Below header
Browsing Category

ମନୋରଂଜନ

ଅକ୍ଷୟଙ୍କ ମନ ଜିତି ନେଇଛନ୍ତି କୃତି, ମିଳିଲା ଏହି ଫିଲ୍ମର ଅଫର

ବଲିଉଡରେ ଖିଲାଡି ଷ୍ଟାରଙ୍କ ସହିତ ସ୍କ୍ରିନ ସେୟାର କରିବା ପାଇଁ ସବୁ ଅଭିନେତ୍ରୀ ଚାହିଁବସିଥାନ୍ତି। ଆଉ ଏହି ଲିଷ୍ଟରେ ଏବେ ଅଭିନେତ୍ରୀ କୃତି ସାନନ ଯୋଡି ହୋଇଯାଇଛି। ପୁଣି ଥରେ ଅକ୍ଷୟ ଓ କୃତି ସ୍କ୍ରିନ୍ ଶେଆର୍ କରିବାକୁ ଯାଉଛନ୍ତି। ଏବେ ପରଦାରେ ଅକ୍ଷୟ କୁମାରଙ୍କ ଅଭିନୀତ ଫିଲ୍ମ…

ଫିଲ୍ମ ଦୁନିଆରୁ ସମୟ ବାହାର କରି ହିମାଳୟ ଗୁମ୍ଫାରେ ଧ୍ୟାନ କରୁଥିବା ନଜର ଆସିଲେ ଏହି ଅଭିନେତ୍ରୀ

ଅଭିନେତ୍ରୀ ଜ୍ୟାକଲିନ ଫରନାବିଶ ପ୍ରାୟ ସବୁ ସମୟରେ ଚର୍ଚ୍ଚାର ପରିସରକୁ ଆସିଥାନ୍ତି । ସେ ନିଜ ବ୍ୟକ୍ତିଗତ ଜୀବନ ପାଇଁ ହେଉ ଅବା ନିଜର କୌଣସି ଫିଲ୍ମ ପାଇଁ ହେଉ । ଏମିତିକି ନିଜ ସୋସିଆଲ ମିଡ଼ିଆ କମେଣ୍ଟ ପାଇଁ ମଧ୍ୟ ସେ ସବୁ ସମୟରେ ଚର୍ଚ୍ଚାରେ ରୁହନ୍ତି | କିନ୍ତୁ ନିକଟରେ ଜ୍ୟାକଲିନଙ୍କର ଏକ…

ମୁମ୍ବାଇର ଡନ୍‌ ସାଜିବେ ହ୍ରିତିକ, ୯ ବର୍ଷ ପରେ ଭନସାଲୀଙ୍କ ସହିତ କରିବେ କାମ

ଆପଣ ଆଶ୍ଚର୍ଯ୍ୟ ହୋଇଯାଉଥିବେ ନିଶ୍ଚିତ। ବଲିଉଡର ହ୍ୟାଣ୍ଡସମ୍‌ ହଙ୍କ ପୁଣି କ’ଣ ପାଇଁ ସାଜିବେ ଡନ୍‌। କଥା କ’ଣ କି ସଞ୍ଜୟ ଲୀଲା ଭନସାଲୀ ଏବେ ‘ଗଙ୍ଗୁବାଈ କାଠିଆଓ୍ୱାଡି’ ଟାଇଟଲରେ ଏକ ଫିଲ୍ମ ନିର୍ମାଣ କରୁଛନ୍ତି। ଏହି ସିନେମାରେ ସୁପରଷ୍ଟାର ହିତ୍ରିକ ରୋଶନଙ୍କୁ ଏକ ଗୁରୁତ୍ୱପୂର୍ଣ୍ଣ…

‘ଆବେ ତୁଝେ ଫୋନ୍‌ କିୟା ଥା’ : ଏମିତି ଅନ୍ଦାଜ୍‌ରେ ଶାହାରୁଖ୍‌ଙ୍କୁ ଜନ୍ମଦିନ ଶୁଭେଚ୍ଛା ଜଣାଇଲେ ସଲମାନ୍‌

ମୁମ୍ବାଇ: ୫୪ରେ ପହଞ୍ଚିଗଲେ କିଙ୍ଗ ଖାନ୍‌ । ବଲିଉଡ୍‌ ସମେତ ସାରା ବିଶ୍ୱରେ ତାଙ୍କ ଜନ୍ମଦିନକୁ ଧୁମ୍‌ଧାମ୍‌ରେ ପାଳନ କରିଛନ୍ତି ଫ୍ୟାନ୍‌ମାନେ । ହେଲେ ଏସବୁ ଭିତରେ ଶାହାରୁଖଙ୍କ ଜଣେ ବଡ଼ ପ୍ରତିଦ୍ୱନ୍ଦ୍ୱୀ କୁହାଯାଉଥିବା ସଲମାନ ଖାନ୍‌ ମଧ୍ୟ ତାଙ୍କ ଜନ୍ମ ଦିନକୁ ନିଆରା ଅନ୍ଦାଜ୍‌ରେ ପାଳନ…

ସାମ୍ନାକୁ ଆସିଲା ଐଶ୍ୱର୍ଯ୍ୟାଙ୍କ ବାର୍ଥ ଡେ’ ଫଟୋ, ରାଜକୁମାରୀ ଲୁକ୍‌ରେ ନଜର ଆସିଲେ ନୀଳନୟନା

ନଭେମ୍ବର ୧ରେ ପୂର୍ବତନ ବିଶ୍ୱସୁନ୍ଦରୀ ତଥା ନୀଳନୟନା ଐଶ୍ୱର୍ଯ୍ୟା ରାୟ ନିଜ ୪୬ ତମ ଜନ୍ମଦିନ ପାଳନ କରିଛନ୍ତି। ଚଳିତ ଥର ଐଶ୍ୱର୍ଯ୍ୟା ନିଜ ଜନ୍ମଦିନ ଇଟାଲୀର ରୋମ୍‌ ସହରରେ ପାଳିଛନ୍ତି। ଏହି ଜନ୍ମଦିନରେ ତାଙ୍କ ସହ ସ୍ୱାମୀ ଅଭିଷେକ ବଚ୍ଚନ ଓ ଝିଅ ଆରାଧ୍ୟା ଉପସ୍ଥିତ ଥିଲେ। ତେବେ ବର୍ତ୍ତମାନ…

ଜାମ୍ମୁ କାଶ୍ମୀରରୁ ୩୭୦ ଧାରା ଉଚ୍ଛେଦ ସମୟରେ ଅପଦସ୍ତ ହୋଇଥିଲେ ବଲିଉଡର ଏହି ଅଭିନେତା

ବଲିଉଡ ଅଭିନେତା ଅନୁପମ ଖେରଙ୍କୁ କିଏ ବା ନଜାଣେ । ଅଭିନୟ ସହ ଦେଶର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ମାମଲା ଗୁଡିକରେ ରାୟ ଦେଉଥିବାର ଦେଖିବାକୁ ମିଳିଥାଏ । ସୋସିଆଲ ମିଡିଆରେ ନିଜ ପ୍ରଶଂସକ ମାନଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ମଧ୍ୟ ଦେଇଥାନ୍ତି । ଖାଲି ଏତିକି ନୁହେଁ ଦେଶ ରାଜନୀତିରେ ମଧ୍ୟ ଅନୁପମ…

ନିଜ ଗୀତର ରିମିକ୍ସକୁ ନେଇ ରାଗିଲେ ସିଙ୍ଗର, ଦେଲେ ଏପରି ଧମକ୍‌

ବଲିଉଡ୍ରେ ଏବେ ପୁରୁଣା ଗୀତର ରିମିକ୍ସ କରାଯାଉଥିବା ଦେଖାଯାଉଛି । ପ୍ରତି ଫିଲ୍ମରେ ଯେମିତି ହେଲେ ଗୋଟିଏ ପୁରୁଣା ଗୀତର ରିମିକ୍ସ କରାଯାଉଥିବା ଦେଖିବାକୁ ମିଳୁଛି । ତେବେ ପ୍ରତି ଫିଲ୍ମରେ ଏଭଳି ହେଉଥିବା ଦେଖି ଏବେ ଏହାକୁ ପସନ୍ଦ କରୁ ନଥିବା କହିଛନ୍ତି କଣ୍ଠଶିଳ୍ପୀ ବିଶାଲ ଡଡଲାନୀ ।…

ସୋନାଙ୍କ ଆଉ ଏକ ପବ୍ଲିକ୍‌ ଷ୍ଟଣ୍ଟ, ତେନ୍ଦୁଲକରଙ୍କୁ ଟାର୍ଗେଟ କଲେ ଓଡିଆ ଗାୟିକା

ବିବାଦୀୟ ମନ୍ତବ୍ୟ ଦେଇ ଗାୟିକା ସୋନା ମହାପାତ୍ର ସର୍ବଦା ଚର୍ଚ୍ଚାରେ ରହିଥାନ୍ତି। ବର୍ତ୍ତମାନ ସୋନା ଏପରି କିଛି ଦାବି କରି କ୍ରିକେଟର ଭଗବାନ ତଥା ଭାରତରତ୍ନ ସଚିନ୍ ତେନ୍ଦୁଲକରଙ୍କ ଉପରେ ସୋସିଆଲ ମିଡିଆରେ ମିଡିଆରେ ଆକ୍ରମଣ କରିଛନ୍ତି। ନିକଟରେ ଇଣ୍ଡିଆନ୍ ଆଇଡଲ୍ରେ କିଛି ପ୍ରତିଯୋଗୀଙ୍କ…

ନିଜ ଘରର ବାଲକୋନିରୁ ରାତି ଅଧରେ ଛିଡା ହୋଇ ଫ୍ୟାନ୍ସଙ୍କୁ ଦେଖା କଲେ ଶାହରୁଖ, କିଙ୍ଗ ଖାନଙ୍କୁ ଦେଖି ପ୍ରଶଂସକଙ୍କର…

ବଲିଉଡର ବାଦଶାହ ଶାହରୁଖ୍ ଖାନଙ୍କ ଆଜି ହେଉଛି ଜନ୍ମଦିନ। ଏହି ଦିନକୁ ଶାହରୁଖଙ୍କ ଫ୍ୟାନ ବଡ ଉତ୍ସାହର ସହ ଚାହିଁ ବସିଥାନ୍ତି। ସେଥିପାଇଁ ଜନ୍ମଦିନର ପୂର୍ବ ରାତି ଠୁ ଫ୍ୟାନମାନେ ତାଙ୍କ ବଙ୍ଗଳା ଆଗରେ ରୁଣ୍ଡ ହୋଇଛନ୍ତି। କାରଣ କେବଳ ଏହି ଗୋଟିଏ ଦିନରେ ହିଁ ଫ୍ୟାନମାନେ ତାଙ୍କ ପ୍ରିୟ ଅଭିନେତା…

ଠକେଇ ଅଭିଯୋଗରେ ରେମୋ ଡିସୁଜାଙ୍କ ଜାମିନ ଖାରଜ କଲା ବମ୍ବେ ହାଇକୋର୍ଟ

କିଛି ଦିନ ତଳେ ବଲିଉଡ୍ର ଜଣାଶୁଣା କୋରିଓଗ୍ରାଫର ରେମୋ ଡିସୁଜାଙ୍କ ଉପରେ ୫କୋଟି ଟଙ୍କାର ଠକେଇ ଅଭିଯୋଗ ଲାଗିଥିଲା । ଏ ନେଇ ରେମୋ ଡିସୁଜା ବମ୍ବେ ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କରିଥିବା ବେଳେ ତାଙ୍କ ଆବେଦନକୁ ଖାରଜ କରି ଦିଆଯାଇଛି । ଗତ ବୁଧବାର ବମ୍ବେ ହାଇକୋର୍ଟ ତାଙ୍କ ଆବେଦନକୁ ଖାରଜ…

ସାଙ୍ଘାତିକ ରୋଗରେ ପୀଡିତ ଅଛନ୍ତି ଟେଲିଜଗତର ଏହି ଅଭିନେତ୍ରୀ

ଟେଲିଭିଜନ ଜଗତରେ ନିଜ ଅଭିନୟର ଯାଦୁ ଦେଖେଇ ସାରିଥିବା ଅଭିନେତ୍ରୀ ଐଶ୍ୱରୀୟା ସଖୁଜାଙ୍କ ଫିଲ୍ମ 'ଉଜଡା ଚମନ' ନିକଟରେ ରିଲିଜ ହୋଇଛି । ଏହି ଫିଲ୍ମଟି ରିଲିଜ ହେବା ସହ ଏହି ଅଭିନେତ୍ରୀ ଜଣକ ନିଜ ବିଷୟରେ ଏକ ଗୁଢ ରହସ୍ୟର ପର୍ଦ୍ଦାଫାଶ ମଧ୍ୟ କରିଛନ୍ତି । ଏକ ପତ୍ରିକା ତରଫରୁ ତାଙ୍କ ସହ…

ଏୟାର ପୋର୍ଟ ସାଇନ ବୋର୍ଡର ଫଟୋ ସେୟାର କରି ନିଜେ ଆଶ୍ଚର୍ଯ୍ୟ ହେଲେ ବର୍ଷିୟାନ ଅଭିନେତ୍ରୀ ସାବନା ଆଜମୀ

ବଲିଉଡର ବର୍ଷିୟାନ ଅଭିନେତ୍ରୀ ସାବନା ଆଜମୀ ସୋସିଆଲ ମିଡିଆରେ ସାଧାରଣତଃ ଅଧିକ ଆକ୍ଟିଭ ରୁହନ୍ତି । ପ୍ରାୟ ସବୁ ସମୟରେ ସେ ନିଜ ସୋସିଆଲ ଆକାଉଣ୍ଟ ଜରିଆରେ କିଛି ନ କିଛି କମେଣ୍ଟ କରି ଚର୍ଚ୍ଚାକୁ ଆସିଥାନ୍ତି । କିନ୍ତୁ ନିକଟରେ ସାବନା ଆଜମୀ ନିଜ ସୋସିଆଲ ଆକାଉଣ୍ଟରେ ଏମିତି ଏକ ଫୋଟୋ ସେୟାର…