Below header
Browsing Category

News

ଡ୍ରାଇଭର ଆଖି ଲାଗିଗଲା, ଦୁର୍ଘଟଣାରେ ଦୁଇ ଜଣ ଆଶାକର୍ମୀଙ୍କ ମୃତ୍ୟୁ

ଖୋର୍ଦ୍ଧା: ପିକ୍‌ନିକ୍‌ ଭୋଜି ସାରି ଘରକୁ ଫେରୁଥିଲେ । କିଏ ହାତରେ ମୋବାଇଲ ଦେଖୁଥିଲା ତ କିଏ ଗାଡ଼ିର ଝରକା ପଟେ ଚାହିଁ ରହିଥିଲା । ଆଉ କିଏ ଭୋଜିରେ ଥକି ଯାଇ ଗାଡ଼ିରେ ଶୋଇପଡ଼ିଥିଲା । ଭୋଜି ସରିଥିଲା ସେଥିପାଇଁ ଘରେ ଜଲଦି ପହଞ୍ଚିବାର ଇଛା ଅଧିକା ଥିଲା । କିନ୍ତୁ ଘରେ ପହଞ୍ଚିବା ପୂର୍ବରୁ…

ସଜେଇ ହୋଇଛି ଅଯୋଧ୍ୟା ନଗରୀ: ଆଜି ଆନ୍ତର୍ଜାତୀୟ ବିମାନବନ୍ଦରର ଉଦଘାଟନ କରିବେ ମୋଦି

ନୂଆଦିଲ୍ଲୀ : ଆଜି ଅଯୋଧ୍ୟା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏଠାରେ ପୁନଃ ବିକଶିତ ଅଯୋଧ୍ୟା ଧାମ ରେଳ ଷ୍ଟେସନର ଉଦଘାଟନ କରିବେ। ତେବେ ପ୍ରଧାନମନ୍ତ୍ରୀ ସକାଳ ୧୦ ଟାରେ ଅଯୋଧ୍ୟାରେ ପହଂଚିବେ ବୋଲି ସୂଚନା ରହିଛି । ଏଥିସହ ପ୍ରଧାନମନ୍ତ୍ରୀ ନୂତନ ଅମୃତ ଭାରତ ଟ୍ରେନ୍ ଏବଂ ୬ଟି…

ଅସହାୟ ମହିଳାଙ୍କ ଦୁଃଖ ଶୁଣିଲେ 5T ସଚିବ, ସଙ୍ଗେ ସଙ୍ଗେ ସାହାଯ୍ୟର ହାତ ବଢ଼ାଇଲେ ଭି କେ ପାଣ୍ଡିଆନ୍

ଚର୍ଚ୍ଚାରେ 5T ଅଧ୍ୟକ୍ଷ ଭି କେ ପାଣ୍ଡିଆନ୍ । ସବୁବେଳେ ସବୁ ସମୟରେ ନିଜର ବଦାନ୍ୟତା ପାଇଁ ଚର୍ଚ୍ଚାରେ ରହିଥାନ୍ତି 5T ସଚିବ । ନିକଟରେ ତାଙ୍କ ବଦାନ୍ୟତାର ଆଉ ଏକ ଉଦାହରଣ ଦେଖିବାକୁ ମିଳିଛି । ଗତ କାଲି ଭଦ୍ରକ ଗସ୍ତରେ ଥିବାବେଳେ ଜଣେ ମହିଳାଙ୍କୁ ସାହାଯ୍ୟ କରି ବେଶ୍‌ ଚର୍ଚ୍ଚାରେ ଅଛନ୍ତି…

ଜେନେରେଟର ଧୂଆଁରେ ଶ୍ବାସରୁଦ୍ଧ ହୋଇ ଶ୍ରମିକ ମୃତ୍ୟୁ ଘଟଣା, ବନ୍ଧା ହେଲେ ଇଟାଭାଟି ମାଲିକ

ଢେଙ୍କାନାଳ ଜିଲ୍ଲା କଣ୍ଟାବଣିଆ ଥାନା ଅନ୍ତର୍ଗତ ମାନପୁର ଗ୍ରାମର ଏକ ଉପର ମାଟିଇଟା ଭାଟିରେ କାର୍ଯ୍ୟରତ ଶ୍ରମିକମାନ କୋଠରୀ ମଧ୍ୟରେ ଶୋଇଥିଲା ବେଳେ ଜେନେରେଟର ଧୂଆଁରେ ଶ୍ବାସରୁଦ୍ଧ ହୋଇ ଦୁଇ ଶ୍ରମିକ ମୃତ୍ୟୁ ଓ ଜଣେ ଗୁରୁତର ଘଟଣାରେ ଆଜି ଇଟାଭାଟି ମାଲିକଙ୍କୁ ଗିରଫ କରାଯାଇ ବିଚାର ବିଭାଗୀୟ…

ଅଲଗା ହେବେ କି ଅଭି ଓ ଐଶ ? ଶାଶୂଘର ଛାଡ଼ିଲେ ଐଶ୍ଚର୍ଯ୍ୟା

ବଚ୍ଚନ ପରିବାରରେ ଫାଟ । ବଚ୍ଚନ ପରିବାରେ କିଛି ଭଲ ଚାଲିନି । ଏ ନେଇ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ଜୋର ଧରିଛି। ଅଲଗା ହୋଇପାରନ୍ତି ବଲିଉଡ କପୁଲ ଐଶ୍ଚର୍ଯ୍ୟା ରାୟ ଓ ଅଭିଷେକ ବଚ୍ଚନ। ଦୁହିଁଙ୍କ ମଧ୍ୟରେ ଚାଲିଥିବା ବିବାଦ ଏବେ ଛାଡ଼ପତ୍ରରେ ସରିବ ବୋଲି ଚର୍ଚ୍ଚା ଜୋର ଧରିଛି। ଉଭୟଙ୍କ ମଧ୍ୟରେ…

କାରରୁ ଟାୟାର ଚୋରି କରି ପାଖ ଦୋକାନରେ ବିକୁଥିଲା ଚୋର ତାପରେ ଅବସ୍ଥା କଣ ହେଲା ଜାଣନ୍ତୁ

ସୋର (କେନ୍ୟୁଜ) : ଗାଲକୁ ଗାଲ ଖାଲି ବ୍ରହ୍ମ ଚାପୁଡା । ଚାପୁଡା ଉପରେ ଚାପୁଡା ଖାଲି ନାଦି ଦେଉଥାନ୍ତି ଏ ମହିଳା ଜଣଙ୍କ । ଟାଣି ଘୋଷାଡି ନିର୍ଦ୍ଧୁମ ଛେଚା । ଆପଣ ଭାବୁଥିବେ ଏ ଲୋକଟି କଣ ଏମିତି କରିଦେଲା ଯେ ମହିଳା ତାଙ୍କୁ ଏମିତି ଆଖିବୁଜା ମାଡ ମାରୁଛନ୍ତି । ଆଜ୍ଞା ଏ ଲୋକ ଜଣକ କାମ ହିଁ…

ମାମୁଁଙ୍କ ମୃତ୍ୟୁ ଖବର ଶୁଣି ଧାଇଁ ଆସିଥିଲା ଭାଣେଜି, ଅଧାବାଟରେ ମାମୁଁ ପଛେ ପଛେ ଆରପାରିକୁ ଚାଲିଗଲା

ଉଦଳା: କାନ୍ଦ ବୋବାଳିରେ ଫାଟି ପଡ଼ୁଛି ମେଡିକାଲ ପରିସର । ଯେତେ ବୁଝାଇଲେ ବି ବୁଝୁନି ମା’ର ମନ । ଆଜି ସିଏ ଅବୁଝା ହୋଇଯାଇଛି । କାରଣ ଗୋଟିଏ ପଟେ ଭାଇର ମୃତ୍ୟୁ ହୋଇଥିବା ବେଳେ ଅନ୍ୟପଟେ ଚାଲିଯାଇଛି ଝିଅ । ଆପଣ କୁହନ୍ତୁ କୋଉ ମା’ ବି ସହିବ ଏ ଦୁଃଖ । ସେଥିପାଇଁ ତ ଛାତି ଫଟାଇ କାନ୍ଦୁଛି ଏ…

ଆନ୍ତର୍ଜାତିକ ଭିନ୍ନକ୍ଷମ ଦିବସ, kiit ଇଣ୍ଡୋର ବିଜୁପଟନାୟକ ଷ୍ଟାଡିଅମ ପର୍ଯ୍ୟନ୍ତ ବାହାରିଲା ୱାକାଥାନ

ଆଜି ହେଉଛି ଆନ୍ତର୍ଜାତିକ ଭିନ୍ନକ୍ଷମ ଦିବସ l ଏହି ଅବସରେ  ରାଜ୍ୟ ସାମାଜିକ କଲ୍ୟାଣ ଓ ଭିନ୍ନକ୍ଷମ ଶଶକ୍ତିକରଣ ବିଭାଗ ପକ୍ଷରୁ ଶିଖରଚଣ୍ଡୀ ପାହାଡ଼ ନିକଟରେ ଏହି ୱାକାଥାନ ବାହାରି kiit ଇଣ୍ଡୋର ବିଜୁପଟନାୟକ ଷ୍ଟାଡିଅମ ପର୍ଯ୍ୟନ୍ତ ଯାଇଥିଲା l ଏହି କାର୍ଯ୍ୟକ୍ରମରେ ବହୁ ଭିନ୍ନକ୍ଷମ…

ଭୁବନେଶ୍ୱରରେ ପ୍ରଧାନମନ୍ତ୍ରୀ ବିଶ୍ୱକର୍ମା ଯୋଜନାରେ ମହା ଗୁରୁମାନଙ୍କ ପାଇଁ ସମ୍ମାନ ସମାରୋହ

ଭୁବନେଶ୍ୱରରେ ପ୍ରଧାନମନ୍ତ୍ରୀ ବିଶ୍ୱକର୍ମା ଯୋଜନାରେ ମହା ଗୁରୁମାନଙ୍କ ପାଇଁ ସମ୍ମାନ ସମାରୋହ ଅନୁଷ୍ଠିତ ହୋଇଛି। ହୋଇଛି। CSIR - IMMTରେ ଆୟୋଜିତ ସ୍ଵତନ୍ତ୍ର କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟ ଅତିଥି ଯୋଗ ଦେଇଥିଲେ। ପ୍ରଧାନମନ୍ତ୍ରୀ ବିଶ୍ବକର୍ମା ଯୋଜନାରେ ୧୮…

ଥାନା କର୍ମଚାରୀଙ୍କ ବାଣ ଫୁଟା ନେଲା ବିସ୍ଫୋରଣର ରୂପ, ଭାଙ୍ଗିଲା ଝରକା କାଚ

ଚାନ୍ଦବାଲି : ଥାନା କର୍ମଚାରୀଙ୍କ ବାଣ ଫୁଟା ନେଲା ବିସ୍ଫୋରଣର ରୂପ। ଥାନାରେ ଥିବା ବେଆଇନ ଜବତ ବାଣ ଫୁଟାଉଥିବା ବେଳେ ହଠାତ ବାରୁଦରେ ନିଆଁ ପଡ଼ି ହେଲା ବିସ୍ଫୋରଣ। ବିସ୍ଫୋରଣର ମାତ୍ରା ଏତେ ଅଧିକ ଥିଲା ଯେ, ଥାନା ପାଖରେ ଥିବା ପୋଷ୍ଟ ଅଫିସର ଝରକା କାଚ ଭାଙ୍ଗି ପଡ଼ିବା ସହ ଗଛରୁ ପତ୍ର ମଧ୍ୟ…