Browsing Category

ସ୍ପେଶାଲ

ଗଛରୁ ପଡ଼ି ଶଯ୍ୟାଶାୟୀ ଏହି ଯୁବକ, ଦୁନିଆ ସହ ସଂଘର୍ଷ କରିବା ପୂର୍ବରୁ ଜୀବନ ସହ ସଂଗ୍ରାମ କରୁଛନ୍ତି

ଏ ଶରୀର କ୍ଷଣସ୍ଥାୟୀ । ଏକଥା ଆମେ କହୁନୁ ଏ ଦୃଶ୍ୟ ଦେଖିବା ପରେ ଆପଣ ବି କହିବେ । ସତରେ ଏ ଶରୀର କିଛି ନୁହେଁ ଆଜି ଭଲ ଅଛି ତ ସବୁ କିଛି ଠିକ୍ କିନ୍ତୁ ଯଦି ଛୋଟିଆ ଅଘଟଣଟେ ଘଟି ଯାଉଛି ତେବେ ବଞ୍ଚିବା ଆମ ପାଇଁ ମୁସ୍କିଲ ହୋଇଯାଏ । ଖାସ୍ କରି ଯୁବା ଅବସ୍ଥାରେ ଯଦି କୌଣସି ଅଘଟଣ ଘଟୁଛି ତେବେ…

ଯେତେବେଳେ ପୂରା ବିଶ୍ୱରେ ଗ୍ଲୋବାଲ ଓ୍ଵାର୍ମିଙ୍ଗ ହୋଇଥାଏ, ସେତେବେଳେ କିଛି ସ୍ଥାନରେ ଅଧିକ ଥଣ୍ଡା ଅନୁଭୂତ ହୁଏ…

ଗ୍ଲୋବାଲ ୱାର୍ମିଙ୍ଗର ପ୍ରଭାବ ଉପରେ କେହି ସନ୍ଦେହ କରନ୍ତି ନାହିଁ । ସମଗ୍ର ବିଶ୍ୱରେ ତାପମାତ୍ରା ବୃଦ୍ଧି ପାଇଁ ଏହା ଦାୟୀ ବୋଲି ବିବେଚନା କରାଯାଏ । ତଥାପି ସାମ୍ପ୍ରତିକ ଶୀତରେ ଅପ୍ରତ୍ୟାଶିତ ଅଞ୍ଚଳରେ ରେକର୍ଡ ଭାଙ୍ଗିବା, ଅତ୍ୟଧିକ ଥଣ୍ଡା ଦେଖିବାକୁ ମିଳିଛି । ଏହି ବିପରୀତ ପରିସ୍ଥିତିରେ…

ମୃତ୍ୟୁ ପୂର୍ବରୁ କଏଦୀ ଏପରି ଖାଦ୍ୟ ମାଗିଥିଲେ ଯାହା ଶୁଣି ପୋଲିସ୍‌ର ହୋସ୍‌ ଉଡ଼ିଯାଇଥିଲା, ଯାହା ବଦଳରେ କେବଳ ଖାଦ୍ୟ…

ଆପଣ ସମସ୍ତେ ଜାଣନ୍ତି । ଜେଲରେ ଥିବା କଏଦୀଙ୍କୁ ଯେତେବେଳେ କୋର୍ଟ ମୃତ୍ୟୁଦଣ୍ଡାଦେଶ ଶୁଣାନ୍ତି ସେତେବେଳେ କଏଦୀଙ୍କୁ ମୃତ୍ୟୁଦଣ୍ଡ ଦିଆଯାଏ । ଆଉ ସେହି ସମୟରେ କଏଦୀଙ୍କୁ ତାଙ୍କର ଶେଷ ଇଚ୍ଛା ପୂରଣ ହୁଏ । ଆଉ ତାଙ୍କୁ ତାଙ୍କର ଶେଷ ଇଚ୍ଛା କଣ ପଚରାଯାଏ । ଅନେକ ଦେଶରେ କଏଦୀଙ୍କ ମୃତ୍ୟୁ…

ଭୋଟ ଦେବା ଆଙ୍ଗୁଠିରୁ ସହଜରେ ଛାଡ଼େନି କାଳି ଚିହ୍ନ, ଜାଣନ୍ତୁ ସିକ୍ରେଟ୍‌ ଫର୍ମୁଲା

ଆପଣଙ୍କ ଆଙ୍ଗୁଠିରେ ଯେ କୌଣସି କାଳି ଲାଗିଲେ ଏହା ସାଙ୍ଗେ ସାଙ୍ଗେ ଛାଡ଼ିଯାଏ । କିନ୍ତୁ ଭୋଟ ଦେବା ପରେ ଆଙ୍ଗୁଠିରେ ଯେଉଁ କାଳି ଲଗାଯାଏ ତାହା ସହଜରେ ଛାଡ଼ି ନଥାଏ । ଏହା ପଛରେ କାରଣ କଣ? ଆପଣ କେବେ ଏ ବିଷୟରେ ଚିନ୍ତା କରିଛନ୍ତି କି ? ଏହି କାଳି କାହିଁକି ସହଜରେ ଛାଡ଼େ ନାହିଁ ଆସନ୍ତୁ ଜାଣିବା…

ମଣିଷ ଯେପରି କୁକୁଡ଼ା ଅଣ୍ଡା ଖାଏ କଣ ସାପ ଅଣ୍ଡା ଖାଇପାରିବ ? ଯଦି ଖିଆଯାଏ ତେବେ ଶରୀରର ଉପରେ କଣ ପ୍ରଭାବ ପଡ଼ିବ ?

ସାପ କେତେ ବିଷାକ୍ତ ତାହା ଆପଣମାନେ ସମସ୍ତେ ନିଶ୍ଚୟ ଜାଣିଥିବେ । ସେ ଛୋଟ ସାପ ହେଉ ଅବା ବଡ଼ ସାପ । ସମାନ ଭାବରେ ଏହାର ବିଷ ମଧ୍ୟ ସେହିପରି କାମ କରିବ । କୁକୁଡ଼ାମାନଙ୍କ ପରି ସାପମାନେ ମଧ୍ୟ ଅଣ୍ଡା ଦିଅନ୍ତି । କିନ୍ତୁ ଯେପରି ଲୋକମାନେ ଚିକେନ୍ ଅଣ୍ଡା ଖାଉଛନ୍ତି, ସେମାନେ ସାପର ଅଣ୍ଡା ମଧ୍ୟ…

ଶରୀର ତୁଳନାରେ ଅଧିକ ଗରମ ରୁହେ ମୁଣ୍ଡ, ଜାଣନ୍ତୁ କଣ କହୁଛି ବିଜ୍ଞାନ

ବେଳେବେଳେ ଅନେକ ଲୋକ ନିଜ ମୁଣ୍ଡ ଗରମ ହୋଇଯିବା କଥା କୁହନ୍ତି । ଲୋକମାନେ ଯୁକ୍ତି ତର୍କ ହେଉଥିବା ସମୟରେ ମୋ ମୁଣ୍ଡ ଗରମ କରନା କହିବାର ଆପଣମାନେ ଶୁଣିଥିବେ । ତେବେ ଲୋକମାନେ କେବଳ ମୁଣ୍ଡ ଗରମ ହେବା କଥା କାହିଁକି କୁହନ୍ତି ଶରୀରର ଅନ୍ୟ ଅଙ୍ଗ ବିଷୟରେ କାହିଁକି କୁହନ୍ତି ନାହିଁ ? ଏହା ପଛରେ…

ଭାରତରେ ମିଳିଲା ବାସୁକୀ ନାଗର ଜୀବାଶ୍ମ, ୫୦ ଫୁଟର ଥିଲା ଶରୀର

ଭାରତର ବୈଜ୍ଞାନିକମାନେ ଏମିତି ଏକ ଜୀବାଶ୍ମ ଆବିଷ୍କାର କରିଛନ୍ତି ଯେ ଏହା ସମସ୍ତ ପୃଥିବୀ ବାସୀଙ୍କୁ ଚକିତ କରିଛି । ଦୀର୍ଘ ୫ କୋଟି ବର୍ଷ ପୂର୍ବେ ଭାରତରେ ଏମିତି ଏକ ବିଶାଳକାୟ ନାଗ ବୁଲୁଥିଲା ଯେ ଏହା ଆନାକୋଣ୍ଡା ଏବଂ ଅଜଗରକୁ ମଧ୍ୟ ପଛରେ ପକାଇଥିଲା । ତେବେ ବୈଜ୍ଞାନିକମାନେ ଏହି ସାପର ନାଁ…

ଫ୍ଲାଏ ଓଭର ଏବଂ ବ୍ରିଜ ମଧ୍ୟରେ ପାର୍ଥକ୍ୟ କ’ଣ ଆପଣ ଜାଣନ୍ତି କି?

ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯିବା ଆସିବା ପାଇଁ ପ୍ରତ୍ୟେକ ସହରରେ ରାସ୍ତା ରହିଥାଏ । କିନ୍ତୁ ଯେତେବେଳେ ସହର ପାଇଁ ରାସ୍ତା ପର୍ଯ୍ୟାପ୍ତ ହୋଇନଥାଏ ଅର୍ଥାତ ରାସ୍ତା ଅତ୍ୟଧିକ ଗହଳି ହୁଏ ସେତେବେଳେ ଫ୍ଲାଏଓଭର ନିର୍ମାଣ ହୋଇଥାଏ । ଆପଣ ନିଶ୍ଚିତ ଭାବରେ ସହରଗୁଡିକରେ ଅନେକ ଫ୍ଲାଏଓଭର…

କାହିଁକି ଗୋଲ ହୋଇଥାଏ ରୁଟି? ଜାଣନ୍ତୁ ଏହା ପଛର ରହସ୍ୟ

ଭାରତର ଅନେକ ଲୋକଙ୍କ ପାଇଁ ରୁଟି ଏକ ନିତିଦିନିଆ ଖାଦ୍ୟ । ଏହା ବିନା ଜୀବନ ଅସମ୍ପୂର୍ଣ୍ଣ ମନେହୁଏ । ଗୋଲ ରୁଟି ତିଆରି କରିବା ଗୋଟିଏ ଝିଅ ପାଇଁ କୌଣସି ସ୍ୱପ୍ନଠାରୁ କମ୍ ନୁହେଁ । ସେ ରୋଷେଇ ଘରେ ପାଦ ଦେବା ମାତ୍ରେ ସେ କିପରି ଗୋଲ ରୁଟି ତିଆରି କରିବ ତାହା ଶିଖାଯାଇଥାଏ । କିନ୍ତୁ ଆପଣ କେବେ…

କାଲି ଯାଆଁଳା ପୁଅ ଜନ୍ମ ଦେଲେ ହେଲେ ଆଜି ଆରପାରିକୁ ଚାଲିଗଲେ

ଭୁବନେଶ୍ୱର: ଡହ ଡହ ଖରା ସାଙ୍ଗକୁ ଝାଞ୍ଜି ପବନ । ଅସହ୍ୟ ଗରମ ଗୁଳୁଗୁଳି ଭିତରେ ଆମେ ଥିଲୁ କ୍ୟାପିଟାଲ ହସ୍ପିଟାଲ ପରିସରରେ । ଦେଖିଲୁ ଗୋଟିଏ ଜାଗାରେ ଅନେକ ଲୋକ ରୁଣ୍ଡ ହୋଇଥାନ୍ତି l କାନ୍ଦ ବୋବାଳିରେ ଫାଟି ପଡୁଥାଏ ମେଡିକାଲ ପରିସର l ଯୁଆଡେ ଚାହିଁବ ସେଇଠି ଦେଖିବ କିଏ ଆଖି ଲୁହ ପୋଛୁଛି ତ…

କିଏ ତିଆରି କରିଥିଲେ ପ୍ରଥମ ଇଲେକ୍ଟ୍ରିକ ଫ୍ୟାନ? ଭାରତକୁ କିପରି ଆସିଲା

ଖରାଦିନ ଆସିବା ମାତ୍ରେ ହିଁ ପ୍ରତ୍ୟେକ ଲୋକ ଘରେ ଫ୍ୟାନ ଲଗାଇବା ଆରମ୍ଭ କରନ୍ତି । ଆଜିକାଲି ଏମିତି କେହି ବି ନଥିବେ ଯାହା ଘରେ ଫ୍ୟାନ ନାହିଁ । କିନ୍ତୁ କ'ଣ ଆପଣ କେବେ ଚିନ୍ତା କରିଛନ୍ତି କି ଆମକୁ ଗରମରୁ ମୁକ୍ତି ଦେଉଥିବା ଏହି ଫ୍ୟାନ କିଏ ସୃଷ୍ଟି କରିଛି ଏବଂ ଏହା ଭାରତକୁ କିପରି ଆସିଲା?…

IIM ଛାତ୍ରମାନଙ୍କ ଅଭିନବ ପ୍ରୟାସ, ତିଆରି କଲେଏୟାର୍‌ କଣ୍ଡିସନ୍‌ ହେଲ୍‌ମେଟ୍‌ 

ଦିନକୁ ଦିନ ଅସହ୍ୟ ହେଉଛି ତାତି । ରୌଦ୍ରଙ୍କ ଉତ୍ତାପ ସମଗ୍ର ଦେଶବାସୀଙ୍କୁ କଲବଲ କରୁଛି । ଟକମକ୍‌ ତାତିରେ ଫୁଟୁଛି ସାରା ଦେଶ । ପ୍ରତ୍ୟେକ ଦିନ ବିଭିନ୍ନ ରାଜ୍ୟରେ ତାପମାତ୍ରା ୪୫ ଡିଗ୍ରୀ ସେଲସିୟସ୍‌ ଛୁଇଁଥିବା ବେଳେ ଏନେଇ ଲୋକେ ବାହାରକୁ ବାହାରିବା ପାଇଁ ଡରୁଛନ୍ତି । ତେବେ ଏହି ଖରା…