Browsing Category

ଲାଇଫ୍ ଷ୍ଟାଇଲ୍

ସକାଳ ଜଳଖିଆରେ ବନାନ୍ତୁ ‘ଆଳୁ କଟଲେଟ’, ମିନିଟରେ ହେବ ପ୍ରସ୍ତୁତ

ଆଜି ଆମେ ଆପଣଙ୍କ ପାଇଁ ନେଇ ଆସିଛୁ ଆଳୁ ‘କଟଲେଟ’। ଯାହା ଖାଇବାକୁ ଯେତିକି ସ୍ୱାଦିଷ୍ଟ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ବହୁତ ଲଭାକାରୀ। ଏହାକୁ ଥରେ ଖାଇ ଦେଖନ୍ତୁ ଏହା ଏତେ ସ୍ୱାଦିଷ୍ଟ ଯେ ଏହାକୁ କେବେବି ଭୁଲିପାରିବେନି। ତେବେ ଆସନ୍ତୁ ଜାଣିବା କେମିତି କରିବେ ପ୍ରସ୍ତୁତ। ଆବଶ୍ୟକ ସାମଗ୍ରୀ…

ଟୁଥ୍‌ପେଷ୍ଟ ଜାଗାରେ ବ୍ରଶ୍‌ରେ ଲଗାନ୍ତୁ ଏହି ଗୋଟିଏ ଜିନିଷ, ମୋତି ପରି ଚମକି ଉଠିବ ଦାନ୍ତ

ଆମେ ସୁନ୍ଦର ଦିଶିବାରେ ଦାନ୍ତର ଭୂମିକା ଗୁରୁତ୍ୱପୂର୍ଣ୍ଣ ଥାଏ। ଯଦି ଦାନ୍ତ ସଫା ଏବଂ ଚମକଦାର ରହିବ, ତା’ହେଲେ ଜଣେ ଆହୁରି ବି ସୁନ୍ଦର ଦେଖାଯିବ। ତେଣୁ ସମସ୍ତଙ୍କୁ ନିଜ ଦାନ୍ତର ଯତ୍ନ ନେବା ଦରକାର। କିନ୍ତୁ କେବେ କେବେ ହଳଦିଆ ଦାନ୍ତ ଯୋଗୁ ଆମେ ସମସ୍ତେ ସମସ୍ୟାରେ ପଡ଼ିଥାଉ। ଦାନ୍ତ…

କେଶ ବିଷୟରେ ଏହି ଅଜଣା କଥା ଯାହାକୁ ପୂର୍ବରୁ ଜାଣିନଥିବେ ଆପଣ, ବଦଳିଥାଏ ପ୍ରତି ଛଅ ମାସରେ

କଣ ଆପଣଙ୍କୁ ଜଣାଅଛି ପ୍ରତି ଛଅ ମାସରେ ବଦଳିଯାଇଥାଏ ଆପଣଙ୍କ କେଶ। କେଶର ନିର୍ମାଣରେ ମୁଖ୍ୟ ଭୂମିକା ନେଇଥାଏ ହର୍ମୋନ। ମୁଣ୍ଡରେ କେଶ ବା ବାଳ ପ୍ରତି ଛଅ ମାସରେ ଦେଢ଼ ଇଞ୍ଚ ବଢ଼ିଥାଏ। ଏହାର ଆୟୁଷ ଦୁଇ ରୁ ଆଠ ବର୍ଷ ପର୍ଯ୍ୟନ୍ତ ରହିଥାଏ। ଏହାପରେ ପୁଣିଥରେ ନୂଆ କେଶ ଆସିଥାଏ। ବୈଜ୍ଞାନିକମାନେ…

ଶୀତୁଆ ପାଗରେ ସଂଧ୍ୟାରେ ନିଅନ୍ତୁ ‘ମସଲା ଚା’ର ଆନନ୍ଦ, ସ୍ୱାଦ ସହିତ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ପୂରା ଫିଟ୍‌

ଚା’ର ଚୁସକିର ମଜା ନେବା ପାଇଁ ଅନେକ ଲୋକ ପସନ୍ଦ କରନ୍ତି। ଏବେ ତ ଚାଲିଛି ଶୀତ ଦିନ ଆଉ ସଂଧ୍ୟାରେ ଥଣ୍ଡା ଥଣ୍ଡା ପାଗକୁ ଚା’ ପିଇବାର ମଜା କିଛି ଅଲଗା। ଏଥିପାଇଁ ଆଜି ଆମେ ଆପଣଙ୍କୁ ଆଜି ଏକ ଖାସ୍‌ ସ୍ୱାଦଯୁକ୍ତ ଚା ବିଷୟରେ ଜଣାଇବୁ ଯାହାକୁ ପିଇବା ପରେ ଆପଣ ଆଉ ନିଜକୁ ଫେରି ପାଇବେନି। ଆମେ…

ସାନିଟାରୀ ନାପକିନ୍‌ ଯୋଗୁ ହୋଇପାରେ କ୍ୟାନସର, ଜାଣନ୍ତୁ ପ୍ୟାଡ୍‌ ଦ୍ୱାରା ଶରୀର ଉପରେ ପଡ଼ିଥାଏ କି କି କୁପ୍ରଭାବ

ମହିଳାଙ୍କ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ହେଉଛି ମାସିକ ଧର୍ମ। ୧୪-୧୫ ବର୍ଷ ବୟସରୁ ହିଁ ଝିଅଙ୍କଠାରେ ମାସିକ ଧର୍ମ ଆରମ୍ଭ ହୋଇଯାଏ। ଏହା ପ୍ରାୟ ୫୦ ବର୍ଷ ପର୍ଯ୍ୟନ୍ତ ଚାଲିଥାଏ। ପୂର୍ବରୁ ସଚେତନତାର ଅଭାବରୁ ଝିଅମାନେ ଏହି ସମୟରେ ଘରକୋଣରେ ଲୁଚି ରହୁଥିଲେ ଓ ସାନିଟାରୀ ପ୍ୟାଡ୍‌ ବଦଳରେ…

ଭୁଲ୍‌ରେ ବି କାହାକୁ କୁହନ୍ତି ନାହିଁ ଆପଣଙ୍କର ଏହି ୫ଟି ସିକ୍ରେଟ୍‌, ନଚେତ୍‌ ପଡ଼ିପାରନ୍ତି ଅସୁବିଧାରେ

ପ୍ରତ୍ୟେକ ବ୍ୟକ୍ତିଙ୍କର କିଛି ନା କିଛି ସିକ୍ରେଟ କଥା ରହିଥାଏ, ଆଉ ଏହାକୁ ସର୍ବଦା ସିକ୍ରେଟ୍‌ ହିଁ ରଖିବା ଉଚିତ। କାହିଁକି ନା, ବ୍ୟକ୍ତିଗତ କଥାକୁ ସିକ୍ରେଟ୍‌ ନ ରଖିଲେ, ନିଜର ହିଁ କ୍ଷତି ହୋଇଥାଏ। ଆଜି ଆମେ ଆପଣଙ୍କୁ ୫ଟି ଏମିତି କଥା କହିବାକୁ ଯାଉଛୁ, ଯାହାକୁ ଆପଣ ନିଜ ଭିତରେ ହିଁ…

ଶାରୀରିକ ସମ୍ପର୍କ ପରେ ପୁରୁଷଙ୍କ ଠାରେ ଦେଖାଦେଇପାରେ ହାର୍ଟ ଆଟାକ !

ଭାରତୀୟ ଅନୁସନ୍ଧାନକାରୀର ଏକ ଦଳଙ୍କୁ ରିସର୍ଚ୍ଚରେ ଜଣାପଡିଛି ଯେ କାର୍ଡିଓଭାସକୁଲାର ରୋଗରେ ପୀଡିତ ହେଉଥିବା ପୁରୁଷଙ୍କୁ ସମ୍ବନ୍ଧ ସମୟରେ ବା ତାପରେ ହଠାତ୍‌ କାର୍ଡିଆକ୍‌ ଆରେଷ୍ଟ (ହାର୍ଟ ଆଟାକ) ହେବାର ଭୟ ରହିପାରେ। ହଠାତ୍‌ କାର୍ଡିଆକ ଆରେଷ୍ଟ (ଏସସିଏ) ହେଲେ ହୃଦସ୍ପନ୍ଦନ ହେବା ବନ୍ଦ…

ଶାରୀରିକ ସମ୍ବନ୍ଧ ପାଇଁ ସାଥୀଙ୍କ ମୁଡ୍‌ ବନାଇବାକୁ ଫଲୋ କରନ୍ତୁ ଏହି ସବୁ ଟିପ୍ସ…

ପ୍ରେମ ଭଳି ଶାରୀରିକ ସମ୍ପର୍କ ମଧ୍ୟ ଦାମ୍ପତ୍ୟ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ। ପ୍ରଥମେ ପ୍ରଥମେ ସମ୍ବନ୍ଧ ବନାଇବାକୁ ଦମ୍ପତି ଏକ୍ସାଇଟେଡ୍‌ ଥାନ୍ତି। କିନ୍ତୁ କିଛିଦିନ ପରେ କାମ ଟେନସନ୍‌, ପରିବାର ଚିନ୍ତା ଯୋଗୁ ଏହି ସମ୍ପର୍କ ଧୀରେ ଧୀରେ ଶିଥିଳ ପଡ଼ିଯାଏ, ଯାହାର ସିଧାସଳଖ ପ୍ରଭାବ…

ଏହି ୬ଟି ସହଜ ତରିକା ଆପଣାଇ ଜିତନ୍ତୁ ନିଜ ପାର୍ଟନରଙ୍କ ହୃଦୟ

ସମସ୍ତଙ୍କ ଜୀବନରେ ପ୍ରେମ ଏକ ସୁନ୍ଦର ଅନୁଭବ ହୋଇଥାଏ। ଆଉ ଏହି ସୁନ୍ଦର ଅନୁଭବ ସବୁ ସମ୍ପର୍କକୁ ଖାସ୍‌ କରିଦେଇଥାଏ। କୌଣସି ବି ସମ୍ପର୍କ ବିଶ୍ୱାସ ଉପରେ ତିଷ୍ଠିଥାଏ। ଯଦି ସମ୍ପର୍କରେ ଛୋଟ ଛୋଟ ସମସ୍ୟା ରୁହେ, ତା’ହେଲେ କପଲ୍ସ ଜଣେ ଜଣଙ୍କ ଉପରେ ଦୋଷ ଲଦି ଦିଅନ୍ତି। ପ୍ରେମ ଏମିତି ଏକ ଶକ୍ତି,…

ବଜାରରୁ ନ ଖାଇ ଏଣିକି ଘରେ ପ୍ରସ୍ତୁତ କରନ୍ତୁ ‘ଟେଷ୍ଟି ତନ୍ଦୁରି ମୋମୋଜ’

ବଜାର ଖାଦ୍ୟ ଭାବେ ଏବେ ମୋମୋଜର ଚାହିଦା ଖୁବ ବଢି ଯାଇଛି । ଅନ୍ୟ ଖାଦ୍ୟ ଅପେକ୍ଷା ମୋମୋଜ ଷ୍ଟଲ ପାଖରେ ଏବେ ଲୋକଙ୍କ ଭିଡ ଜମୁଥିବା ବେଶୀ ଦେଖାଯାଉଛି । ଛୋଟ ବଡ ସମସ୍ତଙ୍କର ଏହା ପ୍ରମୁଖ ସନ୍ଧ୍ୟା ଜଳଖିଆ ପାଲଟିଛି । କିନ୍ତୁ ବାହାର ମୋମୋଜ ଅପେକ୍ଷା ଘରେ ଏହାକୁ ପ୍ରସ୍ତୁତ କରି ଖାଇଲେ ଶରୀର…

କେବଳ ତ୍ୱଚା ନୁହେଁ, ଘର ସଫା ପାଇଁ ମଧ୍ୟ ବ୍ୟବହାର କରନ୍ତୁ ଆଳୁ

ଆଳୁ ଏମିତି ଏକ ପରିବା, ଯାହା ଆମର ଅନେକ କାମରେ ଆସିଥାଏ। ବିଭିନ୍ନ ଉପାୟରେ ଆଳୁର ଉପଯୋଗ କରାଯାଇଥାଏ। ତ୍ୱଚା ସମସ୍ୟା ହେଉ କି କେଶ ସମସ୍ୟା, ଏ ସବୁକୁ ଦୂର କରିବାରେ ସାହାଯ୍ୟ କରିଥାଏ ଆଳୁ। କିନ୍ତୁ ଆପଣ ଜାଣିଛନ୍ତି କି, ଆଳୁକୁ ବି ଆମେ ଘର ସଫା କରିବାରେ ବ୍ୟବହାର କରିପାରିବା। ଆସନ୍ତୁ…

କାମ ସମୟରେ ଏହି ଚାରିଟି ଜିନିଷ ଖାଇବା ପଡିପାରେ ମହଙ୍ଗା, କାମ ସମୟରେ ଆସିପାରେ ନିଦ

ଅଫିସରେ ହେଉ କିମ୍ବା ଅନ୍ୟ କେଉଁଠି କାମ କରିବା ମଝିରେ ମଝିରେ କିଛି ଖାଇବାକୁ ଇଚ୍ଛା ହୋଇଥାଏ। ଫଳରେ ଆପଣଙ୍କୁ ଏନର୍ଜି ମିଳିବା ସହ କାମରେ ମନ ମଧ୍ୟ ଲାଗି ରହିଥାଏ। କିନ୍ତୁ କିଛି ଏପରି ସ୍ୱାସ୍ଥ୍ୟକର ଖାଦ୍ୟ ରହିଛି, ଯାହା କାମ ସମୟରେ ଖାଇବା ଉଚିତ ନୁହେଁ। ଏହାକୁ ଖାଇବା ଦ୍ୱାରା ନିଦ…