Browsing Category

ସ୍ପେଶାଲ

ବିବାହ ଦିନ କନିଆଁଙ୍କୁ ହେଲା କରୋନା ! ତଥାପି ଅଟକି ପାରିଲେନି ବର, ପିପିଇ କିଟ୍ ପିନ୍ଧି ଦେଲେ ସିନ୍ଦୂର

ଚଳିତ ବର୍ଷ କରୋନା ମାଡ଼ ଥିବା ସତ୍ତ୍ୱେ ବାହାଘର ବନ୍ଦ ହେବାର ନାହିଁ । ଯେମିତି ହେଲେ ବାହାଘର ହେବ ହିଁ ହେବ, ବର କନ୍ୟାଙ୍କୁ କେହି ରୋକି ପାରିବେ ନାହିଁ । ବାହାଘରକୁ ନେଇ ଏବେ ଏମିତି ଏକ ଦୃଶ୍ୟ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି। ଯାହାକୁ ଯିଏ ଦେଖିବ ଆଶ୍ଚର୍ଯ୍ୟ ହେବା ସ୍ୱାଭାବିକ୍‌।…

ଜେଲ୍‌ରେ ଚାଲିବ ଫିଲ୍ମ, ଶୁଭିବ ଭଜନ ଓ ଭକ୍ତିଗୀତର ସ୍ୱର, କଏଦୀଙ୍କ ପାଇଁ ଆହୁରି ଅନେକ ବ୍ୟବସ୍ଥା

ରାଜ୍ୟର ବିଭିନ୍ନ ଜେଲ୍‌ରେ ଥିବା କଏଦୀମାନଙ୍କ ପାଇଁ ରାଜ୍ୟ ସରକାର କରିଛନ୍ତି କିଛି ବିଶେଷ ସୁବିଧା । ଜେଲ୍‌ ଅନ୍ତେବାସୀମାନେ ପ୍ରତି ସପ୍ତାହରେ ଦେଖିବାକୁ ପାଇବେ ସିନେମା। ପୁଣି ବାଜିବ ଭଜନ ଏବଂ ଆଧ୍ୟାତ୍ମିକ ଗୀତ । ଓଡିଶାର ଜେଲରେ ବନ୍ଦ ଥିବା କଏଦୀ ଆଉ ବେଶି କଷ୍ଟ କରିବେ ନାହିଁ।…

ଏହି ବିଚ୍ ରେ ଭୁଲରେ ମଧ୍ୟ ନିଅନ୍ତୁ ନାହିଁ ସେଲ୍‌ଫି, ନଚେତ୍‌ ମିଳିବ ମୃତ୍ୟୁଦଣ୍ଡ

ଦୁନିଆରେ ଏମିତି କିଛି ସ୍ଥାନ ରହିଛି, ଯେଉଁଠି ମସ୍ତି କରିବା ପାଇଁ ପରଫେକ୍ଟ ସ୍ଥାନ। ଏମିତି କିଛି ବିଚ୍ ରହିଛି, ଯେଉଁଠି ଲୋକ ମଜା କରିବାକୁ ଯାଇଛନ୍ତି। କିନ୍ତୁ ଆଉ ମଜା କରିବେ କ’ଣ, ମଜା ଏଠି ସଜାରେ ପରିଣତ ହୋଇଯାଇଛି । ଆଜିକାଲିର ଲୋକମାନେ ମୈାଜ୍‌ମସ୍ତି କରୁଥିବା ସମୟରେ ସେଲଫି ନେବା…

୪୦୦ ବର୍ଷ ପରେ ସୌରମଣ୍ଡଳରେ ହେବ ବିରଳ ସଂଯୋଗ, ଅତି ନିକଟତର ହେବେ ବୃହସ୍ପତି ଓ ଶନି

ମହାକାଶରେ ଦେଖାଯିବ ମହାଜାଗତିକ ଦୃଶ୍ୟ । ଖ୍ରୀଷ୍ଟମାସରେ ସୌରମଣ୍ଡଳରେ ଅତି ନିକଟତର ହେବେ ବୃହସ୍ପତି ଓ ଶନି । ପ୍ରାୟ ୪୦୦ ବର୍ଷ ପରେ ସୌରମଣ୍ଡଳର ଦୁଇଟି ବୃହତ୍ତମ ଗ୍ରହ ଅତି ନିକଟତର ହେବାକୁ ଯାଉଛନ୍ତି । ଡିସେମ୍ବର ୨୧ ତାରିଖ ରାତିରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିବ । ବୃହସ୍ପତି ଓ ଶନି…

ଏ ହେଉଛି ନିଆରା ରେଷ୍ଟୁରାଣ୍ଟ, ଯେଉଁଠି ପ୍ଲେଟ ନୁହେଁ, ଆଇପ୍ୟାଡରେ ପରସା ଯାଇଥାଏ ଖାଦ୍ୟ !

ଆପଣ ଏ ପର୍ଯ୍ୟନ୍ତ ଯେତେ ବି ହୋଟେଲ କିମ୍ବା ରେଷ୍ଟୁରାଣ୍ଟ ଯାଇଥିବେ, ସେଠି ଆପଣଙ୍କୁ ପ୍ଲେଟରେ ଖାଦ୍ୟ ପରସା ଯାଇଥିବ। କିନ୍ତୁ ଏକ ରେଷ୍ଟୁରାଣ୍ଟ ଏମିତି ବି ଅଛି, ଯେଉଁଠି ଆଇପ୍ୟାଡରେ ଖାଦ୍ୟ ପରସା ଯାଇଥାଏ। ପ୍ରକୃତ କଥା ହେଲା, ସାନ ଫ୍ରାନ୍ସିସ୍କୋର ଏକ ରେଷ୍ଟୁରାଣ୍ଟରେ ଏକ ଖାସ ଡିସ ରହିଛି,…

ମାଛ ଧରିବା ବେଳେ ଜାଲରେ ପଡ଼ିଲା ଜହ୍ନ-ତାରା ଚିତ୍ରିତ କଇଁଛ, ଜାଣନ୍ତୁ ଏହାର ଖାସିୟତ

ପୃଥିବୀପୃଷ୍ଠରେ ଏମିତି ଅନେକ ଅଦ୍ଭୁତ ଜୀବଜନ୍ତୁ ଅଛନ୍ତି, ଯାହାଙ୍କ ଉପସ୍ଥିତି ଆମକୁ ଆଶ୍ଚର୍ଯ୍ୟ କରିଦିଏ। ନିକଟରେ ସେହିଭଳି ଏକ କଇଁଛ ଉଦ୍ଧାର ହୋଇଛି ମହାରାଷ୍ଟ୍ରରେ। ଏହି କଇଁଛ ଏତେ ସୁନ୍ଦର ଯେ ଯିଏ ଦେଖିବ, ଦଣ୍ଡେ ଚାହିଁ ରହିବ। ଏହି କଇଁଛର ପିଠି ଉପରେ ଜହ୍ନ ତାରା ଚିତ୍ର ଅଛି। ଲୋକମାନେ…

ଜାଣନ୍ତୁ, ୨୦୨୧ରେ ପଡ଼ୁଛି କେତୋଟି ଛୁଟି ଓ ବୁଲାବୁଲି ପାଇଁ ଏବେ ଠାରୁ ବନାନ୍ତୁ ପ୍ଲାନ୍‌

ଆଉ ମାତ୍ର ଦିନ କେଇଟା ପରେ ବିଦାୟ ନେବ ୨୦୨୦ ଓ ଆରମ୍ଭ ହେବ ନବବର୍ଷ ୨୦୨୧। କରୋନା ଯୋଗୁ ଚଳିତବର୍ଷ ଲୋକମାନେ ବୁଲାବୁଲି କରିପାରିନାହାନ୍ତି ଏଣୁ ନୂଆବର୍ଷ ପାଇଁ ଏବେଠୁ ବିଭିନ୍ନ ପ୍ଲାନ୍‌ କରୁଥିବା ଦେଖିବାକୁ ମିଳିଛି। ଯଦି ଆପଣ ବି ୨୦୨୧ରେ ମିଳୁଥିବା ଛୁଟିକୁ ନେଇ ଉତ୍ସାହିତ ଅଛନ୍ତି, ତେବେ…

ଦୁଃଖ ଆମର ଆଜୀବନ ବନ୍ଧୁ, ମୁରବୀଙ୍କ ସହ ପୂରା ପରିବାର ରୋଗର ଜ୍ୱାଳାରେ ଛଟପଟ, ଖୋଜୁଛନ୍ତି ସରକାରୀ ସହାୟତା

ସାଲେପୁର : ମଣିଷ ହୋଇ ଜନ୍ମ ନେଇଛ ତ ଦୁଃଖ ଆଉ ସୁଖ ସବୁ ଆସିବ । ହେଲେ କିଛି ଲୋକଙ୍କ ପାଇଁ ଯେମିତି ଦୁଃଖ ଆଜୀବନ ବନ୍ଧୁ ହୋଇ ଆସେ । ଏମିତି ଗୋଟିଏ ପରିବାର ହେଉଛି କଟକ ଜିଲ୍ଲା ସୌରୀ ଗାଁର ଅରୁଣ ଭୋଇଙ୍କର । ଏହି ଘରର ତିନି ତିନି ଜଣ ଗୁରୁତର ରୋଗରେ ପୀଡ଼ିତ । ଯିଏ ରୋଜଗାର କରି ପରିବାର…

ଗ୍ରାହକଙ୍କୁ ଟାଣି ନେଉଛନ୍ତି ସୌମ୍ୟ, କୁନି କୁନି ହାତରେ ଖୁଆଉଛନ୍ତି ଚଟପଟା ଗୁପଚୁପ

ନୟାଗଡ଼ ( କେନ୍ୟୁଜ) : ଆପଣଙ୍କର ଗୁପଚୁପ ପସନ୍ଦ କି ନୁହେଁ। ପ୍ରାୟ ସମସ୍ତଙ୍କର ଗୁପଚୁପ ବହୁତ ପସନ୍ଦ। ଯଦି ଆପଣଙ୍କୁ ମଧ୍ୟ ଗୁପଚୁପ୍‌ ପସନ୍ଦ ତାହେଲେ ଆଜି ଆମେ ଆପଣଙ୍କୁ ନେଇଯିବୁ ଜଣେ କୁନି ଗୁପଚୁପ ବିକାଳୀଙ୍କ ପାଖକୁ। ଦେଖନ୍ତୁ କୁନି ଗୁପଚୁପ ବିକାଳୀଙ୍କୁ। ନିଜ କୁନି କୁନି ହାତରେ…

ଅକାଳ ମୃତ୍ୟୁ ଏବଂ ରୋଗ-ଭୟରୁ ମୁକ୍ତି ଦେବ ମହାମୃତ୍ୟୁଞ୍ଜୟ ମନ୍ତ୍ର, ଜାଣନ୍ତୁ ଜପ କରିବାର କ’ଣ ରହିଛି ନିୟମ

ଦେବ ଦେବ ମହାଦେବ ହେଉଛନ୍ତି ସୃଷ୍ଟିର ମୁକ୍ତି ଦାତା । ତାଙ୍କର ପ୍ରିୟ ମହାମୃତ୍ୟୁଞ୍ଜୟ ମନ୍ତ୍ର ଜପ କଲେ ବ୍ୟକ୍ତି ଅକାଳ ମୃତ୍ୟୁ, ରୋଗ, ଭୟ ଓ ଶତ୍ରୁ ପୀଡ଼ାରୁ ମୁକ୍ତି ପାଇଥାଏ । ସ୍ନାନ କରିବା ସମୟରେ ଏହି ମନ୍ତ୍ର ଉଚ୍ଚାରଣ କରିବା ଦ୍ୱାରା ରୋଗରୁ ଆରୋଗ୍ୟ ମିଳିଥାଏ । ଏହି ମନ୍ତ୍ରର ଜପ…

ପ୍ରଥମଥର ପାଇଁ ମହାକାଶରେ ହେଲା ମୂଳା ଚାଷ, ନାସା ସେୟାର କଲା ଭିଡିଓ

ବୈଜ୍ଞାନିକମାନେ ପ୍ରଥମ ଥର ମହାକାଶରେ କରିଛନ୍ତି ମୂଳା ଚାଷ । ୨୦୨୧ରେ ଏହାକୁ ପୃଥିବୀ ପୃଷ୍ଠକୁ ଅଣାଯିବ। ନାସାର ମହାକାଶ ଯାତ୍ରୀ ଓ ଫ୍ଲାଇଟ୍ ଇଞ୍ଜିନିୟର କେଟ୍ ରୁବିନ୍ସ ପ୍ରଥମ ଥର ଇଣ୍ଟରନ୍ୟାସାନଲ ସ୍ପେସ୍ ଷ୍ଟେସନରେ ଚାଷ କରାଯାଇଥିବା ମୂଳା ଫସଲକୁ କାଟିଛନ୍ତି। କେଟ୍ ମୂଳାର ୨୦ଟି ଗଛକୁ…

ଇଞ୍ଜେକ୍ସନ ଖାଇ ବି ଶିଶୁଟି କାନ୍ଦିବା ବଦଳରେ ହସୁଛି, କାରଣ ଜାଣିବା ପାଇଁ ଦେଖନ୍ତୁ ଭିଡିଓ

ସୋସିଆଲ ମିଡ଼ିଆରେ ଅଧିକାଂଶ ସମୟରେ ହୃଦୟସ୍ପର୍ଶୀ, ମଜାଳିଆ ଭିଡିଓମାନ ଭାଇରାଲ ହୋଇଥାଏ । ଏହି ଭିଡିଓଗୁଡିକ ଯେ କେବଳ ମନୋରଞ୍ଜନ କରିଥାଏ ତାନୁହେଁ ଏଥିରୁ ଅନେକ ଶିକ୍ଷା ମଧ୍ୟ ମିଳିଥାଏ । ନିକଟରେ ଜଣେ ଡାକ୍ତରଙ୍କ ଏଭଳି ଏକ ଭିଡିଓ ଖୁବ ଭାଇରାଲ ହେବାରେ ଲାଗିଛି । ଖାଲି ସେତିକି ନୁହେଁ ଲୋକେ…