିଲ୍‌ଭର ସ୍କ୍ରିନ୍‌ରେ ଦେଖିନାହାନ୍ତି। ସେ ଶେଷଥର ପାଇଁ ଆନନ୍ଦ ଏଲ୍‌ ରାୟଙ୍କ ଫିଲ୍ମ ‘ଜିରୋ’ରେ ନଜର ଆସିଥିଲେ। ଏହା ପରେ ଶାହାରୁଖ୍‌ ନିର୍ଦ୍ଦେଶକ ଏଟ୍‌ଲିଙ୍କ ସହିତ ଫିଲ୍ମ ‘ସନ୍‌କୀ’ରେ ନଜର ଆସିପାରନ୍ତି ବୋଲି ଖବର ଶୁଣିବାକୁ ମିଳିଥିଲା।…

ଅନୁ ମଲ୍ଳିକଙ୍କ ବିରୋଧରେ ଆସିଲା ଅସଦାଚରଣ ଅଭିଯୋଗ, ୨୧ ବର୍ଷ ବୟସରେ ଏହି ସିଙ୍ଗରଙ୍କ ସହ କରିଥିଲେ ଦୁର୍ବ୍ୟବହାର

ବଲିଉଡ ସଂଗୀତ ନିର୍ଦ୍ଦେଶକ ଅନୁ ମଲ୍ଲିକଙ୍କ ବିରୋଧରେ ପୁଣି ଥରେ ଅସଦାଚରଣ ଏବଂ ଦୁର୍ବ୍ୟବହାର କରିଥିବାର ଅଭିଯୋଗ ହୋଇଛି । ଗତ ବର୍ଷ ବଲିଉଡର ଦୁଇ ଜଣ ଗାୟିକା ସୋନା ମହାପାତ୍ର ଏବଂ ଶ୍ୱେତା ପଣ୍ଡିତ ‘ମିଠୁ’ କ୍ୟାମ୍ପେନ ଅଧୀନରେ ତାଙ୍କ ବିରୋଧରେ ଯୌନ ନିର୍ଯ୍ୟାତନା ଦେଇଥିବାର ଅଭିଯୋଗ କରିଥିଲେ…

ଜାଣନ୍ତୁ କାହିଁକି ନିଜ ଝିଅକୁ ସାଙ୍ଗରେ ଧରି ଝୁମ୍ପୁଡି ଘରକୁ ଗଲେ ଖିଲାଡୀ ଷ୍ଟାର ଅକ୍ଷୟ କୁମାର

ଅକ୍ଷୟ କୁମାର ନିକଟରେ ନିଜ ପୂରା ପରିବାର ସହିତ ଛୁଟି କାଟୁଥିବା ନଜର ଆସିଥିଲା। କିନ୍ତୁ ଏବେ ଖିଲାଡି ଷ୍ଟାର ଅକ୍ଷୟ କୁମାରଙ୍କର ଏକ ଏମିତି ଫଟୋ ସାମ୍ନାକୁ ଆସିଛି ଯେଉଁଥିରେ ତାଙ୍କ ସହିତ ଝିଅ ନିତାରା ମଧ୍ୟ ସାଥିରେ ଥିବା ଦେଖିବାକୁ ମିଳୁଛି। ଅକ୍ଷୟ କୁମାର ନିଜେ ଫଟୋ ସେୟାର କରିଛନ୍ତି ଏବଂ…

୧୫ କିଲୋ ଓଜନର ଲେହେଙ୍ଗା ପିନ୍ଧି କଥକ ନାଚିବେ ସନ୍ନି ଲିଓନି

ବଲିଉଡ୍ ଅଭିନେତ୍ରୀ ସନ୍ନି ଲିଓନିଙ୍କ ହଟ୍ ଓ ବୋଲ୍ଡ ଅନ୍ଦାଜ ସମସ୍ତଙ୍କୁ ଦିୱାନା କରିଦେଇଛି। ଅନେକ ଦିନ ହେବ ବଲିଉଡର ଏହି ଲୈଲାଙ୍କର କିଛି ଭଲ ଫିଲ୍ମ ହିଟ୍ ମଧ୍ୟ ହୋଇନାହିଁ। ଅନେକ ଦିନ ହେବ ସେ ପରଦାରୁ ଦୂରେଇ ଅଛନ୍ତି। ହେଲେ ଏବେ ଖୁବ୍ ଶୀଘ୍ର ସନ୍ନିଙ୍କୁ ଏକ ଭିନ୍ନ ଅନ୍ଦାଜରେ ଦେଖିବାକୁ…

ଅନୀଲ କପୁରଙ୍କୁ ୧୭ଥର ସତସତିକା ଚାପୁଡା ମାରିଥିଲେ ଜ୍ୟାକି ଶ୍ରଫ, କାରଣ ଜାଣିଲେ ଆପଣ ହୋଇଯିବେ ଆଶ୍ଚର୍ଯ୍ୟ

ବଲିଉଡରେ ଅନେକ ସେଲିବ୍ରିଟ୍‌ଙ୍କ ବନ୍ଧୁତା ଯୋଡି ଆପଣ ନିଶ୍ଚିତ ଜାଣିଥିବେ । ଏହି ବନ୍ଧୁତା ଯୋଡି ମଧ୍ୟରେ ଅନୀଲ କପୁର ଏବଂ ଜ୍ୟାକି ଶ୍ରଫଙ୍କୁ ଯୋଡି ଅନ୍ୟତମ। ଅନିଲ କପୁର ଏବଂ ଜ୍ୟାକି ଅନେକ ଫିଲ୍ମ ଏକାଠି କରିସାରିଛନ୍ତି। ଯାହା ମଧ୍ୟରେ ‘ରାମ ଲଖନ, ତ୍ରିମୂର୍ତ୍ତି, ଯୁଦ୍ଧ, ଅନ୍ଦାଜ ଅପନା,…

ଟି-୨୦ ବିଶ୍ୱକପର ଟ୍ରଫି ଉଦଘାଟନ କରିବେ କରିନା କପୁର, କହିଲେ ଏହା ମୋ ପାଇଁ ସମ୍ମାନର କଥା

ଆସନ୍ତା ବର୍ଷ ଅଷ୍ଟ୍ରେଲିଆରେ ଆୟୋଜନ ହେବାକୁ ଯାଉଛି ମହିଳା ପୁରୁଷ ଟି-୨୦ ବିଶ୍ବ କପ୍ ଟୁର୍ଣ୍ଣାମେଣ୍ଟ। ଭାରତୀୟ ବଲିଉଡ ଅଭିନେତ୍ରୀ କରୀନା କପୁର ଖାନ ମେଲବର୍ଣ୍ଣରେ ପୁରୁଷ ଓ ମହିଳା ଟି-୨୦ ବିଶ୍ଵକପ ଟ୍ରଫିର ଉନ୍ମୋଚନ କରିବେ। କରିନାଙ୍କ କହିବା ଅନୁଯାୟୀ ସେ ଏହି ଖେଳରେ ସାମିଲ ହୋଇ ନିଜକୁ…

ଅସହାୟ ପିଲାକୁ ଏମିତି ସାହାଯ୍ୟର ହାତ ବଢ଼ାଇଲେ ଜାହ୍ନବୀ, ଭିଡିଓ ଭାଇରାଲ ହେବା ପରେ ସମସ୍ତେ କଲେ ପ୍ରଶଂସା

ଶ୍ରୀଦେବୀ ତନୟା ଜାହ୍ନବୀ ଏବେ ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି। ଡ୍ରେସ୍‌ ବା ଷ୍ଟାଇଲ୍‌ ପାଇଁ ନୁହେଁ, ବରଂ ଅନ୍ୟକୁ ସାହାଯ୍ୟ କରି ଏଥିରକ ଲାଇମ୍‌ ଲାଇଟ୍‌କୁ ଆସିଛନ୍ତି ଜାହ୍ନବୀ କପୁର। ଜାହ୍ନବୀ ଆଜି ଏକ ଭୋକିଲା ଛୁଆକୁ ଖାଇବାକୁ ଦେଇଥିବା ଦେଖିବାକୁ ମିଳିଛି। ଏହି ଭିଡିଓ ଆଜି ଭାଇରାଲ…

ଟେଲିକାଷ୍ଟ ପୂର୍ବରୁ ଲିକ୍‌ ହେଲା ନଚ୍‌ ବଲିୟେ-୯ର ଓ୍ଵିନରଙ୍କ ନାଁ, ଜାଣନ୍ତୁ ସେ କିଏ

ଷ୍ଟାର ପ୍ଳସର ଡ୍ୟାନ୍ସ ରିଆଲିଟି ସୋ’ ‘ନଚ୍ ବଲିୟେ-୯’ ବେଶ୍ ଚର୍ଚ୍ଚାରେ ରହୁଛି। ଏଥରର ଥିମ୍ ଅନ୍ୟ ସିଜିନ୍ରୁ ଟିକେ ହଟକେ ରଖାଯାଇଥିଲା। ଚଳିତ ସିଜିନ୍ରେ ମ୍ୟାରେଡ୍ କପଲ୍ଙ୍କ ସହ ଏକ୍ସ କପଲ୍ ମଧ୍ୟ ସାମିଲ୍ ହୋଇଥିଲେ। ଫଳରେ ସୋ’ରେ ଅନେକ ଡ୍ରାମା ଓ କଣ୍ଟ୍ରୋଭର୍ସି ଦେଖିବାକୁ ମିଳିଥିଲା। ତେବେ…

ଓଜନକୁ ନେଇ ଖରାପ କମେଣ୍ଟ କରିଥିବା ୟୁଜର୍ସଙ୍କୁ ଉଚିତ୍ ଜବାବ ଦେଲେ ସୋନାକ୍ଷୀ ସିହ୍ନା, ଭିଡିଓ ସେୟାର କରି…

ମୁମ୍ବାଇ: ସୋନାକ୍ଷୀ ସିହ୍ନା ବଳିଉଡ୍ ର ସେହି ଅଭିନେତ୍ରୀ ମାନଙ୍କ ମଧ୍ୟରେ ଅଛନ୍ତି ଯେଉଁ ମାନେ ସୋସିଆଲ ମିଡିଆରେ ପ୍ରାୟତଃ ଟ୍ରୋଲିଙ୍ଗର ସାମ୍ନା କରିଥାନ୍ତି । ଟ୍ରୋଲର୍ସ ତାଙ୍କ ଓଜନକୁ ଏବଂ ବଡିକୁ ନେଇ ଖରାପ କମେଣ୍ଟ କରିଥାନ୍ତି କିନ୍ତୁ ଏବେ ସୋନାକ୍ଷୀ ଚୁପ୍ ନରହି ସେମାନଙ୍କୁ ଜବାବ୍…

ପୁଣି ଥରେ ସାମ୍ନାକୁ ଆସିଲା ରାନୁ ମଣ୍ଡଳଙ୍କ ଆଉ ଏକ ଗୀତ, ଏବେ ଶାହାରୁଖଙ୍କ ଗୀତରେ କଲେ କଣ୍ଠଦାନ

ଦିନେ ଷ୍ଟେସନ୍‌ ପ୍ଲାଟପର୍ମରେ ଗୀତ ଗାଇ ପେଟ ପୋଷୁଥିବା ରାନୁ ମଣ୍ଡଳ ଏବେ ସେଲିବ୍ରିଟି ଭାବେ ସମ୍ମାନ ପାଉଛନ୍ତି। ବଲିଉଡର ଆଗଧାଡ଼ିର ଗାୟକ ହିମେଶ ରେଶମିୟା ରାନୁଙ୍କ ପ୍ରତିଭାଙ୍କୁ ଚିହ୍ନି ତାଙ୍କୁ ବ୍ରେକ୍‌ ଦେଇଥିଲେ। ତେରି ମେରି କାହାନୀ ଗୀତ ଗାଇ ପରିଚୟ ସୃଷ୍ଟି କରିଥିବା ରାନୁ ମଣ୍ଡଳ ଏବେ…

ଭୟଙ୍କର ରୋଗରେ ପୀଡିତ ‘ନାଗିନ’ ସିରିୟଲର ଏହି ଅଭିନେତ୍ରୀ, ଜାଣନ୍ତୁ କିଏ

ଟିଭି ଅଭିନେତା ପବିତ୍ରା ପୁନିୟାଙ୍କ ଫ୍ୟାନ୍ସମାନଙ୍କ ପାଇଁ ଏକ ଖରାପ ଖବର ସାମ୍ନାକୁ ଆସିଛି। ପବିତ୍ରା ଡେଙ୍ଗୁ ରୋଗର ସିକାର ହେବା ପରେ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ରିପୋର୍ଟ ଅନୁଯାୟୀ ଗତ ଚାରି ଦିନ ପୂର୍ବରୁ ସୂଚନା ମିଳିଥିଲା ପବିତ୍ରାଙ୍କୁ ଡେଙ୍ଗୁ ରୋଗ ହୋଇଛି, ଯାହା…