Browsing Category

ସ୍ପେଶାଲ

ଫଟୋ ସୁଟ୍ କରୁଥିଲେ ୩୦ ଜଣ ମଡେଲ, ହଠାତ୍ ବ୍ରିଜ୍ ଭାଙ୍ଗିଯିବାରୁ ସମସ୍ତେ ଦୁଲଦାଲ୍ ହୋଇ ପଡିଲେ ପାଣିରେ; ଦେଖନ୍ତୁ…

ଏବେ ସୋସିଆଲ ମିଡିଆରେ ଏକ ଭିଡିଓ ଖୁବ୍ ଭାଇରାଲ ହେବାରେ ଲାଗିଛି । ଯାହାକୁ ଦେଖିବା ପରେ ଆପଣ ହସି ହସି ବେଦମ୍ ହୋଇଯିବେ। ବିଶ୍ୱାସ କରନ୍ତୁ, ଆପଣ ଚାହିଁଲେ ବି ଆପଣଙ୍କ ହସକୁ କଣ୍ଟ୍ରୋଲ କରି ରହିପାରିବେନି। ଏହି ମଜାଦାର ଘଟିଛି ଥାଇଲାଣ୍ଡରେ। ଏଠାରେ ମିସ୍ ଥାଇଲାଣ୍ଡ ପାଇଁ ଫଟୋଶୁଟ୍…

ସଙ୍କଟ ସମୟରେ ସହଯୋଗର ହାତ ବଢ଼ାଇଲା ଆଦିବାସୀ ଉନ୍ନୟନ ସଂସ୍ଥା, ମକାଚାଷ କରି ଅନ୍ୟମାନଙ୍କ ପାଇଁ ଆଦର୍ଶ ପାଲଟିଲା…

କରଞ୍ଜିଆ : ସାରା ବିଶ୍ବ ଉପରେ ପଡିଛି ମହାମାରୀର ପ୍ରଭାବ । ଏଥିରୁ ବାଦ୍ ପଡିନି ଆମ ରାଜ୍ଯ ଓଡିଶା । ରାଜ୍ଯର ବିଭିନ୍ନ ଜିଲ୍ଲାରେ କରୋନା ନିଗର ଦବଦବା ଜାହିର୍ କରିଛି । ଯେଉଁ ଜିଲ୍ଲାମାନଙ୍କ ଭିତରେ ସାମିଲ୍ ଅଛି ମୟୂରଭଞ୍ଜ ଜିଲ୍ଲା। ଲକ ଡାଉନ ଓ ସଟ ଡାଉନ କାରଣରୁ ଅର୍ଥନୈତିକ କ୍ଷେତ୍ର…

ଗୁଡ଼ି ସହିତ ନିଜେ ଉଡ଼ିଗଲା ବାଳକ ! ୩୦ ଫୁଟ୍ ଉଚ୍ଚକୁ ଯାଇ କଚାଡ଼ି ହୋଇ ପଡ଼ିଲା ତଳେ, ତା’ପରେ କ’ଣ ହେଲା ଦେଖନ୍ତୁ

ଇଣ୍ଡୋନେସିଆରେ ଗୁଡ଼ି ଉଡ଼ାଇବେଳେ ଏମିତି ଏକ ଅଘଟଣ ଘଟିଗଲା ଯେ ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଦେବ। ଆଉ ଆପଣ ଏକଦମ୍ ଭୟଭୀତ ହୋଇଯିବେ। ଜଣେ ୧୨ ବର୍ଷର ବାଳକ ଗୁଡ଼ି ଉଡ଼ାଉଥିବା ପ୍ରତିଯୋଗିତାରେ ଭାଗ ନେଇଥିବା ବେଳେ ଗୁଡ଼ି ସହିତ ପବନରେ ଉଡ଼ିଗଲା ପ୍ରାୟ ୩୦ ଫୁଟ୍ ଉଚ୍ଚକୁ। ଆଉ ତା’ପରେ ଯାହା…

ଜାଣନ୍ତୁ କେବେ ପଡ଼ୁଛି ସୋମବତୀ ଅମାବାସ୍ୟା, କ’ଣ ରହିଛି ଏହାର ମହତ୍ତ୍ୱ

ହିନ୍ଦୁ ଧର୍ମରେ ସୋମବତି ଅମାବାସ୍ୟାର ବିଶେଷ ମହତ୍ତ୍ୱ ରହିଛି। ଯେଉଁ ଅମାବାସ୍ୟା ସୋମବାର ଦିନ ପଡିଥାଏ ତାହାକୁ ସୋମବତୀ ଅମାବାସ୍ୟା କୁହାଯାଇଥାଏ। ବର୍ଷକ ଭିତରେ ୨ ରୁ ୩ଟି ସୋମବତୀ ଅମାବାସ୍ୟା ପଡିଥାଏ। ମାର୍ଗଶିର ମାସ କୃଷ୍ଣପକ୍ଷର ଶେଷ ତାରିଖ ଅର୍ଥାତ  ୧୪ ଡିସେମ୍ବର ସୋମବାର ଦିନ ପଡୁଛି…

ବ୍ୟକ୍ତି କଇଁଚି ଧରି ନିଜେ କାଟୁଛନ୍ତି ନିଜ କେଶ, ତାପରେ ମୁଣ୍ଡର ଅବସ୍ଥା କଣ ହଉଛି ଦେଖନ୍ତୁ ଭିଡିଓ

ସୋସିଆଲ ମିଡିଆରେ ପ୍ରାୟ ସମୟରେ ଏମିତି କିଛି ଭିଡିଓ ଭାଇରାଲ ହେଉଛି ଯାହାକୁ ଦେଖିବା ପରେ ଆପଣ ଏକଦମ୍‌ ଆଶ୍ଚଯ୍ୟର୍ ହୋଇଯାଉଛନ୍ତି। କିଛି ଭିଡିଓ ଏତେ ମଜାଦାର ଅଛି ଯେ ଯାହାକୁ ଦେଖିବା ପରେ ଆପଣଙ୍କ ହସ ବନ୍ଦ ହେବନି। ଏବେ ସୋସିଆଲ ମିଡିଆରେ ଏମିତି ଏକ ଭିଡିଓ ଭାଇରାଲ ହେଉଛି ଯାହାକୁ ଦେଖିବା…

ଏହି ଗାଁରେ କେବେ ବି ହୁଏ ନାହିଁ ବର୍ଷା, କାରଣ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ !

କୁହନ୍ତି, ଜଳ ବିନା ଜୀବନ ସମ୍ଭବ ନୁହେଁ। ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ଆମକୁ ପ୍ରତ୍ୟେକ କାମକୁ ପୂରା କରିବା ପାଇଁ ପାଣିର ଆବଶ୍ୟକତା ପଡ଼ିଥାଏ। ପାଣି ବିନା ଆମେ ଜୀବନ କଳ୍ପନା ମଧ୍ୟ କରିପାରିବା ନାହିଁ। ପାଣିର ମୁଖ୍ୟ ସ୍ରୋତ ହେଉଛି ବର୍ଷା। ଯେତେବେଳେ ବର୍ଷା କମ ହୋଇଥାଏ, ତ ଜଳ ସମସ୍ୟାକୁ…

ପ୍ରେମିକକୁ ବଶୀଭୂତ କରିବା ପାଇଁ ୫ ହଜାର ଟଙ୍କା ଦେଇ ମଣିଷ ମୁଣ୍ଡ କିଣୁଥିଲେ ମହିଳା, ରାତି ଅଧରେ କରୁଥିଲେ ତନ୍ତ୍ର…

ଉତ୍ତର ପ୍ରଦେଶର କାନପୁରରେ ଚାଞ୍ଚଲ୍ୟ। ପ୍ରେମିକକୁ ପାଇବା ପାଇଁ ତନ୍ତ୍ର ପୂଜା । ତାହା ପୁଣି କୌଣସି ସାଧାରଣ ପୂଜା ନୁହେଁ ବରଂ ନର ମୁଣ୍ଡ ରଖି ଭୟଙ୍କର କଳାଯାଦୁ କରୁଥିଲେ ମହିଳା । ତେବେ ମହିଳାଙ୍କର ଏହି କଳା ଜାଦୁର ବାସ୍ନା ଚାରଆଡେ ମହକିଗଲା। ଘଟଣା ସାମ୍ନାକୁ ଆସିବା ପରେ ପୋଲିସ ତନ୍ତ୍ର…

ଯେଉଁଠି ପହଞ୍ଚି ପାରେନି ପ୍ରଶାସନ ସେଠି ପହଞ୍ଚନ୍ତି ଭାରତୀୟ ଯବାନ୍‌, ଏମିତି ଏକ ଅଭୁଲା ଉଦାହରଣ

ଜମ୍ମୁ : ଏଇ କରୋନା କାଳରେ ଭାରତୀୟ ସେନା ଅନେକ ସହାୟତା କରିଛି ଦେଶବାସୀଙ୍କୁ । ହେଲେ ତା ଭିତରେ ଗୋଟିଏ କାମ ତାଙ୍କର ସ୍ପଷ୍ଟ ଭାବେ ବାରି ହୋଇ ପଡ଼ିଛି । ଯାହା ସେମାନଙ୍କ କର୍ତ୍ତବ୍ୟ ନିଷ୍ଠାର ଏକ ବଡ଼ ଉଦାହରଣ । ଜମ୍ମୁ କଶ୍ମୀରର ଦୁର୍ଗମ ଅଞ୍ଚଳ ହେଉଛି ରାମବନ ଜିଲ୍ଲା । ଏଠାରେ ରହୁଥିବା…

ସମ୍ବଲପୁରରେ ବୋଟିଂ କ୍ଲବର ମଜା ନେଉଛନ୍ତି ଲୋକେ, ଆପଣ ବି ଥରେ ବୁଲିଯାନ୍ତୁ

ସମ୍ବଲପୁର (କେନ୍ୟୁଜ) : ସମ୍ବଲପୁର ସହର ଭିତରେ ପୁଣି ନୌକା ବିହାରର ମଜା ନେଇ ପାରିବେ ଲୋକେ। କୋଭିଡ କଟକଣାକୁ ଦୃଷ୍ଟିରେ ରଖି ନୂଆ କରି ଆରମ୍ଭ ହୋଇଛି ଏହି ନୌବିହାର। ବେଶ୍‌ ଜମିଛି ପର୍ଯ୍ଯଟକଙ୍କ ଭିଡ।ସମ୍ବଲପୁର ଫାୟାର ଷ୍ଟେସନ ରୋଡ଼ରେ ଥିବା ରାମ ସାଗର ବନ୍ଧର ନୌକା ବିହାର ସେବାକୁ ପୁଣି…

ଏଥର ପଡ଼ିବ ଭୟଙ୍କର ଥଣ୍ଡା, ଭାଙ୍ଗିବ ଅନେକ ବର୍ଷର ରେକର୍ଡ ! ଜାଣନ୍ତୁ ଚଳିତବର୍ଷ କ’ଣ ସଙ୍କେତ ଦେଉଛନ୍ତି ଗ୍ରହ,…

ଚଳିତବର୍ଷ ପଡ଼ିବ ଭୟଙ୍କର ଥଣ୍ଡା। ଜ୍ୟୋତିଷଶାସ୍ତ୍ର ଅନୁଯାୟୀ, ଗ୍ରହମାନଙ୍କର ପରିବର୍ତ୍ତନଶୀଳ ଚଳନ ଏବଂ ସ୍ଥିତି ଏଥର ଅର୍ଥାତ ୨୦୨୦-୨୧ରେ ଭୟଙ୍କର ଥଣ୍ଡା ଆଡ଼କୁ ସଙ୍କେତ କରୁଛି। ଏଥିରୁ ଜ୍ୟୋତିଷମାନେ ଅନୁମାନ କରୁଛନ୍ତି ଯେ ଆସନ୍ତା କିଛିଦିନ ଭିତରେ ହିଁ ଥଣ୍ଡା ଆରମ୍ଭ ହୋଇଯାଇପାରେ। ମେଦିନୀ…

ବାଣ ଫ୍ୟାକ୍ଟ୍ରିରେ ଲାଗିଲା ନିଆଁ, ବିଷ୍ଫୋରଣ ଏତେ ବଡ ଥିଲା ଯେ ଭୟରେ ଦୌଡିଲେ ଅଗ୍ନିଶମ ବାହିନୀ ଦେଖନ୍ତୁ

ଋଷ୍‌ରେ ଏକ ବାଣ ଫ୍ୟାକ୍ଟ୍ରିରେ ନିଆଁ ଲାଗିଗଲା, ଯାହାଦ୍ୱାରା ରାତି ସାରା ଢ଼ୋ ଢ଼ା ଶବ୍ଦରେ କମ୍ପି ଉଠିଲା ପୂରା ସହର। ଏହି ଅଗ୍ନିକାଣ୍ଡର ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି। ଆଉ ଇଣ୍ଟରନେଟରେ ଲୋକମାନେ ଏହି ଭିଡିଓକୁ ଦେଖି ଆଶ୍ଚର୍ଯ୍ୟ ହେବା ସହିତ ଭୟଭୀତ ମଧ୍ୟ ହେଉଛନ୍ତି।…

ବିଲେଇ ପାଇଁ ପୁରଷ୍କାର ରାଶି ଘୋଷଣା, ଖୋଜିଦେଲେ ମିଳିବ ୧୫ ହଜାର ଟଙ୍କା

ବିଲେଇର ମିଳୁନି ପତ୍ତା। ଏ ପୁଣି ଏମିତି ସେମିତି ବିଲେଇ ନୁହେଁ, ଏହି ବିଲେଇକୁ ଯିଏ ଖୋଜିଦେବ ମିଳିବ ୧୫ ହଜାର ଟଙ୍କା। ନେପାଳର ପୂର୍ବ ନିର୍ବାଚନ ଆୟୁକ୍ତଙ୍କ ବିଲେଇ ‘ହିଅର’ର ପ୍ରାୟ ମାସେ ହେବ କୌଣସି ସୁରାକ ମିଳୁନାହିଁ। ତେଣୁ ବିଲେଇକୁ ଖୋଜିଦେଲେ ୧୫ ହଜାର ଟଙ୍କା ପୁରଷ୍କାର ରାଶି ମିଳିବ।…