Browsing Category

ସ୍ପେଶାଲ

ଆପଣଙ୍କର ଏହି ଭୁଲ ଯୋଗୁ ଆକର୍ଷିତ ହୋଇ ଚାଲିଆସନ୍ତି ଦୁଷ୍ଟ ଆତ୍ମା, ନିଜକୁ ରଖନ୍ତୁ ଏମିତି ଦୂରେଇ

ସାଧାରଣତଃ ନକାରାତ୍ମକ ଶକ୍ତି ଅର୍ଥାତ ଦୁଷ୍ଟ ଆତ୍ମାମାନେ ଜୀବିତ ବ୍ୟକ୍ତିଙ୍କଠାରୁ ଦୂରେଇ ରୁହନ୍ତି। କିନ୍ତୁ ଅନେକ ବାର ଏମିତି କିଛି ହୋଇଥାଏ, ଯଦ୍ଦ୍ୱାରା କି ସେମାନେ ଜୀବିତ ବ୍ୟକ୍ତିଙ୍କ ଆଡ଼କୁ ବି ଆକର୍ଷିତ ହୋଇଥାନ୍ତି। ବାସ୍ତବରେ, ଆମେ କରି ବସୁଥିବା କିଛି ଭୁଲ ପାଇଁ ଦୁଷ୍ଟ ଆତ୍ମାମାନେ…

ଏବେ ମାତ୍ର ୨୦ ଟଙ୍କାରେ ବିଶୋଧନ କରିପାରିବେ ପିଇବା ପାଣି, କର୍ଣ୍ଣାଟକର ଯୁବ ଇଞ୍ଜିନିୟର ଉଦ୍ଭାବନ କଲେ ପକେଟ ସାଇଜ…

ପାଣି, ସମଗ୍ର ସୃଷ୍ଟିର ପ୍ରାଣବିନ୍ଦୁ। କଥାରେ ଅଛି ଜଳ ବହୁଳ ସୃଷ୍ଟି ନାଶ, ଜଳ ବିହୁନେ ସୃଷ୍ଟି ନାଶ। କେବଳ ମଣିଷ ନୁହେଁ, ଜୀବଜଗତ ହେଉ ଅବା ଉଦ୍ଭିଦ ଜଗତ ସବୁ ପାଣି ଆବଶ୍ଯକ ପାଣି। ମଣିଷ ଶରୀରରେ ୭୦ ଭାଗ ଜଳ ରହିଥାଏ। ଆଉ ଏହି ପାଣି ଶରୀରରେ ଅଭାବ ହେଲେ ଅନେକ ପ୍ରକାର ରୋଗ ଦେଖାଯାଏ। କିନ୍ତୁ…

ପଞ୍ଚମୁଖୀ ମହାଦେବ ମନ୍ଦିର, ଏଠାରେ ପୂରଣ ହୁଏ ସବୁ ମନସ୍କାମନା

ଅଯୋଧ୍ୟା ନାମ ପଡ଼ିଲେ ଭଗବାନ ଶ୍ରୀରାମଙ୍କ ଛବି ଆଖି ସାମ୍ନାକୁ ଆସିଯାଏ । ହେଲେ ଅଯୋଧ୍ୟ ସହ ଭଗବାନ ଶିବଙ୍କର ମଧ୍ୟ ଗଭୀର ସମ୍ପର୍କ ରହିଛି । ଦେଶର କିଛି ସ୍ଥାନରେ ପଞ୍ଚମୁଖୀ ମହାଦେବ ମନ୍ଦିର ରହିଛି । ଏମାନଙ୍କ ମଧ୍ୟରୁ ଅଯୋଧ୍ୟରେ ମଧ୍ୟ ଏକ ପଞ୍ଚମୁଖୀ ମହାଦେବ ମନ୍ଦିର ରହିଛି । ଅଯୋଧ୍ୟର…

ଅକ୍ଷମ ହୋଇ ବି ସକ୍ଷମ: ଗୋଟିଏ ଗୋଡ଼ରେ ସବୁ କାମ କରିବା ସହ ପରିବାର ଚଳାଉଛନ୍ତି ଗଙ୍ଗାଧର

କେନ୍ଯୁଜ୍: ଗୋଟିଏ ଗୋଡ଼ରେ ପରିବାର ଚଳାଉଛି ଗଙ୍ଗାଧର । ନିଜର ସବୁ କାମ ସହ ଭାଇ ଭଉଣୀଙ୍କୁ ପଢ଼ାଉଛି, ରୋଷେଇ କରି ଦେଉଛି ମାଲକାନଗିରି କାଲିମେଳାର ଏଇ ନବମ ଶ୍ରେଣୀ ପିଲାଟି । ନାଁଟି ତାର ଗଙ୍ଗାଧର । ମହାପ୍ରଭୁ ମହାଦେବଙ୍କର ନାମ । ଯିଏ ଗରଳ ପିଇ ଏ ବିଶ୍ୱ ବ୍ରହ୍ମାଣ୍ଡକୁ ଧ୍ୱଂସ ମୁଖରୁ ରକ୍ଷା…

ଘର ବାରଣ୍ଡାରେ ଯୁବତୀ ଜଣକ ଏମିତି କଲେ ଭାରତନାଟ୍ଯମ ଡ୍ଯାନ୍ସ, ଯାହା ଏବେ ଇଣ୍ଟରନେଟରେ ହେଉଛି ଭାଇରଲ

ଇଣ୍ଟରନେଟରେ ଏବେ ଜଣେ ଯୁବତୀ ଡ୍ଯାନ୍ସ କରୁଥିବାର ଭିଡିଓ ଭାଇରଲ ହେଉଛି। ଯାହାକୁ ଦେଖି ଆପଣ ପ୍ରଶଂସା କରି ରହିପାରିବେ ନାହିଁ। ଏହି ଯୁବତୀଙ୍କ ସୁନ୍ଦର ଅନ୍ଦାଜରେ ଭାରତନାଟ୍ଯମ ଡ୍ଯାନ୍ସ ସମସ୍ତଙ୍କୁ ପସନ୍ଦ ଆସିଛି। ଯୁବତୀ ଜଣକ ଏହି ଡ୍ଯାନ୍ସ କରିଛନ୍ତି, ଯେଉଁଥିପାଇଁ ଏବେ ଏହା ସୋସିଆଲ…

ବାଲେଶ୍ୱରର ସରସ୍ବ‌ତୀ ମହାପାତ୍ର, ଯାହାଙ୍କ ସ୍ପର୍ଶରେ ନିର୍ଜୀବ ପଥରଟିଏ ପାଉଛି ଜୀବନ

ବାଲେଶ୍ଵର: ମହାମାରୀ କରୋନା ଚାରି ଆଡେ ନିଜର ପ୍ରଭାବ ବିସ୍ତାର କରି ସାରିଛି । ଯାହା ଦ୍ବାରା ଅନେକ ଲୋକେ ପ୍ରଭାବିତ ହୋଇଛନ୍ତି । କିଏ ନିଜର ଜୀବିକା ହରାଇଛି ତ କିଏ ବୃତ୍ତି । ପରିବାର କୁ ଗଣ୍ଡେ ଖାଦ୍ୟ ଯୋଗାଡ଼ କରିବାକୁ ଯାଇ ଦୁଃଖ କଷ୍ଟ ରେ ସଂଗ୍ରାମ ଜାରି ରଖିଛନ୍ତି ଅନେକ । ଏଭଳି…

ଭଗବାନ ଶଙ୍କରଙ୍କ କ୍ରୀଡ଼ା ସ୍ଥଳ! ୧୫ହଜାର ଫୁଟ୍ ଉଚ୍ଚରେ ଅବସ୍ଥିତ ଏହି ହ୍ରଦ, ଜାଣନ୍ତୁ କେଉଁଠି

ଭାରତର ଅନେକ ସ୍ଥାନରେ ଭଗବାନ ଶଙ୍କରଙ୍କର ପ୍ରମୁଖ ମନ୍ଦିର ରହିଛି। କିନ୍ତୁ ଏହିସବୁ ମନ୍ଦିର ମଧ୍ଯରେ ମଣି ମହେଶ ମନ୍ଦିର ହିମାଚଳ ପ୍ରଦେଶରେ ଅବସ୍ଥିତ। ସେହିଭଳି ଏହି ମନ୍ଦିରର ୧୫୦୦୦ ଫୁଟ୍ ଉଚ୍ଚରେ ଅବସ୍ଥିତ ଥିବା ହ୍ରଦକୁ ଭଗବାନ ଶଙ୍କରଙ୍କ କ୍ରୀଡ଼ା ସ୍ଥଳ କୁହାଯାଇଥାଏ। ମାନ୍ଯତା ରହିଛି,…

ସକାଳୁ ଉଠୁ ଉଠୁ ଭୁଲରେ ବି କରନ୍ତୁ ନାହିଁ ଏପରି କାମ, ନଚେତ ପୂରା ଦିନ ଯିବ ବେକାର

କଥାରେ ଅଛି, ସକାଳ ସମୟ ଭଲରେ ଗଲା ତ ଦିନଟା ଭଲରେ କଟିବ। ଯଦି ଆପଣଙ୍କର ସକାଳ ଭଲରେ ନ ଗଲା, ତା'ହେଲେ ମନରେ ଅଶାନ୍ତି, ଅସ୍ଥିର ଲାଗିରହିବ। ଆଜି ଆମେ ଆପଣଙ୍କୁ ଏମିତି କିଛି ଉପଯୋଗୀ କଥା କହିବୁ, ଯାହାକୁ ଆପଣାଇଲେ ଆପଣଙ୍କ ଦିନ ବହୁତ ଭଲ ରହିବ ଏବଂ ମନ ବି ଶାନ୍ତ ରହିବ। ସକାଳୁ ଉଠି କ'ଣ…

ଜନ୍ମର ଚାରିଦିନରୁ ହିଁ କ୍ୟାନ୍ସର ସହ ଲଢ଼ୁଛି ସାଇରାଜ, ଏବେ ଚିକିତ୍ସା ଅପେକ୍ଷାରେ ବାପା ମାଆ

ପୁଅଟିଏ ପାଇବାକୁ କରିଥିଲେ କେତେ ବ୍ରତ କେତେ ଉପବାସ । ପୁଅ ତ ହେଲା ହେଲେ ଜନ୍ମର ଚାରିଦିନ ପରେ ପୁଅ ଆକ୍ରାନ୍ତ ହେଲା ମାରାତ୍ମକ କ୍ୟାନସର ରୋଗରେ । ଚିକିତ୍ସା ପାଇଁ ବୁର୍ଲାଠୁ ଆରମ୍ଭକରି କଟକ ପର୍ଯ୍ୟନ୍ତ ନେଲେ । ହେଲେ ଏବେ ନିରାଶ ହୋଇ ସରକାରୀ ସାହାଯ୍ୟ ଅପେକ୍ଷାରେ ବାପା ମାଆ । …

ଏହି ମନ୍ଦିରରେ ପୂଜା କରିବା ପାଇଁ ନାରୀ ବେଶରେ ସଜ୍ଜିତ ହୁଅନ୍ତି ପୁରୁଷ, କରନ୍ତି ନିଜର ଷୋହଳ ଶୃଙ୍ଗାର ! ଜାଣନ୍ତୁ…

ଭାରତରେ ପ୍ରତ୍ୟେକ ସମ୍ପ୍ରଦାୟର ଅଲଗା ଅଲଗା ପ୍ରଥା, ପରମ୍ପରା ରହିଛି। କିଛି ପରମ୍ପରା ବହୁତ ଅଜବ ହୋଇଥିବା ବେଳେ ଆଉ କିଛି ପରମ୍ପରା ବିଷୟରେ ଜାଣିଲେ ଆପଣ ବି ହସି ହସି ବେଦମ ହେବେ। ଆଜି ଆମେ ଆପଣଙ୍କୁ ଏମିତି ହିଁ ଏକ ନିଆରା ପରମ୍ପରା ବିଷୟରେ କହିବୁ। କେରଳର କୋଲମ ଜିଲ୍ଲାରେ ରହିଛି…

ଫଟୋ ସୁଟ୍ କରୁଥିଲେ ୩୦ ଜଣ ମଡେଲ, ହଠାତ୍ ବ୍ରିଜ୍ ଭାଙ୍ଗିଯିବାରୁ ସମସ୍ତେ ଦୁଲଦାଲ୍ ହୋଇ ପଡିଲେ ପାଣିରେ; ଦେଖନ୍ତୁ…

ଏବେ ସୋସିଆଲ ମିଡିଆରେ ଏକ ଭିଡିଓ ଖୁବ୍ ଭାଇରାଲ ହେବାରେ ଲାଗିଛି । ଯାହାକୁ ଦେଖିବା ପରେ ଆପଣ ହସି ହସି ବେଦମ୍ ହୋଇଯିବେ। ବିଶ୍ୱାସ କରନ୍ତୁ, ଆପଣ ଚାହିଁଲେ ବି ଆପଣଙ୍କ ହସକୁ କଣ୍ଟ୍ରୋଲ କରି ରହିପାରିବେନି। ଏହି ମଜାଦାର ଘଟିଛି ଥାଇଲାଣ୍ଡରେ। ଏଠାରେ ମିସ୍ ଥାଇଲାଣ୍ଡ ପାଇଁ ଫଟୋଶୁଟ୍…

ସଙ୍କଟ ସମୟରେ ସହଯୋଗର ହାତ ବଢ଼ାଇଲା ଆଦିବାସୀ ଉନ୍ନୟନ ସଂସ୍ଥା, ମକାଚାଷ କରି ଅନ୍ୟମାନଙ୍କ ପାଇଁ ଆଦର୍ଶ ପାଲଟିଲା…

କରଞ୍ଜିଆ : ସାରା ବିଶ୍ବ ଉପରେ ପଡିଛି ମହାମାରୀର ପ୍ରଭାବ । ଏଥିରୁ ବାଦ୍ ପଡିନି ଆମ ରାଜ୍ଯ ଓଡିଶା । ରାଜ୍ଯର ବିଭିନ୍ନ ଜିଲ୍ଲାରେ କରୋନା ନିଗର ଦବଦବା ଜାହିର୍ କରିଛି । ଯେଉଁ ଜିଲ୍ଲାମାନଙ୍କ ଭିତରେ ସାମିଲ୍ ଅଛି ମୟୂରଭଞ୍ଜ ଜିଲ୍ଲା। ଲକ ଡାଉନ ଓ ସଟ ଡାଉନ କାରଣରୁ ଅର୍ଥନୈତିକ କ୍ଷେତ୍ର…