Browsing Category

ସ୍ପେଶାଲ

ଭାରତୀୟ ଗହଣା କାରିଗରଙ୍କ ବିଶ୍ବ ରେକର୍ଡ, ୧୨,୬୩୮ ହୀରାରେ ତିଆରି କଲେ ଗୋଟେ ମୁଦି

ଭାରତୀୟଙ୍କ ପାଖରେ ଦକ୍ଷତା ଭରି ରହିଛି । ଏହା ଆମେ ନିଶ୍ଚିତ ଜାଣିଛେ। ଏମିତି କିଛି କାରନାମା କରି ଦେଖାଇଛନ୍ତି ମେରଠର ୨୫ ବର୍ଷୀୟ ଯୁବ ବ୍ଯବସାୟୀ। ଯିଏକି ୧୨,୬୩୮ ଛୋଟ ଛୋଟ ହୀରାରେ ଏକ ମୁଦି ତିଆରି କରି ଗିନିଜ ବୁକ୍ ଅଫ ୱାର୍ଲ୍ଡ ରେକର୍ଡରେ ସ୍ଥାନ ପାଇଛନ୍ତି। ତେବେ ଖାସ କଥା ହେଲା ଏହା…

ପ୍ରେତାତ୍ମା ବିକ୍ରି ହେଉଛି ୭୨୦୦ ଟଙ୍କାରେ, ବିକ୍ରି ହେଉଛି ପ୍ରେତାତ୍ମା ଦାମ୍‌ ୭୨୦୦ ଟଙ୍କା, ସନ୍ତୁଷ୍ଟ କଲେ ହୋଇଯିବେ…

ଝାଡ଼ଖଣ୍ଡର ଜାମତାଡ଼ା । ସାଇବର ଠକେଇରେ ଦେଶରେ ଏକ ନମ୍ବର । ଏହାକୁ ନେଇ ନେଟ୍‌ଫ୍ଲିକ୍ସ ଏକ ସିରିଜ୍‌ ବି ବନାଇ ସାରିଛି । ତେଣୁ ଜାମତାଡ଼ା କହିଲେ ସମସ୍ତେ ବୁଝିଯିବେ । ଏହି ଅଞ୍ଚଳରୁ ବହୁ ପରିମାଣରେ ସାଇବର ଠକଙ୍କୁ ଧରିଛି ପୋଲିସ୍‌ । ଅନେକ ମୋବାଇଲ୍‌ ଓ ସିମ୍‌ ଜବତ କରିଛି । ତେବେ ଏହି ଠକମାନେ…

କେବିସିରେ ୫୦ ଲକ୍ଷ ଟଙ୍କା ଜିତି ଚର୍ଚ୍ଚାରେ ତେଜ୍‌, ପୁଅର ସଫଳତାରେ ଭାବବିହ୍ଵଳ ମା’ କହିଲେ ଏମିତି କିଛି 

ଦାରିଦ୍ର୍ୟ ଜଣେ ବ୍ୟକ୍ତିର ପଥରେ ବାଧା ଆଣିପାରେ ହେଲେ ତାକୁ ତା’ର ଲକ୍ଷ୍ୟ ପଥରୁ ବିଚ୍ୟୁତ କରିପାରେ ନାହିଁ । ଯଦି ଜଣେ ବ୍ୟକ୍ତି ନିକଟରେ ଦୃଢ଼ ଇଚ୍ଛା ଶକ୍ତି ଥାଏ ସେ ସବୁ ବାଧା ବିଘ୍ନକୁ ପ୍ରତିହତ କରି ତା’ର ଲକ୍ଷ୍ୟସ୍ଥଳରେ ପହଞ୍ଚିଥାଏ । ଦାରିଦ୍ର୍ୟର କଷଣ ମଧ୍ୟରୁ ବାହାରି ନିଜକୁ…

ବିବାହ ବେଦୀକୁ କେମିତି ନାଚି ନାଚି ଏଣ୍ଟ୍ରି ମାରିଲେ କନିଆଁ, ଦେଖନ୍ତୁ ଭିଡିଓ

କରୋନା ସଂକ୍ରମଣ ସିନା ଜନ ଜୀବନକୁ ଠପ୍‌ କରିଦେଇଛି । ହେଲେ ବାହାଘରକୁ ବନ୍ଦ କରିପାରିନି କରୋନାର ପ୍ରଭାବ । ଯେମିତି ହେଲେ ବି ବାହାଘର ଚାଲୁଛି ଯଦିଓ ଜାକଜକମରେ ଟିକେ ଫିକା ପଡ଼ିଯାଇଛି । ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ଢ଼ଙ୍ଗରେ ବାହାଘର ଚାଲୁଥିବା ଦେଖିବାକୁ ମିଳୁଛି । ଏବେ ଇଣ୍ଟରନେଟରେ…

କେବଳ ବର୍ଗର ଖାଇବାକୁ ୨ ଲକ୍ଷ ଟଙ୍କା ଦେଇ ବୁକ୍‌ କଲେ ହେଲିକପ୍ଟର, ତାପରେ କ’ଣ ହେଲା ପଢ଼ନ୍ତୁ ଏହି ରିପୋର୍ଟ

କଥାରେ ଅଛି, ଇଚ୍ଛା ଥିଲେ ଉପାୟ ଆପେ ଆସିଥାଏ । ନିଜର ଏକ ଇଚ୍ଛାକୁ ଚରିତାର୍ଥ କରିବା ପାଇଁ ଜଣେ ଧନୀ ଲୋକ କରିଥିବା ଏପରି କିଛି କାମ ଜାଣିଲେ ଯେ କେହି ଆଶ୍ଚର୍ଯ୍ୟ ହେବେ । ଘଟଣାଟି ଥିଲା ଏପରି । ଜଣେ ବ୍ୟକ୍ତିଙ୍କୁ ବର୍ଗର ଖାଇବା ପାଇଁ ଇଚ୍ଛା ହେଲା | କିନ୍ତୁ ସେହି ସମୟରେ ଆଖପାଖର କୌଣସି…

ଇଂଲଣ୍ଡର ମହାରାଣୀ ଏଲିଜାବେଥଙ୍କୁ ପଛରେ ପକାଇଲେ ଭାରତୀୟ କନ୍ଯା ଅକ୍ଷତା, ଧନୀ ତାଲିକାରେ ହେଲେ ଏକ ନମ୍ବର

ଭାରତର ସବୁଠାରୁ ବଡ ଆଇଟି କମ୍ପାନୀ ହେଉଛି ଇନଫୋସିସି। ଏହାର ପ୍ରତିଷ୍ଠାତା ନାରାୟଣ ମୂର୍ତ୍ତିଙ୍କ ଝିଅ ଅକ୍ଷତା ମୂର୍ତ୍ତି। ତାଙ୍କ ପାଖରେ ଥିବା ସମ୍ପତ୍ତିର ବିବରଣୀ ସାମ୍ନାକୁ ଆସିବା ପରେ ଏବେ ତାଙ୍କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ନିକଟରେ ଜାରି ହୋଇଥିବା ଧନୀ ମହିଳା ତାଲିକାରେ ଅକ୍ଷତା…

ଆଜି ବିଶ୍ୱ ମୃତ୍ତିକା ଦିବସ, ମାଟି ମା’ର ସୁରକ୍ଷା ପାଇଁ ସଚେତନ ହେବାର ଦିନ

ପ୍ରତ୍ୟେକ ବର୍ଷ ୫ ଡିସେମ୍ବରରେ ବିଶ୍ୱ ମୃତ୍ତିକା ଦିବସ ପାଳନ କରାଯାଇଥାଏ। ଏହି ଦିବସ ସର୍ବପ୍ରଥମେ ୫ ଡିସେମ୍ବର ୨୦୧୭ ମସିହାରେ ପାଳନ କରାଯାଇଥିଲା। ଏଥିପାଇଁ ୨୦ ଡିସେମ୍ବର ୨୦୧୩ ମସିହାରେ ବିଶ୍ୱ ମୃତ୍ତିକା ଦିବସ ପାଳନ କରାଯିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା। ମୃତ୍ତିକା ଦିବସର ମୁଖ୍ୟ…

ସରିଲା ପାଠକ ବାପା ଓ ପୁଅଙ୍କ ରିମାଣ୍ଡ ଅବଧି, ଜାଣନ୍ତୁ କେଉଁ ସବୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ହାସଲ କଲା ଭିଜିଲାନ୍ସ

ଭୁବନେଶ୍ବର: ସରିଲା ଆଇଏଫଏସ୍‌ ଅଭୟ ପାଠକ ଓ ପୁଅ ଆକାଶ ପାଠକଙ୍କ ରିମାଣ୍ଡ ଅବଧି । ରିମାଣ୍ଡ ଅବଧି ସରିବା ପରେ ଭୁବନେଶ୍ୱର ଭିଜିଲାନ୍ସ କୋର୍ଟରେ ହାଜର କରାଯାଇଛି । ହାଜର ପରେ ଭିଜିଲାନ୍ସ ଆଉ ରିମାଣ୍ଡ ପାଇଁ ଆବେଦନ କରିବନାହିଁ ବୋଲି ଜଣାପଡ଼ିଛି । ସୂଚନା ଥାଉକି, ସେମାନଙ୍କୁ ତିନି ଦିନିଆ…

ଗୋଟେ ମିନିଟ୍ ରେ ଶିକାରୀକୁ ଶିକାର କରିନେଲା ଚତୁର କୁମ୍ଭୀର, ଦେଖନ୍ତୁ ଆଶ୍ଚର୍ଯ୍ଯ କଲା ଭଳି ଭିଡିଓ

ନିଜକୁ ବଞ୍ଚାଇବା ପାଇଁ ସଂଗ୍ରାମ କରିବା ସୃଷ୍ଟିର ନିୟମ । ଜୀବଙ୍କ ମଧ୍ୟରେ ଏହି ପ୍ରକ୍ରିୟା ଅନବରତ ଚାଲିଥାଏ । ଜଙ୍ଗଲରେ ବେଳେ ବେଳେ ଏମିତି ଘଟଣା ଘଟିଯାଏ, ଯାହାକୁ ଦେଖିଲେ ଆପଣଙ୍କ ଲୋମ ଟାଙ୍କୁରୀ ଉଠିବ। ଜୀବଜନ୍ତୁ ଦୁନିଆରେ ଏମିତି ଅଲଗା ଅଲଗା ଭୟଙ୍କର ଏବଂ ରୋମାଞ୍ଚକ ଘଟଣା ଘଟିଥାଏ,…

ଗ୍ରହଣ କରିପାରୁନି ମା : ଚାରି ଦିନ ପରେ ମୃତ ଶିଶୁକୁ ମାଟିରୁ ଖୋଳି ବାହାର କଲା, ଆଉ ତା ପରେ..

ଝାରୁସୁଗୁଡା: ବୁଝିଲାନି ମା ମନ, ଚାରି ଦିନ ପରେ ମୃତ ଶିଶୁକୁ ମାଟିରୁ ଖୋଳି ବାହାର କଲା, କ୍ଷୀର ବି ଖୁଆଇବାକୁ ଚେଷ୍ଟା କଲା । ଏହିଭଳି ଏକ ଘଟଣା ଘଟିଛି ଝାରସୁଗୁଡା ସହରାଞ୍ଚଳର ଚାନ୍ଦମାରୀ ନିକଟରେ। ଏହି ଦୃଶ୍ୟ ସତରେ ଭାରି ହ୍ରୁଦୟସ୍ପର୍ଶୀ । ଶ୍ମଶାନ ପାଖରେ କଅଁଳା ଶିଶୁକୁ ଧରି…

ଭଗବାନ କୃଷ୍ଣଙ୍କ ସ୍ୱରୂପ ମାର୍ଗଶିିର ମାସ, ସୁଖ-ସମୃଦ୍ଧି ପ୍ରାପ୍ତି ପାଇଁ କରନ୍ତୁ ଏହିସବୁ କାମ

ହିନ୍ଦୁ କ୍ୟାଲେଣ୍ଡର ଅନୁଯାୟୀ ଚଳିତ ବର୍ଷ ମାର୍ଗଶିିର ମାସ ୧ ଡିସେମ୍ବରରୁ ଆରମ୍ଭ ହୋଇସାରିଛି। ଏହି ମାସର ପୂର୍ଣ୍ଣିମା ତିଥିରେ ମୃଗଶିରା ନକ୍ଷତ୍ର ହୋଇଥିବାରୁ ଏହାକୁ ମାର୍ଗଶିିର ମାସ କୁହାଯାଏ। ଏହି ମାସକୁ ନେଇ ମଧ୍ୟ ଭଗବାନ ଶ୍ରୀକୃଷ୍ଣ ଗୀତାରେ କହିଛନ୍ତି, ମାର୍ଗଶିିର ମାସ ତାଙ୍କର…

ଯଦି ସକାଳୁ ଉଠୁ ଉଠୁ ଦର୍ଶନ ମିଳେ ଏମାନଙ୍କର ଏବଂ ଶୁଣିବାକୁ ମିଳେ ଏହି ସବୁ ସ୍ୱର, ତ ବୁଝିଯାଆନ୍ତୁ ଶୁଭ ଫଳ ସୁନିଶ୍ଚିତ

କୁହାଯାଏ, ସକାଳୁ ଉଠୁ ଉଠୁ ଯଦି ଶଙ୍ଖ, ଘଣ୍ଟି, ଭକ୍ତି ସଙ୍ଗୀତ ଆଦିର ସ୍ୱର ଶୁଣିବାକୁ ମିଳେ, ତା'ହେଲେ ଅତ୍ୟନ୍ତ ଶୁଭ ହୋଇଥାଏ। ଯଦି ଆଖି ଖୋଲୁ ଖୋଲୁ ସର୍ବପ୍ରଥମେ ଦହି କିମ୍ବା କ୍ଷୀର ଭର୍ତ୍ତି ପାତ୍ର ଉପରେ ନଜର ପଡ଼େ, ତା'ହେଲେ ମଧ୍ୟ ଶୁଭ ହୋଇଥାଏ। ଏହିପରି ଆହୁରି କେତେକ କଥା ରହିଛି,…