Below header
Browsing Category

ସ୍ପେଶାଲ

ବରଫରେ ଫସିଥିବା ହରିଣକୁ ନିଆରା ଉପାୟରେ ବଞ୍ଚାଇଲେ ଯୁବକ, ଭାଇରାଲ୍‌ ହେଉଛି ଏହି ମନକୁ ଛୁଇଁବା ଭଳି ଭିଡିଓ; ଥରେ ନଜର…

ବର୍ତ୍ତମାନ ସମୟରେ ଲୋକମାନେ କେବଳ ନିଜ ବିଷୟରେ ଭାବୁଛନ୍ତି। ଆଉ କାହା କଥା ଭାବିବାକୁ ବି ତାଙ୍କ ପାଖେ ସମୟ ନାହିଁ କହିଲେ ଚଳେ। କିନ୍ତୁ ବର୍ତ୍ତମାନର ସ୍ୱାର୍ଥପର ଦୁନିଆରେ ଏବେ ବି କେଉଁଠି ନା କେଉଁଠି ମାନବିକତା ବଞ୍ଚିଛି, ଯାହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ଭାଇରାଲ ହେଉଥିବା ଏକ…

‘ଶିବ ତାଣ୍ଡବ ସ୍ତୋତ୍ର’ ପଢ଼ିଲେ କ’ଣ ମିଳେ ଲାଭ, ଜାଣନ୍ତୁ ଏହାକୁ ପଢ଼ିବାର ସମୟ ଓ ନିୟମ

ପ୍ରାୟ ସମସ୍ତେ ଲଙ୍କପତି ରାବଣଙ୍କୁ ଦୁରାଚାରୀ ଭାବେ ଜାଣନ୍ତି । ହେଲେ ଖୁବ୍‌ କମ୍‌ ଲୋକ ଜାଣିଥିବେ ଯେ ରାବଣ ଜଣେ ମହାନ ପଣ୍ଡିତ ଓ ମହାଦେବଙ୍କ ଜଣେ ବଡ଼ ଭକ୍ତ ଥିଲେ ବୋଲି । ଖାଲି ସେତିକି ନୁହେଁ ସୁନ୍ଦର ବାସ୍ତୁକାର, ଶିଳ୍ପକାର ହେବା ସହ ସଙ୍ଗୀତ ଓ ଆୟୁର୍ବେଦରେ ନିପୁଣ ମଧ୍ୟ ଥିଲେ ।…

ଚାଷୀ ପୁଅର ଡାକ୍ତର ହେବା ଇଚ୍ଛା ପୂରଣ କଲେ ଡ. ଅଚ୍ୟୁତ ସାମନ୍ତ, କିସ୍‌ରେ ପଢ଼ିବା ପରେ ଏବେ ଉତ୍ତୀର୍ଣ୍ଣ ହେଲେ ନିଟ୍

ଭୁବନେଶ୍ୱର(କେ ନ୍ୟୁଜ): ଦୃଢ଼ ଇଚ୍ଛାଶକ୍ତି ଥିଲେ ଯେତେ ବାଧାବିଘ୍ନ ଆସିଲେ ମଧ୍ୟ ଲକ୍ଷ୍ୟ ପଥରେ ପହଞ୍ଚିବା ସମ୍ଭବ ହୋଇଥାଏ । ସେ କେବେ ବି ଆଶା କରି ନ ଥିଲେ ଯେ ଦିନେ ଜଣେ ଡାକ୍ତରୀ ପଢି଼ ପାରିବେ ବୋଲି । କିନ୍ତୁ ଇଚ୍ଛାଶକ୍ତି ଓ ଅଧ୍ୟବସାୟ ବଳରେ ସେ ତାଙ୍କର ସ୍ୱପ୍ନ ସାକାର କରିଛନ୍ତି। ନୟାଗଡ…

ଦେଶର ସର୍ବକନିଷ୍ଠ ମେୟର ହେବେ ୨୧ ବର୍ଷୀୟା ଝିଅ ଆର୍ୟା ରାଜେନ୍ଦ୍ରନ

ଦେଶର ସର୍ବକନିଷ୍ଠ ମେୟର ଭାବେ ଦାୟିତ୍ୱ ତୁଲାଇବେ କେରଳର ୨୧ ବର୍ଷୀୟା ଝିଅ ଆର୍ୟା ରାଜେନ୍ଦ୍ରନ । କେରଳ ରାଜଧାନୀ ତିରୁଭନ୍ତପୁରମର ନୂଆ ମେୟର ଭାବରେ ସଦ୍ୟ ନିର୍ବାଚିତ ହୋଇଛନ୍ତି ଆର୍ୟା । ସିପିଏମ ପାର୍ଟି ତରଫରୁ ମୁଦଭାନ୍ମୁଘଳ ୱାର୍ଡ଼ରୁ ନିର୍ବାଚନ ଲଢ଼ିବା ସହ ନିକଟସ୍ଥ କଂଗ୍ରେସ…

ଏମିତି ପୂରଣ ହେଲା ଏକ ପ୍ଲେନ୍‌ର ଶେଷ ଇଚ୍ଛା, ଲୋକମାନେ ଇମୋସନାଲ ହୋଇ କରୁଛନ୍ତି ପୋଷ୍ଟ; ଦେଖନ୍ତୁ ଭିଡିଓ

ମଣିଷଙ୍କର ଶେଷ ଇଚ୍ଛା ବିଷୟରେ ତ ସମସ୍ତେ ଶୁଣିଥିବେ, କିନ୍ତୁ ବିମାନର ଶେଷ ଇଚ୍ଛା ବୋଧେ ପ୍ରଥମ ଥର ପାଇଁ ସମସ୍ତେ ଶୁଣିବେ। କଥାଟି ଶୁଣିବାକୁ ଅଦ୍ଭୁତ ଲାଗୁଥିଲେ ବି ଏହା ସତ। ସାରା ଜୀବନ ଯାତ୍ରୀଙ୍କୁ ଧରି ଉଡ଼ୁଥିବା ଏକ ପ୍ଲେନ୍‌କୁ ନଷ୍ଟ କରିବା ପୂର୍ବରୁ ତାହାର ଶେଷ ଇଚ୍ଛା ପୂରଣ କରାଯାଇଛି।…

ଅଭିମନ୍ୟୁଙ୍କ ଅସରନ୍ତି ଦୁଃଖ…… ଅନେକ ପ୍ରତିଭାର ଅଧିକାରୀ ହୋଇ ମଧ୍ଯ ବୟସର ଅପରାହ୍ନରେ ଜୀବନ ସହିତ…

ସାଲେପୁର: ସାଲେପୁର ଉତ୍ତର ବଟେସ୍ୱର ଗାଁର ଅତି ଗରିବ ପରିବାରରେ ଜନ୍ମଗ୍ରହଣ କରଥିବା ସ୍ବର୍ଗତ ବୈଷ୍ଣବ ମଲ୍ଲିକଙ୍କର ପୁତ୍ର ଅଭିମନ୍ୟୁ । ଅଭିମନ୍ୟୁଙ୍କ ଜୀବନ ଓ ଜୀବିକା ଆପଣମାନେ ଜାଣିଲେ ଆଖିରୁ ଅଶ୍ରୁ ବୋହି ଆସିବ। କାରଣ ସେ ଏକ ଗରିବ ପରିବାରରେ ଜନ୍ମଗ୍ରହଣ ହୋଇଛନ୍ତି ସତ କିନ୍ତୁ ତାଙ୍କର…

CEBR ବାର୍ଷିକ ରିପୋର୍ଟ : ୨୦୨୮ ବେଳକୁ ଆମେରିକାକୁ ପଛରେ ପକାଇ ଚୀନ୍‌ ହୋଇଯିବ ସୁପର ପାଓ୍ଵାର, ଭାରତ ବି କରିବ କମାଲ୍‌

ନୂଆଦିଲ୍ଲୀ : କରୋନା ଭାଇରସ ସାରା ବିଶ୍ୱର ଅର୍ଥ ବ୍ୟବସ୍ଥାକୁ ପ୍ରଭାବିତ କରିଛି । ତେବେ କିଛି ଦେଶରେ ଅର୍ଥ ବ୍ୟବସ୍ଥାରେ କିଛି ସୁଧାର ଆସିଥିବା ସଂକେତ ମିଳିଛି । ଚୀନ୍‌ର ଆର୍ଥିକ ସ୍ଥିତିରେ ମଧ୍ୟ ସୁଧାର ଆସିଛି । ଅନୁମାନ କରାଯାଉଛି ଯେ ୨୦୨୮ ବେଳକୁ ଚୀନ୍‌ ଆମେରିକାକୁ ପଛରେ ପକାଇ ବିଶ୍ୱର…

ସମସ୍ୟା ସମାଧାନରେ ଧୁରନ୍ଧର, ଜାଣନ୍ତୁ ଆଇଏଏସ ସୁରେଶ ମହାପାତ୍ରଙ୍କ ଦୀର୍ଘ ୩୪ ବର୍ଷର ନିରନ୍ତର ପ୍ରଶାସନିକ ଯାତ୍ରା…

୧୯୮୬ ମସିହାରୁ ୩୪ ବର୍ଷର ଲମ୍ବା ପ୍ରଶାସନିକ ରାସ୍ତା ଚାଲି ଆସିଛନ୍ତି ସୁରେଶ ମହାପାତ୍ର।  ଆଉ ଖୁବ ଶୀଘ୍ର ରାଜ୍ୟ ମୁଖ୍ୟ ଶାସନ ସଚିବ ପଦରେ ବସିବାକୁ ଯାଉଛନ୍ତି । ଗାମ୍ଭିର୍ଯ୍ୟ, ସ୍ଥିର ଚିତ୍ତ ସ୍ୱଭାବର ସୁରେଶ ସବୁସମୟରେ ନିଜ ସହକର୍ମୀ ମାନଙ୍କ ପ୍ରିୟ ଭାଜନ ହୋଇ ପାରିଛନ୍ତି । ଶାନ୍ତ ମନରେ…

ଏମିତି ମନ୍ଦିର, ଯେଉଁଠି ଦର୍ଶନ ତ ଦୂରର କଥା ରହିବା ପାଇଁ ବି ଭୟ କରନ୍ତି ରାଜା ଓ ମନ୍ତ୍ରୀ

ଭାରତୀୟ ସଂସ୍କୃତିରେ ଏମିତି ସବୁ ମନ୍ଦିର ରହିଛି, ଯାହାର ରହସ୍ୟ କେହି ଭେଦ କରିପାରିନାହାଁନ୍ତି । ଆପଣ ଜାଣନ୍ତି କି ଦୁନିଆରେ ଏମିତି କିଛି ମନ୍ଦିର ରହିଛି ଯେଉଁଠିକୁ ରାଜପରିବାର ଯିବାକୁ ଭୟ କରନ୍ତି । ନା ରାଜବଂଶୀୟ କେହି ସେଠାରେ ଦର୍ଶନ କରନ୍ତି ନା ସେଠାରେ ରାତ୍ରି ଯାପନ କରନ୍ତି ।…

ଆଜିବି ବ୍ଯବହାର ହେଉଛି ଅଢା,ଗଉଣୀ,ସୋଲା: ଜାଣନ୍ତୁ ଏହି ତୁମ୍ବ କାରିଗରଙ୍କ ଜୀବିକା ଏବଂ ଏହାର ଚାହିଦା ବିଷୟରେ

ଗଞ୍ଜାମ: ବଦଳୁଛୁ ଯୁଗ ତା ସାଙ୍ଗକୁ ବଦଳିବାରେ ଲାଗିଛି ଆମ ଚାଲି ଚଳଣି । ସମୟ ସହିତ ତାଳ ଦେଇ ଆଧୁନିକତାକୁ ଗ୍ରହଣ କରିଛନ୍ତି ଆମେ। ତଥାପି ଆଜି ବି ପୂର୍ବ କାଳର ଏମିତି କିଛି ସାମଗ୍ରୀକୁ ବ୍ଯବହାର କରୁଛନ୍ତି ଲୋକେ। ତାଭିତରେ ଅଢା,ଗଉଣୀ,ସୋଲା ଅନ୍ଯତମ । ଏହାର ଚାହିଦା କେଉଁ ପୂର୍ବ ପୁରୁଷରୁ…

କରୋନାକୁ ମାତ ଦେଇପାରେ ଆପଣଙ୍କ ପୋଷା ଜନ୍ତୁ, ଜାଣନ୍ତୁ କେମିତି

ଦୀର୍ଘ ଦିନର ଚେଷ୍ଟା ପରେ ବୈଜ୍ଞାନିକଙ୍କ ହାତରେ ଲାଗିଛି ଏକ ନୂଆ ତଥ୍ୟ । ମନରେ ଦେଖାଦେଇଛି ଏକ ନୂଆ ଆଶା । "ଲାମା' ନାମକ ଏକ ପଶୁ ଶରୀରରୁ ଏମିତି ଏକ ସୁକ୍ଷ୍ମ ଆଣ୍ଟିବଡ଼ି ଖୋଜି ପାଇଛନ୍ତି ଯାହାକି କରୋନା ସଂକ୍ରମଣକୁ ରୋକିବାରେ ସାହାଯ୍ୟ କରି ପାରିବ । "ସାଇଣ୍ଟିଫିକ ରିପୋର୍ଟ" ନାମକ ଏକ…