Browsing Category

ସ୍ପେଶାଲ

Police Investigation: ମିଛ ଅଭିଯୋଗରେ ଫସିଥିଲେ ବାବୁରାମ? ତଦନ୍ତ ପରେ ପୋଲିସ ଛାଡ଼ିଲା

ପ୍ରଥମେ ପୋଲିସ ଗିରଫ କରିଥିଲା । କିନ୍ତୁ ତଦନ୍ତ ପରେ ନିର୍ଦ୍ଦୋଶ ବ୍ୟକ୍ତିକୁ ଛାଡିଦେଲା । ତାରବାଡ଼ ଚୋରି ଘଟଣାକୁ ନେଇ ଉଦଳାରେ ପୋଲିସ ତଦନ୍ତ ବେଳେ ଆସିଛି ନୂଆ ମୋଡ଼। ଗତକାଲି ଏହି ଚୋରି ଘଟଣାରେ ପୋଲିସ ୩ ଜଣଙ୍କୁ ଧରି ପଚରାଉଚରା କରିଥିଲା। ତେବେ ତଦନ୍ତ ଆଗକୁ ବଢ଼ିବା ପରେ ଘଟଣାରେ ଆଉ ଏକ…

Ambulance Problem: ରୋଗୀଙ୍କୁ ଆମ୍ବୁଲାନ୍ସ ମିଳୁନି, ମନ୍ଦିର ପାଖରେ ଖତ ଖାଉଛି ୧୦୮

ରୋଗୀଙ୍କୁ ଜରୁରୀ ସମୟରେ ହସ୍ପିଟାଲ ପହଞ୍ଚାଇବା ପାଇଁ ରହିଛି ୧୦୮ ଆମ୍ବୁଲାନ୍ସ। ହେଲେ ଏହି ଆମ୍ବୁଲାନ୍ସ ଏବେ ରୋଗୀଙ୍କ କାମରେ ଆସୁନଥିବା ଅଭିଯୋଗ ହୋଇଛି। ମେଡିକାଲ ପରିସର ବଦଳରେ ମନ୍ଦିର ପାଖରେ ପଡ଼ି ରହିଛି ଦୁଇ ଦୁଇଟି ୧୦୮ ଆମ୍ବୁଲାନ୍ସ। ଦୀର୍ଘଦିନ ଧରି ବ୍ୟବହାର ନହୋଇ ପଡ଼ି ରହିବାରୁ…

Ganesh Chaturthi: କାହିଁକି ୧୦ ଦିନ ପରେ ହୁଏ ବିଘ୍ନବିନାଶକଙ୍କ ବିସର୍ଜନ, ଜାଣନ୍ତୁ ରୋଚକ କାହାଣୀ

ବିଘ୍ନବିନାଶକ, ବୁଦ୍ଧି ଓ ସିଦ୍ଧିର ଦେବତା ହେଉଛନ୍ତି ଭଗବାନ ଗଣେଶ । ହିନ୍ଦୁ ଧର୍ମରେ କୌଣସି ଶୁଭ କାମ ଆରମ୍ଭ କରିବା ପୂର୍ବରୁ ପ୍ରଥମେ ଗଣେଶଙ୍କୁ ପୂଜା କରିବାର ପରମ୍ପରା ରହିଛି । ତେଣୁ ଗଣେଶ ଚତୁର୍ଥୀ କେବଳ ଏକ ପର୍ବ ନୁହେଁ, ବରଂ ଭକ୍ତି, ଜ୍ଞାନ ଓ ଶୁଭାରମ୍ଭର ପ୍ରତୀକ ବୋଲି ବିଶ୍ବାସ…

ପୌରାଣିକ ଯୁଗର ୫ ଶକ୍ତିଶାଳୀ ଦିବ୍ୟ ତଲୱାର, ଜାଣନ୍ତୁ ଏହାର ରହସ୍ୟ

ହିନ୍ଦୁ ଧର୍ମରେ ଅନେକ ଦିବ୍ୟ ଶକ୍ତି ଓ ଅସ୍ତ୍ରଶସ୍ତ୍ର ବିଷୟରେ ବର୍ଣ୍ଣନା ମିଳେ। କୁହାଯାଏ, ଏହି ଅସ୍ତ୍ରଗୁଡ଼ିକର ସାମ୍ନା କରିବା ବଡ଼ ବଡ଼ ଯୋଦ୍ଧା ଏବଂ ଦେବତାଙ୍କ ପାଇଁ ମଧ୍ୟ ସହଜ ନଥିଲା । ଏଥିରେ କିଛି ତଲୱାର ଏତେ ଶକ୍ତିଶାଳୀ ଥିଲା ଯେ ସେଗୁଡ଼ିକ ସାମ୍ନାରେ ସାଧାରଣ ଅସ୍ତ୍ରଶସ୍ତ୍ର ହାର୍…

Batagad Village: ଏ ଗାଁର ନାଁ ହିଁ କହେ ଇତିହାସ! ଜାଣନ୍ତୁ କାହିଁକି ନାଁ ହେଲା ବତାଗଡ଼

ଗାଁ ତ ଅନେକ ଅଛି କିନ୍ତୁ କିଛି ଗାଁର ନାଁ ହିଁ କହେ ତା'ର ଇତିହାସ। ସେମିତି ଏକ ଗାଁ ହେଉଛି ବତାଗଡ଼। ଯାହାର ଇତିହାସ ଆପଣଙ୍କୁ ଆଶ୍ଚର୍ଯ୍ୟ କରିବ । ଭାବିବାକୁ ବାଧ୍ୟ କରିବ । ଏମିତି ବି ହୋଇଥିଲା । ଗଞ୍ଜାମ ଜିଲ୍ଲା। ସାନଖେମୁଣ୍ଡି ବ୍ଲକ। ପୋଡ଼ାମାରି ପଞ୍ଚାୟତ। ଏହି ପଞ୍ଚାୟତରେ ରହିଛି…

Father Daughter Love: ତିନୋଟି ଶବ୍ଦ ବଦଳାଇଦେଲା ବାପାଙ୍କ ରାତି, ଝିଅ ପାଖକୁ ଧାଇଁ ଆସିଲେ

ଝିଅ ଲେଖିଲା- ‘I MISS YOU’ । ମେସେଜ ପଢ଼ି ଆଉ ରହିପାରିଲେ ନି ବାପା । ସକାଳୁ ସକାଳୁ ଝିଅକୁ ଦେଲେ ବଡ଼ ସରପ୍ରାଇଜ୍ । କିଛି ସମ୍ପର୍କ ଶବ୍ଦରେ ବନ୍ଧା ନଥାଏ।ସେଠି ଗୋଟିଏ ଛୋଟ ମେସେଜ୍ ହିଁ ବହୁତ କିଛି କହିଦିଏ। ରାତିର ନିରବତା। ହଠାତ୍ ମନେ ପଡ଼ିଗଲା ବାପାଙ୍କ କଥା। ପାଖରେ ନଥିଲେ ବାପା।…

Nepal Flood Rescue: ପ୍ରକୃତିର କୋପକୁ ହରାଇଲା ଜୀବନର ଜିଦ୍, ୧୦ ଦିନ ପରେ ଉଦ୍ଧାର

ସରିଥିଲା ଶ୍ରାଦ୍ଧ ଓ ଅନ୍ତିମ ସଂସ୍କାର । ମାଟି ଫଟାଇ ବାହାରିଲେ ମହିଳା ! ୧୦ ଦିନ ପରେ କାଦୁଅ ଭିତରୁ ଉଦ୍ଧାର । ଚାରିଆଡ଼େ ଖାଲି କାଦୁଅ, ମାଟି, ପଥର। ଭାଙ୍ଗିଯାଇଥିବା ଘର ଆଉ ନିରାଶାର ଅନ୍ଧକାର। ଏହାରି ଭିତରୁ ହୋଇଛି ହଠାତ୍ ଚମତ୍କାର। ଶୁଭିଛି ଜୀବନ ବଞ୍ଚିଥିବାର ଶବ୍ଦ। କାଦୁଅ ଭିତରୁ…

Jagannath Temple: ଶ୍ରୀମନ୍ଦିରରେ ଜୀବନ୍ତ ହେଲା ଦ୍ୱାପର ଯୁଗ, ଅଧର୍ମ ଉପରେ ଧର୍ମର ବିଜୟ

ଶଙ୍ଖଧ୍ୱନିରେ ମୁଖରିତ ଶ୍ରୀମନ୍ଦିର । ଭକ୍ତିରେ ଭିଜିଲା ପରିବେଶ । ଆଉ ଶ୍ରୀମନ୍ଦିର ଭିତରେ ଜୀବନ୍ତ ହେଲା ଦ୍ୱାପର ଯୁଗର କାହାଣୀ । କେଉଁଠି ଦାନବର ଗର୍ଜନ କେଉଁଠି କୃଷ୍ଣଙ୍କ ବୀରତ୍ୱ ଆଉ ଶେଷରେ ଅଧର୍ମ ଉପରେ ଧର୍ମର ବିଜୟ । ଶ୍ରୀମନ୍ଦିରରେ ଅନୁଷ୍ଠିତ ହୋଇଛି ବକାସୁର ବଧ ଓ ଅର୍ଘାସୁର ବଧ…

Reels Addiction: ଘଞ୍ଚ ଜଙ୍ଗଲରେ ହଜିଗଲେ ଆଦିତ୍ୟ, ରାତିରେ ଚାଲିଲା ରେସ୍କ୍ୟୁ ଅପରେସନ୍

ଚାରିଆଡେ ଭୟଙ୍କର ଅନ୍ଧାର । ଖାଲି ଅଜଗର ସାପ । ପୁଣି ଜଙ୍ଗଲୀ ବାରହା ଓ ବନ୍ୟ ଜନ୍ତୁଙ୍କ ଡର । ଆଉ ତାରି ଭିତରେ ଛାତିକୁ ଚାପି ଧରି ଛିଡା ହେଇଥିଲେ ଯୁବକ ଜଣେ । ହଁ ଆଜ୍ଞା ରିଲ୍ସ କରିବାକୁ ଚଢ଼ି ଗଲେ ପାହାଡ଼ ଉପରକୁ, ହେଲେ ଫେରିବା ବେଳକୁ ବାଟ ଭୁଲିଗଲେ । ଘଞ୍ଚ ଜଙ୍ଗଲ, ଦୁର୍ଗମ ସ୍ଥାନ…

Emotional Story: କାହା ହାତରେ ବାନ୍ଧିବି ରାକ୍ଷୀ, ଭଉଣୀର ଲୁହରେ ଭିଜିଲା ହସ୍ପିଟାଲ

ମୋ ଭାଇକୁ କିଏ ଫେରାଇ ଦିଅ । କାହାକୁ ଚାହିଁ ମୋ ଦିନ କାଟିବି । ମୋ ଦୁଃଖ କଷ୍ଟରେ କିଏ ଆସି ଠିଆ ହେବ । କାହ କାନ୍ଧରେ ମୁଁ ମୁଣ୍ଡ ରଖିବି ? କାହା ହାତରେ ରାକ୍ଷୀ ବାନ୍ଧିବି ? ଏମିତି କହି ହସ୍ପିଟାଲ ପରିସରରେ ମୁଣ୍ଡ ବାଡେଇ କାନ୍ଦୁଥାନ୍ତି ଜଣେ ମହିଳା । ନିକଟରେ ଅନ୍ୟ ଦୁଇ ତିନିଜଣ ମହିଳା…

MahamayiTemple: ତିନି ଫୁଟ ମାଟି ତଳୁ ବାହାରିଲା ପିତଳର ପାଦ, ଭକ୍ତଙ୍କ ଭିଡ଼

ଘର ଭିତରେ ହଠାତ୍ ଶୁଭିଲା ଏଠି ଖୋଳ ମହାମାୟୀ ବାହାରିବେ। ପରିବାର ଲୋକେ ବି ଖୋଳିବାକୁ ଲାଗିଲେ । ଗୋଟିଏ ଫୁଟ ନୁହେଁ ଦୁଇ ଫୁଟ ନୁହେଁ । ପ୍ରାୟ ତିନି ଫୁଟ ମାଟି ତଳୁ ମିଳିଲା ପିତଳର ଦୁଇଟି ପାଦ ଓ ତିନୋଟି ପଥର ଶୀଳା। ଗଞ୍ଜାମ ଜିଲ୍ଲା। ଦିଗପହଣ୍ଡି ବ୍ଲକ। ଓଡ଼ାସିଙ୍ଗି ଗାଁ। ଏଠାରେ ହେଉଥିଲା…

Gajakesari Yoga: ଆଜିଠୁ ଗଜକେସରୀ ଯୋଗ, ମେଷଠାରୁ ମୀନ ଯାଏଁ ଏହି ରାଶିଙ୍କୁ ମିଳିବ ବଡ଼ ଲାଭ

ଦ୍ରିକ ପଞ୍ଚାଙ୍ଗ ଅନୁଯାୟୀ, ୭ ସେପ୍ଟେମ୍ବର ୨୦୨୬ ଅର୍ଥାତ୍ ଆଜି ଚନ୍ଦ୍ରମା ନିଜ ରାଶି କର୍କଟରେ ପ୍ରବେଶ କରିବେ । ଏହା ସହିତ କର୍କଟ ରାଶିରେ ଚନ୍ଦ୍ରମା ଓ ଗୁରୁ (ବୃହସ୍ପତି) ଙ୍କ ମିଳନ ହେବ । ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଏହି ମିଳନରୁ ଶୁଭ ଗଜକେସରୀ ଯୋଗ ସୃଷ୍ଟି ହେବ । ଜ୍ୟୋତିଷ…