Browsing Category

ସ୍ପେଶାଲ

ଯୁବକଙ୍କୁ ଲକ୍ଷପତି କରିଦେଲା ବିଛା, ୧ ଗ୍ରାମ ବିଷକୁ ୭୦ ଲକ୍ଷରେ ବିକନ୍ତି ମହମ୍ମଦ

ଦୁନିଆରେ ଏମିତି ଅନେକ ଲୋକ ଅଛନ୍ତି ଯେଉଁମାନଙ୍କ ଅଜବ ସଉକ ଆପଣାଇ ପଇସା ରୋଜଗାର ପାଇଁ ଚେଷ୍ଟା କରିନ୍ତି। ଏହି ନିଆରା ସଉକ ବି ସେମାନଙ୍କୁ ଭିନ୍ନ ଏକ ପରିଚୟ ଦେଇଥାଏ। ଏମିତି ଜଣେ ଯୁବକ ହେଲେ ୨୫ ବର୍ଷ ବୟସ୍କ ମହମ୍ମଦ ହାମ୍ଦି । ମିଶରରେ ରହୁଥିବା ମହମ୍ମଦ ବିଛାର ବିଷ ବିକନ୍ତି। ତାଙ୍କର…

ଚାଣକ୍ଯ ନୀତି: ସଙ୍କଟ ବା ଅସୁବିଧା ସମୟରେ ନିଶ୍ଚିତ ମନେ ରଖନ୍ତୁ ଏହିସବୁ କଥା, ମିଳିବ ବିଜୟ

ଭାରତର ଶ୍ରେଷ୍ଠ ବିଦ୍ବାନଙ୍କ ମଧ୍ୟରେ ଚାଣକ୍ଯ ଅନ୍ଯତମ। ଚାଣକ୍ଯଙ୍କ ଚାଣକ୍ଯ ନୀତି ବ୍ଯକ୍ତିକୁ ସଫଳ କରିବାକୁ ପ୍ରେରଣା ଦେଇଥାଏ। ଚାଣକ୍ଯଙ୍କ ଶିକ୍ଷା ଏବଂ କହିଥିବା କଥା ମଧ୍ୟ ଜୀବନରେ ଅନେକ କାମରେ ଆସିଥାଏ। ଖାସ୍ଏଥିପାଇଁ ଚାଣକ୍ଯଙ୍କ ନୀତି ଆଜି ମଧ୍ୟ ଲୋକପ୍ରିୟ। ଚାଣକ୍ଯ ଅନୁସାରେ, ଜୀବନରେ…

ହାତର କନିଷ୍ଠ ଆଙ୍ଗୁଠିରେ ତିଳକ ଲଗାଇଲେ ମୃତ୍ୟୁ ପରେ ହୋଇଥାଏ ମୋକ୍ଷ ପ୍ରାପ୍ତି ! ଜାଣନ୍ତୁ ଅନ୍ୟ ଆଙ୍ଗୁଠିର କ’ଣ…

ହିନ୍ଦୁ ଧର୍ମରେ ତିଳକକୁ ବହୁତ ଶୁଭ ବୋଲି ଗଣାଯାଏ। ଭଗବାନଙ୍କ ପୂଜା ସମୟରେ ତିଳକ ଲଗାଇଲେ ବ୍ୟକ୍ତିକୁ ସୁଖ, ଶାନ୍ତି ପ୍ରାପ୍ତ ହୋଇଥାଏ। ଏହାସହ ତିଳକକୁ ବିଜୟର ପ୍ରତୀକ ରୂପେ ମଧ୍ୟ ଲଗାଯାଇଥାଏ। ତିଳକ ଲଗାଇଲା ବେଳେ ସବୁବେଳେ ରିଂ ଫିଙ୍ଗର ବା ଅନାମିକା ଆଙ୍ଗୁଠି ପ୍ରୟୋଗ କରାଯାଇଥାଏ। କିନ୍ତୁ…

MBA ଡ୍ରପଆଉଟ୍‌ ୮ ହଜାରରେ ଖୋଲିଲେ କାଫେ, ଏବେ କମାଉଛନ୍ତି କୋଟି କୋଟି ଟଙ୍କା

ଯଦି କେହି ବ୍ୟବସାୟ ବାଣିଜ୍ୟରେ ଋଚି ରଖନ୍ତି, ସେମାନେ ଏମ୍‌ବିଏ ପଢ଼ିଥାନ୍ତି । ବ୍ୟବସାୟ-ବାଣିଜ୍ୟ ଭିତ୍ତିକ ଦିଗରେ ଏହି ପାଠ କାମରେ ଲାଗିଥାଏ । ତେବେ କେବଳ ବିଦ୍ୟା ଅର୍ଜନ କଲେ ବା ଡିଗ୍ରୀ ହାସଲ କଲେ ଜଣେ ସଫଳତାର ଶୀର୍ଷରେ ପହଞ୍ଚିପାରିବ ସେମିତି କିଛି ନିୟମ ନାହିଁ । ଏହାକୁ ପ୍ରମାଣ…

ତୀଖ ପାହାଡ ଉପରେ ଦୁଃସାହସିକ ଭାବେ କାର୍‌ ଚଲାଇଲେ ବ୍ୟକ୍ତି, ଭିଡିଓ ଦେଖି ଲୋକେ ତାଜୁବ୍‌

କ୍ୟାମେରାର କଳା ବିଷୟରେ ତ ଆପଣ ଜାଣିଥିବେ। କିଛି ଲୋକ ଦୃଶ୍ୟକୁ ନିଜ କ୍ୟାମେରାରେ କଏଦ କରନ୍ତି ତ ଆଉ କିଛି ଲୋକ କ୍ୟାମେରା ସାହାଯ୍ୟରେ ଏମିତି କିଛି ଅସମ୍ଭବକୁ ସମ୍ଭବ କରିଦିଅନ୍ତି ଯେ ଯାହାକୁ ଦେଖିବା ପରେ ଆପଣଙ୍କୁ ମୁହଁ ଖୋଲା ହିଁ ଖୋଲା ରହିଯିବ। ଏବେ ସୋସିଆଲ ମିଡିଆରେ ଏକ ଭିଡିଓ ଖୁବ୍‌…

ବଢୁଛି ମାଉଣ୍ଟ ଏଭରେଷ୍ଟ, ପୂର୍ବ ଅପେକ୍ଷା ଉଚ୍ଚତା ୮୬ ସେଣ୍ଟିମିଟର ବୃଦ୍ଧି ପାଇଛି

କେନ୍ୟୁଜ୍(ବ୍ୟୁରୋ):  ଆସିଲା ବିଶ୍ୱର ସର୍ବୋଚ୍ଚ ଗିରିଶୃଙ୍ଗର ନୂଆ ଉଚ୍ଚତା । ଏଭରେଷ୍ଚର ନୂଆ ଉଚ୍ଚତା ୮ ହଜାର ୮୪୮ ମିଟର ୮୬ ସେଣ୍ଟିମିଟର । ଏନେଇ ନେପାଳ ବୈଦେଶୀକ ବ୍ୟାପାର ମନ୍ତ୍ରୀ ଘୋଷଣା କରିଛନ୍ତି । ନେପାଳ ଓ ଚାନ ପକ୍ଷରୁ ମିଳିତ ସର୍ଭେ ପରେ ବିଶ୍ୱର ସବୁଠାରୁ ଉଚ୍ଚ ପର୍ବତ ମାଉଣ୍ଟ…

କାହିଁକି ପାଳନ କରାଯାଏ ଗୀତା ଜୟନ୍ତୀ, ଜାଣନ୍ତୁ କ’ଣ ରହିଛି ଏହାର ମହତ୍ତ୍ୱ

ପ୍ରତ୍ୟେକ ବର୍ଷ ମାର୍ଗଶୀର ମାସର ଶୁକ୍ଳପକ୍ଷ ଏକାଦଶୀ ତିଥିରେ ଗୀତା ଜୟନ୍ତୀ ପାଳନ କରାଯାଇଥାଏ। ଏହି ଏକାଦଶୀକୁ ମଧ୍ୟ ମୋକ୍ଷଦା ଏକାଦଶୀ ବୋଲି କୁହାଯାଇଥାଏ, ଯାହା ଉତ୍ପନ୍ନା ଏକାଦଶୀ ପରେ ଆସିଥାଏ। ଚଳିତ ବର୍ଷ ଇଂରାଜୀ କ୍ୟାଲେଣ୍ଡର ଅନୁଯାୟୀ, ଏହି ପର୍ବ ୨୫ ଡିସେମ୍ବର ୨୦୨୦ ଶୁକ୍ରବାର ଦିନ…

ଦମ୍ଭ ଭାଙ୍ଗିଯାଇଛି କିନ୍ତୁ ସ୍ୱାଭିମାନ ନୁହେଁ, ବିଦ୍ୟୁତ ବିଭାଗର ଇଂଜିନିୟର ଏବେ ପାନ ଦୋକାନ କରି ବି ଦେଉଛନ୍ତି…

ଜଣେ ମଣିଷ ନିଜର ରୋଜଗାର ପନ୍ଥା ହରାଇ ବସିଲେ କେତେ ଯେ କଷ୍ଟ ହୁଏ ତାହା କେବଳ ଚାକିରି ହରାଇଥିବା ଲୋକ ହିଁ ଜାଣିଥାଏ । ସେଥିପାଇଁ ତ ଆଜି ସେ ନିଜେ ଚାକିରୀ ହରାଇ ବି ଅନ୍ୟକୁ ଯୋଗାଇ ଦେଇଛନ୍ତି କାମ । କରୋନା ତାଙ୍କ ଦମ୍ଭକୁ ଭାଜିଦେଇଛି ସତ କିନ୍ତୁ ସ୍ୱାଭିମାନକୁ ନୁହେଁ । ଜଣେ ସ୍ବାଭିମାନି…

ହଠାତ୍ ହାଇୱେରେ ଉପରେ ଲ୍ୟାଣ୍ଡିଂ ହେଲା ପ୍ଲେନ୍, ସୋସିଆଲ ମିଡିଆରେ ଭାଇରାଲ ହେଉଛି ଭିଡିଓ

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂଆ ଭିଡିଓ ଦେଖିବାକୁ ମିଳିଥାଏ । ଏସବୁ ମଧ୍ୟରେ ସୋସିଆଲ ମିଡିଆରେ ବର୍ତ୍ତମାନ ଏକ ପ୍ଲେନ୍ ଲ୍ୟାଣ୍ଡିଂ ହେବାର ଭିଡିଓ ଖୁବ୍‌ ଭାଇରାଲ୍ ହେବାରେ ଲାଗିଛି । ଏହି ଭିଡିଓରେ ପ୍ଲେନଟିକୁ ଜରୁରୀକାଳୀନ ଲ୍ୟାଣ୍ଡିଂ କରାଯାଇଛି, ଯାହାର ଭିଡିଓ ଦେଖିଲେ…

ଆଜି ପୁରପଲ୍ଲୀରେ ପାଳିତ ହେଉଛି ପ୍ରଥମାଷ୍ଟମୀ ପର୍ବ, ପଢୁଆଁଙ୍କୁ କରାଯାଏ ପୂଜା-ଅର୍ଚ୍ଚନା

ପୁରୀ(କେନ୍ୟୁଜ୍‌): ପରମ୍ପରାକୁ ନେଇ ଗର୍ବ କରେ ଓଡ଼ିଆ। ଆଜି ପାଳିତ ହେଉଛି ପ୍ରଥମାଷ୍ଟମୀ ପର୍ବ।ଘରର ବଡ଼ମାନଙ୍କ ପାଇଁ ପାଳନ କରାଯାଇଥାଏ ଏହି ପର୍ବ । ନୂଆ ପୋଷାକ ସାଙ୍ଗକୁ ହଳଦି ପତର ପିଠାର ମହକରେ ମହକି ଉଠେ ପ୍ରତ୍ଯେକ ଓଡ଼ିଆଙ୍କ ଘର । ଆଜି ମାର୍ଗଶୀର ମାସ ଅଷ୍ଟମୀ । ଯାହା ପ୍ରଥମାଷ୍ଟମୀ…

ଦାଦନ ପାଇଁ ବଳି ପଡିଗଲା ପରିବାର, ଏବେ ଗୁମୁରି ଗୁମୁରି କାନ୍ଦୁଛନ୍ତି ଏହି ଦୁଇ ଅସହାୟ ବିଧବା ମହିଳା

ଦାଦନ ହେଉଛି ଏକ ଦୁଃଖର ନାଁ । ପେଟର ଭୋକକୁ ସହି ନପାରିଲେ ମଣିଷ ନିଜ ଭିଟା ମାଟି ଛାଡ଼ି ଚାଲିଯାଏ ଅନ୍ୟ ଜାଗାକୁ, ପର ଦୁଆରେ ଖଟିବାକୁ । ଅନେକ ଦୁଃଖ, ଯନ୍ତ୍ରଣା ଆଉ ନିର୍ଯାତନା ଥାଏ ଏମାନଙ୍କ ଭାଗ୍ୟରେ । ଏମିତି ଦାଦନ ପାଇଁ ଗୋଟିଏ ପରିବାର ବଳି ପଡିଯାଇଛି । ପରିବାର ଚଳାଇବା ପାଇଁ ଦିନେ ୨୦…

କୋଟିଏ ଟଙ୍କା ଲଟେରୀରେ ଜିତିଲେ ଜାଣନ୍ତି କି କେତେ ଟଙ୍କା ଆସିବ ଆପଣଙ୍କ ପକେଟ୍‌କୁ

ଭାରତରେ ପ୍ରତ୍ୟେକ ଆୟର ହିସାବ କିତାବ ଆୟକର ଅଧୀନରେ ଆସିଥାଏ । ତେବେ ଆୟକର ବିଭାଗ ସ୍ୱଳ୍ପ ଆୟ ଉପରେ ଆୟକର ଛାଡ଼ ଦେଇଥାଏ । ଆୟକର ନିୟମ ଅନୁଯାୟୀ, ଲଟେରୀ କିମ୍ବା କୌଣସି ପ୍ରତିଯୋଗିତାରେ ଜିତିଥିବା ଟଙ୍କା ମଧ୍ୟ ଟିକସ ଯୋଗ୍ୟ । ଉଲ୍ଲେଖନୀୟ କଥା ହେଉଛି, ଲଟେରୀରେ ଜିତିଥିବା ପରିମାଣକୁ ଇନକମ…