Browsing Category

ଦେଶ ବିଦେଶ

ପଶ୍ଚିମବଙ୍ଗରେ ୪ ବର୍ଷର ଝିଅକୁ ବାର୍ଡ ଫ୍ଲୁ, ସତର୍କ କଲା WHO

ବିଶ୍ୱର ଅନେକ ଦେଶରେ ବାର୍ଡ ଫ୍ଲୁ ମାମଲା ବଢ଼ି ଚାଲିଛି । ଆମେରିକାରୁ ନେଇ ୟୁରୋପ ପର୍ଯ୍ୟନ୍ତ ସବୁଠି ଏହି ରୋଗ ବ୍ୟାପିବାରେ ଲାଗିଛି । ଏହାରି ଭିତରେ ଭାରତରେ ବାର୍ଡ ଫ୍ଲୁ ଭାଇରସ୍‌ ମଣିଷଠାରେ ପହଞ୍ଚିଗଲାଣି । ଦେଶର ପଶ୍ଚିମବଙ୍ଗରେ ଜଣେ ୪ ବର୍ଷର ଶିଶୁ କନ୍ୟା ଏହି ଭାଇରସ୍‌ରେ ଆକ୍ରାନ୍ତ…

ବିଦେଶିନୀଙ୍କୁ ୩୦୦ ଟଙ୍କାର ଗହଣା ବିକି ୬ କୋଟି ଠକି ନେଲା ଜୁଏଲାରୀ ଦୋକାନୀ, ଦୂତାବାସ ସହାୟତା ଲୋଡିଲେ ଆମେରିକା…

ଠକାମୀର ଶିକାର ହୋଇଛନ୍ତି ବିଦେଶୀ ମହିଳା । ଜଣେ ଜୁଏଲାରୀ ଦୋକାନୀ ଆମେରିକାର ଜଣେ ମହିଳାଙ୍କୁ ନକଲି ଗହଣା ବିକି ୬ କୋଟି ଟଙ୍କା ହଡପ କରିଛନ୍ତି । ଜୁଏଲାରୀ ଦୋକାନୀ ରୁପା ଚେନରେ ସୁନା ପାଣି ପିଆଇ ଏବଂ ମାତ୍ର ୩୦୦ ଟଙ୍କାର ଷ୍ଟୋନକୁ ଲକ୍ଷ ଲକ୍ଷ ଟଙ୍କାର ହୀରା କହି ବିକ୍ରି କରିଛନ୍ତି ।…

ଚଣ୍ଡୀଗଡ଼ ବିମାନବନ୍ଦର ଓ ସରକାରୀ ହସ୍ପିଟାଲକୁ ବୋମାରେ ଉଡ଼ାଇ ଦେବାକୁ ଧମକ, ଯାଞ୍ଚ କରୁଛି ବୋମା ସ୍କ୍ଵାଡ୍‌

ଦିଲ୍ଲୀ ପରେ ଏବେ ଚଣ୍ଡୀଗଡ଼ । ଚଣ୍ଡୀଗଡ଼ର ଏକ ସରକାରୀ ହସ୍ପିଟାଲକୁ ବୋମାରେ ଉଡ଼ାଇ ଦେବାକୁ ମିଳିଛି ଧମକ । ଏଠାରେ ସେକ୍ଟର-୩୨ସ୍ଥିତ ହସ୍ପିଟାଲ ଆଣ୍ଡ୍‌ ମେଡିକାଲ କଲେଜ ମେଣ୍ଟାଲ ହେଲ୍‌ଥ ଇନ୍‌ଷ୍ଟିଚ୍ୟୁଟକୁ ବୋମା ଧମକ ମିଳିଛି । ଘଟଣାକୁ ନେଇ ହସ୍ପିଟାଲ ଷ୍ଟାଫ୍‌ ଏବଂ ରୋଗୀଙ୍କ ମଧ୍ୟରେ ଭୟର…

ଭୂମିକମ୍ପରେ ଥରିଲା ଦକ୍ଷିଣ କୋରିଆ, ରିକ୍ଟର ସ୍କେଲରେ ତୀବ୍ରତା ୪.୮

ଦକ୍ଷିଣ କୋରିଆରେ ଭୟଙ୍କର ଭୂମିକମ୍ପ । ଦକ୍ଷିଣ-ପଶ୍ଚିମ କାଉଣ୍ଟି ବୁଆନର ନିକଟବର୍ତ୍ତୀ ଅଞ୍ଚଳଗୁଡ଼ିକରେ ଏହି ଭୂମିକମ୍ପ ଝଟ୍‌କା ଅନୁଭୂତ ହୋଇଛି । ପାଣିପାଗ ବିଭାଗ ଏହା ବିଷୟରେ ସୂଚନା ଦେଇଛି । ରିପୋର୍ଟରୁ ଜଣାପଡ଼ିଛି ଯେ ଭୂମିକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୪.୮ ମପାଯାଇଛି । ଏହା ହେଉଛି…

ୟୁପି: ରାସ୍ତା ପାର୍ଶ୍ୱରେ ଶୋଇଥିଲା ପୂରା ପରିବାର, ଓଲଟି ପଡ଼ିଲା ବାଲି ବୋଝେଇ ଟ୍ରକ୍‌; ଉଡ଼ିଗଲା ୮ ଜଣଙ୍କ ପ୍ରାଣବାୟୁ

ଉତ୍ତର ପ୍ରଦେଶର ହରଦୋଇ ଜିଲ୍ଲାରେ ଆଜି ଭୋର୍‌ ସମୟରେ ଏକ ଦୁଃଖଦାୟକ ଦୁର୍ଘଟଣା ଘଟିଛି । ଏଠାରେ ରାସ୍ତା ପାର୍ଶ୍ୱ ଝୁମ୍ପୁଡ଼ିରେ ଶୋଇଥିବା ଏକ ପରିବାର ଉପରେ ବାଲି ବୋଝେଇ ଟ୍ରକ୍‌ ଓଲଟି ପଡ଼ିଛି । ଏହି ଦୁର୍ଘଟଣାରେ ଘଟଣାସ୍ଥଳରେ ହିଁ ୮ ଜଣଙ୍କ ପ୍ରାଣବାୟୁ ଉଡ଼ିଯାଇଛି । ମୃତକମାନଙ୍କ ମଧ୍ୟରେ…

ଆନ୍ଧ୍ରପ୍ରଦେଶର ନୂଆ ମୁଖ୍ୟମନ୍ତ୍ରୀ ହେଲେ ଚନ୍ଦ୍ରବାବୁ ନାଇଡୁ, ଉପମୁଖ୍ୟମନ୍ତ୍ରୀ ହେଲେ ପବନ କଲ୍ୟାଣ

ତେଲୁଗୁ ଦେଶମ ପାର୍ଟି (ଟିଡିପି) ମୁଖ୍ୟ ଏନ୍ ଚନ୍ଦ୍ରବାବୁ ନାଇଡୁ ଚତୁର୍ଥ ଥର ପାଇଁ ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି । ଶପଥ ଗ୍ରହଣ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା, କେନ୍ଦ୍ରମନ୍ତ୍ରୀ ଜେପି ନଡ୍ଡା, ବନ୍ଦୀ ସଞ୍ଜୟ…

ରିଆସି ତୀର୍ଥଯାତ୍ରୀ ବସ୍‌ ଉପରେ ଆକ୍ରମଣ: ଆତଙ୍କବାଦୀଙ୍କ ସ୍କେଚ୍ ଜାରି, ସୂଚନା ଦେଲେ ମିଳିବ ୨୦ ଲକ୍ଷ

ଜମ୍ମୁରେ ରିଆସିରେ ତୀର୍ଥଯାତ୍ରୀ ବସ୍ ଉପରେ ଆକ୍ରମଣ ଘଟଣାରେ ଆତଙ୍କବାଦୀଙ୍କ ସ୍କେଚ୍ ଜାରି କରିଛି ପୋଲିସ । ଆତଙ୍କବାଦୀଙ୍କ ସ୍କେଚ୍ ଜାରି କରିବା ସହ ସେମାନଙ୍କ ସମ୍ପର୍କରେ ସୂଚନା ପ୍ରଦାନକାରୀଙ୍କୁ ୨୦ ଲକ୍ଷ ଟଙ୍କାର ପୁରସ୍କାର ରାଶି ଦିଆଯିବ ବୋଲି ପୋଲିସ ଘୋଷଣା କରିଛି ।…

ଜମ୍ମୁ କଶ୍ମୀର ଡୋଡାରେ ସେନା କ୍ୟାମ୍ପରେ ଆକ୍ରମଣ, ୬ ଯବାନ ଆହତ

ଜମ୍ମୁ କଶ୍ମୀର ଡୋଡାରେ ସେନା କ୍ୟାମ୍ପ ଉପରେ ଆତଙ୍କବାଦୀ ଆକ୍ରମଣ ହୋଇଛି । ଏଥିରେ ୬ ଜଣ ଯବାନ ଆହତ ହୋଇଛନ୍ତି । ଜମ୍ମୁ କଶ୍ମୀରରେ ୩ ଦିନରେ ତୃତୀୟ ଆତଙ୍କବାଦୀ ଆକ୍ରମଣ । ଗତକାଲି କାଠୁଆ ଜିଲ୍ଲାରେ ଆତଙ୍କବାଦୀମାନେ ଗୁଳିମାଡ଼ କରିଥିଲେ । ଆତଙ୍କବାଦୀଙ୍କ ଗୁଳିରେ ଜଣଙ୍କ ମୃତ୍ୟୁ ହୋଇଥିବା…

ଦିଲ୍ଲୀରେ ବିଦ୍ୟୁତ ସଙ୍କଟ, ଦିନ ୨ ଟାରୁ ନାହିଁ କରେଣ୍ଟ

ଡହ ଡହ ଖରାରେ ଜଳୁଛି ସାରା ଦେଶ । ଗୁଳୁଗୁଳି ସାଙ୍ଗକୁ ଅସହ୍ୟ ତାତି । କିନ୍ତୁ ଏହାରି ଭିତରେ ଦିଲ୍ଲୀରେ ଦେଖାଦେଇଛି ବିଦ୍ୟୁତ୍‌ ସଂଙ୍କଟ । ଦିଲ୍ଲୀର ଅଧିକାଂଶ ସ୍ଥାନରେ କରେଣ୍ଟ ନାହିଁ । ଗରମ ଗୁଳୁଗୁଳିରେ ଛଟ ହେଉଛନ୍ତି ଦିଲ୍ଲୀବାସୀ । ତେବେ ଦିଲ୍ଲୀର ଅନେକ ସ୍ଥାନରେ ଦିନ ୨.୧୧ରୁ…

ନକଲି ଭୋଟର କାର୍ଡ କରି ଲୋକସଭା ନିର୍ବାଚନରେ ଦେଇଥିଲେ ଭୋଟ, ୪ ବାଂଲାଦେଶୀଙ୍କୁ ଧରିଲା ଏଟିଏସ

ମହାରାଷ୍ଟ୍ର ଏଟିଏସ୍‌ ୪ ଜଣ ବାଂଲାଦେଶୀଙ୍କୁ ମୁମ୍ବାଇରୁ ଗିରଫ କରିଛି । ଏମାନେ କିଛିଦିନ ହେଲାଣି ଅବୈଧ ଭାବେ ଜାଲ୍‌ କାଗଜପତ୍ର ଜରିଆରେ ମୁମ୍ବାଇରେ ରହୁଥିଲେ । ଆଉ ଏମାନଙ୍କର ଜଣେ ସାଥି ଜାଲ୍‌ ଭାରତୀୟ ଡକ୍ୟୁମେଣ୍ଟ ଜରିଆରେ ସାଉଦ ଆରବ ଫେରାର ମଧ୍ୟ ହୋଇଥିବା ସୂଚନା ମିଳଛି । ବାଂଲାଦେଶୀ…

ଗ୍ୟାଙ୍ଗଷ୍ଟର୍‌ ଅବୁ ସଲେମ୍‌ଙ୍କ ଜୀବନ ପ୍ରତି ବିପଦ ! ଅନ୍ୟ ଜେଲ୍‌କୁ ସ୍ଥାନାନ୍ତର ନ କରିବାକୁ କୋର୍ଟଙ୍କୁ ନିବେଦନ

ନିଜ ଜୀବନ ପ୍ରତି ବିପଦ ଆଶଙ୍କା କରିଛନ୍ତି କୁଖ୍ୟାତ ଗ୍ୟାଙ୍ଗ୍‌ଷ୍ଟର ଅବୁ ସଲେମ୍‌ । ବର୍ତ୍ତମାନ ସେ ଜେଲ୍‌ରେ ଅଛନ୍ତି । ସେ ମୁମ୍ବାଇ ସେସନ୍ସ କୋର୍ଟରେ ଏକ ପିଟିସନ ଦାଖଲ କରିଛନ୍ତି । ସେ କହିଛନ୍ତି ଯେ ତାଙ୍କୁ ତଲୋଜା ଜେଲରୁ ଅନ୍ୟ କୌଣସି ଜେଲକୁ ସ୍ଥାନାନ୍ତର କରା ନ ଯାଉ । ସଲେମଙ୍କ…

କୋଲକାତାରେ ରେଷ୍ଟୁରାଣ୍ଟ ଜଳି ପାଉଁଶ, ଭୟଙ୍କର ନିଆଁ ଦେଖି ରାସ୍ତାକୁ ଦୌଡ଼ିଲେ ଲୋକେ

ପଶ୍ଚିମବଙ୍ଗ ରାଜଧାନୀ କୋଲକାତାରେ ଏକ ରେଷ୍ଟୁରାଣ୍ଟରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ପାର୍କ ଷ୍ଟ୍ରିଟ୍‌ ଅଞ୍ଚଳରେ ଥିବା ଏହି ରେଷ୍ଟୁରାଣ୍ଟରେ ମଙ୍ଗଳବାର କୌଣସି କାରଣରୁ ନିଆଁ ଲାଗିଯାଇଥିଲା । ଭୟଙ୍କର ନିଆଁ ଦେଖି ସ୍ଥାନୀୟ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ଖେଳିଯାଇଥିଲା । ଲୋକେ ଭୟଭୀତ ହୋଇ…